ନେରେଡ଼ି ବ୍ୟାରେଜ: ନବୀନଙ୍କ ସହଯୋଗ ଲୋଡ଼ିଲେ ଜଗନ
ଭୁବନେଶ୍ୱର, ୧୯ା୪(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନ୍ମୋହନ ରେଡ୍ଡୀ ଶନିବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ଗଜପତି ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲା ମଧ୍ୟରେ ଥିବା ବଂଶଧାରା ନଦୀର ନେରେଡ଼ି ବ୍ୟାରେଜ ସଂକ୍ରାନ୍ତରେ ଚିଠି ଲେଖିଛନ୍ତି। ଜଗନ୍ମୋହନ ତାଙ୍କ ପତ୍ରରେ…
ସଂକ୍ରମଣର ଭୀଷଣ ରୂପ
ଭୁବନେଶ୍ୱର, ୧୯।୪(ବ୍ୟୁରୋ): ରାଜ୍ୟକୁ ମାଡ଼ି ଆସୁଛି କରୋନା ସଂକ୍ରମଣର ବଡ଼ ବିପଦ। ବର୍ତ୍ତମାନର ସଂକ୍ରମଣ ଓ ସ୍ବାସ୍ଥ୍ୟ ପରିଚାଳନା ସ୍ଥିତିକୁ ଦେଖିଲେ ଏଭଳି ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି। ପ୍ରଥମେ ପଡୋଶୀ ଛତିଶଗଡ଼ ପାଇଁ ଓଡ଼ିଶାରେ ସଂକ୍ରମଣ ବଢ଼ିଥିଲା। ଏବେ ଦେଶର…
‘ଖୁସି’ରେ ଖୁସି
ଭୁବନେଶ୍ୱର, ୧୯ା୪:ଟିକସଦାତାଙ୍କ ପଇସା ଲୁଟିବା ଘରୋଇ ସଂସ୍ଥାଙ୍କ ପାଇଁ ଓଡ଼ିଶା ଏକ ସହଜ ଲକ୍ଷ୍ୟସ୍ଥଳ ହୋଇଛି। କେତେଜଣ ସରକାରୀ ବାବୁଙ୍କୁ ହାତକରି ଘରୋଇ କମ୍ପାନୀ ରାଜକୋଷକୁ ଲୁଟି ଚାଲିଛନ୍ତି। ସେହି ଅର୍ଥରୁ ଅଧିକାଂଶ ଭାଗ ବାବୁମାନଙ୍କ ପକେଟକୁ ଚାଲିଯାଉଛି। ବାଳିକାମାନଙ୍କ ଉତ୍ତମ…
ଜୁନ୍ ୨୮ରୁ ଅମରନାଥ ଯାତ୍ରା: ଏହାପୂର୍ବରୁ ଆସିଲା ବାବା ବର୍ଫାନୀଙ୍କ ଦୁର୍ଲଭ ଚିତ୍ର
ନୂଆଦିଲ୍ଲୀ,୧୮।୪: ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆସନ୍ତ ଜୁନ୍ ୨୮ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଏହାପୂର୍ବରୁ ବାବା ବର୍ଫାନୀଙ୍କ ଏକ ଦୁର୍ଲଭ ଚିତ୍ର ଅମରନାଥ ଗୁମ୍ଫାରୁ ଆସିଛି। ବାବା ଅମରନାଥଙ୍କ ପ୍ରଥମ ଫଟୋ…
କ୍ୱାରାଣ୍ଟାଇନ୍ରେ ରହି ଲୋକଙ୍କୁ ସହାୟତା କରୁଛନ୍ତି ସୋନୁ ସୁଦ
ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ନିକଟରେ କରୋନା ଆକ୍ରାନ୍ତ ହୋଇ କ୍ୱାରାଣ୍ଟାଇନ୍ରେ ଅଛନ୍ତି। ଏହି ସମୟରେ ମଧ୍ୟ ସେ ନିଜ ଯନ୍ତ୍ରଣା ଭୁଲି ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି। ଟୁଇଟରରେ ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଥିଲେ ଏବଂ…
ମୋଦିଙ୍କୁ ଚିଠି ଲେଖିଲେ ମନମୋହନ
ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା କାୟା ବିସ୍ତାର କରିଛି। ପ୍ରତିଦିନ ନୂଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ, ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ଏବଂ ଅମ୍ଳଜାନ ଅଭାବ ପଡୁଛି। ଏଥି ସହିତ କରୋନା ଟିକା ମଧ୍ୟ ଅଭାବ…
୧୨ ଶହ ଟଙ୍କା ଖର୍ଚ୍ଚ କରି ବାପାଙ୍କୁ ମାତ୍ର ୨ ମିନିଟ୍ ଦେଖିପାରୁଛନ୍ତି ଝିଅ: କହିଲେ, ଭଗବାନ କାହାକୁ ଏପରି ନ କରନ୍ତୁ
ଗୋରଖପୁର,୧୮।୪: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି କାରଣରୁ, ଏଠାରେ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସଂକ୍ରମିତ ଲୋକଙ୍କ ପରିବାରଙ୍କର…
‘ଆଶା କରୁଛି ମେ ୨ ପୂର୍ବରୁ ଦିଦିଙ୍କ ଗୋଡ ଠିକ୍ ହୋଇଯିବ’
କୋଲକତା,୧୮।୪: ପଶ୍ଚିମବଙ୍ଗରେ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୧୮୦ଟି ଆସନରୁ ଭାଜପାକୁ ୧୨୨ରୁ ଅଧିକ ଆସନ ଜିତିବ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଶାବାଦୀ ଅଛନ୍ତି। ରବିବାର ପୂର୍ବ ବର୍ଦ୍ଧମାନ ଜିଲାରେ ଏକ ରାଲିକୁ ସମ୍ବୋଧିତ କରି ଶାହା…
ହ୍ବାଟ୍ସଆପ୍ରେ ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ବ୍ଲକ୍ କରିଦେଇଥିଲେ ପନ୍ତ, କାରଣ ଜାଣିଲେ…
ବମ୍ବେ: ଅଭିନେତ୍ରୀଙ୍କ ସହ କ୍ରିକେଟରଙ୍କ ନାମ ଯୋଡ଼ା ଯିବା ନୂଆ କଥା ନୁହେଁ। ସେଥିରୁ କିଛି ସତ ଥିବା ବେଳେ କିଛି ଗୁଜବ ବୋଲି ଜଣାପଡ଼େ। ସେଭଳି ଗୋଟିଏ ହେଲା ଉଇକେଟ୍କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ କାହାଣୀ। ୨୦୧୯ରେ ତାଙ୍କ ନାମ…
ଏଠାରେ ରହିଛି ନେହା କକ୍କରଙ୍କ ବିଳାସପୂର୍ଣ୍ଣ ବଙ୍ଗଳା, ଫଟୋ ଭାଇରାଲ
ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କର ଏବଂ ତାଙ୍କ ସ୍ବାମୀ ରୋହନପ୍ରୀତ୍ ସିଂହଙ୍କ ଯୋଡ଼ି ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ବେଶ୍ ପ୍ରସିଦ୍ଧ। ଦୁଇଜଣଙ୍କର ଅନେକ ଫ୍ୟାନ୍ ଫଲୋଅର୍ସ ରହିଛନ୍ତି। ରିମେକ୍ କ୍ୱିନ୍ଙ୍କ ନାମରେ ଜଣାଶୁଣା ନେହା ରୋହନପ୍ରୀତଙ୍କୁ ବିବାହ କରି ପ୍ରଶଂସକମାନଙ୍କୁ ଚକିତ…
ରୋଜା ଭାଙ୍ଗି କରୋନା ରୋଗୀଙ୍କ ଜୀବନ ବଞ୍ଚାଇଲେ ଏହି ଯୁବକ
ଉଦୟପୁର,୧୮।୪: କୁହାଯାଏ, ମାନବିକତାଠାରୁ ବଡ଼ ଧର୍ମ ନାହିଁ। ଉଦୟପୁରର ଜଣେ ଯୁବକ ଏହା ପ୍ରମାଣ କରିଛନ୍ତି। ସହରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ମହିଳା କରୋନା ରୋଗୀଙ୍କୁ ଏ-ପଜିଟିଭ ଗ୍ରୁପର ପ୍ଲାଜ୍ମା ଆବଶ୍ୟକ ଥିଲା। ପରିବାର ସଦସ୍ୟ ଏଥିପାଇଁ…
ଦିଲ୍ଲୀରେ ପରିସ୍ଥିତି ଗମ୍ଭୀର: ମୋଦିଙ୍କୁ ଚିଠି ଲେଖିଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୧୮।୪: ସମଗ୍ର ଦେଶରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇଛି। କିଛି ରାଜ୍ୟରେ ବେଡ୍ ମିଳୁ ନ ଥିବାରୁ କରୋନା ରୋଗୀ ନାହିଁି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜଧାନୀ ଦିଲ୍ଲୀରେ ପରସ୍ଥିତି ଗମ୍ଭୀର ଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ୍ ରବିବାର କହିଛନ୍ତି।…
Archives


