ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ରାଶିର ମହିଳା; ହେଲେ ରାଗିଲେ ଏମାନେ କାହାରି ନୁହଁ…
ଜ୍ୟୋତିଷଶାସ୍ତ୍ରରେ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ସମସ୍ତ ରାଶିର ସ୍ବତନ୍ତ୍ରତା ରହିଛି। ସେଥିରୁ ଗୋଟିଏ ହେଲା ମକର ରାଶି। ଏହି ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ଶନି। ମକର ରାଶିରେ ଜନ୍ମିତ ମହିଳାମାନେ ବେଶ ସ୍ବାଭିମାନୀ ହେବା ସହ ତାଙ୍କ…
ଅଗଷ୍ଟ ୧ ଯାଏ ଆଂଶିକ ଲକ୍ଡାଉନ୍: ଜାଣନ୍ତୁ କେଉଁଠି କେତେ ସମୟ ଖୋଲା ରହିବ ଦୋକାନ ବଜାର
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ରାଜ୍ୟରେ ସଂକ୍ରମଣ ହାର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧ ଯାଏ ପୁଣି ଆଂଶିକ ଲକ୍ଡାଉନ୍ ଘୋଷଣା କରାଯାଇଥିବା ଆଜି ଅପରାହ୍ନରେ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।…
୨ କେଜି ସୁନା ଜବତ
କଟକ ଅଫିସ,୧୫ା୭: ପଞ୍ଜାବରୁ ପୁଳାପୁଳା ସୁନା ଆସି କଟକର ବିଭିନ୍ନ ସୁନା ଦୋକାନରେ ବିକ୍ରି ହେଉଥିଲା। ଏଥିନିମନ୍ତେ ଦୋକାନୀଙ୍କୁ କୌଣସି ଜିଏସ୍ଟି ତଥା ଟ୍ୟାକ୍ସ ଦେବାକୁ ପଡୁ ନ ଥିଲା। ଜିଏସ୍ଟି ଫାଙ୍କିବା ପାଇଁ ବେପାର ଚାଲିଥିଲା। ଟ୍ରେନରେ କୌଣସି ଧରପଗଡ଼…
ପୁଣି ବିପଦ, ପୃଥିବୀରେ ଆରମ୍ଭ ହେଲାଣି କରୋନାର ତୃତୀୟ ଲହର…
ଜେନେଭା,୧୫।୭: ପୃଥିବୀରେ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇ ସାରିଛି। ଏବେ ଏହା ପ୍ରାଥମିକ ପର୍ଯ୍ୟାୟରେ ରହିଛି। ଡେଲ୍ଟା ଭାରିଆଣ୍ଟ୍ ଯୋଗୁ ତୃତୀୟ ଲହର ଆସିଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରମୁଖ ଟେଡ୍ରୋସ୍ ଆଧାନୋମ୍ ଘେବ୍ରିୟେସସ୍ ଗୁରୁବାର ସତର୍କ ସୂଚନା ଜାରି…
ବିବାହିତ ହୋଇ ନ ଥିଲେ ମାଧୁରୀଙ୍କୁ ନିଶ୍ଚୟ ହୃଦୟ ଦେଇଥାନ୍ତି; ଏପରି କହି ଗୋବିନ୍ଦା…
ବମ୍ବେ: ଆଜି ବି କୋଟି କୋଟି ହୃଦୟରେ ରାଜ୍ କରୁଛନ୍ତିି ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦିକ୍ଷିତ। ପ୍ରଶଂସକମାନେ ତାଙ୍କୁ ‘ଡ୍ୟାନ୍ସିଂ ଡିଭା’, ‘ଧକ୍ ଧକ୍ ଗର୍ଲ’ ଭଳି ଅନେକ ନାମରେ ସମ୍ବୋଧିତ କରିଥାନ୍ତି। କେବଳ ଯେ ପ୍ରଶଂସକ ତାହା ନୁହେଁ ମାଧୁରୀଙ୍କ…
ଠିପି ଖୋଲି ଢକଢକ କରି ମଦ ପିଇଲା ମାଙ୍କଡ଼, ଭିଡିଓ ଭାଇରାଲ
ସାଧାରଣତଃ ସମାଜରେ କିଛି ଲୋକ ମଦ ପିଇବାରେ ଅଭ୍ୟସ୍ତ ଥାନ୍ତି। ମାତ୍ର ଯଦି ଜୀବଜନ୍ତୁ ମଦ ପିଉଥିବାର ଦେଖିବେ ତେବେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ କଥା। ଏହାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠିଥାଏ। ଏବେ ମଧ୍ୟପ୍ରଦେଶର ମଣ୍ଡଳାରୁ ଏକ ଚକିତ…
ଘରୋଇ ସ୍କୁଲ୍କୁ ଦେବାକୁ ପଡ଼ିବ ଫି-ଖର୍ଚ୍ଚର ହିସାବ…
ଲକ୍ଷ୍ନୌ,୧୫।୭: ଏଣିକି ଉତ୍ତରପ୍ରଦେଶର ସମସ୍ତ ଘରୋଇ ସ୍କୁଲ୍କୁ ଫି ଏବଂ ଖର୍ଚ୍ଚର ହିସାବ ସୂଚନା ଅଧିକାର ଆଇନ (ଆର୍ଟିଆଇ) ଅନ୍ତର୍ଗତ ଦେବାକୁ ପଡ଼ିବ। ଏନେଇ ରାଜ୍ୟ ସୂଚନା ଆୟୋଗଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଘରୋଇ ସ୍କୁଲ୍ ଗୁଡ଼ିକୁ ଆର୍ଟିଆଇ ପରିସରଭୁକ୍ତ…
ରାଷ୍ଟ୍ରପତିଙ୍କୁ ୧୦ ଦିନ ଧରି ହାକୁଟି, ହସ୍ପିଟାଲରେ ଭର୍ତ୍ତି…
ରିଓ ଡି ଜେନେରିଓ,୧୫।୭: ବ୍ରାଜିଲ୍ର ରାଷ୍ଟ୍ରପତି ଜେୟର ବୋଲସୋନାରୋଙ୍କୁ ଗତ ୧୦ ଦିନ ଧରି ହାକୁଟି ଆସୁଛି। ହାକୁଟି ବନ୍ଦ ନ ହେବାରୁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ରାଷ୍ଟ୍ରପତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ଅନ୍ତନାଳୀରେ…
୧୨୫ ବର୍ଷ ଅଲିମ୍ପିକ୍ସ ଇତିହାସରେ କେବଳ ୧୪ ଭାରତୀୟ ଜିତିଛନ୍ତି ବ୍ୟକ୍ତିଗତ ପଦକ
ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୧୫ ଦିନରୁ କମ ସମୟ ବାକି ଅଛି। ଭାରତୀୟ ଖେଳାଳିମାନେ ଏଥର ଏକ ଡଜନରୁ ଅଧିକ ଅଲିମ୍ପିକ ପଦକ ପାଇବାକୁ ଆଶା କରୁଛନ୍ତି। ତେବେ ଅଲିମ୍ପିକ୍ସର ୧୨୫ ବର୍ଷର ଇତିହାସରେ ଭାରତ ମାତ୍ର…
ବର୍ଷକ ତଳୁ ନିର୍ବନ୍ଧ ସରିଥିଲା, ଆଜି ପଡ଼ିବ ହାତଗଣ୍ଠି
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେଉଛନ୍ତି ଗୋଟିଏ ପରେ ଗୋଟିଏ ଟେଲି କଳାକାର। ଗୋଟିଏ ପଟେ ବିଗ୍ବସ୍ ଫ୍ରେମ୍ ରାହୁଲ ବୈଦ୍ୟ ପ୍ରେମିକା ଦିଶା ପରମାରଙ୍କୁ ବିବାହ ଚର୍ଚ୍ଚାରେ ଥିବାବେଳେ ଅନ୍ୟପକ୍ଷେ ଷ୍ଟାରପ୍ଲସ୍ର ଧାରାବାହିକ ପାଣ୍ଡ୍ୟା ଷ୍ଟୋର୍ର ଅଭିନେତ୍ରୀ ଶାଇନି ଦୋଷୀ…
‘ପରୀ’ ଶୁଣାଣି ଘୁଞ୍ଚିଲା
ଭୁବନେଶ୍ୱର,୧୫ା୭(ବ୍ୟୁରୋ): ଗୁରୁବାର ସୁପ୍ରିମକୋର୍ଟରେ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି କରାଯାଇଛି। ତେବେ ପରୀ ମା’ଙ୍କ ପକ୍ଷର ଓକିଲଙ୍କ ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିକୁ ଆସନ୍ତାକାଲି ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ପରୀ ମା’ଙ୍କ ପକ୍ଷରୁ ଓକିଲ…
ରଥରେ ସାମାନ୍ୟ ଫାଟ, ଚାଲିଛି ମରାମତି
ପୁରୀ ଅଫିସ,୧୫ା୭: ଆସନ୍ତା ୧୭ ତାରିଖରେ ତିନିରଥର ଦକ୍ଷିଣ ମୋଡ଼। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବୈଷୟିକ ଟିମ୍ ଦ୍ୱାରା ତିନିରଥର ଯାଞ୍ଚ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଗୁରୁବାର ଏହି ଯାଞ୍ଚ କରାଯାଇଛି। ତେବେ ତିନିରଥରେ ସାମାନ୍ୟ ଫାଟ ଥିବା…
Archives


