Home

ରାଜ କୁନ୍ଦ୍ରା ଗିରଫ, ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରିଥିବା ଅଭିଯୋଗ…

ମୁମ୍ବାଇ,୨୦।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରାଙ୍କ ବିରୋଧରେ ଅଶ୍ଳୀଳ ଭିଡ଼ିଓ ପ୍ରସ୍ତୁତ କରୁଥିବା ଏବଂ ଆପତ୍ତିଜନକ କଣ୍ଟେ୍‌ଟ ଅପଲୋଡ୍‌ କରୁଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗ ଆଧାରରେ ରାଜ୍‌ଙ୍କୁ ଗିରଫ କରିଛି। ୨୦୨୧ ଫେବୃୟାରୀରେ ଏନେଇ ରାଜ୍‌ଙ୍କ…

କାନ୍ଧାହାର ମୁହାଁ ତାଲିବାନ, ଯୁଦ୍ଧ ପାଇଁ ସୈନ୍ୟବାହିନୀ ପ୍ରସ୍ତୁତ…

କାବୁଲ,୨୦।୭: ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନ ତାଲିବାନ୍‌ ଗୋଟିଏ ପରେ ଗୋଟିଏ ସହର ନିଜ ଦଖଲକୁ ନେବାରେ ଲାଗିଛି। ଏବେ କାନ୍ଧାହାର ସହରକୁ ନିଜ ନିୟନ୍ତ୍ରଣକୁ ନେବା ଲାଗି ତାଲିବାନ ଉଦ୍ୟମ ଆରମ୍ଭ କରିଛି। ସହର ଚାରିପଟେ ତାଲିବାନ୍‌ ସଦସ୍ୟମାନେ ଘେରି ରହିଛନ୍ତିି।…

ବର୍ଷାରେ ଦିଲ୍ଲୀ ଉବୁଟୁବୁ

ନୂଆଦିଲ୍ଲୀ, ୨୦।୭(ପି.ଟି.): ଦିଲ୍ଲୀରେ ସୋମବାର ସକାଳୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ଟ୍ରାଫିକ୍‌ ଜାମ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ଆଇଟିଓ, ରିଙ୍ଗ୍‌ ରୋଡ୍‌, ପ୍ରଗତି ମଇଦାନ, ପାଲାମ, କିରାରି ଏବଂ ରୋହତକ୍‌ ରୋଡ୍‌ରେ…

ବୃହତ୍‌ ଶିଳ୍ପରେ ପରିଣତ ହେଲାଣି ହସ୍ପିଟାଲ

ନୂଆଦିଲ୍ଲୀ, ୨୦।୭(ଆଇଏଏନ୍‌ଏସ୍‌): ହସ୍ପିଟାଲଗୁଡ଼ିକ ବୃହତ ଶିଳ୍ପରେ ପରିଣତ ହୋଇଛନ୍ତି। ଜନସାଧାରଣଙ୍କ ବିପତ୍ତିରୁ ଫାଇଦା ଉଠାଇ ସେମାନେ ବଡ଼ ହୋଇଛନ୍ତି। ଜୀବନ ବଦଳରେ ସେଗୁଡ଼ିକୁ ସମୃଦ୍ଧ ହେବାକୁ ଦିଆଯାଇପାରିବ ନାହିଁ। ଏଭଳି ହସ୍ପିଟାଲଗୁଡ଼ିକୁ ବନ୍ଦ କରିଦେବା ଭଲ ବୋଲି ସର୍ବୋଚ୍ଚ ଅଦାଲତ ଟିପ୍ପଣି…

ତାଲିକାରେ ଅଶ୍ୱିନୀ, ରାହୁଲ

ନୂଆଦିଲ୍ଲୀ, ୨୦ା୭: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ଜାଲରେ ଛନ୍ଦି ହୋଇଛନ୍ତି ଭାରତର ବହୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ। ଦେଶର ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ, ମନ୍ତ୍ରୀ, ବିରୋଧୀ ଦଳର ବରିଷ୍ଠ ନେତା, ଖବରଦାତାଙ୍କ…

ବାହୁଡ଼ିବେ ମହାବାହୁ

ପୁରୀ ଅଫିସ, ୨୦।୭: ମଙ୍ଗଳବାର ବାହୁଡ଼ା ଯାତ୍ରା। ଜନ୍ମବେଦି ଛାଡ଼ି ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରଥ ଓ ପଥ ପ୍ରସ୍ତୁତ ହୋଇଥିବାବେଳେ ସେବାୟତମାନେ ରଥ ଟାଣିନେବାକୁ ଅପେକ୍ଷା କରି ରହିଛନ୍ତି। ବିନା ଭକ୍ତରେ ବାହୁଡ଼ା…

ଟାଟୁ ପାଇଁ ହୋଇପାରେ ସ୍କିନ୍‌ କ୍ୟାନ୍‌ସର

ବର୍ତ୍ତମାନ ଯୁବପିଢ଼ିଙ୍କ ଫ୍ୟାଶନରେ ଟାଟୁ ବେଶ୍‌ ଆଗରେ ରହିଛି। ତେବେ ଏଥିପାଇଁ ବ୍ୟବହୃତ ରଙ୍ଗ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ଓ୍ବାଶିଂଟନ୍‌ ୟୁନିଭର୍ସିଟିର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ଏଥିପାଇଁ ବ୍ୟବହାର କରାଯାଉଥିବା କେତେକ ରଙ୍ଗରେ ଏପରି ରାସାୟନିକ…

ମା’ ୭୫ ଲକ୍ଷ ଟଙ୍କାର ଉପହାର ଦେବାରୁ ପ୍ରବଳ ରାଗିଗଲେ ପୁଅ; ଜାଣନ୍ତୁ କାହିଁକି

ସାଧାରଣତଃ ପିଲାମାନେ ମା’ ବାପାଙ୍କଠାରୁ ଉପହାର ନେବାକୁ ଚାହିଁ ବସିଥାନ୍ତି। କେହି କେହି ପିଲା ଉପହାର ନେବାକୁ ଅଳି ମଧ୍ୟ କରନ୍ତି। କିନ୍ତୁ ଜଣେ ଯୁବକ ଏସବୁଠାରୁ ବହୁ ଦୂରରେ। ସେ ନିଜ ଧନୀ ମାତାପିତାଙ୍କ ଦାମୀ ଉପହାର ଦେଖି ଖପ୍ପା…

ରଣଜୀ ଟ୍ରଫିରେ ପ୍ରଥମ ହ୍ୟାଟ୍ରିକ୍‌ ନେଇଥିଲେ ଏହି ବୋଲର୍‌

ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ ହୁଏତ ସି.କେ ନାଇଡୁ, ଲାଲା ଅମରନାଥଙ୍କ ନାମ ଶୁଣିଥିବେ, କିନ୍ତୁ କେବଳ ବାକା ଜିଲାନିଙ୍କୁ କ୍ରିକେଟପ୍ରେମୀ କମ୍‌ ଜାଣିଥିବେ। ଜୁଲାଇ ୨୦, ୧୯୧୧ରେ ଜଳନ୍ଦରରେ ଜନ୍ମଗ୍ରହଣ କରିଥିବା ବାକା ତାଙ୍କର ୩୦ତମ ଜନ୍ମଦିନର ୧୮ଦିନ ପୂର୍ବରୁ…

ନା ଥିଲେ ବ୍ରାହ୍ମଣ ନା ଥିଲା ହୋମ ନିଆଁ, ଏମିତି ଶପଥ ନେଇ ବିବାହ କଲେ ବରକନ୍ୟା; ଜାଣିଲେ କରିବେ ପ୍ରଶଂସା

ଭୋପାଳ,୧୯ା୭: ମଧ୍ୟପ୍ରଦେଶର ସିହୋରରେ ଏକ ନିଆରା ବିବାହ ସମ୍ପନ୍ନ ହୋଇଛି। ନା ଅଗ୍ନିକୁ ସାକ୍ଷୀ ରଖି, ନା ମନ୍ତ୍ରପାଠ, ନା ହୋମ, ବ୍ରାହ୍ମଣ କିଛି ବି ଦରକାର ପଡ଼ି ନ ଥିଲା ଏହି ବିବାହରେ। କେବଳ ବାବା ସାହେବ ଆମ୍ବେଦକରଙ୍କ ଫଟୋକୁ…

୨ ବର୍ଷର ଝିଅକୁ କାର୍‌ରେ ଲକ୍‌ ପକାଇ ଭୁଲିଗଲେ ମହିଳା: ୭ ଘଣ୍ଟା ପରେ…

ସାଧାରଣତଃ ଲୋକେ କାର୍‌ରେ ଜିତିଷ ରଖି ଭୁଲି ଯାଉଥିବା ନଜିର ରହିଛି। କିନ୍ତୁ କାର୍‌ରେ ଶିଶୁକୁ ଲକ୍‌ ପକାଇ ଭୁଲିଯିବା ନିହାତି ଆଶ୍ଚର୍ଯ୍ୟର କଥା। ଆମେରିକାର ଫ୍ଲୋରିଡାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ୨ ବର୍ଷର ଶିଶୁଙ୍କୁ…

ତିରୁପତିଙ୍କ ଉପରେ ୬.୫ କିଲୋ ଓଜନର ସୁନା ଖଣ୍ଡା ଚଢ଼ାଇଲେ ଭକ୍ତ

ହାଇଦ୍ରାବାଦ,୧୯ା୭: ଆନ୍ଧପ୍ରଦେଶସ୍ଥିତ ତିରୁମାଲା ତିରୁପତି ବାଲାଜୀଙ୍କ ନାମ ଦେଶର କୋଣ ଅନୁକୋଣରେ ଜଣା। ଏଠାକୁ ସବୁଠାରୁ ପ୍ରତିଷ୍ଠିତ ଏବଂ ଧନୀ ଭକ୍ତମାନେ ଆସିଥାନ୍ତି। ଭଗବାନ ଭେଙ୍କେଟଶ୍ୱର ସ୍ବାମୀଙ୍କ ଉପରେ କୋଟି କୋଟି ଟଙ୍କା ଦାନ କରାଯାଇଥାଏ। ସୋମବାର ହାଇଦ୍ରାବାଦର ଶ୍ରୀନିବାସ ଦମ୍ପତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri