Home

ଏଭରେଷ୍ଟରେ ଶତାଧିକ ସଂକ୍ରମିତ

ଏଭରେଷ୍ଟ ଉପରେ ଶତାଧିକ ପର୍ବତାରୋହଣକାରୀ, ସହଯୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଶ୍ୱର ସର୍ବୋଚ୍ଚ ଶୃଙ୍ଗରେ ସଂକ୍ରମଣ ନ ଥିବା ନେଇ ନେପାଳ ସରକାରୀ ଅଧିକାରୀ କହୁଥିଲେ ହେଁ ଏକ ବିଶେଷଜ୍ଞ କ୍ଲାଇମ୍ବିଂ ଗାଇଡ୍‌ ଶନିବାର ଏ ନେଇ ସୂଚନା ଦେଇଛି। ଜଣେ…

ଲକ୍‌ଡାଉନ୍‌ରେ ପୋଲିସ ହିଂସ୍ର

ଉନ୍ନାଓ, ୨୩।୫: ଲକ୍‌ଡାଉନ୍‌ ସମୟରେ ଜୀବନ ଜୀବିକା ବିପଦରେ ପଡ଼ିଥିବାବେଳେ ପୋଲିସ ବର୍ବରତା ସୀମା ଟପୁଛି। ଭାଜପା ଶାସିତ ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ୧୮ ବର୍ଷୀୟ ପରିବା ବିକାଳିଙ୍କୁ ପୋଲିସ ପିଟି ହତ୍ୟା କରିଛି। ପୋଲିସ ତା’ର ବ୍ରିଟିଶ୍‌ ଅମଳର ଅତ୍ୟାଚାର…

ପରଲୋକରେ ରାମ ଲକ୍ଷ୍ମଣ

ବମ୍ବେ: ପରଲୋକରେ ବିଶିଷ୍ଟ ସଂଙ୍ଗୀତ ନିର୍ଦ୍ଦେଶକ ରାମ ଲକ୍ଷ୍ମଣ। ଦୀର୍ଘଦିନ ଧରି ସେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଥିଲେ। ତେବେ ସେ ଶନିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ‘ମେନେ…

ମା’ ହେଲେ ଏହି ଲୋକପ୍ରିୟ ଗାୟିକା

ବମ୍ବେ: ମା’ ହୋଇଛନ୍ତି ବଲିଉଡ୍‌ର ଲୋକପ୍ରିୟ ଗାୟିକା ଶ୍ରେୟା ଘୋଷାଲ। ନିଜର ସୋସିଆଲ ଆକାଉଣ୍ଟରେ ସେ ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଭଗବାନଙ୍କ ଆଶୀର୍ବାଦରେ ଆଜି ଅପରାହ୍ନରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ପୂର୍ବରୁ ଏଭଳି ଅନୁଭବ ହୋଇନାହିଁ।…

ଥମିବାର ନାଁ ନେଉନି: ଭୁବନେଶ୍ୱରରୁ ଆଉ ୧୦୭୬ କରୋନା ପଜିଟିଭ୍‌ ଚିହ୍ନଟ; କେବଳ ୯୨୮ ଲୋକାଲ୍‌ କେସ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜଧାନୀରେ ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୭୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୪୮ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୯୨୮ ଲୋକାଲ୍‌ କେସ୍‌ ରହିଛି।…

ସତ ନୁହେଁ, କେବଳ ଟିଆର୍‌ପି ପାଇଁ ପ୍ରେମର ମିଛ ଡ୍ରାମା: ନେହା-ଆଦିତ୍ୟଙ୍କ ପରେ ଏବେ ପବନଦୀପ-ଅରୁଣୀତା…

ବମ୍ବେ: ଟେଲିଭିଜନରେ ପ୍ରସାରିତ ହେଉଥିବା ଧାରାବାହିକଠାରୁ ରିଆଲିଟି ଶୋ’କୁ ଅଧିକ ପସନ୍ଦ କରିଥାନ୍ତି ଦର୍ଶକ। ବାସ୍ତବ ଘଟଣାକ୍ରମ ଉପରେ ଆଧାରିତ ଭାବି ଶୋ’ରେ ଦେଖାଯାଉଥିବା ସବୁକିଛିକୁ ସେମାନେ ସତ ଭାବିଥାନ୍ତି। ହେଲେ ତାହା ସମ୍ପୂର୍ଣ୍ଣ ଓଲଟା। ଅନେକ ସମୟରେ ଶୋ’ର ଟିଆର୍‌ପି…

ମା’ ହେବାକୁ ଯାଉଛନ୍ତି ସୁସ୍ମିତା ସେନ୍‌ଙ୍କ ଭାଉଜ; ବିବାହ ପରେ ସମ୍ପର୍କରେ ତିକ୍ତତାକୁ ନେଇ ଥିଲେ ଚର୍ଚ୍ଚାରେ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଚାରୁ ଅସୋପାଙ୍କ ହାତ ଧରି ସମସ୍ତଙ୍କୁ ଚମକାଇ ଦେଇଥିଲେ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ। ବିବାହର କିଛି ଦିନ ପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ଉଭୟ କିଛି ଦିନ ପରସ୍ପରଠାରୁ…

ବ୍ୟୁଟିସିଆନ୍‌ଙ୍କୁ ଯୌନ ଶୋଷଣ କରି ଫସିଲେ କଙ୍ଗନାଙ୍କ ବଡିଗାର୍ଡ; ରୁଜୁ ହେଲା ବଳାତ୍କାର ମାମଲା

ବମ୍ବେ: ବଳାତ୍କାର ମାମଲାରେ ଫସିଛନ୍ତି ବଲିଉଡ୍‌ର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବଡିଗାର୍ଡ। ପେସାରେ ବ୍ୟୁଟିସିଆନ୍‌ ଥିବା ଜଣେ ୩୦ ବର୍ଷୀୟ ଜଣେ ଯୁବତୀ ତାଙ୍କ ବିରୋଧରେ ଡିଏନ୍‌ ନଗର ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। କଙ୍ଗନାଙ୍କ ବଡିଗାର୍ଡ କୁମାର ହେଗଡେଙ୍କ…

ଏବେ ଭିନ୍ନକ୍ଷମଙ୍କୁ ମିଳିବ ‘ଡୋର ସର୍ଭିସ’ ସୁବିଧା: ଘରକୁ ଯାଇ ସାମ୍ପଲ ଆଣିବେ…

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପ୍ରଥମେ ବୟସ୍କଙ୍କ ପରେ ଏବେ ଭିନ୍ନକ୍ଷମଙ୍କୁ ମିଳିବ ‘ଡୋର ସର୍ଭିସ’। ଏବେ ଏହି ସୁବିଧା ଭୁବନେଶ୍ୱର ସହରରେ ବସବାସ କରୁଥିବା ଭିନ୍ନକ୍ଷମଙ୍କୁ ମିଳିବ ବୋଲି ବିଏମ୍‌ସି କମିଶନର ସଞ୍ଜୟ ସିଂ ଶନିବାର ସୂଚନା ଦେଇଛନ୍ତି। ପୂର୍ବରୁ କେବଳ ବୟସ୍କ ଲୋକଙ୍କ…

ଏଣିକି ଓ୍ବେବ୍‌ସାଇଟ୍‌ରୁ ପାଇପାରିବେ ନିଜର କରୋନା ଟେଷ୍ଟ ରିପୋର୍ଟ: ନୂତନ ବ୍ୟବସ୍ଥା ବିଷୟରେ ଜାଣନ୍ତୁ

ଭୁବନେଶ୍ୱର,୨୨।୫(ବ୍ୟୁରୋ): କରୋନା ପରୀକ୍ଷା ସମ୍ପର୍କିତ ରିପୋର୍ଟ ଏବେ ଘରେ ବସି ପାଇହେବ। କାରଣ ଏଣିକି ଓ୍ବେବ୍‌ସାଇଟ୍‌ରେ ଟେଷ୍ଟ ରିପୋର୍ଟ ମିଳିବା ନେଇ ଶନିବାର ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ କୋଭିଡ୍‌ ଡାସ୍‌ବୋର୍ଡ…

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ, ଦାମୀ ଗାଡ଼ି ଚଢ଼ିବାକୁ କରନ୍ତି ପସନ୍ଦ; ଘରେ…

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ରଶ୍ମିକା ମନ୍ଦାନା। କେବଳ ବଡ଼ ପରଦା ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀଙ୍କ ପାଇଁ ପାଗଳପ୍ରାୟ ପ୍ରଶଂସକ। ଏବେ ସେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ…

ମେ’ ଶେଷ ସୁଦ୍ଧା ଭାରତକୁ ମିଳିବ ୩୦ ଲକ୍ଷ ସ୍ପୁଟନିକ୍‌-ଭି ଡୋଜ୍‌: ଅଗଷ୍ଟରେ ଉତ୍ପାଦନ ହେବ ଆରମ୍ଭ…

ନୂଆଦିଲ୍ଲୀ,୨୨।୫: ଭାରତରେ କରୋନା ମହାମାରୀ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଦେଶରେ କୋଭାକ୍ସିନ୍‌ ଏବଂ କୋଭିଶିଲ୍ଡର ସାର୍ବଜନୀକ ଟିକାକରଣ ଜାରି ରହିଛି। ଦେଶରେ ରୁଷିଆ ଟିକା ସ୍ପୁଟନିକ୍‌-ଭି ଟିକାକୁ ମଧ୍ୟ ବ୍ୟବହାର ପାଇଁ ଅନୁମତି ମିଳିସାରିଛି। ମେ’ ଶେଷ ସୁଦ୍ଧା ଭାରତକୂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?