Home

ସ୍ତ୍ରୀଙ୍କୁ ବିକିନିରେ ଦେଖି ହାର୍ଦ୍ଦିକ ପାଣ୍ଡ୍ୟା କହିଲେ..

ଆଇପିଏଲର ୧୪ତମ ସିଜନକୁ ସ୍ଥଗିତ ରଖାଯିବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍‌ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଫଟୋ ଶେୟାର କରୁଛନ୍ତି। ନିକଟରେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍‌ଙ୍କ ବିକିନି…

ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଆଗରେ ୩୧ ଘଣ୍ଟା ଧାରଣାରେ ବସିଲେ ସ୍ବାମୀ: ଆଉ ତା’ପରେ

ଆଗ୍ରା,୨୪।୫: ଉତ୍ତର ପ୍ରଦେଶର ଆଗ୍ରାରେ ସ୍ବାମୀ-ସ୍ତ୍ରୀ କଳିର ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଆଗରେ ୩୧ ଘଣ୍ଟା ଧାରଣାରେ ବସିଥିଲେ ସ୍ବାମୀ। କିନ୍ତୁ ସ୍ତ୍ରୀ ଘର ବାହାରକୁ ଆସି ନ ଥିଲେ କି କବାଟ…

କରୋନା ପୃଥିବୀରେ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ର ଗବେଷକ ହୋଇଥିଲେ ଆକ୍ରାନ୍ତ: ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲ…

ଓ୍ବାଶିଂଟନ,୨୪।୫: କକରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବାର ସନ୍ଦେହ ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି। ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ନ ବ୍ୟାପିବା ପୂର୍ବରୁ ଉହାନ୍‌ ଲ୍ୟାବ୍‌ରେ…

ସମ୍ଭାବ୍ୟ ବାତ୍ୟାରେ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ଜିଲାପାଳ

ବାଲେଶ୍ୱର ଅଫିସ,୨୪।୫: ଆସନ୍ତା ମେ ୨୬ତାରିଖରେ ବାତ୍ୟା ଆଶଙ୍କା ଥିବାରୁ ଜନସାଧାରଣ ସେମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରାକ ସାବଧାନତା ଅବଲମ୍ବନ କରିବେ ଏବଂ ନିହାତି ଭାବରେ ତିନି ଦିନ ପାଇଁ ପିଇବା ପାଣି ମହଜୁଦ ରଖିବାକୁ ନିବେଦନ…

କରୋନା ଭୂତାଣୁ ପ୍ରାକୃତିକ ଅବା ଲ୍ୟାବ୍‌ରେ ତିଆରି, ବିଶେଷଜ୍ଞ ଦେଲେ ଏଭଳି ଉତ୍ତର…

ଓ୍ବାଶିଂଟନ,୨୪।୫: କରୋନା ମହାମାରୀ ଭୂତାଣୁ ସଂକ୍ରମଣ ପ୍ରଥମେ ଚାଇନାର ଉହାନରେ ଦେଖାଦେଇଥିଲା। ଉହାନ୍‌ ଲ୍ୟାବ୍‌ରୁ ଏହା ଅସାବଧାନତାରୁ ବାହାରକୁ ଆସିଥିବା ସନ୍ଦେହ କରାଯାଉଛି। ତେବେ ଏପରିସ୍ଥଳେ ଆମେରିକାର ବିଶେଷଜ୍ଞ ଡ. ଆନ୍ଥୋନୀ ଫାଉଚି ଗୁରୁତ୍ୱପୂର୍ଣ୍ଣ ମତାମତ ଦେଇଛନ୍ତି। ସେ କହିଛନ୍ତି ଯେ,…

ଭୀଷଣ ବେଗରେ ମାଡିଆସୁଛି ବାତ୍ୟା ‘ୟାସ୍‌’: ୨୬ ତାରିଖ ମଧ୍ୟାହ୍ନରେ ରଚିବ ତାଣ୍ଡବ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଥମେ ଅବପାତ ଓ ପରେ ଗଭୀର ଅବପାତର ରୂପ ନେଇ ଆଗକୁ ମାଡି ଚାଲିଛି। ଘଣ୍ଟାପ୍ରତି ମାତ୍ର ୪ କିମି ବେଗରେ ଗତି କରୁଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ଆଜି ଭୋର…

ତୃତୀୟ ଲହର ଆଶଙ୍କା ନେଇ ଆତଙ୍କ: ରାଜସ୍ଥାନରେ ୬୦୦ରୁ ଅଧିକ ଶିଶୁ ଆକ୍ରାନ୍ତ…

ଜୟପୁର,୨୪।୫: କରୋନାର ତୃତୀୟ ଲହର ଆଶଙ୍କା ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ରାଜସ୍ଥାନର ଦୌସା ଏବଂ ଡୁଙ୍ଗରପୁର ଦୁଇ ଜିଲାରେ ୬୦୦ରୁ ଅଧିକ ଶିଶୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଛି। ଏହାକୁ ନେଇ ରାଜ୍ୟ…

ବିବାଦରେ ଡାଏନାଙ୍କ ସାକ୍ଷାତ୍‌କାର

ଲଣ୍ଡନ, ୨୪ା୫: ପ୍ରିନ୍ସେସ୍‌ ଡାଏନାଙ୍କ ସହ ବିବାଦୀୟ ସାକ୍ଷାତକାରକୁ ନେଇ ତାଙ୍କ ଦୁଇ ପୁଅ ତଥା ବ୍ରିଟେନ ପ୍ରିନ୍ସ ଓ୍ବିଲିୟମ ଏବଂ ହ୍ୟାରିଙ୍କୁ ରବିବାର ବିବିସିର ପୂର୍ବତନ ଖବରଦାତା ମାର୍ଟିନ ବଶିର କ୍ଷମା ମାଗିଛନ୍ତି। କିନ୍ତୁ ଡାଏନାଙ୍କ ମୃତ୍ୟୁ ସହ ସାକ୍ଷାତକାରକୁ…

ଚାଷୀ ଆନ୍ଦୋଳନକୁ ୧୨ ବିରୋଧୀ ଦଳର ସମର୍ଥନ

ନୂଆଦିଲ୍ଲୀ, ୨୪।୫: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆସନ୍ତା ୨୬ ତାରିଖରେ ୬ ମାସ ପୂରଣ କରିବାକୁ ଯାଉଛି। ସେହିଦିନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ସଂଯୁକ୍ତ…

ଟୁଲ୍‌କିଟ୍‌: ରମଣ ସିଂ, ସମ୍ବିତ୍‌ ପାତ୍ରଙ୍କ ନଁ।ରେ ଏତଲା

ନୂଆଦିଲ୍ଲୀ, ୨୪।୫: ଏଆଇସିସିର ଗବେଷଣା ବିଭାଗ ଲେଟରହେଡ୍‌କୁ ଜାଲିଆତି କରି ସେଥିରେ ମିଥ୍ୟା ଓ ଜାଲ୍‌ ତଥ୍ୟ ଛାପିବା ଅଭିଯୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ ସିଂ ଏବଂ ମୁଖପାତ୍ର ସମ୍ବିତ୍‌ ପାତ୍ରଙ୍କ ନଁ।ରେ ଛତିଶଗଡ଼ରେ ଏତଲା ଦାଏର ହୋଇଛି। ଅଧିକ…

ବାତ୍ୟା ଯୋଗୁ କୋହଳ ହେଲା ଲକ୍‌ଡାଉନ୍‌ କଟକଣା

ଭୁବନେଶ୍ୱର,୨୪।୫: ସମ୍ଭାବ୍ୟ ବାତ୍ୟା ୟାସ୍‌କୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲାରେ ଲକଡାଉନ କଟକଣା ଆସନ୍ତା ୨ ଦିନ ପାଇଁ ସାମାନ୍ୟ କୋହଳ ହୋଇଛି। ଆଜି ଓ ଆସନ୍ତାକାଲି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦିନ ଗୋଟାଏ ଯାଏ ଖୋଲା ରହିବ…

ରାଜ୍ୟକୁ ଟିକା ଯୋଗାଇବାକୁ ମନାକଲା ମଡର୍ନା

ଚଣ୍ଡିଗଡ଼, ୨୪।୫: ଦେଶରେ ସମସ୍ତଙ୍କୁ ଟିକା ଦେବା ଲାଗି କୋଭିଡ୍‌ ଭାକ୍ସିନର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ ସିଧାସଳଖ ଟିକା କିଣିବା ପାଇଁ ଯୋଜନା କରିବା ସହ କେତେକ ରାଜ୍ୟ ବିଶ୍ୱସ୍ତରୀୟ ଟେଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?