Posted inଖେଳ

ଏହି ଅଭିନେତ୍ରୀଙ୍କ ଫଟୋରେ କମେଣ୍ଟ ଦେଇ ଫସିଲେ କ୍ରିକେଟର୍‌ ଲୋକେଶ ରାହୁଲ

ଭାରତୀୟ ଷ୍ଟାର୍‌ କ୍ରିକେଟର୍‌ କେଏଲ୍‌ ରାହୁଲ ପଞ୍ଜାବୀ ଅଭିନେତ୍ରୀ ତଥା ମଡେଲ ସୋନମ ବାଜଓ୍ବାଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାହୁଲ ସୋନମଙ୍କ ଏକ ଫଟୋ କମେଣ୍ଟ ଦେଇ ଫସିଯାଇଛନ୍ତି। ଫଳରେ ଯୁଜର୍ସ ତାଙ୍କୁ ଧୋକାବାଜ୍‌ ଆଖା୍ୟା ଦେଇଛନ୍ତି। କେଏଲ୍‌ ରାହୁଲ ଗତ କିଛିଦିନ ହେବ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ପ୍ରେମରେ ପଡିଛନ୍ତି। ଉଭୟଙ୍କୁ ଏକାଠି ମଧ୍ୟ ଅନେକ ପାର୍ଟିରେ ଦେଖାଯାଇଛି। ସୋସିଆଲ ମିଡିଆରେ ମଧ୍ୟ ଉଭୟ ନିଜ ପ୍ରେମକୁ ନେଇ ମଧ୍ୟ ଖୋଲାଖୋଲି ପ୍ରକାଶ ମଧ୍ୟ କରିଥିଲେ। ତେବେ ମଡେଲ ସୋନମ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ଏଥିରେ କମେଣ୍ଟ ଦେବାକୁ ଯାଇ ରାହୁଲ କହିଛନ୍ତି, ମାତ୍ର ଗୋଟିଏ କଲ ଦୂରରେ। ଏହି କମେଣ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୟୁଜର୍ସ ରାହଲଙ୍କୁ କମେଣ୍ଟ କରି କହିଛନ୍ତି, ତୁମେ ଆଥିଆଙ୍କୁ ଛାଡି ସୋନମଙ୍କ ପ୍ରେମରେ ପଡିଯାଇଛ, ଧୋକାବାଜ୍‌ ବୋଲି କହିଛନ୍ତି।

 सोनम की इस पोस्‍ट पर केएल राहुल ने कमेंट किया कि बस एक कॉल दूर हूं. केएल राहुल के इस कमेंट के बाद सोशल मीडिया पर सवालों का दौर शुरू हो गया है. (Sonam Bajwa instagram)


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାଗବତ ସପ୍ତାହ ପାରାୟଣ: ଶିଶୁଙ୍କ ଦ୍ୱାରା ନୃତ୍ୟ ନାଟିକା ଋକ୍ମିଣୀ ବିବାହ ମଞ୍ଚସ୍ଥ

ହେମଗିର, ୧୯।୪ (ଡି.ଏନ.ଏ)-ଆଧ୍ୟାତ୍ମିକତା ତଥା ଭଗବତ ପ୍ରେମକୁ ପ୍ରତ୍ୟେକ ମାନବ ଜୀବନରେ ପରିସ୍ଫଟ କରିବା ପାଇଁ ହେମଗିର ବ୍ଲକର ଲୁଆବାହାଲଠାରେ ପ୍ରତ୍ୟେକ ବର୍ଷପରି ଏବର୍ଷ ମଧ୍ୟ...

କ୍ରୀଡ଼ା: ଦକ୍ଷତା ପ୍ରଦର୍ଶନର ଅନ୍ୟତମ ମାର୍ଗ

ସମଗ୍ର ବିଶ୍ୱରେ କ୍ରୀଡ଼ାର ମହତ୍ତ୍ୱ ବଢିଛି। ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ଲାଗି ବିଭିନ୍ନ ଦେଶ କ୍ରୀଡ଼ାକୁ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାରେ ଉତ୍କର୍ଷତା ହାସଲ କରିବା...

୪୧ ବର୍ଷ ପରେ କ୍ୱାର୍ଟରରେ ଭାରତୀୟ ମହିଳା ହକି ଦଳ

ଟୋକିଓ,୧ା୮: ଭାରତୀୟ ମହିଳା ହକି ଦଳ ଇତିହାସ ରଚିଛି। ମହିଳା ଦଳ ଦୀର୍ଘ ୪୧ ବର୍ଷ ପରେ ପ୍ରଥମଥର ପାଇଁ ଅଲିମ୍ପିକ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ...

ଆଇପିଏଲରେ ବଡ଼ ସଫଳତା ହାସଲ କଲେ ଧାଓ୍ବନ

ମୁମ୍ବାଇ,୨୩।୫: ଆଇପିଏଲ ୨୦୨୨ରୁ ପଞ୍ଜାବ କିଙ୍ଗ୍ସର ଦଳ ଯଦିଓ ପ୍ଲେ ଅଫ୍‌କୁ ଯାଇପାରିନାହିଁ, କିନ୍ତୁ ଦଳର ଓପନର୍‌ ଶିଖର ଧାୱନ ଇତିହାସ ସୃଷ୍ଟି କରିଛନ୍ତି। ସେ...

ମ୍ୟାନେଜର୍‌ଙ୍କୁ କରିଛନ୍ତି ଜୀବନସାଥୀ: ବେଶ୍‌ ରୋମାଣ୍ଟିକ୍‌ ହିଟ୍‌ମ୍ୟାନ୍‌ଙ୍କ ଲଭ୍‌ଷ୍ଟୋରୀ

ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଶତକୀୟ ପାଳି ଖେଳି ପ୍ରଶଂସକଙ୍କ ହୃଦୟ ଜିତିଥିବା ରୋହିତଙ୍କ ଜୀବନସାଥୀ ହେଲେ ରିତିକା ସଜଦେହ। ଉଭୟଙ୍କ ଲଭ୍‌ଷ୍ଟୋରୀ ବେଶ୍‌ ରୋମାଣ୍ଟିକ୍‌। ପ୍ରଥମେ...

ୟୁଏସ୍‌ ଓପନ କାହିଁକି ଖେଳିବେନି ନାଡାଲ

ମାଡ୍ରିଡ, ୫।୮(ଏପି)- ଡିଫେଣ୍ଡିଂ ଚାମ୍ପିୟନ ରାଫାଲ ନାଡାଲ ଆଗାମୀ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି...

ସଙ୍କଟରେ ପାକିସ୍ତାନ କ୍ରିକେଟ

ଲଣ୍ଡନ,୨୧।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନରୁ ନ୍ୟୁଜିଲାଣ୍ଡ ଫେରିବାର ୩ ଦିନ ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)କୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ପରବର୍ତ୍ତୀ...

କେନ୍ଦ୍ରର ହସ୍ତକ୍ଷେପ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ,୧୮ା୮(ପି.ଟି): ତୃତୀୟ ପକ୍ଷ ହସ୍ତକ୍ଷେପ କାରଣରୁ ଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ୍‌)କୁ ଫିଫା ବାସନ୍ଦ କରିଛି। ବୁଧବାର ଏହି ମାମଲାର ଶୁଣାଣି ଥିଲା। ମାତ୍ର ସରକାର...

Advertisement
Archives

Model This Week