ଟିକାକରଣ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି
ଭୁବନେଶ୍ୱର, ୧୫।୧(ବ୍ୟୁରୋ):ଶନିବାରଠାରୁ ରାଜ୍ୟରେ ଆରମ୍ଭ ହେବ କରୋନା ଟିକାକରଣ। ଏହି ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପ୍ରଥମେ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଏନେଇ ଗୁରୁବାରଠାରୁ ସ୍ବାସ୍ଥ୍ୟକର୍ମୀଙ୍କ ମୋବାଇଲ୍ ଫୋନ୍କୁ ଏସ୍ଏମ୍ଏସ୍…
ଟିକା ନ ନେବାକୁ ସ୍ବାସ୍ଥ୍ୟକର୍ମୀଙ୍କ ଚେତାବନୀ
ଭୁବନେଶ୍ୱର, ୧୫।୧(ବ୍ୟୁରୋ):ରାଜ୍ୟରେ ଶନିବାରଠାରୁ ଆରମ୍ଭ ହେବ କରୋନା ଟିକାକରଣ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ଯୋଜନା ହୋଇଛି। କିନ୍ତୁ କରୋନା ଟିକା ନ ନେବାକୁ ଚେତାବନୀ ଦେଇଛନ୍ତି ୧୫ ହଜାର ସ୍ବାସ୍ଥ୍ୟକର୍ମୀ। କ୍ୟାଡର୍ ପୁନର୍ଗଠନ ଓ ପଦବୀ ପରିବର୍ତ୍ତନ…
ଅନଭିଜ୍ଞ ବୋଲିଂ ଆଟାକ୍ ସହ ପଡିଆକୁ ଓହ୍ଲାଇଲା ଭାରତ
ବ୍ରିସବେନ,୧୫।୧: ବର୍ଡର-ଗାଭାସ୍କର ସିରିଜର ଶେଷ ଟେଷ୍ଟ ବ୍ରିସବେନ୍ରରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଭାରତ ଅନଭିଜ୍ଞ ବୋଲିଂ ଆଟାକ ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଇଦାନକୁ ଓହ୍ଲାଇଛି। ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳକୁ…
ରିଲ୍ ଲାଇଫ୍ରେ ସଫଳ ରିୟଲ ଲାଇଫ୍ରେ ବିଫଳ ଭାନୁପ୍ରିୟା…
ମୁମ୍ବାଇ,୧୫।୧: ସାଉଥ୍ର ସୁନ୍ଦରୀ ଫିଲ୍ମ ଅଭିନେତ୍ରୀ ଭାନୁପ୍ରିୟାଙ୍କୁ ଶୁକ୍ରବାର ୫୪ ବର୍ଷ ପୂରଣ ହୋଇଛି। ସେ ୫୫ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୬୭ ଜାନୁୟାରୀ ୧୫ରେ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାର କୁରେକାନହାଲଠାରେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମ ପାଇଁ ସେ…
‘୩-ଜି’ର ୩୦ କିସିଂ ସିନ୍ ନୀତିନ୍ଙ୍କୁ ଦେଇଥିଲା ପରିଚିତି…
ମୁମ୍ବାଇ,୧୫।୧: ବଲିଉଡ୍ ଷ୍ଟାର ନୀଲ୍ ନୀତିନ୍ ମୁକେଶଙ୍କୁ ଶୁକ୍ରବାର ୩୯ ବର୍ଷ ପୂରଣ ହୋଇଛି। ସେ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୨ ଜାନୁୟାରୀ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ନୀଲ୍ଙ୍କ ସହିତ ସୋନମ୍ ଚୌହ୍ବାନଙ୍କର ପ୍ରେମ ସମ୍ପର୍କ ନେଇ…
୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହେଲେ ବ୍ୟକ୍ତି, ଆଉ ତା’ ପରେ …
ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ୧୫୭ ଥର ଫେଲ୍ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ହାର ମାନି ନ…
ପଡିଆରେ କାଟୁଥିଲେ ଘାସ, ଏବେ ଦେଶ ପାଇଁ ଖେଳିବେ ୧୦୦ତମ ଟେଷ୍ଟ
ବ୍ରିସବେନ୍,୧୪।୧: ଆସନ୍ତା ଜାନୁୟାରୀ ୧୫ରୁ ବ୍ରିସବେନ୍ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଅଫ୍ ସ୍ପିନର୍ ନାଥାନ ଲିଅନଙ୍କ ପାଇଁ ଖାସ୍ ହେବ। କାରଣ ତାଙ୍କର ଏହା ୧୦୦ତମ ଟେଷ୍ଟ ହେବ।…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଚପଲରେ ମାଡ଼ ମାରି ଘରୁ ବାହାର କରିଦେଇଥିଲେ ମା’
ସୁପରହିଟ୍ ଫିଲ୍ମ ‘କହୋ ନା ପ୍ୟାର ହୈ’ ରୁ ବଲିଉଡ୍ରେ ଡେବ୍ୟ କରିଥିଲେ ଅଭିନେତା ହ୍ରିତିକ୍ ରୋଶନ ଏବଂ ଅଭିନେତ୍ରୀ ଅମିଷା ପଟେଲ। ମାତ୍ର ଏବେ ଅମିଷାଙ୍କ କ୍ୟାରିୟାର ଶେଷ ହୋଇଯାଇଥିବା ପରି ମନେ ହେଉଥିବା ବେଳେ ହ୍ରିତିକ୍ କିନ୍ତୁ ଷ୍ଟାର…
ଇଣ୍ଡିଆନ୍ ଆଇଡଲ୍ର ପ୍ରତିଯୋଗୀଙ୍କୁ ସୁନା ଚେନ୍ ଦେଲେ ବାପି ଲାହିରୀ , ଜାଣନ୍ତୁ କାହିଁକି…
ସିଙ୍ଗିଂ ରିଆଲିଟି ଶୋ’ ଇଣ୍ଡିଆନ୍ ଆଇଡଲ’ ର ୧୨ତମ ସିଜିନ୍ରେ ଖୁବ୍ ଶୀଘ୍ର କିଶୋର କୁମାରଙ୍କ ପୁଅ ଅମିତ କୁମାର ଏବଂ ବାପ୍ପି ଲାହିରୀଙ୍କୁ ଗେଷ୍ଟ ଜଜ୍ ରୂପେ ଦେଖିବାକୁ ମିଳିବ। ଏହି ଏପିସୋଡ଼ରେ ବାପ୍ପି ଏକ ସର୍ତ୍ତ ରଖିଛନ୍ତି। ତାଙ୍କ…
ଗଜପତିରେ ପହଞ୍ଚିଲା କୋଭିଡ୍ ଭାକ୍ସିନ୍
ପାରଳାଖେମୁଣ୍ଡି,୧୪ା୧(ଡି.ଏନ୍.ଏ.)- କୋଭିଡ୍ ଭାସ୍କିନ୍ ବୁଧବାର ରାତିରେ ଭୁବନେଶ୍ୱରରୁ କଡା ସୁରକ୍ଷା ମଧ୍ୟରେ ଆସି ଗଜପତିରେ ପହଞ୍ଚତ୍ଛି। ପ୍ରଥମ ପର୍ଯ୍ୟାୟରେ ୪,୫୦୦ କୋଭିଶିଲ୍ଡ ଟିକା ଆସିଥିବା ଜଣାପଡିଛି। ପାରଳାଖେମୁଣ୍ଡି ସ୍ଥିତ ସିଡିଏମ୍ଓଙ୍କ କାର୍ଯ୍ୟାଳୟ ପରିସର ଟିକା ସଂରକ୍ଷଣ କେନ୍ଦ୍ରରେ କଡା ସୁରକ୍ଷା ବଳୟ…
ଅମିତାଭଙ୍କ ଝିଅ ଶ୍ୱେତାଙ୍କୁ ପ୍ରତିବର୍ଷ ଚିଠି ଲେଖନ୍ତି ଆମିର ଖାନ୍
ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଝିଅ ଶ୍ୱେତା ଏକ ଫିଲ୍ମ ପରିବାରରୁ ଆସିଛନ୍ତି। କିନ୍ତୁ ସେ ସଲମାନ୍ ଖାନ୍ ଏବଂ ଆମୀର ଖାନ୍ଙ୍କର ଜଣେ ବଡ଼ ପ୍ରଶଂସକ। ଏକଦା ସେ ଭାଇ ଅଭିଷେକ ବଚ୍ଚନଙ୍କ ସହ ’କଫି…
ବୁମ୍ରାହଙ୍କୁ ନେଇ ବିସିସିଆଇଙ୍କୁ ଏଭଳି ପରାମର୍ଶ ଦେଲେ ଗମ୍ଭୀର: କହିଲେ-ଇଂଲଣ୍ଡ ବିପକ୍ଷ..
ନୂଆଦିଲ୍ଲୀ,୧୪।୧: ଇଣ୍ଡିଆନ୍ ପ୍ରିମିୟର ଲିଗ୍ଠାରୁ ଲଗାତାର ୫ ମାସ ଧରି ଖେଳୁଥିବା ବୋଲର୍ ଜସପ୍ରିତ ବୁମ୍ରା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସ୍ବେନ୍ରେ ଖେଳାଯିବାକୁ ଥିବା ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ରେ ଖେଳିପାରିବେ ନାହିଁ। ତେବେ ବିସିସିଆଇ ବୁମରାଙ୍କ ଯତ୍ନ ନେବା ଉଚିତ।…
Archives


