Home

ମଧୁମେହ ରୋଗୀଙ୍କ ପାଇଁ ବରଦାନ ଏହି ପରିବା: ଜାଣନ୍ତୁ କିପରି କରିବେ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ ରହିବା ଲାଗି କୁହାଯାଉଛି। ଏକାଧିକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ରୋଗୀଙ୍କୁ ସତର୍କ ରହିବାକୁ…

ଦୈନିକ ସଂକ୍ରମଣ ୪୦ ହଜାର ଉପରେ, କେରଳ ବଢ଼ାଇଲା ଚିନ୍ତା…

ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ…

ଆଇଏସ୍‌କେ ବନାମ ତାଲିବାନ୍‌

ନୂଆଦିଲ୍ଲୀ, ୨୯ା୮: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାର ବିସ୍ଫୋରଣ ଚଳିତ ବର୍ଷର ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଅନ୍ୟତମ। ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ଶତାଧିକ ଆଫଗାନ୍‌ ଏଥିରେ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୨ ଶହରୁ ଊର୍ଦ୍ଧ୍ୱ। ଇସ୍‌ଲାମିକ୍‌…

କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫ କୋଟିର ଘଣ୍ଟା ଲୋକଙ୍କ ପସନ୍ଦ ଆସିଲାନି, କହିଲେ ଏମିତି…

ଭାରତୀୟ କ୍ରିକେଟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଘଣ୍ଟା ପିନ୍ଧିବାକୁ ବହୁତ ଭଲ ପାଆନ୍ତି। ଏହି କାରଣରୁ ସେ ଅଧିକାଂଶ ସମୟରେ ଅନେକ ଦାମୀ ଘଣ୍ଟା କିଣିଥାନ୍ତି। କିଛିଦିନ ତଳେ ସେ ତାଙ୍କ ନୂଆ ଘଣ୍ଟାର କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର…

କନ୍ୟାବେଶରେ ସଜେଇ ହୋଇ ଶ୍ମଶାନରେ ପହଞ୍ଚିଲେ ଯୁବତୀ, ସତ ଜଣାପଡ଼ିବା ପରେ ସମସ୍ତଙ୍କ ଆଖିରୁ ବୋହିଗଲା ଧାରଧାର ଲୁହ

ଜଣେ ଯୁବତୀ ହାତରେ ଫୁଲତୋଡ଼ା ଆଉ କନ୍ୟାବେଶରେ ସଜେଇ ହୋଇ ଯେତେବେଳେ ଶ୍ମଶାନରେ ପହଞ୍ଚିଲେ ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ମାତ୍ର ଯେତେବେଳେ ସତ କଥା ଜଣାପଡ଼ିଲା ସେତେବେଳେ ସମସ୍ତଙ୍କ ଆଖିରୁ ଧାରଧାର ଲୁହ ବୋହିଗଲା। ପ୍ରକୃତ କଥା…

ଚାଷୀଙ୍କୁ ପୋଲିସର ଲାଠିମାଡ଼

ଚଣ୍ଡିଗଡ଼, ୨୯।୮: ହରିୟାଣାର କର୍ନଲ ଜିଲାରେ ଶନିବାର ଭାଜପାର ଏକ ବୈଠକକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା କରିବାରୁ ୧୦ ଜଣ ଚାଷୀ ଆହତ ହୋଇଛନ୍ତି। ହରିୟାଣା ପୋଲିସର…

କପିଶାରେ ଜୋର୍‌ଦାର ଲଢ଼େଇ

କାବୁଲ, ୨୯।୮ : ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହଙ୍କ ନେତୃତ୍ୱରେ ପ୍ରତିରୋଧୀ ବାହିନୀ ଆଫଗାନିସ୍ତାନର କପିଶା ପ୍ରଦେଶରେ ତାଲିବାନ ବିରୋଧରେ ଜୋର୍‌ଦାର ଲଢ଼େଇ ଜାରି ରଖିଛି। ଏଥିରେ ବହୁସଂଖ୍ୟାରେ ତାଲିବାନ ଆତଙ୍କବାଦୀ ନିହତ ହେଲେଣି। କପିଶା ପ୍ରଦେଶର ସାଞ୍ଜନ ଏବଂ ବାଗଲାନ…

ଆଗାମୀ ପିଢ଼ି ପାଇଁ ଜୀବନ୍ତ ରହୁ ପୃଥିବୀ

ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି…

ସରକାରଙ୍କ ମିଛ ଧରାଇବା ନାଗରିକଙ୍କ କର୍ତ୍ତବ୍ୟ

ନୂଆଦିଲ୍ଲୀ, ୨୯।୮: ସତ୍ୟ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିହେବ ନାହିଁ। ଶାସନରେ ରହିବାକୁ ସରକାରଗୁଡ଼ିକ ଅନେକ ସମୟରେ ମିଥ୍ୟାର ଆଶ୍ରୟ ନେଉଥିବା ଦେଖାଯାଇଥାଏ। ତେଣୁ ସରକାରଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା…

କାବୁଲ ବିସ୍ଫୋରଣ: ଷଡ଼ଯନ୍ତ୍ରକାରୀ ନିହତ

ଓ୍ବାଶିଂଟନ, ୨୯।୮: ଆଫଗାନିସ୍ତାନର କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଇସ୍‌ଲାମିକ ଷ୍ଟେଟ୍‌ ଖୋରାସାନ (ଆଇଏସ୍‌-କେ) ବିସ୍ଫୋରଣ ଘଟାଇବାର ୪୮ ଘଣ୍ଟା ନ ପୂରୁଣୁ ଆମେରିକା ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆମେରିକା ସୈନ୍ୟବାହିନୀ ଉକ୍ତ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଶନିବାର…

ଶେଷ ସେକେଣ୍ଡ୍‌ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆତ୍ମଘାତୀ

ଓ୍ବାଶିଂଟନ,୨୮।୮: କାବୁଲ ସ୍ଥିତ ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ପୂର୍ବରୁ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି ଆମେରିକୀୟ ସେନା ଅଧିକାରୀ। ଆକ୍ରମଣର ଯଥେଷ୍ଟ ପୂର୍ବରୁ ଆମେରିକୀୟ…

ଅଗଷ୍ଟ ୩୧ ପରେ ତାଲିବାନ ସହ କଥା ହେବ ଆମେରିକା: ବାଇଡେନ

ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ପରେ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆମେରିକା ତାଲିବାନ ସହ କଥା ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି। ଏହି ପରିପ୍ରେକ୍ଷୀରେ କୂଟନୈତିକ ପ୍ରୟାସକୁ ଜୋରଦାର କରିବାକୁ ବାଇଡେନ ବୈଦେଶିକ ସଚିବ ଆଣ୍ଟୋନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?