Home

୮ ବର୍ଷ ପରେ ପୀଡ଼ିତାଙ୍କ ଫୋନ୍‌କୁ ଆସିଲା ବଳାତ୍କାରୀଙ୍କ ପକ୍ଷରୁ ମେସେଜ୍‌, ଏଥିରେ ଲେଖାଥିଲା…

ଓ୍ବାଶିଂଟନ,୨୪ା୫: ଆମେରିକାର ପେନାସିଲେବ୍‌ନିଆରେ ରହୁଥିବା ୨୩ ବର୍ଷୀୟା ଶାନନ ନିଜ ବୟଫ୍ରେଣ୍ଡଙ୍କ ସହ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଶାନନ ତାଙ୍କର ଫେସ୍‌ବୁକ୍‌ ଖୋଲିଥିଲେ। ଏଥିରୁ ଏକ ମେସେଜ ପଢ଼ି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କେବେ କଳ୍ପନା କରି…

ବ୍ଲାକ୍‌ ଫଙ୍ଗସ୍‌ ଆତଙ୍କ, ୫୪୨୪ରୋଗୀ ଚିହ୍ନଟ: ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବା ବେଳେ ଏବେ ବ୍ଲାକ୍‌ ଫଙ୍ଗସ୍‌ ସମସ୍ତଙ୍କ ନିଦ ହଜାଇ ଦେଇଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…

ଟାଇଗର-୩ରେ ସଲମାନ୍‌ଙ୍କ ସହ ଫାଇଟ୍‌ କରିବେ ଇମ୍ରାନ୍‌…

ମୁମ୍ବାଇ,୨୪।୫: ସଲମାନ୍‌ ଖାଁଙ୍କ ଟାଇଗର ସିରିଜ୍‌ର ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା ଜାରି ରହିଛି। ଖୁବ୍‌ ଶୀଘ୍ର ପରଦାକୁ ଟାଇଗର-୩ ଦି ଫାଇନାଲ ମିଶନ ଆସିବ। ଏଥିରେ ଖଳନାୟକ ଭୂମିକାରେ ସଲମାନ୍‌ଙ୍କ ଅପୋଜିଟ୍‌ରେ ଇମ୍ରାନ୍‌ ହାସ୍‌ମିଙ୍କୁ ଦେଖିବାକୁ ମିଳିବ। ଫିଲ୍ମର…

ଏହି ଯୁବତୀଙ୍କୁ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆସନ୍ତାବର୍ଷ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି। ସେ ନିଜର ପ୍ରେମିକା କ୍ୟାରୀ ସାଇମଣ୍ଡ୍‌ସଙ୍କୁ ବିବାହ କରିବେ। ୨୦୨୨ ଜୁଲାଇ ୨୨ରେ ଜନସନ ଏବଂ ସାଇମଣ୍ଡସ ବିବାହ ବନ୍ଧନରେ ଆବଦ୍ଧ ହେବେ। ଉଭୟ ନିଜ ସମ୍ପର୍କୀୟ,…

ବିବାହ ବାର୍ଷିକୀରେ ୧ କିଲୋ ଓଜନର ସୁନା ହାର ପିନ୍ଧିଥିଲେ ସ୍ତ୍ରୀ, ସ୍ବାମୀଙ୍କୁ ଡାକିନେଲା ପୋଲିସ; ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ବିବାହ ବାର୍ଷିକୀ ସମାରୋହରେ ଜଣେ ମହିଳା ଏକ ଲମ୍ବା ଏବଂ ଓଜନିଆ ହାର ପିନ୍ଧିଥିବା ନଜର ଆସିଛନ୍ତି। ଫେସ୍‌ବୁକ୍‌ ଏବଂ ହ୍ବାଟ୍ସଆପ୍‌ ସମେତ ଅନ୍ୟ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ…

ହୃଦୟର ଯନ୍ତ୍ରଣା ପ୍ରକାଶ କଲେ ସୋନୁ ସୁଦ୍‌

ବଲିଉଡ ଅଭିନେତା ସୋନୁ ସୁଦ କରୋନା ପୀଡିତଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଦେଶର ପ୍ରତ୍ୟେକ କୋଣରୁ ରୋଗୀମାନଙ୍କ ପାଇଁ ଶଯ୍ୟା ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ଅମ୍ଳଜାନ, ଔଷଧ, ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯୋଗାଇଦେଉଛନ୍ତି ସେ। ଏହି ସମୟରେ,…

ପରିଚୟ ପତ୍ର ନ ଥିଲେ ବି ଦିଆଯିବ କରୋନା ଟିକା: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଟିକାକରଣ ପାଇଁ ଆଧାର କାର୍ଡ, ଭୋଟର ପରିଚୟ ପତ୍ର, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ୍‌ କାର୍ଡ, ଏନ୍‌ପିଆର୍‌…

ଏହି ଅଭିନେତ୍ରୀଙ୍କ ଫଟୋରେ କମେଣ୍ଟ ଦେଇ ଫସିଲେ କ୍ରିକେଟର୍‌ ଲୋକେଶ ରାହୁଲ

ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ କେଏଲ୍‌ ରାହୁଲ ପଞ୍ଜାବୀ ଅଭିନେତ୍ରୀ ତଥା ମଡେଲ ସୋନମ ବାଜଓ୍ବାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାହୁଲ ସୋନମଙ୍କ ଏକ ଫଟୋ କମେଣ୍ଟ ଦେଇ ଫସିଯାଇଛନ୍ତି। ଫଳରେ ଯୁଜର୍ସ ତାଙ୍କୁ ଧୋକାବାଜ୍‌ ଆଖା୍ୟା ଦେଇଛନ୍ତି। କେଏଲ୍‌ ରାହୁଲ ଗତ…

ଖୁସି ଖବର: ୨୦୨୮ ଅଲମ୍ପିକ୍‌ରେ ସାମିଲ ହେବ କ୍ରିକେଟ !…

ନୂଆଦିଲ୍ଲୀ,୨୪।୫: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ୨୦୨୮ ଅଲମ୍ପିକ୍‌ରେ କ୍ରିକେଟ ଖେଳକୁ ସାମିଲ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଲସ୍‌ ଏଞ୍ଜେଲସ୍‌ରେ ହେବାକୁ ଥିବା ଏହି ଅଲମ୍ପିକ୍‌ରେ କ୍ରିକେଟ ଖେଳ ସାମିଲ ହେଲେ ଭାରତୀୟ ଦର୍ଶକଙ୍କ ସଂଖ୍ୟା…

ସମ୍ଭାବ୍ୟ ବାତ୍ୟା ନେଇ ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନର ପରାମର୍ଶ

ଗଞ୍ଜାମ,୨୪ା୫(ଡି.ଏନ୍‌.ଏ.): ଆସନ୍ତା ୨୬ରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି l ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକର ମତ୍ସ୍ୟଜୀବୀମାନେ କିପରି ସୁରକ୍ଷିତ ରହିବେ ଚିନ୍ତାରେ ପ୍ରଶାସନ। ଏନେଇ ଖୋଦ୍‌ ଗଞ୍ଜାମ ତହସିଲଦାର ଅରୁଣ କୁମାର…

କରୋନା ସଙ୍କଟ ମଧ୍ୟରେ ଯୁବକଙ୍କ ନିଆରା ମାସ୍କ: ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୪।୫: କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ମାସ୍କ ପରିଧାନକୁ ଗବେଷକମାନେ ଅଧିକ ଗୁରୁତ୍ୱ ଦେବା ସହ ଏହାକୁ ରାମବାଣ ବୋଲି କହୁଛନ୍ତି। ଆଉ ଏହି ନିୟମକୁ ଅନେକ ଲୋକ ପାଳନ କରୁଥିବା ଆଉ କେତେକ ପାଳନ କରୁ ନ ଥିବା ଦେଖିବାକୁ…

ତୃତୀୟ ଲହର ପାଇଁ ପ୍ରସ୍ତୁତି: ୧୨ ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାଙ୍କ ମାତାପିତାଙ୍କୁ ପ୍ରଥମେ ଦିଆଯିବ ଭାକ୍ସିନ୍‌…

ଲକ୍ଷ୍ନୌ,୨୪।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣର ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ ୧୨ ବର୍ଷ ପର୍ଯ୍ୟନ୍ତ ବୟସ୍କ ପିଲାଙ୍କ ମାତାପିତାଙ୍କୁ ଭାକ୍ସିନ୍‌ ଦେବାରେ ଅଗ୍ରାଧିକାର ପ୍ରଦାନ କରାଯିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?