Home

ରୋଗ ପ୍ରତିରୋଧକ ଶକ୍ତି ଓ ପିଜୁଳି

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସବୁବେଳେ ପ୍ରଖର ରହିବା ଦରକାର। କାରଣ ଏହା ଆମକୁ କେତେକ ରୋଗ କବଳରୁ ଅନେକାଂଶରେ ରକ୍ଷା କରିଥାଏ। ତେବେ ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ପିଜୁଳି…

ସୂର୍ଯ୍ୟ ରାଇଜର ଝଡ଼

ଆମର ତାରା ସୂର୍ଯ୍ୟ ପୃଥିବୀରେ ସକଳ ଶକ୍ତିର ଆଧାର । ମାତ୍ର ସୂର୍ଯ୍ୟ ବେଳେବେଳେ ଅଶାନ୍ତ ହୋଇ ଅତି ସକ୍ରିୟ ହୋଇଉଠେ। ସୂର୍ଯ୍ୟପୃଷ୍ଠରେ ଶକ୍ତିଶାଳୀ ଝଡ଼ମାନ ସୃଷ୍ଟି ହୁଏ । ତା’ର ପ୍ରଭାବ ପୃଥିବୀ ସମେତ ସାରା ସୌରଜଗତ ଉପରେ ପଡ଼ିଥାଏ।…

ଲୁଣାଘେରି ବନ୍ଧ ଭାଙ୍ଗି ୩୦ ଫୁଟର ଘାଇ

ମହାକାଳପଡ଼ା,୨୬।୭ (ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ନାଞ୍ଜୁରା ପଞ୍ଚାୟତର ସ୍ଥାନୀୟ ସାନ୍ତାଳୀପଡ଼ା ପଣିଖିଆ ଗାଁରେ ଶନିବାର ଲୁଣା ଘେରି ବନ୍ଧ ଭାଙ୍ଗିଯାଇଛି। ଫଳରେ ପ୍ରାୟ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଗାଁରେ ସମୁଦ୍ର ଜଳ ପ୍ରବେଶ…

ଟେବୁଲ ଟେନିସରେ ଶରଥ କମଲଙ୍କ ଚମତ୍କାର ପ୍ରଦର୍ଶନ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଟେବୁଲ ଟେନିସ ସିଙ୍ଗଲ୍ସ ଇଭେଣ୍ଟରେ ଭାରତୀୟ ଖେଳାଳି ଶରଥ କମଲ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭରେ ପଛରେ ପଡ଼ିଯିବା ପରେ ସେ ଦ୍ୱିତୀୟ ରାଉଣ୍ଡରେ ପର୍ତ୍ତୁଗାଲର ଟିଆଗୋ ଆପୋଲୋନିଆଙ୍କୁ ପରାସ୍ତ କରି ଦ୍ୱିତୀୟ ଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନ…

ସୁର୍ଜେଓ୍ବାଲା-ଶ୍ରୀନିବାସ ଅଟକ…

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି। ରାହୁଲଙ୍କ ସହିତ ଟ୍ରାକ୍ଟରରେ କଂଗ୍ରେସ ଜେନେରାଲ ସେକ୍ରେଟାରୀ ରଣଦୀପ୍‌ ସୁର୍ଜେଓ୍ବାଲା,…

ଟ୍ରାକ୍ଟର ଚଳାଇ ସଂସଦ ଭବନ ପହଞ୍ଚିଲେ ରାହୁଲ…

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି। ରାହୁଲଙ୍କ ସହିତ ଟ୍ରାକ୍ଟରରେ ରଣଦୀପ୍‌ ସୁର୍ଜେ ଓ୍ବାଲା, ଶ୍ରୀନିବାସ ବି.ଭିି.…

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ପ୍ରସିଦ୍ଧ କନ୍ନଡ ଅଭିନେତ୍ରୀ ଜୟନ୍ତୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସେ ପ୍ରାୟ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ବୟସ ସମ୍ବନ୍ଧୀୟ ସମସ୍ୟାରେ ସେ ପୀଡିତ ଥିଲେ। ୨୦୧୮ ମସିହାରେ ଜୟନ୍ତୀଙ୍କ ମୃତ୍ୟୁକୁ…

ପ୍ରଥମ ମ୍ୟାଚ୍‌ରେ ‘ଶୂନ’ କରି ଧୋନୀ, ରାହୁଲଙ୍କ କ୍ଲବରେ ସାମିଲ ହେଲେ ଶ’

କଲମ୍ବୋ,୨୬।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଆୟୋଜକ ଦଳକୁ ୩୮ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପୃଥ୍ବୀ ଶ’ ଅନ୍ତର୍ଜାତୀୟ ଟି-୨୦ ଡେବ୍ୟୁ କରିଥିଲେ। କିନ୍ତୁ ସେ ଭାରତୀୟ ପାଳିର ପ୍ରଥମ…

ସେଲ୍‌ଫି ବେବୋ ଲିପ୍‌ସା

ସଙ୍ଗୀତ ଜଗତର ୟଙ୍ଗ୍‌ ଆଣ୍ଡ୍‌ ଷ୍ଟାଇଲିଷ୍ଟ କଣ୍ଠଶିଳ୍ପୀ ହେଉଛନ୍ତି ଲିପ୍‌ସା ମହାପାତ୍ର। ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ଖୁବ୍‌ କମ୍‌ ଦିନରେ ଲୋକଙ୍କ ହୃଦୟ ଜିଣି ପାରିଛନ୍ତି। ଦଶମ ଶ୍ରେଣୀରେ ପଢ଼ିବାବେଳେ ରିଆଲିଟି ଶୋ ‘ଭଏସ୍‌ ଅଫ୍‌ ଓଡ଼ିଶା’ରେ ଅଂଶଗ୍ରହଣ…

ଲାଲ୍‌ କିଲ୍ଲାରେ ହେବ ଫୁଲବର୍ଷା…

ନୂଆଦିଲ୍ଲୀ,୨୬।୭: ଚଳିତ ବର୍ଷ ଅଗଷ୍ଟ ୧୫ଠାରୁ ଦେଶରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି। ସ୍ବାଧୀନତା ଦିବସର ଏହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ଲାଗି ଲାଲ୍‌ କିଲ୍ଲାରେ ହେଲିକପ୍ଟରରୁ ଫୁଲବର୍ଷା କରାଯିବାର…

୧୪ ରନ୍‌ରେ ୮ ଉଇକେଟ୍‌ ହରାଇଥିଲା ଏହି ଦଳ, ୮ ନମ୍ବର ବ୍ୟାଟ୍ସମ୍ୟାନ୍‌ ବଦଳାଇଦେଲେ ମ୍ୟାଚ୍‌ର ରୂପରେଖ

ନୂଆଦିଲ୍ଲୀ,୨୬।୭: ଏକ ରୋମାଞ୍ଚକର ଟି -୨୦ ମ୍ୟାଚରେ ବେଲଜିୟମ ଅଷ୍ଟ୍ରିଆକୁ ୧୨ ରନରେ ପରାସ୍ତ କରିଛି। ବେଲଜିୟମ ଏକ ସମୟରେ ୧୪ ରନ ପାଇଁ ୮ ଉଇକେଟ ହରାଇଥିଲା। ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସାବୀର ଜାଖିଲ ଅପରାଜିତ ଶତକ…

ଜୁନ୍‌ ୨୦୨୨ ସୁଦ୍ଧା ବରମୁଣ୍ଡା ଆଇଏସ୍‌ବିଟି

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ୨୦୨୨ ଜୁନ୍‌ ସୁଦ୍ଧା ସରିବ ଭୁବନେଶ୍ୱର ବରମୁଣ୍ଡାରେ ହେବାକୁ ଥିବା ଇଣ୍ଟର ଷ୍ଟେଟ ବସ୍‌ ଟର୍ମିନାଲ (ଆଇଏସ୍‌ବିଟି) କାମ। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ. ପାଣ୍ଡିଆନ ପ୍ରକଳ୍ପ ସ୍ଥାନ ବୁଲି ଦେଖିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri