ଅଜୟ ଦେବଗନଙ୍କୁ ବିବାହ କରିବା ନିଷ୍ପତ୍ତିରେ ରାଗିଯାଇଥିଲେ କାଜୋଲଙ୍କ ପିତା
ବଲିଉଡର ଚୁଲ୍ବୁଲି ଅଭିନେତ୍ରୀ କାଜୋଲ ପରଦାରେ ନିଜର ଦୃଢ ଅଭିନୟ ପାଇଁ ଜଣାଶୁଣା। କାଜୋଲ ପରଦାରେ ଗମ୍ଭୀର ଚରିତ୍ରରେ ନଜର ଆସନ୍ତି, କିନ୍ତୁ ପରଦା ପଛରେ ସେ ସର୍ବଦା ମଜାଳିଆ ଅନ୍ଦାଜରେ ଥାନ୍ତି। ତାଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନ…
ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲେ ଏହି କ୍ରିକେଟର୍
ଗଲ,୧୪।୧: ଶ୍ରୀଲଙ୍କା ଏବଂ ଇଂଲଣ୍ଡର ମଧ୍ୟରେ ଗଲ୍ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ଆଜିଠୁ ଆରମ୍ଭ ହୋଇଛି। କରୋନା ମହାମାରୀ ଭିତରେ ୧୦ ପରେ ଶ୍ରୀଲଙ୍କା ନିଜ ମାଟିଲେ ପ୍ରଥମ ଟେଷ୍ଟ ଖେଳୁଛି। ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦିନ ଶ୍ରୀଲଙ୍କାର କୌଣସି…
ଜାନୁୟାରୀ ୩୧ରୁ ଆରମ୍ଭ ହେବ ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ,୧୪।୧: ଜାତୀୟ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଜାନୁୟାରୀ ୩୧ରୁ ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଜାନୁୟାରୀ ୧୬ରୁ ଦେଶରେ କରୋନା ପ୍ରତିଷେଧକ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାରୁ ଜାନୁୟାରୀ ୧୭ଠାରୁ…
ଇଚ୍ଛାଧାରୀ ନାଗୁଣୀଙ୍କ ବୋଲ୍ଡ ଅନ୍ଦାଜ୍
ଟେଲିଭିଜନ୍ ଶୋ’ ଇଚ୍ଛାଧାରୀ ନାଗୁଣୀ ଏବଂ ରାମମିଲାଇ ଯୋଡିରୁ ଘରେ ଘରେ ପରିଚିତି ହାସଲ କରିଥିବା ପ୍ରିୟଲ୍ ଘୋଷ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କର ବୋଲ୍ଡ ଫଟୋ ଭାଇରାଲ ହୋଇଛି। ପ୍ରିୟଲ୍ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ନିଜ…
ସିବିଆଇ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ
ଗାଜିଆବାଦ୍,୧୪।୧: ଉତ୍ତରପ୍ରଦେଶ ଗାଜିଆବାଦ୍ସ୍ଥିତ ସିବିଆଇ ଏକାଡେମୀରେ କାର୍ଯ୍ୟ କରୁଥିବା କେତେକ ଅଧିକାରୀଙ୍କ ଘରେ ଗୁରୁବାର ସିବିଆଇ ଚଢ଼ାଉ କରାଯାଇଛି। ସେମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି। ଏକାଡେମୀର ୨-୩ଜଣ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଗାଜିଆବାଦ୍ ଶିବଲୋକ୍ ଆପାର୍ଟମେଣ୍ଟ୍ଠାରେ ସେସବୁ ଅଧିକାରଙ୍କ…
ମୁରଲୀଧରନଙ୍କ ଭବିଷ୍ୟବାଣୀ: ଏହି ବୋଲର୍ ହିଁ ଭାଙ୍ଗିପାରିବ ମୋ ରେକର୍ଡ
ଶ୍ରୀଲଙ୍କାର ମହାନ ସ୍ପିନର ମୁଥିଆ ମୁରଲୀଧରନ ବିଶ୍ୱର ସର୍ବଶ୍ରେଷ୍ଠ ବୋଲର୍। ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ୮୦୦ ଉଇକେଟ୍ ନେଇଛନ୍ତି। ତାଙ୍କ ରେକର୍ଡ ଭାଙ୍ଗିବା ଆଜିକାଲି କ୍ରିକେଟର୍ଙ୍କ ପାଇଁ ବେଶ୍ କଷ୍ଟସାଧ୍ୟ। ତେବେ ମୁରଲୀଧରନ ବିଶ୍ୱାସ କରନ୍ତି ଯେ, ବର୍ତ୍ତମାନ ପିଢିିର ସ୍ପିନରଙ୍କ…
ଉତ୍ତରପ୍ରଦେଶ ରାଜନୀତିରେ ମୋଦି ମ୍ୟାନ୍ଙ୍କ ଏଣ୍ଟ୍ରି
ଲକ୍ଷ୍ନୌ,୧୪।୧: ମୋଦି ମ୍ୟାନ୍ କୁହାଯାଉଥିବା ପୂର୍ବତନ ଆଇଏଏସ୍ ଅଫିସର ଅରବିନ୍ଦ କୁମାର ଶର୍ମା ଉତ୍ତରପ୍ରଦେଶ ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଗୁରୁବାର ସେ ଭାଜପାରେ ଯୋଗ ଦେଇଛନ୍ତି। ରାଜ୍ୟ ଭାଜପା ମୁଖ୍ୟ ସ୍ବତନ୍ତ୍ର ଦେବ ସିଂ ଏବଂ ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ଉପସ୍ଥିତିରେ…
ଜୀବନ ପ୍ରଦୀପଙ୍କ ଘରବାହୁଡ଼ା
ଭୁବନେଶ୍ୱର,୧୪।୧: ବାଲେଶ୍ୱରର ପୂର୍ବ ବିଧାୟକ ଜୀବନ ପ୍ରଦୀପ ଦାସ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଥିବା ସୂଚନା ମିଳିଛି। ପ୍ରକାଶ ଯେ, ପୂର୍ବରୁ ଭାଜପାରୁ ଆସି ବିଜେଡିରେ ଯୋଗ ଦେଇଥିଲେ ଜୀବନ…
ଆରମ୍ଭ ହେଲା ଏୟାର ଟ୍ୟାକ୍ସି ସେବା
ଚଣ୍ଡିଗଡ଼,୧୪।୧: କେନ୍ଦ୍ର ସରକାରଙ୍କ ‘ଉଡ଼ାଣ’ ଯୋଜନା ଅନ୍ତର୍ଗତ ଗୁରୁବାର ଦେଶର ପ୍ରଥମ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯାଇଛି। ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଚଣ୍ଡିଗଡ଼ ବିମାନ ବନ୍ଦରରେ ଏହି ସେବାର ଶୁଭାରମ୍ଭ କରିଛନ୍ତି। ଚଣ୍ଡିଗଡ଼ରୁ ହିସାର ମଧ୍ୟରେ ବିମାନଟି…
୧୨୩ ବର୍ଷ ପୂର୍ବେ ଆଜିର ଦିନରେ ମରାଯାଇଥିଲା କ୍ରିକେଟ ଇତିହାସର ପ୍ରଥମ ଛକା: କିଛି ଏଭଳି ଥିଲା..
ନୂଆଦିଲ୍ଲୀ,୧୪।୧: ଖେଳଜଗତରେ ଏଭଳି ଅନେକ ଘଟଣା ଘଟେ ଯାହାକୁ ସହଜରେ ଭୁଲି ହୁଏନା। ସେଭଳି ଏକ ଘଟଣାକ୍ରମରେ କ୍ରିକେଟ ଇତିହାସରେ ଜାନୁୟାରୀ ୧୪ରେ ପ୍ରଥମ ଛକା ମରାଯାଇଥିଲା। ଆଜିଠାରୁ ୧୨୩ ବର୍ଷ ପୂର୍ବେ ୧୮୯୮ରେ କ୍ରିକେଟରେ ପ୍ରଥମ ଛକା ଦେଖିବାକୁ ମିଳିଥିଲା।…
ବିକାଶର ମଡେଲ ହୋଇପାରିଛି କଳାହାଣ୍ଡି: ମୁଖ୍ୟମନ୍ତ୍ରୀ
ଭବାନୀପାଟଣା,୧୪।୧(ଡି.ଏନ୍.ଏ.) : କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ…
ବ୍ରିଜ୍ ଉପରେ ଜଳିଗଲା କାର୍
ଭୁବନେଶ୍ୱର,୧୪।୧(ବ୍ୟୁରୋ): ଫାୟାରଷ୍ଟେଶନ ଓଭର ବ୍ରିଜ୍ ଉପରେ ଗୁରୁବାର ମଧ୍ୟାହ୍ନରେ ଏକ କାର୍ ଜଳିଯାଇଛି। ଏହି କାର୍ରେ ଡ୍ରାଇଭରଙ୍କ ସହ ଆଉ ୨ ଯାତ୍ରୀ ଥିଲେ। କାର୍ରେ ହଠାତ୍ ନିଆଁ ଲାଗିଯିବାରୁ ସେମାନେ ସମସ୍ତେ ବାହାରକୁ ବାହାରି ଆସିଥିଲେ। ଅଗ୍ନିଶମ ବାହିନୀ…
Archives


