ବାଜା ବଜାଇ ଅଭିଯୁକ୍ତଙ୍କ ଘରେ ପହଞ୍ଚିଲା ପୋଲିସ…
ବୈଶାଳୀ,୯।୪: କେବେ କେଉଁଠି ଶୁଣିଛନ୍ତି କି ପୋଲିସ ବ୍ୟାଣ୍ଡବାଜା ବଜାଇ ଅଭିଯୁକ୍ତକୁ ଗିରଫ କରିବାକୁ ଯାଇଥିବା କଥା। କଥାଟି ଅଡ଼ୁଆ ଲାଗିଲେ ବି ସତ। ବିହାରର ବୈଶାଳୀ ଜିଲାରେ ଏଭଳି ଚକିତ କରିଦେବା ଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ପୋଲିସ…
ଆଜିଠୁ ଆଇପିଏଲ୍: ଟାଇଟଲ୍ ପାଇଁ ଲଢ଼ିବେ ଏହି ୮ ଅଧିନାୟକ; ଜାଣନ୍ତୁ କିଏ ବୟସରେ…
ନୂଆଦିଲ୍ଲୀ,୯।୪: ଆଇପିଏଲ୍ ୨୦୨୧ରେ ପୁଣି ଥରେ ଟାଇଟଲ ହାସଲ ପାଇଁ ୮ ଟି ଦଳ ପରସ୍ପର ମୁହାଁମୁହିଁ ହେବେ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଆଇପିଏଲ୍ର ଏହି ନୂତନ ସିଜନରେ ୨୩ ବର୍ଷୀୟ…
ପ୍ରତିବାଦ ବେଳେ ରାସ୍ତା ଅବରୋଧ ମନା: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୯।୪: ଧାରଣା ପ୍ରଦର୍ଶନ ସମୟରେ ରାସ୍ତା ଜାମ୍ ଯୋଗୁ ଲୋକଙ୍କୁ ହେଉଥିବା ସମସ୍ୟାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଏବ ବଡ଼ ରାୟ ଶୁଣାଇଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସାର୍ବଜନୀନ ସ୍ଥାନରେ ଓ ରାସ୍ତା…
ଲକ୍ଡାଉନ୍ ଚାହୁଁ ନ ଥିଲେ; ରୋଜଗାର ବନ୍ଦ କରିବାକୁ ଚାହୁଁ ନ ଥିଲେ ମାସ୍କ ପିନ୍ଧନ୍ତୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯।୪(ବ୍ୟୁରୋ): ଦିନକୁ ଦିନ ଜଟିଳ ହେବାରେ ଲାଗିଛି କରୋନା ସ୍ଥିତି। ଦେଶର କିଛି ସ୍ଥାନରେ କରୋନାର ତୃତୀୟ ଲହର ଚାଲିଥିବା ବେଳେ ଓଡ଼ିଶାରେ ଦ୍ୱିତୀୟ ଲହର ଚାଲିଛି। ଏଣୁ ଆମକୁ କେତେ ଲହର ମୁକାବିଲା କରିବାକୁ ପଡ଼ିବ, କେହି ଜାଣି ନାହାନ୍ତି।…
ଓମାର ଅବଦ୍ଦୁଲା କରୋନା ପଜିଟିଭ୍
ଶ୍ରୀନଗର,୯।୪: ନ୍ୟାସନାଲ କନ୍ଫରେନ୍ସ ନେତା ତଥା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଓମାର ଟୁଇଟ କରି ସୂଚନା ଦେଇଛନ୍ତି। ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନ ଥିବା ବେଳେ ଶୁକ୍ରବାର ଆସିଥିବା ରିପୋର୍ଟରେ…
ଆଇପିଏଲ୍-୨୦୨୧ ହେବ ଧୋନୀଙ୍କ ଶେଷ ଟୁର୍ନାମେଣ୍ଟ ? ସିଏସ୍କେର ସିଇଓ ଦେଲେ ଏଭଳି ଜବାବ
ନୂଆଦିଲ୍ଲୀ,୯।୪: ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ମହେନ୍ଦ୍ର ସିଂହ ଧୋନୀ। ପରେ ସେ ଆଇପିଏଲ୍ ଖେଳିବେ କି ନାହିଁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ମାତ୍ର ସେ ‘ଡେଫିନାଇଟଲି ନଟ୍’ କହି ଆଲୋଚନାକୁ ବନ୍ଦ କରିଥିଲେ।…
ଘୁଞ୍ଚିବନି ମାଟ୍ରିକ୍, ଯୁକ୍ତ ୨ ପରୀକ୍ଷା: କରାଯିବ ଅଧିକ ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର, ୯।୪(ବ୍ୟୁରୋ): ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘୁଞ୍ଚିବ ନାହିଁ। ଏ ନେଇ ଶୁକ୍ରବାର ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଦାଶ କହିଛନ୍ତି, ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ…
ଯୁବତୀଙ୍କ ପରି ଡ୍ରେସ୍ ପିନ୍ଧି ଟ୍ରୋଲ୍ ହେଲେ ବାଇଡେନଙ୍କ ସ୍ତ୍ରୀ
ଓ୍ବାଶିଂଟନ,୯।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ତ୍ରୀ ଏବେ ଚର୍ଚ୍ଚାରେ ରହିଛନ୍ତି। ୬୯ ବର୍ଷୀୟା ଜିଲ୍ ବାଇଡେନ ଫିଟ୍ନେସ ଟାଇଟ୍ସ, ବ୍ଲାକ୍ ହିଲ୍ ବୁଟ୍ସ ଏବଂ ଲେଦରର ସ୍କର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଏହା ପରେ ଜିଲ୍ ସୋସିଆଲ ମିଡିଆରେ ଟ୍ରୋଲ…
କ୍ୟାପିଟାଲ ହସ୍ପିଟାଲରେ ୨ ଡାକ୍ତର କରୋନା ପଜିଟିଭ
ଭୁବନେଶ୍ୱର, ୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଛି। ରାଜଧାନୀ ଭୁବନେଶ୍ୱରର ସ୍ଥିତି ମଧ୍ୟ ସଙ୍ଗିନ ହେବାରେ ଲାଗିଛ। ଏହି କ୍ରମରେ ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲର ୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ…
କରୋନା ଟିକା ନେବା ପରେ ବି ଏମ୍ସର ୩୫ ଡାକ୍ତର କରୋନା ପଜିଟିଭ
ନୂଆଦିଲ୍ଲୀ,୯।୪: ଦିଲ୍ଲୀରେ କରୋନା ଆତଙ୍କ ଜାରି ରହିଛି। ଗଙ୍ଗାରାମ ହସ୍ପିଟାଲରେ ପରେ ଏବେ ଦିଲ୍ଲୀ ଏମ୍ସର ୩୫ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା ସବୁ ସଂକ୍ରମିତ ଡାକ୍ତର କରୋନା ଭାକ୍ସିନର ଦ୍ୱିତୀୟ ଡୋଜ୍ ମଧ୍ୟ…
ଆଜି ଯାଏ ହୋଇଥିବା ମ୍ୟାଚ୍ରେ ମୁମ୍ବାଇ ରହିଛି ଆଗରେ: ଆଇପିଏଲ୍ ଇତିହାସରେ ରହିଛି ଏଭଳି ରେକର୍ଡ
ନୂଆଦିଲ୍ଲୀ,୯।୪: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୪ ସିଜିନର ପ୍ରଥମ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏଥିରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ଭେଟିବ। ପାଞ୍ଚଥର ଟାଇଟଲ ବିଜେତା ଏମ୍ଆଇ ସିଜିନର ପ୍ରଥମ ମ୍ୟାଚ୍ ନିଜ ନାମରେ…
ହଜିଗଲା ମାନବିକତା,ବିଲରୁ ନବଜାତ ଶିଶୁକନ୍ୟାର ମୃତଦେହ ଜବତ
ପଦ୍ମପୁର,୯।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତ ଦାମୋଡ଼ରପୁର ଗ୍ରାମର ଏକ ବିଲରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଜବତ କରାଯାଇଛି। ପ୍ରକାଶ ଯେ, କିଛି ପିଲା ଗୁରୁବାର ବିଲକୁ ଗାଈ ଚରାଇବାକୁ ଯାଇଥିବା ବେଳେ ଶାଢ଼ିରେ ଗୁଡ଼ାହୋଇ…
Archives


