ହିମାଚଳ ପ୍ରଦେଶରେ ଭୁସ୍ଖଳନ: ୯ ଜୀବନ ଗଲା, ୩ ଆହତ
ଶିମ୍ଲା,୨୫।୭: ହିମାଚଳ ପ୍ରଦେଶର କିନୌର ଜିଲାରେ ରବିବାର ଏକ ବଡ ଦୁର୍ଘଟଣା ହୋଇଛି। ଏକ ଭୂସ୍ଖଳନରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କିନୌର ଜିଲାର ବାଟସେରୀର ଗୁନସା ନିକଟରେ…
କାହିଁକି ଟୁଇଟ୍ର୍ରେ ଟ୍ରେଣ୍ଡ୍ କରୁଛନ୍ତି ପ୍ରିୟା ମଲିକ
ବୁଦାପେଷ୍ଟ,୨୫।୭: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଓ୍ବେଟ୍ଲିପ୍ଟର ମୀରବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏହାପରେ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ ହେବା ଆରମ୍ଭ କରିଛନ୍ତି। ଏହାର ଗୋଟିଏ ଦିନ ପରେ ଭାରତୀୟ…
ସାକ୍ଷୀଗୋପାଳ ମନ୍ଦିର ଖଟଣି ରୋଷଘରୁ ଚୋରି ଅଭିଯୋଗ
ସାକ୍ଷୀଗୋପାଳ,୨୫ା୭(ଡି.ଏନ୍.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ବେଢ଼ା ମଧ୍ୟରେ ସୋମନାଥ ମହାପାତ୍ରଙ୍କ ଖଟଣି ରୋଷଘରୁ ଚୋରି ହୋଇଛି। ଏନେଇ ସୋମନାଥଙ୍କ ଭାଇ ରମାକାନ୍ତ ମହାପାତ୍ର ମନ୍ଦିର ସୁପରଭାଇଜରଙ୍କ ନିକଟରେ ରବିବାର ସକାଳୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଭକ୍ତ ମାନଙ୍କ…
ଟୋକିଓରେ ଚମକିଲେ ଭାରତୀୟ ମହିଳା ଖେଳାଳି
ଟୋକିଓ,୨୫।୭: ଟୋକିଓ ଅଲିମ୍ପିକ୍ସରେ ରବିବାର ଭାରତୀୟ ମହିଳା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତର ତାରକା ମହିଳା ବକ୍ସର ମେରି କମ ରବିବାର ଟୋକିଓ ଅଲମ୍ପିକ୍ସରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି। ନିଜ ପ୍ରତିଦ୍ୱନ୍ଦ୍ୱୀ ହର୍ଣ୍ଣାଡିଜ ଗାର୍ସିଆଙ୍କୁ ୪-୧ରେ ପରାସ୍ତ କରି…
ମୁଁ ଅନୁଷ୍କାଙ୍କୁ କହିଥିଲି, କୋହଲି ଅଧିନାୟକ ହୋଇ ଭୁଲ କରୁଛନ୍ତି: ଶୋଏବ ଅଖତର
ନୂଆଦିଲ୍ଲୀ,୨୫।୭: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। କୋହଲି ଦଳର ଦ୍ରୁତ ବୋଲରଙ୍କ ମଧ୍ୟରେ ଆକ୍ରୋଶ ଭାବନା ସୃଷ୍ଟି କରିଛନ୍ତି। କୋହଲି ଭାରତୀୟ କ୍ରିକେଟର ମାନସିକତାକୁ ପରିବର୍ତ୍ତନ କରିଛନ୍ତି। ଗତ କିଛି…
ବାପାଙ୍କ ମୃତ୍ୟୁପରେ ଚାଲିଥିଲା କୋକେଇ ସଜା: ପୁଅ କରିଦେଲେ ଏମିତି କାମ
ଦରଭଙ୍ଗା,୨୫।୭:ବିହାରର ଦରଭଙ୍ଗାରେ ଏକ ଅଭାବନୀୟ ଘଟଣା ଘଟିଛି। କୌଣସି ଏକ ରୋଗରେ ବାପାଙ୍କ ମୃତ୍ୟୁ ହେବାପରେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏକମାତ୍ର ପୁଅ ମଧ୍ୟ କରେଣ୍ଟ ଲାଗି ମୃତ୍ୟୁବରଣ କରିଛନ୍ତି। ଗୋଟିଏ ଦିନରେ ଉଭୟ ବାପ-ପୁଅଙ୍କ ମୃତ୍ୟୁରେ ପରିବାର…
ହଳଦିଆ ଜିଭ, ପେଟରେ ଦରଜ ପରି ଲକ୍ଷଣ ଦେଖି ଚିନ୍ତାରେ ପଡ଼ିଲେ ଡାକ୍ତର; ପରେ ଜାଣିଲେ…
ଜଣେ ୧୨ ବର୍ଷର ବାଳକଙ୍କ ହଳଦିଆ ଜିଭ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏତଦ୍ବ୍ୟତୀତ ବାଳକର ଶରୀରରେ କେତେକ ଗମ୍ଭୀର ଲକ୍ଷଣ ପ୍ରକାଶ ପାଇଥିଲା। ପରେ ପରିବାର ଲୋକେ କାନାଡାର ଟରେଣ୍ଟୋରେ ଥିବା ଏକ ହସ୍ପିଟାଲକୁ ନେଇଥିଲେ। ତାଙ୍କ ଗଳା ଦରଜ…
ବିରାଟ କୋହଲିଙ୍କୁ ଲାଗିପାରେ ଆଉ ଏକ ଝଟ୍କା
ଲଣ୍ଡନ,୨୫।୭: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ଝଟ୍କା ଲାଗିଛି। ଅଫ୍ ସ୍ପିନର୍ ତଥା ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର କେବଳ ଇଂଲଣ୍ଡ ଗସ୍ତରୁ ନୁହେଁ, ସେ ଆଇପିଏଲ୍ ୨୦୨୧ରୁ ମଧ୍ୟ ବାଦ୍ ପଡିବାର ସମ୍ଭାବନା ରହିଛି। ସୁନ୍ଦର…
ଏତେ ସବୁ ରଙ୍ଗ ଥାଇ ଜେସିବି ମେଶିନର ରଙ୍ଗ କାହିଁକି ହଳଦିଆ ଜାଣନ୍ତି…
ଜେସିବି କମ୍ପାନୀର ମେଶିନ ଆପଣ ନିଶ୍ଚିତ ଦେଖିଥିବେ। ଏହା କନ୍ଷ୍ଟ୍ରକ୍ସନ ବା ନିର୍ମାଣ କାର୍ଯ୍ୟରେ ଲାଗେ। ଏହି କମ୍ପାନୀ ମେଶିନର ଏକ ବିଶେଷତ୍ତ୍ୱ ହେଲା ଏହାର ରଙ୍ଗ କେବଳ ହଳଦିଆ। ଆପଣଙ୍କ ମନରେ କେବେ ପ୍ରଶ୍ନ ଉଠିଛି କି, ଏତେ ସବୁ…
ଓ୍ବାର୍କ ଫ୍ରମ୍ ଓ୍ବେଡିଂ, ସୋସିଆଲ ମିଡ଼ିଆରେ ଭାଇରାଲ…
ନୂଆଦିଲ୍ଲୀ,୨୫।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବିବାହ ବେଦୀରେ ବର ଲାପଟପ୍ ଧରି କାମ କରିବାରେ ବ୍ୟସ୍ତ। ପଣ୍ଡିତ ମନ୍ତ୍ର ପଢୁଥିବାବେଳେ ବରଙ୍କର କନ୍ୟା ଅବା ଅନ୍ୟ ଅତିଥିଙ୍କ ପ୍ରତି ନିଘା ନାହିଁ।…
ଜମ୍ମୁ-କଶ୍ମୀରରେ ରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…
ଶ୍ରୀନଗର,୨୫।୭: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ ଜମ୍ମୁ-କଶ୍ମୀର, ଲଦାଖ ଗସ୍ତରେ ରବିବାର ୧୧ଟା ୧୫ରେ ଶ୍ରୀନଗର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହିତ ପାଛୋଟି ନେଇଛନ୍ତି। ଗସ୍ତକାଳରେ ରାଷ୍ଟ୍ରପତି ଜୁଲାଇ ୨୬ରେ କାରଗୀଲ୍…
ଅନ୍ଲକ୍-୮, ଖୋଲିବ ସିନେମା ହଲ୍…
ନୂଆଦିଲ୍ଲୀ,୨୫।୭: ସୋମବାରଠାରୁ ଦିଲ୍ଲୀରେ ଅନ୍ଲକ୍-୮ ଆରମ୍ଭ ହେବାକୁ ଯାଉଛି। ଜୁଲାଇ ୨୬ଠାରୁ ଦିଲ୍ଲୀର ସମସ୍ତ ସିନେମା ହଲ୍, ଥିଏଟର, ମଲ୍ଟିପ୍ଲେକ୍ସ୍ ୫୦ ପ୍ରତିଶତ କ୍ଷମତାରେ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। ସେହିପରି ମେଟ୍ରୋ ଏବଂ…
Archives


