ବଢିଲା ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ
ନୂଆଦିଲ୍ଲୀ,୫।୩: ଟ୍ରେନ୍ ପ୍ଲାଟଫର୍ମ ଟିକେଟ୍ ଦାମ ବୃଦ୍ଧି ପାଇଛି। ରେଲଓ୍ବେ ପ୍ଲାଟଫର୍ମ ଟିକେଟ୍ ଦାମ ୩ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଗୋଟିଏ ପ୍ଲାଟଫର୍ମ ଟିକେଟ୍ ପାଇଁ ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଏବେ ୩୦ ଟଙ୍କା ଦେବାକୁ ପଡିବ। ସୂଚନାଯୋଗ୍ୟ,…
ଶ୍ରୀଲୋକନାଥ ମନ୍ଦିର ଗମ୍ଭୀରାକୁ ଯିବେନି ଶ୍ରଦ୍ଧାଳୁ
ପୁରୀ ଅଫିସ,୫।୩: ଚଳିତ ବର୍ଷ କୋଭିଡ୍ କଟକଣା ମାନି ଶ୍ରୀଲୋକନାଥ ମନ୍ଦିରରେ ଜାଗରଯାତ୍ରା ପାଳନ ହେବ। ମନ୍ଦିର ଗମ୍ଭୀରା ଭିତରକୁ ଶ୍ରଦ୍ଧାଳୁଙ୍କୁ ଛଡ଼ାଯିବ ନାହିଁ। ସେହିପରି ମାନସିକଧାରୀଙ୍କୁ ପଙ୍କ କାଢ଼ିବା ପାଇଁ ଅନୁମତି ମିଳିବ ନାହିଁ ବୋଲି ପୁରୀ ଜିଲା ପ୍ରଶାସନ…
ପ୍ରେରଣା ପାଲଟିଛନ୍ତି ନିର୍ମଳା: ରଙ୍ଗବେରଙ୍ଗର କୋବି ଚାଷକରି ଚର୍ଚ୍ଚାରେ
ନିଶ୍ଚିନ୍ତକୋଇଲି,୫।୩: ସରକାର ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ସହ ସମକକ୍ଷ ହୋଇ ଏବେ ଚାଷ କରିବା ଆରମ୍ଭ କରିଛନ୍ତି। କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକର ଜଣେ ମହିଳା ଚାଷୀ ରଙ୍ଗ ବେରଙ୍ଗର କୋବି…
ପଞ୍ଚାୟତିରାଜ ଦିବସ ପାଳିତ
ଗଞ୍ଜାମ,୫।୩(ଡି.ଏନ.ଏ): ସାରା ରାଜ୍ୟ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି। ଗଞ୍ଜାମ ବିଜେଡି ପକ୍ଷରୁ ମଧ୍ୟ ତାହା ପାଳନ କରା ଯାଇଥିଲା l ଏହି ଅବସରରେ ବିଜୁ ପଟ୍ଟନାୟକ ମାର୍ଗସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜେଡି ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l…
ବିବାହ କରିବାକୁ ଚାହୁଁଛନ୍ତି ବଲିଉଡ୍ର ଏହି ଅଭିନେତ୍ରୀ
ବଲିଉଡ୍ ଅଭିନେତ୍ରୀ ଶମିତା ଶେଟ୍ଟୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଅନେକ ସମୟରେ ସେ ଭଉଣୀ ଶିଳ୍ପା ଶେଟ୍ଟୀଙ୍କ ସହ ଫଟୋ ଶେୟାର କରି ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କର ଓ୍ବେବ୍ ସିରିଜ୍ ‘ବ୍ଲାକ୍ ଓ୍ବିଡୋଜ୍’ ରିଲିଜ୍ ହୋଇଥିଲା। ଶମିତାଙ୍କ ବିବାହକୁ…
ଆସିଲା ୬୦ ହଜାର କୁଇଣ୍ଟାଲ ଟାର୍ଗେଟ
ନୟାଗଡ଼ ଅଫିସ,୫।୩: ନୟାଗଡ଼ ଜିଲାରେ ଅଭାବୀ ଧାନ ବିକ୍ରି ବଢ଼ୁଛି। ଜିଲାରେ ସରକାର ଖୋଲିଥିବା ମଣ୍ଡିରେ ଟାର୍ଗେଟ ଶେଷ ହୋଇଯାଇଛି ଦର୍ଶାଇ ଚାଷୀଙ୍କ ଧାନ କିଣାଯାଉ ନ ଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀ ମଣ୍ଡିକୁ ଯାଇ ହଇରାଣ…
ଅପହରଣ ନାଟକ ରଚିଲେ ନାବାଳକ: ପୋଲିସ ନାକେଦମ୍
ଡେରାବିଶ,୫।୩(ସ୍ବ.ପ୍ର.): ମା’ବାପାଙ୍କ ଅତ୍ୟାଧିକ ସ୍ନେହ ଯୋଗୁ ପିଲାମାନେ କିପରି ବାଟ ହୁଡୁଛନ୍ତି ତା’ର ଏକ ଉଦାହରଣ ଡେରାବିଶରେ ଦେଖିବାକୁ ମିଳିଛି। ଡେରାବିଶ ଥାନା ଅଞ୍ଚଳର ଜଣେ ନାବାଳକ(୧୭) ବାପାଙ୍କ ଏଟିଏମ୍ କାର୍ଡ ନେଇ ୭୮ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ ସହ…
ଆଜିଠୁ ଏମ୍ଏସ୍ଏମ୍ଇ ବାଣିଜ୍ୟମେଳା
ଭୁବନେଶ୍ୱର, ୫।୩(ବ୍ୟୁରୋ):ରାଜ୍ୟର ବାଣିଜ୍ୟ ଓ ରପ୍ତାନିକୁ ଆହୁରି ମଜଭୁତ କରିବା ପାଇଁ ଓଡ଼ିଶା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ଏମ୍ଏସ୍ଏମ୍ଇ ବାଣିଜ୍ୟ ମେଳା-୨୦୨୧ ଆରମ୍ଭ ହେବ। ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ…
ଭାରତ ଆଂଶିକ ସ୍ବାଧୀନ
ନୂଆଦିଲ୍ଲୀ,୫ା୩:‘ସ୍ବାଧୀନ’ରୁ ‘ଆଂଶିକ ସ୍ବାଧୀନ’ ସ୍ତରକୁ ଭାରତର ପଦାବନତି ଘଟିଛି। ବୈଶ୍ୱିକ ଗଣତାନ୍ତ୍ରିକ ନେତା ହେବାର ସମ୍ଭାବନାକୁ ଭାରତ ତ୍ୟାଗ କରିଦେଇଥିବା ମନେହେଉଛି ବୋଲି ସଦ୍ୟ ପ୍ରକାଶିତ ଗଣତନ୍ତ୍ର ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏହି ରିପୋର୍ଟ ଉପରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର…
ଇମ୍ରାନ୍ଙ୍କ ମୁଣ୍ଡରେ ଚଡ଼କ
ଇସ୍ଲାମାବାଦ/ନୂଆଦିଲ୍ଲୀ,୫ା୩:୨୦୧୮ ଅଗଷ୍ଟ ୧୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ପାକିସ୍ତାନ-ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନ୍ଙ୍କ କାର୍ଯ୍ୟକାଳ ଶେଷ ହୋଇଆସୁଛି କି? ଏହି ପ୍ରଶ୍ନ ଏଇଥିପାଇଁ ଉଠୁଛି ଯେ ଇମ୍ରାନ୍ଙ୍କ ଘନିଷ୍ଠ ସହଯୋଗୀ ତଥା ଅର୍ଥମନ୍ତ୍ରୀ ଅବ୍ଦୁଲ୍ ହାଫିଜ୍ ଶେଖ୍…
ପଞ୍ଚାୟତିରାଜ ଓ ବିଜୁବାବୁ
ଲୋକମାନଙ୍କୁ ନିଜକୁ ଶାସନ କରିବାକୁ ସୁଯୋଗ ଦିଅ, ନିଜ ଅଞ୍ଚଳର ବିକାଶ ପାଇଁ ସେମାନଙ୍କୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାକୁ ଦିଆଯାଉ ଏବଂ ସେମାନଙ୍କ ଯୋଜନାକୁ ସେମାନେ କାର୍ଯ୍ୟକାରୀ କରନ୍ତୁ-ଏହାହିଁ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳ ଲକ୍ଷ୍ୟ। ପଞ୍ଚାୟତକୁ ଆର୍ଥିକ କ୍ଷମତା ପରିଚାଳନା…
ଓଡ଼ିଆ ଜାତିର ମହାନାୟକ
ପକ୍ଷୀମାନେ ମାଟିରେ ଚାଲନ୍ତି କମ୍, ଆକାଶରେ ଉଡ଼ନ୍ତି ଅଧିକ। ବିଜୁ ପଟ୍ଟନାୟକ ଥିଲେ ଏଭଳି ଏକ ବିରଳ ବ୍ୟକ୍ତିତ୍ୱ, ଯେ କି ଆକାଶରେ ଯେତିକି ଉଡ଼ୁଥିଲେ, ମାଟି ଉପରେ ବି ସେତିକି ଚାଲୁଥିଲେ। ମାଟି ଉପରେ ଦୃଢ଼ ଭାବରେ ପାଦ ଥାପି…
Archives


