Home

୯୯ ରନ୍‌ରେ ଖେଳୁଥିବା ବେଳେ ଛକା ମାରିଥିଲେ ସେହ୍ବାଗ; ତଥାପି ସେ ଶତକରୁ ହୋଇଥିଲେ ବଞ୍ଚିତ: ଜାଣନ୍ତୁ କାହିଁକି

୨୦୧୦ରେ ଭାରତ, ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ରାଇ ସିରିଜ ଅନୁଷ୍ଠିତ ହୋଇଥିଲା। ଏହି ସିରିଜର ତୃତୀୟ ଦିନିକିଆ ଦାମ୍ବୁଲାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୬.୧ ଓଭରରେ ମାତ୍ର ୧୭୦ ରନ ସଂଗ୍ରହ…

ଚାଇନାରେ ଆଉ ଏକ ଭାଇରସ୍‌କୁ ବଢିଲା ଚିନ୍ତା

ବେଜିଂ,୧୮।୭: କରୋନା ସହ ଲଢୁଥିବା ବିଶ୍ୱ ସାମ୍ନାରେ ଏବେ ମାଙ୍କଡ ବି(ମଙ୍କି ବି) ଭାଇରସ୍‌ ବିପଦ ଉଭା ହୋଇଛି। ଚାଇନାରେ ଏହି ଭାଇରସ୍‌ ସଂକ୍ରମିତ ହୋଇଥିବା ପ୍ରଥମ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି। ଚାଇନାର ସରକାରୀ ଖବରକାଗଜ ଗ୍ଲୋବାଲ ଟାଇମ୍ସ ରବିବାର ଏହି…

କ୍ରିକେଟ ଇତିହାସରେ ଆଜି ଏକ ବିଶେଷ ଦିନ: ଜାଣନ୍ତୁ କାହିଁକି

ଜୁଲାଇ ୧୮।୭, ଅର୍ଥାତ୍‌ ଆଜିର ଦିନ କ୍ରିକେଟ ଇତିହାସରେ ଏକ ବିଶେଷ ମହତ୍ତ୍ୱ ରହିଛି। କ୍ରିକେଟ ଜଗତରେ ‘ଦ ଡକ୍ଟର’ ଭାବରେ ଜଣାଶୁଣା ଡବ୍ଲୁ ଗ୍ରେସ ୧୮୪୮ ମସିହାରେ ଆଜିର ଦିନରେ ଜନ୍ମ ହୋଇଥିଲେ। ପୂର୍ବତନ ଇଂଲଣ୍ଡ ଅଧିନାୟକ ଗ୍ରେସ୍‌ ‘ଦ…

ନେହାଙ୍କ ଲେହେଙ୍ଗାର ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ବଲିଉଡ୍‌ ଗାୟିକା ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ଗତ ବର୍ଷ ରୋହନପ୍ରୀତ ସିଂଙ୍କୁ ବିବାହ କରିବା ପରଠାରୁ ତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗିରହୁଛି। ବିବାହ ପରେ ନେହା ପ୍ରାୟତଃ ତାଙ୍କ ସ୍ବାମୀଙ୍କ ସହ ଫଟୋ ସେୟାର କରନ୍ତି।…

ଝିଅର ଜୀବନ ବଞ୍ଚାଇବା ପାଇଁ ଚିତାବାଘ ସହ ଲଢିଲେ ମା’

ପୁଣେ,୧୮।୭: ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଏକ ଲୋକ ଟାଙ୍କୁରା ଘଟଣା ଘଟିଛି। ନିଜ ୫ ବର୍ଷର ଝିଅକୁ ବଞ୍ଚାଇବା ପାଇଁ ମା’ ଏକ ଚିତାବାଘ ସହ ଲଢିଛନ୍ତି। ଚିତାବାଘ କବଳରୁ ଝିଅକୁ ଉଦ୍ଧାର ପାଇଁ ସାହାସୀ ମା’ ଜଣଙ୍କ ଠେଙ୍ଗାର ସହାୟତା…

୫ ମହଲା କୋଠା ଉପରକୁ ଚଢିଗଲା ଅଟୋ: ଆଉ ତା’ପରେ

ଭୋପାଳ,୧୮।୭: ମମଧ୍ୟପ୍ରଦେଶର ଏକ ସରକାରୀ ହସ୍ପିଟାଲରେ ରବିବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ଜିନିଷ ନେଇ ଆସିଥିବା ଏକ ଅଟୋ ଅଚାନକ ୫ ମହଲା ଉପରକୁ ଚଢିଯାଇଥିଲା। ରୋଗୀ ଆସୁଥିବା/ଯାଉଥିବା ଶିଡ଼ିରେ ଧଡ୍‌ ଧଡ୍‌ ହୋଇ ଅଟୋଟି ୫…

କ୍ୟାପ୍‌ଟେନ୍‌, ସିଦ୍ଧୁଙ୍କ ମଧ୍ୟରେ ବିବାଦ ତେଜିଲା

ଚଣ୍ଡିଗଡ଼,୧୮।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ବିଦ୍ରୋହୀ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ରାଜ୍ୟ କଂଗ୍ରେସ ସଭାପତି ସୁନୀଲ ଜାଖଡ ସୋମବାର ୮୦ ଜଣ ବିଧାୟକ ଏବଂ ଦୁଇ ଡଜନରୁ ଅଧିକ…

୧୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ଚର୍ଚ୍ଚାରେ ତାଙ୍କ ଛକା

ନୂଆଦିଲ୍ଲୀ,୧୮।୭: ଆଫଗାନିସ୍ତାନର ଷ୍ଟାର୍‌ ବୋଲର୍‌ ରଶିଦ୍‌ ଖାନ ଭିଟାଲିଟି ଟି-୨୦ ବ୍ଲାଷ୍ଟରେ ନିଜ ବ୍ୟାଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସସେକ୍ସ ପକ୍ଷରୁ ଖେଳୁଥିବା ରଶିଦ୍‌ ହାମ୍ପସାୟର ବିପକ୍ଷରେ ସେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର…

ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବା ମାତ୍ରେ ନିଆରା ରେକର୍ଡ ସୃଷ୍ଟି କଲେ ଧାଓ୍ବନ୍‌

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ବତ୍ତି ନେଇଥିଲା। ଶିଖର ଧାୱନ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ…

ଜନ୍ମଦିନରେ ଏହି କ୍ରିକେଟର୍‌ଙ୍କୁ ମିଳିଲା ବଡ଼ ଉପହାର

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବ ଦିନିକିଆ ଡେବ୍ୟୁ କରିବେ। ଏହା କିଷାନଙ୍କ ପାଇଁ ଏହା ସ୍ବତନ୍ତ୍ର ମ୍ୟାଚ୍‌। କାରଣ ଆଜି ତାଙ୍କର…

ଲଶ୍କର-ଜୈଶ୍‌ ସହିତ କୌଣସି ସମ୍ପର୍କ ନ ଥିବା କହିଲା ତାଲିବାନ…

କାବୁଲ୍‌,୧୮।୭: ପାକିସ୍ତାନରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ସହିତ ତାଲିବାନର କୌଣସି ସମ୍ପର୍କ ନାହିଁ। ଏସମ୍ପର୍କରେ ତାଲିବାନ ପ୍ରବକ୍ତା ସୁହୈଲ ଶାହିନ୍‌ କହିଛନ୍ତି। ଆଫଗାନିସ୍ତାନ ଲଶ୍କର-ଇ-ତୋଏବା ଏବଂ ଜୈଶ୍‌-ଇ-ମହମ୍ମଦ ଭଳି ସଂଗଠନକୁ ଅନ୍ୟ ଦେଶରେ ଅଶାନ୍ତି ସୃଷ୍ଟି…

ଟସ୍‌ ଜିତିଲା ଶ୍ରୀଲଙ୍କା; ବୋଲିଂ କରିବ ଭାରତ

କଲମ୍ବୋ,୧୮।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମୁକାବିଲା ଏଠାକାର କେ.ଆର୍‌.ପ୍ରେମଦାସା ଷ୍ଟାଡିୟମରେ ରବିବାର ଖେଳାଯାଉଛି। ନିୟମିତ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଥିବା ଯୋଗୁ ଓପନର୍‌ ଶିଖର ଧାଓ୍ବନ ଦଳର ନେତୃତ୍ୱ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri