ଏସବୁ ୪୩ ସ୍ମାର୍ଟଫୋନରେ ଆଉ ଚାଲିବନି ହ୍ବାଟସ୍‌ଆପ୍‌…

ନୂଆଦିଲ୍ଲୀ,୫।୯: ନଭେମ୍ବର ୧ଠାରୁ ୪୩ଟି ସ୍ବାର୍ଟଫୋନ୍‌ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବନି। ହ୍ବାଟସ୍‌ ଆପ୍‌ ଲଗାତାର ପୁରୁଣା ଫୋନ୍‌ରେ ନିଜର ସପୋର୍ଟ ବନ୍ଦ କରିବାରେ ଲାଗିଛି। ଏସବୁ ସ୍ମାର୍ଟଫୋନ୍‌ ମଧ୍ୟରେ ଆଣ୍ଡ୍ରଏଡ୍‌ ଏବଂ ଆପଲ ଆଇଓଏସ୍‌ ସ୍ମାର୍ଟଫୋନ୍‌ ରହିଛି। ଏଣିକି ଆଣ୍ଡ୍ରଏଡ୍‌ ୪.୦.୪ରେ ଆଉ ହ୍ବାଟସ୍‌ ଆପ୍‌ ଚାଲିବ ନାହିଁ। ସେହିପରି ଆପଲ ଆଇଏସ୍‌ଓ ୯ରେ ମଧ୍ୟ ଏହା କାମ କରିବ ନାହିଁ।

ଆପଲର ଆଇଫୋନ୍‌ ଏସ୍‌ଇ, ୬-ଏସ୍‌, ୬-ଏସ୍‌ ପ୍ଲସ୍‌ରେ ହ୍ବାଟସ୍‌ ଆପ୍‌ର ସପୋର୍ଟ ବନ୍ଦ ହୋଇଯିବ।

ସେହିପରି ସାମସଙ୍ଗର ଗାଲାକ୍ସି ଟ୍ରେଣ୍ଡ ଲାଇଟ, ସାମସଙ୍ଗ ଗାଲାକ୍ସି ଟ୍ରେ-୨, ସାମସଙ୍ଗ ଗାଲାକ୍ସି ଏସ୍‌-୨, ସାମସଙ୍ଗ ଗାଲାକ୍ସି ଏସ୍‌-୩ ମିନି, ସାମସଙ୍ଗ ଗାଲାକ୍ସି ଏକ୍ସ କଭର-୨ ଗାଲାକ୍ସି କୋର ଏବଂ ଗାଲାକ୍ସି ଏସି -୨ ଏହି ତାଲିକାରେ ରହିଛି।

ଏଲଜିର ସ୍ମାର୍ଟଫୋନ୍‌ ମଧ୍ୟରେ ଏଲ୍‌ଜି ଲୁସିଡ୍‌-୨, ଅପ୍ଟିମସ୍‌ ଏଫ୍‌-୭, ଅପ୍ଟିମସ୍‌ ଏଫ୍‌-୫, ଅପ୍ଟମସ୍‌ ଏଲ-୩-୨ ଡୁଆଲ୍‌, ଅପ୍ଟିମସ୍‌ ଏଲ୍‌-, ଅପ୍ଟିମସ୍‌ ଏଲ୍‌-୫-୨, ଅପ୍ଟିମସ୍‌ ଏଲ୍‌-୫ ଡୁଆଲ୍‌, ଅପ୍ଟିମସ୍‌ ଏଲ୍‌-୭,ଅପ୍ଟିମସ୍‌ ଏଲ୍‌-୭-୨,ଅପ୍ଟିମସ୍‌ ଏଲ୍‌-୭-୨ ଡୁଆଲ୍‌,ଅପ୍ଟିମସ୍‌ ଏଫ୍‌-୬, ଏନାକ୍ଟ, ଅପ୍ଟିମସ୍‌ ଏଲ୍‌-୪-୨ ଡୁଆଲ୍‌, ଅପ୍ଟିମସ୍‌ ଏପ୍‌-୩, ଅପ୍ଟିମସ୍‌ ଏଲ୍‌-୪-୨, ଅପ୍ଟିମସ ନାଇଟ୍ରୋ ଏଚ୍‌ଡି, ଏବଂ ୪-ଏକ୍ସ ଏଚ୍‌ଡି, ଏବଂ ଅପ୍ଟିମସ ଏଫ୍‌-୩କ୍‌ୟୁ।

ସେହିପରି ଜେଟିଇର ଗ୍ରାଣ୍ଡ ଏସ୍‌ ଫ୍ଲେକ୍ସ, ଜେଟିଇ ଭି-୯୫୬, ଗ୍ରାଣ୍ଡ ଏକ୍ସ କ୍ୱାଡ ଭି-୯୮୭ ଏବଂ ଗ୍ରାଣ୍ଡ ମେମୋ।
ହାୱାଇ ବ୍ରାଣ୍ଡର ଆସେଣ୍ଡ ଜି-୭୪୦, ଆସେଣ୍ଡ୍‌ ମେଟ୍‌, ଆସେଣ୍ଡ ଡି କ୍ୱାଡ୍‌ ଏକ୍ସଏଲ୍‌, ଆସେଣ୍ଡ୍‌ ଡି-୧ କ୍ୱାଡ୍‌ ଏକ୍ସ୍‌ଏଲ୍‌, ଆସେଣ୍ଡ୍‌ ପି-୧ ଏସ୍‌ ଏବଂ ଆସେଣ୍ଡ ଡି-୨।

ସୋନିର ସୋନି ଏକ୍ସପେରିଆ ମିରୋ, ଏକ୍‌ପରିଆ ନିଓ ଏଲ୍‌, ଏକ୍ସପେରିଆ ଆର୍କ ଏସ୍‌ ଆଦି ସ୍ମାର୍ଟଫୋନ୍‌ ରହିଛି।

ଅପରପକ୍ଷରେ ଅନ୍ୟ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ମଧ୍ୟରେ ଆଲକାଟେଲ ୱାନ ଟଚ ଇଭୋ -୭, ଆର୍କୋସ ୫୩ ପ୍ଲାଟିନମ, ଏଚଟିସି ହେଜାୟର ୫୦୦, କ୍ୟାଟରପିଲର୍‌ କ୍ୟାଟ ବି-୧୫, ୱିକୋ ସିଙ୍କ ପାଇଭ୍‌, ୱିକୋ ଡାର୍କନାଇଟ, ଲେନୋଭୋ ଏ-୮୨୦, ୟୁଏମ୍‌ଆଇ ଏକ୍ସ୍‌-୨, ଫା ଏଫ୍‌-୧ ଏବଂ ଟିଏଚ୍‌ଏଲ୍‌ ଡବ୍ଲ୍ୟୁ-୮T ଆଦି ସ୍ମାର୍ଟଫୋନ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?