ମମତାଙ୍କ ଅଡିଓ କ୍ଲିପ୍କୁ ନେଇ ବିବାଦ
କୋଲକାତା, ୧୮।୪: ପଶ୍ଚିମବଙ୍ଗ ବିଧାନସଭା ଲାଗି ଶନିବାର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ଅଧ୍ୟକ୍ଷା ମମତା ବାନାର୍ଜୀଙ୍କ ଏକ ଅଡିଓ କ୍ଲିପ୍କୁ ଭାଜପାର ଆଇଟି ସେଲ୍ ଲିକ୍ କରିଦେଇଛି। ଏହାକୁ ନେଇ ଦୁଇ ଦଳ…
ଭାକ୍ସିନ ବନାମ ଭାଇରସ୍
ନୂଆଦିଲ୍ଲୀ,୧୮ା୪: କୋଭିଡ୍କୁ ବାଡ଼ ଦେବାକୁ ଟିକାକରଣ ଛଡ଼ା ଅନ୍ୟ ବିକଳ୍ପ ଥିବା ପରି ମନେହେଉନି। ଲୋକଙ୍କୁ ଯେତେଶୀଘ୍ର ଭାକ୍ସିନ ଦେବା ଦୌଡ଼ରେ ସାମିଲ ହୋଇଛନ୍ତି ପ୍ରାୟ ସବୁଦେଶ। ଛୋଟ ତଥା ଗରିବ ଦେଶ ବି ଯେପରି ଭାକ୍ସିନେଶନରୁ ବାଦ୍ ନ ପଡ଼େ…
କାଷ୍ଟ୍ରୋ ଯୁଗର ଅବସାନ
ହାଭାନା, ୧୮।୪ : କ୍ୟୁବା କମ୍ୟୁନିଷ୍ଟ ପାର୍ଟି (ପିସିସି)ର ନେତା ପଦରୁ ଅବସର ଘୋଷଣା କରିଛନ୍ତି ରାଉଲ କାଷ୍ଟ୍ରୋ। ଏଥିସହିତ କ୍ୟୁବାରେ କାଷ୍ଟ୍ରୋ ଯୁଗର ଅବସାନ ଘଟିଛି। ଦୀର୍ଘ ୬୨ ବର୍ଷ ଧରି କାଷ୍ଟ୍ରୋ ଭ୍ରାତା କ୍ୟୁବାକୁ ଶାସନ କରିଆସୁଥିଲେ। କ୍ୟୁବା…
ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା
ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର ଆସିବେ। ତେଣୁ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଦୁଇ ଦୁଇଟି ଖୁସି ଖବର। ଅଭିନେତ୍ରୀ ଆଲିଆ…
ଆଜି ରାଜଧାନୀରୁ ୪୫୧ ପଜିଟିଭ୍ ଚିହ୍ନଟ, ବଢ଼ି ଚାଲିଛି ସ୍ଥାନୀୟ ସଂକ୍ରମଣ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୪୫୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୯୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। ସେହିପରି ଆଜି ରାଜଧାନୀରୁ ୧୧୭ ଜଣ…
ଖୋଲା ବଜାରରେ କରୋନା ଟିକା ମିଳୁ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭।୪(ବ୍ୟୁରୋ): ଖୋଲା ବଜାରରେ କରୋନା ଟିକା ମିଳୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋଲା ବଜାରରେ ଟିକା ମିଳିଲେ ସାଧାରଣ ବର୍ଗର ଲୋକେ ଏହାକୁ କିଣିବା ପାଇଁ ସମର୍ଥ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।…
କରୋନା ମୁକାବିଲା କରିବାକୁ ଏହି ଜିନ୍ ଚିହ୍ନଟ, ଜାଣନ୍ତୁ ଗବେଷଣାରୁ ଜଣାପଡ଼ିଲା ଏପରି ତଥ୍ୟ
ଓ୍ବାଶିଂଟନ,୧୭।୪: ଭାରତୀୟ ମୂଳ ବୈଜ୍ଞାନିକଙ୍କ ନେତୃତ୍ୱରେ ଆମେରିକୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ କରୋନା ଭୂତାଣୁର ମୁକାବିଲା କରିବାରେ ଏକ ସଫଳତା ହାସଲ କରିଛନ୍ତି। ସେମାନେ ମାନବ ଜିନ୍ର ଏକ ଗୋଷ୍ଠୀ ଚିହ୍ନଟ କରିଛନ୍ତି। ଯାହା କରୋନା ସୃଷ୍ଟି କରୁଥିବା SARS-Cove-2 ଭୂତାଣୁ…
ପୁଅ ଅଜିତଙ୍କ ପଛରେ ଚାଲିଗଲେ ମା’
ପୁରୀ ଅଫିସ,୧୭।୪: ପିପିଲି ଉପନିର୍ବାଚନ ପୂର୍ବରୁ ଗତ ୧୪ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଥିଲା। ଏହାର ଦିନ କେଇଟା ପରେ ତାଙ୍କ ମା’ କ୍ଷେତ୍ରମଣିଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି। ତେବେ ସେ ମଧ୍ୟ…
ଚେତାଇଲେ ପୋଲିସ କମିଶନର: କାମ ନ ଥାଇ କର୍ଫ୍ୟୁ ବେଳେ ଘରୁ ବାହାରିଲେ…
ଭୁବନେଶ୍ୱର,୧୭।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ୧୦ ଜିଲା ସମେତ ଅନ୍ୟ ୨୦ ଜିଲାର ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ଶନିବାର ରାତି ୯ଟାରୁ…
ମରଣାନ୍ତକ ଆକ୍ରମଣ କରି ଲୁଟ୍: ୨ ଅଭିଯୁକ୍ତ ଗିରଫ
ବଡ଼ବିଲ,୧୭।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ମାଟକାମବେଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ମରଣାନ୍ତକ ଆକ୍ରମଣ କରି ୪ ହଜାର ଟଙ୍କା ଓ ମୋବାଇଲ ଲୁଟ୍ ଘଟଣାରେ ପୋଲିସ ଶନିବାର ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ…
ସରିଲା ନିର୍ବନ୍ଧ, ଖୁବ୍ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ସୁଗନ୍ଧା-ସଙ୍କେତ
ବମ୍ବେ: ହାତକୁ ଦୁଇ ହାତ ହେବେ ଲୋକପ୍ରିୟ କମେଡିଆନ୍ ସୁଗନ୍ଧା ମିଶ୍ରା। ପେସାରେ ଡାକ୍ତର ତଥା କମେଡିଆନ୍ ଭାବେ ଜଣାଶୁଣା ସଙ୍କେତ ଭୋସଲେଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ନିର୍ବନ୍ଧ ସରିଛି। ଏନେଇ ସେମାନେ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଖୁସି…
ଅନ୍ଲାଇନ୍ରେ ଯୁବକ ମଗାଇଥିଲେ ସେଓ, ଆସିଲା ଏମିତି ଜିନିଷ; ଦେଖି ହେଲେ ଆଶ୍ଚର୍ଯ୍ୟ
ଯୁକ୍ତରାଷ୍ଟ୍ର ଆମେରିକାର ନିକ୍ ଜେମ୍ସ ନାମକ ଜଣେ ଯୁବକ ଟେସ୍କୋରୁ ଘର ପାଇଁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଏହି ଘଣକରଣା ସାମଗ୍ରୀ ସହିତ ସେ ଅନ୍ଲାଇନ୍ରେ ସେଓ ବି ମଗାଇଥିଲେ। ମାତ୍ର ତାଙ୍କ ନିକଟକୁ ଯେଉଁ ପାର୍ସଲ ଆସିଥିଲା ତାହା…
Archives


