Home

ପୁଣି ବିପଦ, କରୋନା ସି-୧-୨ ଭାରିଆଣ୍ଟ ୬ ଦେଶରେ ବ୍ୟାପିଲାଣି…

ଜେନେଭା,୧।୯: କରୋନା ମହାମାରୀ ପୁଣି ସଙ୍କଟ ସୃଷ୍ଟି କରିବାକୁ ଯାଉଛି। କରୋନାର ନୂତନ ପ୍ରକାର ସି-୧-୨ ଭାରିଆଣ୍ଟ ଏବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ଚିନ୍ତା ବଢାଇଛି। ଡବ୍ଲ୍ୟୁଏଚ୍‌ଓର ବୈଷୟିକ ମୁଖ୍ୟ ଡ. ମାରିଆ ଓ୍ବାନ ଏହି ଭାରିଆଣ୍ଟ ସମ୍ପର୍କରେ ଟୁଇଟ କରି…

ବିଚିତ୍ର ବିଲେଇ: ପାଣିରେ କରୁଛି ଶିକାର

ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଭର୍ଭରେ ଥିବା ଫିସିଂ କ୍ୟାଟ୍‌ ବା ମାଛ ଶିକାର କରୁଥିବା ବିଲେଇ ଦେଖିବାକୁ ମିଳେ। ପାନ୍ନା ଟାଇଗର ରିଜର୍ଭ ହେଉଛି ବିଲୁପ୍ତ ହୋଇଥିବା ଫିସିଂ କ୍ୟାଟ୍‌ର ବାସସ୍ଥାନ। ପାଣି ଭିତରେ ମାଛ ଖାଉଥିବା ଏହି ଦୁର୍ଲଭ ବିଲେଇ…

ଇନଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା

ରାୟଗଡ଼ା ଅଫିସ,୧ା୯: ଇନ୍‌ଫର୍ମର ସନ୍ଦେହରେ ଗ୍ରାମରକ୍ଷୀଙ୍କୁ ହତ୍ୟା। ରାୟଗଡ଼ା ଜିଲା ଅମ୍ବାଦଳା ଥାନା ଅନ୍ତର୍ଗତ ଟିକରପଡ଼ା ଗାଁ ନିକଟରେ ଗତ ରାତିରେ ଇନ୍‌ଫର୍ମର ସନ୍ଦେହରେ ଜଣେ ଗ୍ରାମରକ୍ଷୀକୁ ମାଓବାଦୀ ହତ୍ୟା କରିଛନ୍ତି। ଗ୍ରାମରକ୍ଷୀ ହେଲେ ସନ୍ତୋଷ ଦଣ୍ଡସେନା। ହତ୍ୟା ପରେ ମୃତଦେହ…

ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଦିଅନ୍ତୁ ଧ୍ୟାନ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ନେଇ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା…

ଅମିତାଭଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର; ବି ଗ୍ରେଡ୍‌ ଫିଲ୍ମରେ କାମ କରିଛନ୍ତି ଏହି ସୁପରଷ୍ଟାର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ହୁଅନ୍ତୁ ଅବା ସୁପରଷ୍ଟାର ଅକ୍ଷୟ କୁମାର, ଆଜିକାଲି ସେମାନେ ବଲିଉଡ୍‌ର ଆଗଧାଡ଼ିର ନାୟକ। ହେଲେ ଏକ ସମୟରେ ସେମାନେ ବି-ଗ୍ରେଡ୍‌ ଫିଲ୍ମରେ କାମ କରୁଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ମହାନାୟକ ଅମିତାଭ…

ଗୁଳି ବେଗରେ ଜାଲ ବୁଣିଲା ବୁଢ଼ିଆଣୀ; ଭିଡିଓ ଦେଖି ଲୋକେ କାବା

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ କିଛି ଦେଖି ଲୋମ ଟାଙ୍କୁରି ଉଠେ। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…

‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ ବିରେନ୍ଦ୍ର ସେହ୍ବାଗ ବିଗ୍‌ ବି ଅମିତାଭଙ୍କ ସହ ଏହି ଖେଳ ଖେଳିବେ। ଏହି ସ୍ପେଶାଲ…

୩୩୬ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍‌ ଏବେ ରାଜସ୍ଥାନ ପକ୍ଷରୁ ଖେଳିବେ ଆଇପିଏଲ୍‌

ନୂଆଦିଲ୍ଲୀ,୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସ ନିଜ ଦଳରରେ ୨ ନୂତନ ଖେଳାଳିଙ୍କୁ ସ୍ଥାନ ଦେଇଛି। ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଓଶାନେ ଥୋମାସ ଏବଂ ଓପନର୍‌ ଇଭିନ ଲିଓ୍ବିସ୍‌ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇଛନ୍ତି। ବ୍ୟକ୍ତିଗତ କାରଣରୁ…

ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା

ରାୟଗଡ଼ା ଅଫିସ,୧ା୯: ରାୟଗଡ଼ା କପିଳାସ ରୋଡ୍‌ରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ବୁଧବାର ସକାଳେ ଯୁବକଙ୍କ ମୃତଦେହ କପିଳାସ ରୋଡସ୍ଥିତ ଏକ ଘରୁ ଜବତ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ୨୫ ବର୍ଷୀୟ ବି.…

ନିଷ୍ପତ୍ତି ଥିଲା ଠିକ, ପ୍ରତ୍ୟାବର୍ତ୍ତନ ବ୍ୟତୀତ ନ ଥିଲା ଅନ୍ୟ ବିକଳ୍ପ…

ଓ୍ବାଶିଂଟନ,୧।୯: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ଠିକ ଥିଲା। ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହି ଯୁଦ୍ଧକୁ ଆଉ ବଢ଼ାଯିବାର ଆବଶ୍ୟକତା ନ ଥିଲା। ଆମେରିକାର…

ଦେଶ ଛାଡିବେ ଇଂଲଣ୍ଡ କ୍ରିକେଟର୍‌: ଏବେ ଭାରତୀୟ ଖେଳାଳିଙ୍କ ସହ ଆରମ୍ଭ କରିବେ କ୍ୟାରିୟର୍‌

ଲଣ୍ଡନ,୧।୯: ଇଂଲଣ୍ଡ ଅଲରାଉଣ୍ଡର ଲିଆମ ପ୍ଲଙ୍କେଟ ନିଜ ଦେଶ ଛାଡିଛନ୍ତି ଏବଂ ଏବେ ସେ ଭାରତୀୟ ଖେଳାଳିଙ୍କ ସହ ଏକ ନୂତନ ଦଳ ସହିତ ନିଜର କ୍ୟାରିଅର୍‌ ଆରମ୍ଭ କରିବେ। ଚଳିତ ସିଜିନ ଶେଷରେ, ପ୍ଲଙ୍କେଟ ସରେରୁ ବିଦାୟ ନେବେ। ଏହା…

ତୃତୀୟ ଲହର ମୁକାବିଲା ନେଇ ଚର୍ଚ୍ଚା, ହସ୍ପିଟାଲର କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ…

ନୂଆଦିଲ୍ଲୀ,୧।୯: ଦେଶରେ କରୋନା ମହାମାରୀ ପୁଣି ସଙ୍କଟ ସୃଷ୍ଟି କରିବାକୁ ଯାଉଛି। କେରଳ ଏବଂ ଦେଶର ଅନ୍ୟ କେତେକ ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏହାକୁ କେତେକ ବିଶେଷଜ୍ଞ କରୋନାର ତୃତୀୟ ଲହର ଭାବେ ଦେଖୁଛନ୍ତି। ଏଭଳି ପରିସ୍ଥିତିରେ ସ୍ବାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?