Home

ମିଗୁଏଲ୍‌ କ୍ୟୁବା କମ୍ୟୁନିଷ୍ଟ ପାର୍ଟିର ନୂଆ ନେତା

ହାଭାନା, ୨୦।୪: କ୍ୟୁବା କମ୍ୟୁନିଷ୍ଟ ପାର୍ଟି ନେତା ପଦରୁ ରାଉଲ କାଷ୍ଟ୍ରୋଙ୍କ ଅବସର ପରେ ସୋମବାର ଦଳ ମିଗୁଏଲ୍‌ ଡିଆଜ୍‌-କାନେଲଙ୍କୁ ନୂଆ ନେତା ବାଛିଛି। କମ୍ୟୁନିଷ୍ଟ ପାର୍ଟି କଂଗ୍ରେସର ଶେଷ ଦିନରେ ଏହି ନିଷ୍ପତ୍ତି ନିଆଯାଇଛି। ୬୧ ବର୍ଷୀୟ ମିଗୁଏଲ୍‌ ୨୦୧୯ରୁ…

ବିପଦ ପୁଣି ଘନେଇଲା: ଆଉ ନାହିଁ ନିସ୍ତାର…

ନୂଆଦିଲ୍ଲୀ,୨୦।୪: ଦେଶରେ କରୋନା ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ସଙ୍କଟ ବଢୁଛି। କରୋନା ସଂକ୍ରମଣ ଗତ ଥରର ସମସ୍ତ ରେକର୍ଡ ଭାଙ୍ଗି ଚାଲିିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨…

ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଉ: ସଞ୍ଜୟ ରାଉତ

ମୁମ୍ବାଇ, ୨୦।୪: ସାରା ଦେଶରେ କରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିଚାଲିଛି। କୋଭିଡ୍‌ ସ୍ଥିତି ଉପରେ ଆଲୋଚନା ଲାଗି କେନ୍ଦ୍ର ସରକାର ପାର୍ଲାମେଣ୍ଟର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଶିବସେନା ନେତା ସଞ୍ଜୟ ରାଉତ୍‌ ସୋମବାର ଦାବି କରିଛନ୍ତି। ଏନେଇ ସେ…

ଭୂତାଣୁ କବଳରେ ସ୍ବାସ୍ଥ୍ୟକର୍ମୀ

ଲକ୍ଷ୍ନୌ, ୨୦ା୪: କରୋନା ସହ ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଯୋଦ୍ଧା ହୋଇଥିଲେ ହେଁ ସେମାନେ ମଧ୍ୟ ଭୂତାଣୁ କବଳରୁ ବାଦ୍‌ ପଡ଼ିନାହାନ୍ତି। ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଉଥିବା ଡାକ୍ତର, ହସ୍ପିଟାଲ ଷ୍ଟାଫ୍‌, ନର୍ସ, ଟେକ୍ନିସିଆନ, ଓ୍ବାର୍ଡ ବଏଙ୍କ ସମେତ ଅନେକ ସ୍ବାସ୍ଥ୍ୟକର୍ମୀ…

କରୋନାରେ ବିଚାରପତିଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୦ା୪: କରୋନାରେ ସଂକ୍ରମିତ ହୋଇଥିବା ଦିଲ୍ଲୀର ଜଣେ ଜିଲା ଜଜ୍‌ କୋବଇ ବେଣୁଗୋପାଳ(୪୭)ଙ୍କ ସୋମବାର ଏକ ସରକାର ହସ୍ପିଟାଲରେ ମୃତ୍ୟୁ ଘଟିଛି। ସପ୍ତାହେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଣୁଗୋପାଳଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ରବିବାର ତାଙ୍କୁ ଆଇସିୟୁରେ ଭର୍ତ୍ତି…

ଦ୍ୱିତୀୟ ଲହରରେ ବୟସ୍କ ଅଧିକ ଅସୁରକ୍ଷିତ

ନୂଆଦିଲ୍ଲୀ, ୨୦।୪(ପି.ଟି.): କରୋନାର ପ୍ରଥମ ଲହର ଭଳି ଦ୍ୱିତୀୟ ଲହର ମଧ୍ୟ ବୟସ୍କଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି। କାରଣ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ କୋଭିଡ୍‌ ରୋଗୀଙ୍କ ବୟସ ୪୦ ବର୍ଷରୁ ଅଧିକ ବୋଲି ଜଣାପଡ଼ିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।…

ମଙ୍ଗଳରେ ଉଡ଼ିଲା ହେଲିକପ୍ଟର

ପୃଥିବୀ ବାହାରେ କୌଣସି ଦ୍ୱିତୀୟ ଗ୍ରହରେ ହେଲିକପ୍ଟର ଉଡ଼ାଇବାରେ ସଫଳ ହୋଇଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ସୋମବାର ମଙ୍ଗଳ ମାଟିରେ ଇନ୍‌ଜେନ୍ୟୁଟି ମାର୍ସ ହେଲିକପ୍ଟର ସଫଳତାର ସହ ଉଡ଼ାଣ ଭରିଛି। ଲୋହିତ ଗ୍ରହରେ ଜୀବସତ୍ତା ସନ୍ଧାନ ପାଇଁ ଫେବୃୟାରୀ…

ଜାଣନ୍ତି କି? ଏସବୁ ଖାଦ୍ୟ ସହ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ

ପରଟା-ଦହି : ପରଟା ସହ ଦହି ଆଦୌ ଖାଆନ୍ତୁ ନାହିଁ। କାରଣ ଏହାର ପ୍ରଭାବ ପାଚନକ୍ରିୟା ଉପରେ ପଡିଥାଏ। ଆପଣ ରୁଟି ସହ ଦହି ଖାଇପାରନ୍ତି। ଖାଇବା ପରେ ଚା’ : ଅନେକେ ଖାଦ୍ୟ ଖାଇବା ପରେ ଚା’ ପିଇଥାଆନ୍ତି। ଏହାଦ୍ୱାରା…

ଗଳାବାଟ ଦେଇ ଚାଲିଛି ଆନ୍ତଃ ରାଜ୍ୟ ବସ୍‌, ଚାରିଚକିଆ ଯାନ

ଜଳେଶ୍ୱର,୨୦।୪(ଡି.ଏନ.ଏ.)-କୋଭିଡ୍‌-୧୯ ସଂକ୍ରମଣ ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ସୋମବାରଠାରୁ ଆନ୍ତଃ ରାଜ୍ୟ ଯାନବାହନ ଚଳାଚଳ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋକ ଲଗାଯାଇଛି। ଅନ୍ୟପକ୍ଷରେ ଉପାନ୍ତରେ ଥିବା ବହୁ ଗଳା ରାସ୍ତା ଦେଇ ଏହି ଯାନବାହନଗୁଡ଼ିକ ରାଜ୍ୟ ଭିତର ଓ…

ଭିତ୍ତିଭୂମି ଅଛି, ବିକାଶକୁ ଅପେକ୍ଷା

ବାଲେଶ୍ୱର ଅଫିସ,୨୦।୪-ବାଲେଶ୍ୱର ଜିଲା ସଦର ମହକୁମାଠାରୁ ୩୨କି.ମି. ଦୂରରେ ରହିଛି ଦୁବଲାଗଡ଼ି ପନ୍ତାଳ ବେଳାଭୂମି। ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏହି ବେଳାଭୂମିରେ ସମସ୍ତ ଭିତ୍ତିଭୂମି ରହିଛି। ଯାହାକୁ ବିକଶିତ କରାଗଲେ ଚାନ୍ଦିପୁର, ଡଗରା, ତାଳସାରୀଠାରୁ ଏହି ବେଳାଭୂମିର…

ବେପାର ଚିନ୍ତାରେ ବ୍ୟବସାୟୀ

ବଇଣ୍ଡା,୨୦।୪ ଲକ୍‌ଡାଉନ୍‌ ଯୋଗୁ ବନ୍ଦ ହୋଇଯାଇଥିବା ବଜାର ମାତ୍ର କେଇମାସ ହେଲା ଖୋଲିଥିଲା। ବ୍ୟବସାୟ ହରାଇ ଦୁର୍ଦ୍ଦିନରେ ଥିବା ବ୍ୟବସାୟୀମାନେ ନୂଆ ଉତ୍ସାହର ସହ ଆରମ୍ଭ କରିଥିଲେ କାରବାର। ଜୀବନରେ ଏପରି ଦୁଃସମୟର ସମ୍ମୁଖୀନ ଆଉ ହେବେ ବୋଲି ସେମାନେ ଭାବି…

ଭାରତ ପାଇଁ ୪ ପଦକ ନିଶ୍ଚିତ

ନୂଆଦିଲ୍ଲୀ, ୨୦ା୪ (ପି.ଟି.)-ପୋଲାଣ୍ଡର କିଲ୍‌ସିଠାରେ ଚାଲିଥିବା ଉଭୟ ପୁରୁଷ ଓ ମହିଳା ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ରେ ଏସିଆନ ଚାମ୍ପିୟନ ଭିନ୍‌କା ଓ ଅଲଫିୟା ପଠାନଙ୍କ ସମେତ ଭାରତର ୪ ବକ୍ସର ସେମିଫାଇନାଲରେ ପ୍ରବେଶ ସହ ପଦକ ପକ୍କା କରିଛନ୍ତି। ସେମିଫାଇନାଲରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri