Home

ରୁଙ୍ଗ୍‌ଟାରେ ୧୧ ହଜାର କୋଟିର ପୁଞ୍ଜି ନିବେଶ

ଭୁବନେଶ୍ୱର (ବ୍ୟୁରୋ)/ଢେଙ୍କାନାଳ ଅଫିସ ୧୫।୭: ୨୦୩୦ ମସିହା ସୁଦ୍ଧା ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୦୦ ମିଲିୟନ ଟନ୍‌ରେ ପହଞ୍ଚତ୍ବ। ଏଥିଲାଗି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ମହାମାରୀ ସତ୍ତ୍ୱେ ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ପୁଞ୍ଜି ବିନିଯୋଗ ୪.୪୧ ଲକ୍ଷ…

ଟିକା ପାଇଁ ଭୁଲିଗଲେ ସାମାଜିକ ଦୂରତା

କଟକ ଅଫିସ,୧୫।୭: କଟକ ସହରରେ ପ୍ରାୟ ୬ଦିନ ପରେ ବୁଧବାର ଟିକାକରଣ ଆରମ୍ଭ ହୋଇଛି। ଟିକା ନେବା ପାଇଁ ବିଭିନ୍ନ କେନ୍ଦ୍ରରେ ଲୋକଙ୍କ ଲମ୍ବା ଧାଡି ଲାଗିଥିଲା। ହେଲେ ଇନ୍‌ଡୋର ଷ୍ଟାଡିୟମରେ ଲୋକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ଟିକାକେନ୍ଦ୍ରରେ ପ୍ରବେଶ…

ସତର୍କ ପରେ ବି ଚେତା ପଶୁନି

ଭୁବନେଶ୍ୱର,୧୫।୭: ଓଡ଼ିଶାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ପୂର୍ବରୁ ରାଜ୍ୟ ଗୋଇନ୍ଦା ବିଭାଗକୁ ସୂଚନା ଦିଆଯାଇଛି। ପାକିସ୍ତାନ ସମେତ ବାଂଲାଦେଶୀ ଆତଙ୍କବାଦୀଙ୍କ ପକ୍ଷରୁ ବିପଦ ରହିଥିବା ନ୍ୟାଶନାଲ ଇନ୍‌ଭେଷ୍ଟିଗେଶନ ଏଜେନ୍ସି (ଏନ୍‌ଆଇଏ)ର ତତ୍‌କାଳୀନ ମୁଖ୍ୟ ଯୋଗେଶ ଚନ୍ଦ୍ର ମୋଦି ଓଡ଼ିଶା ସମେତ ବିଭିନ୍ନ…

ବସ୍‌ ଟିକସ ଛାଡ଼ ନେଇ ବିଚାର ଚାଲିଛି: ମନ୍ତ୍ରୀ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ରାଜ୍ୟରେ ଲକ୍‌ଡାଉନରୁ ଦୀର୍ଘ ୧୬ ମାସ ହେବ ଗାଡିମଟର ଚଳାଚଳ ବନ୍ଦ ହୋଇ ରହିଛି। ଫଳରେ ବସ୍‌ ମାଲିକମାନେ ସର୍ବାଧିକ କ୍ଷତି ସହିଛନ୍ତି। ଏହାକୁ ଦୃଷ୍ଟି ଦେଇ ରାଜ୍ୟରେ ବସ୍‌ ଟିକସ ଛାଡ଼ ପାଇଁ ବିଚାର ଚାଲିଥିବା ପରିବହନ…

ଜଳନ୍ତା କୋଠାରୁ ଶିଶୁପୁତ୍ରକୁ ତଳକୁ ଫିଙ୍ଗିଦେଲେ ମହିଳା, ଭିଡିଓ ଭାଇରାଲ

କେପ୍‌ଟାଉନ,୧୫ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ୍‌ ଜୁମା ଗିରଫ ହେବା ପରେ କେତେକ ସହରରେ ହିଂସା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ପରିସ୍ଥିତି ଏତେ ଖରାପ ଯେ, ଜଣେ ମହିଳା ଜଳୁଥିବା କୋଠାରୁ…

ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ସରପଞ୍ଚ: ପାଠ୍ୟ ସମ୍ପର୍କୀୟ ଚିତ୍ର ଆଙ୍କୁଛନ୍ତି ଶିକ୍ଷକ

ଛତ୍ରପୁର,୧୫।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଞ୍ଚାୟତ କରାତଳି ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସରପଞ୍ଚ ଟି.ନରସିଂହ ରେଡ୍ଡି ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି। ଏହାପରେ ସ୍କୁଲର ରୂପରଙ୍ଗ ଏକ ପ୍ରକାର ବଦଳିଯାଇଛି। ଅନ୍ୟପଟେ ଶିକ୍ଷକ ଉଦୟ ରଶ୍ମି ପାତ୍ର…

ଡ୍ରଗ୍‌ ଓଭରଡୋଜ ଯୋଗୁ ବର୍ଷକରେ ୯୩ ହଜାରଙ୍କ ଯାଇଛି ଜୀବନ…

ନ୍ୟୁୟର୍କ,୧୫।୭: କରୋନା ମହାମାରୀ ସଙ୍କଟ ସମୟରେ ଆମେରିକାରେ ଡ୍ରଗ୍‌ ଓଭରଡୋଜ୍‌ ଯୋଗୁ ଗତ ୨୦୨୦ ବର୍ଷରେ ରେକର୍ଡ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିଛି। ଏହା ଯୋଗୁ ଦେଶରେ ୯୩ ହଜାର ୩୩୧ ଲୋକଙ୍କ ଜୀବନ ଯାଇଥିବା ଆମେରିକା ସରକାର ସୂଚନା ଦେଇଛନ୍ତି।…

ମାକ୍ସ ନ ପିନ୍ଧିବାରୁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଉଠବସ କରାଇଲେ ତହସିଲଦାର: ଭିଡିଓ ଭାଇରାଲ

ଗଞ୍ଜାମ,୧୫।୭(ଡି.ଏନ୍‌.ଏ.): ହରଡ଼ଘଣାରେ ଗଞ୍ଜାମ ତହସିଲଦାର। ତହସିଲଦାରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସେ ଏବେ ବିବାଦ ଘେରକୁ ଆସିଛନ୍ତି। ଗଞ୍ଜାମ ଓ ହୁମା ପୁରୁଷୋତ୍ତମପୁର ରାସ୍ତାରେ ଥିବା ଏକ ପେଟ୍ରୋଲ ପମ୍ପରେ ଜଣେ ବାଇକ୍‌ ଆରୋହୀ…

ଝାଳରୁ ସୃଷ୍ଟି ହେବ ବିଦ୍ୟୁତ୍‌ ଶକ୍ତି, ଫୋନ୍‌ ବି ହେବ ଚାର୍ଜ

ବିଜ୍ଞାନ ଯେଉଁସ୍ତରରେ ଅଗ୍ରଗତି କରୁଛି ତାହାର ନମୁନା ପୁଣି ଥରେ ଦେଖିବାକୁ ମିଳିଛି। ବିଶେଷଜ୍ଞମାନେ ଏପରି ଏକ ଯନ୍ତ୍ର ବାହାର କରିଛନ୍ତି, ଯାହାକୁ ପିନ୍ଧି ଯେକୌଣସି ବ୍ୟକ୍ତି ଝାଳରୁ ବିଜୁଳି ଶକ୍ତି ଉତ୍ପାଦନ କରିପାରିବେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ଉପକରଣଟି…

୪ ବଲ୍‌ରେ ବଦଳିଗଲା ମ୍ୟାଚ୍‌: ଜିତିବା ମ୍ୟାଚ୍‌ ହାରିଗଲା ଓ୍ବେଷ୍ଟଇଣ୍ଡିଜ୍‌

ସେଣ୍ଟ ଲୁସିଆ,୧୫।୭: ଫାଇନାଲ ଓଭରରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ଜବରଦସ୍ତ ବୋଲିଂ ସହାୟତାରେ ଅଷ୍ଟ୍ରେଲିଆ ଚତୁର୍ଥ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିକୁ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ତିନୋଟି ମ୍ୟାଚ ଜିତି ସିରିଜ…

ପାଟଣାରେ ଓଡ଼ିଶା ବନ୍ଦର ପ୍ରଭାବ: ଏନ୍‌ଏଚ ୪୯ ନିହ୍ନୁଆଁ ନିକଟରେ କଂଗ୍ରେସର ରାସ୍ତାରୋକୋ

ପାଟଣା ,୧୫।୭(ସ୍ବ.ପ୍ର.): ନିତ୍ୟ ବ୍ୟବହାର୍ଯ୍ୟ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଜିନିଷର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବାମପନ୍ଥୀ ଦଳ ପକ୍ଷରୁ ଗୁରୁବାର ରାଜ୍ୟବ୍ୟାପି ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ କେନ୍ଦୁଝର ଜିଲା ପାଟଣା ବ୍ଲକରେ ମଧ୍ୟ ପଡିଛି। ସିପିଆଇଏମ…

ଶିକ୍ଷା ସହିତ ଜାରି ରହୁ ରୋଜଗାର…

ନୂଆଦିଲ୍ଲୀ,୧୫।୭: ଶିକ୍ଷା ସହିତ ରୋଜଗାର ମଧ୍ୟ ଜାରି ରହୁ। ଶିକ୍ଷା ପାଇଁ ରୋଜଗାର ନ ଅଟକୁ। ସାମ୍ପ୍ରତିକ ଦୁନିଆରେ କୌଶଳ ବିକାଶ ହାସଲ କରିଥିବା ଦେଶରେ ହିଁ ପ୍ରଗତୀ ଧାରା ଅବ୍ୟାହତ ରହୁଛି। ତେଣୁ ଏଥିପ୍ରତି ଗୁରୁତ୍ୱାରୋପ କରିବାର ସମୟ ଆସିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?