୧୫ ଚୌକା, ୩ ଛକାରେ ବିସ୍ଫୋରକ ଶତକ ମାରି ଦଳର ୭୭ ପ୍ରତିଶତ ରନ୍ ନିଜେ କରିଦେଲେ ଏହି କ୍ରିକେଟର୍
ବାରବାଡୋସ୍,୫।୯: ସିପିଏଲ ୨୦୨୧ (ସିପିଏଲ)ର ୧୬ତମ ମ୍ୟାଚରେ ଗୁୟାନା ଆମାଜନ ୱାରିୟର୍ସ ବାରବାଡୋସ ରୟାଲ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଟସ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରି ବାରବାଡୋସ ନିର୍ଦ୍ଧାରିତ ୨୦ ଓଭରରେ ୧୩୦ ରନରେ ଅଲଆଉଟ୍ ହୋଇଥିଲା।…
ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ କୋମାକୁ ଚାଲିଗଲେ ପ୍ରଶଂସକ
ମୁମ୍ବାଇ: ବିଗ୍ବସ୍-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁକୁ ଏବେ ବି ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ପ୍ରଶଂସକ। ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କ ଫଟୋ ଶେୟାର କରି ଲେଖିଛନ୍ତି, ‘ଶୀଘ୍ର ଭଲ ହୋଇଯାଅ’। ଡାକ୍ତର କହିଛନ୍ତି ସେ କୋମାକୁ ଚାଲିଯାଇଛନ୍ତି। ଅତ୍ୟଧିକ…
ଆଖିବୁଜିଲେ ଏହି ମହାନ କ୍ରିକେଟର୍
ନୂଆଦିଲ୍ଲୀ,୫।୯: ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ରଘୁନାଥ ରାମଚନ୍ଦ୍ର ଚାନ୍ଦୋରକରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୦ ବର୍ଷ ବୟସ ହୋଇଥିଲା। ରଘୁନାଥ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ। ସେ ୭ ରଣଜୀ ଟ୍ରଫି ମ୍ୟାଚରେ ମହାରାଷ୍ଟ୍ର…
ପୂଜାରାଙ୍କୁ ଦେଖି ଇଂଲଣ୍ଡ ବୋଲରଙ୍କୁ ଆସିଲା ରାଗ, କଲେ ଲଜ୍ଜାଜନକ କାମ, ଦେଖନ୍ତୁ ଭିଡିଓ
ଓଭାଲ,୫।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ଏକ ଦୃଢ ସ୍ଥିତିରେ ରହିଛି। ରୋହିତ ଶର୍ମା, କେଏଲ ରାହୁଲ ଏବଂ ଚେତେଶ୍ୱର ପୂଜାରାଙ୍କ ଜବରଦସ୍ତ ବ୍ୟାଟିଂ ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୩ ଉଇକେଟ୍ ହରାଇ ୨୭୦…
ନେହେରୁଙ୍କୁ କାହିଁକି ଘୃଣା କରୁଛନ୍ତି କେନ୍ଦ୍ର ସରକାର, ସଞ୍ଜୟଙ୍କ ପ୍ରଶ୍ନ…
ମୁମ୍ବାଇ,୫।୯: ଶିବସେନା ଏମ୍ପି ସଞ୍ଜୟ ରାଉତ ରବିବାର କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଭାରତର ସ୍ବାଧିନତାର ୭୫ ତମ ବାର୍ଷିକୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଅନୁଷ୍ଠାନ ଦ୍ୱାରା ଜାରି ହୋଇଥିବା ପୋଷ୍ଟରରେ…
ନନ୍ଦ ମାଷ୍ଟ୍ରେଙ୍କ ଚାଟଶାଳୀ
ଜୀବନର ଅପରାହ୍ନରେ ସେ ଉପନୀତ। ତଥାପି ବଞ୍ଚେଇ ରଖିଛନ୍ତି ଗାଁ ଚାଟଶାଳୀକୁ। କିନ୍ତୁ ଶିକ୍ଷା କ୍ଷେତ୍ରରେ ସେବା ଓ ତ୍ୟାଗ ପାଇଁ ତାଙ୍କୁ ମିଳିଛି ଦେଶର ସମ୍ମାନଜନକ ଉପାଧି ପଦ୍ମଶ୍ରୀ ପୁରସ୍କାର। ସେହି ବିରଳ ବ୍ୟକ୍ତି ହେଲେ ପଦ୍ମଶ୍ରୀ ନନ୍ଦ କିଶୋର…
ନମାମୀ ଗୁରୁ
କୁହାଯାଏ ଜ୍ଞାନଠୁ ବଡ଼ ଦାନ ନାହିଁ। ଆଉ ଗୁରୁଙ୍କଠୁ ବଡ଼ କେହି ଦାନୀ ନାହିଁ। ସେ ହେଉଛନ୍ତି ଏକ ପଥ ଯେ ନିଜେ ସ୍ଥିର ରହି ଅନ୍ୟକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାନ୍ତି। ତ୍ୟାଗ ତାଙ୍କର ଅନନ୍ୟ। ସେ ନିଜକୁ ଜାଳି ଜ୍ଞାନର…
ଏମିତି ଜେଲ୍, ଯେଉଁଠି ନିରକ୍ଷର କଏଦୀଙ୍କୁ ପଢ଼ାଯାଏ ପାଠ
ଜେଲ୍ ନାଁ ଶୁଣିଲେ ମନକୁ ଆପଣାଛାଏଁ ଆସିଯାଏ କି ଏହା ଅପରାଧୀମାନଙ୍କ ପାଇଁ ସ୍ଥାନ। ମାତ୍ର ଉତ୍ତରପ୍ରଦେଶର ଫତେପୁର ଜିଲା କାରାଗାରରେ ଥିବା ବିଚାରାଧୀନ କଏଦୀମାନେ ପାଠ ପଢୁଛନ୍ତି। ଏମାନଙ୍କୁ ପଢ଼ାଉଛନ୍ତି ଜଣେ ଅପରାଧୀ। ଯିଏ କି ଜଣେ ଗ୍ରାଜୁଏଟ୍। ସାକ୍ଷରତା…
ଏସବୁ ୪୩ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ବାଟସ୍ଆପ୍…
ନୂଆଦିଲ୍ଲୀ,୫।୯: ନଭେମ୍ବର ୧ଠାରୁ ୪୩ଟି ସ୍ବାର୍ଟଫୋନ୍ରେ ଆଉ ହ୍ବାଟସ୍ ଆପ୍ ଚାଲିବନି। ହ୍ବାଟସ୍ ଆପ୍ ଲଗାତାର ପୁରୁଣା ଫୋନ୍ରେ ନିଜର ସପୋର୍ଟ ବନ୍ଦ କରିବାରେ ଲାଗିଛି। ଏସବୁ ସ୍ମାର୍ଟଫୋନ୍ ମଧ୍ୟରେ ଆଣ୍ଡ୍ରଏଡ୍ ଏବଂ ଆପଲ ଆଇଓଏସ୍ ସ୍ମାର୍ଟଫୋନ୍ ରହିଛି। ଏଣିକି ଆଣ୍ଡ୍ରଏଡ୍…
ସନ୍ତାନ ପ୍ରସବ ସମୟରେ ବାହାରକୁ ବାହାରିଆସିଲା ମହିଳାଙ୍କ ଗର୍ଭାଶୟ, ଆଉ ତା’ ପରେ…
ସନ୍ତାନ ପ୍ରସବ କରିବା ଜଣେ ମା’ ପାଇଁ କେତେ କଷ୍ଟ ତାହା କେବଳ ଜଣେ ମା ହିଁ କହିପାରିବେ। ଏମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି। ସନ୍ତାନ ପ୍ରସବ ସମୟରେ ଏକ ଭୟାନକ ପରିସ୍ଥିତିର ସାମ୍ନା କରିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ଜଣେ…
ବସ୍ ବିସ୍ଫୋରଣରେ ୩ ସୁରକ୍ଷାକର୍ମୀ ମୃତ, ୨୦ରୁ ଅଧିକ ଆହତ…
କ୍ୱେଟା,୫।୯: ପାକିସ୍ତାନର ଅଶାନ୍ତ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ରବିବାର ସକାଳେ ଏକ ବସ୍ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୩ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ଉଦ୍ଧାର କରି ଚିକିିତ୍ସା…
ରକ୍ତାକ୍ତ ସଂଘର୍ଷ, ୬୦୦ ତାଲିବାନୀ ନିହତ, ୧୦୦୦ରୁ ଅଧିକଙ୍କ ଆତ୍ମସମର୍ପଣ…
କାବୁଲ,୫।୯: ଆଫଗାନିସ୍ତାନର ପଞ୍ଜଶିରରେ ନର୍ଦନ ଆଲାଏନ୍ସ୍ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ରକ୍ତାକ୍ତ ସଂଘର୍ଷ ଜାରି ରହିଛି। କ୍ଷମତା ଦଖଲ ନେଇ ପଞ୍ଜଶିର ଏବେ ରକ୍ତରେ ଲାଲ ହୋଇଯାଇଛି। ପଞ୍ଜଶିରର ଉତ୍ତର-ପୂର୍ବ ଅଞ୍ଚଳରେ ୬୦୦ ତାଲିବାନୀଙ୍କ ମୃତ୍ୟୁ ଘଟିଛି। ସେହିପରି…

