Home

ହାରି ବି ଇତିହାସ ରଚିଲେ ଭବାନୀ ଦେବୀ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ସୋମବାର ଚତୁର୍ଥ ଦିନ। କିନ୍ତୁ ପ୍ରତିଯୋଗିତା ଆଧାରରେ ଆଜି ତୃତୀୟ ଦିନ। ତେବେ ପ୍ରାରମ୍ଭିକ ମ୍ୟାଚ୍‌ ଗୁଡିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପରାଜୟର ସାମ୍ନା କରିବାକୁ ପଡିଛି। ଭାରତୀୟ ମହିଳା ଫେସିଂ ଖେଳାଳି…

ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର,୨୬ା୭(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ଛକ ମାଷ୍ଟରକ୍ୟାଣ୍ଟିନ୍‌ଠାରେ ସୋମବାର ଅପରାହ୍ନରେ ନିଶା କାରବାରକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ତେବେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀର ଜଣେ ଆହତ ହୋଇଛନ୍ତି। ଖବର ପାଇ…

ପୁଅର ନାଁ ଘୋଷଣା କଲେ ଗୀତା

ଅଭିନେତ୍ରୀ ଗୀତା ବାସ୍‌ରା ତାଙ୍କ ନବଜାତ ପୁତ୍ରର ନାମ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଗୀତା ତାଙ୍କ ଝିଅ ହିନାୟା ହୀର୍‌ ପ୍ଲାହାଙ୍କ ସହ ତାଙ୍କ ପୁଅର ଫଟୋ ଶେୟାର କରିଛନ୍ତି। ସେ ଏବଂ ତାଙ୍କ କ୍ରିକେଟର…

ଆସିଲା ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ଅଫିସ,୨୬ା୭: ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିଛି। କଟକ ମର୍କତନଗର ଥାନାରୁ ସୌମଙ୍କ ପରିବାର ଲୋକେ ପୋଷ୍ଟମର୍ଟମ ରିପୋର୍ଟ ନେଇଛନ୍ତି। ତେବେ ଏହି ରିପୋର୍ଟରେ ସୌମ୍ୟଙ୍କ ଶରୀର ୯୫% ପୋଡ଼ି…

ମୁଣ୍ଡରେ ହେଲ୍‌ମେଟ, ହାତରେ ଗିନି: ବିଧାନସଭାରେ ପହଞ୍ଚିଲେ ଆରଜେଡି ବିଧାୟକ

ପଟନା,୨୬।୭: ବିହାର ବିଧାନସଭାର ପାଞ୍ଚ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ବିଧାୟକଙ୍କ ସହ ହୋଇଥିବା ମାରପିଟ ବିରୋଧରେ ବିରୋଧ ପ୍ରଦର୍ଶନ କରି ମଖଦମ୍ପୁରର ଆରଜେଡି ବିଧାୟକ ସତୀଶ ଦାସ ନିଆରା ପଦକ୍ଷେପ ଆପଣାଇଛନ୍ତି। ମୁଣ୍ଡରେ…

ୟେଦୁରପ୍ପାଙ୍କ ଇସ୍ତଫା ପରେ କାହା ମୁଣ୍ଡରେ ସୁନା କଳସ

ବେଙ୍ଗାଲୁରୁ,୨୬।୭: କର୍ନାଟକ ରାଜନୀତିରେ ସୋମବାର ନୂଆ ମୋଡ ଆସିଛି। ଭାଜପା ନେତା ତଥା ସୁବେର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମୁଖ୍ୟମନ୍ତ୍ରୀଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ୟେଦୁରପ୍ପାଙ୍କ ଇସ୍ତଫା ପରେ ଏବେ କିଏ ଶାସନ କ୍ଷମତା ହାତେଇବ ତା’ ଉପରେ ସମସ୍ତଙ୍କ ନଜର।…

ରୌପ୍ୟ ବଦଳରେ ମୀରାବାଇଙ୍କୁ ମିଳିପାରେ ସ୍ବର୍ଣ୍ଣ ପଦକ!

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରୋତ୍ତୋଳନରେ ସ୍ବର୍ଣ୍ଣ ପଦକ ଜିତିଥିବା ଚାଇନାର ଜିହୁଇ ହୁଙ୍କଠାରୁ ପଦକ ଫେରାଇ ନିଆଯାଇପାରେ। କାରଣ ଜିହୁଇ ଡୋପ ଟେଷ୍ଟ କରାଯିବ। ହୋଙ୍କୁ ଟୋକିଓରେ ରହିବାକୁ କୁହାଯାଇଛି ଏବଂ ଏହି ସମୟ ମଧ୍ୟରେ ଡୋପିଂ ପରୀକ୍ଷା କରାଯିବ।…

ଏହି ନବାଗତା ଅଭିନେତ୍ରୀଙ୍କୁ କ୍ଷମା ମାଗିଲେ ସଲମାନ

ବଲିଉଡ ଅଭିନେତା ସଲମାନ ଖାନ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ଅଭିନେତା ସୁନୀଲ ସେଟ୍ଟୀଙ୍କ ପରିବାର ସହିତ ତାଙ୍କର ବହୁତ ଭଲ ସମ୍ପର୍କ ରହିଛି। ସଲ୍ଲୁ ତାଙ୍କର ପ୍ରଥମ ପ୍ରଡକ୍ସନ ଫିଲ୍ମ ‘ହିରୋ’ ନିର୍ମାଣ କରିଥିଲେ। ଏହି ଫିଲ୍ମରେ ସେ ସୁନୀଲ ସେଟ୍ଟୀଙ୍କ…

ଦେଢ଼ ବର୍ଷ ପରେ ଖୋଲିଲା ସ୍କୁଲ

ଭୋପାଳ/ଅହମଦାବାଦ,୨୬।୭: କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବା ପରେ ରାଜ୍ୟଗୁଡ଼ିକରେ ପ୍ରାୟ ଦେଢ଼ବର୍ଷ ପରେ ସ୍କୁଲ ଖୋଲିଛି। ହିମାଚଳ ପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟଗୁଡ଼ିକରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କ ପାଇଁ ସ୍କୁଲ ଖୋଲାଯାଇଛି। ସୋମବାର କରୋନା…

ଭାରତ ପ୍ରେମରେ ଜାପାନୀ ଯୁବତୀ, ଭାରତର ଏହି ଖାଦ୍ୟ ତାଙ୍କର ବହୁ ପସନ୍ଦ

ଟୋକିଓ,୨୬ା୭: ଜାପାନର ରାଜଧାନୀ ଟୋକିଓ ଆଜିକାଲି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ବର୍ତ୍ତମାନ ଏଠାରେ ଅଲିମ୍ପିକ୍ସ ଗେମ୍‌ସ ଚାଲିଛି। ଭାରତର ଖେଳାଳିମାନେ ମଧ୍ୟ ଏଥିରେ ଭାଗ ନେଇଛନ୍ତି। ମାତ୍ର ସବୁଠୁ ଚର୍ଚ୍ଚାରେ ଜଣେ ଜାପାନୀ ଯୁବତୀ। ଏହାର କାରଣ ମଧ୍ୟ ଭାରତ।…

୧୩ ବର୍ଷରେ ଅଲମ୍ପିକ୍‌ ଗୋଲ୍ଡ ମେଡାଲ ବିଜେତା…

ଟୋକିଓ,୨୬।୭: ଜାପାନର ୧୩ ବର୍ଷ ବୟସ୍କା ବାଳିକା ନିଶିୟା ମୋମିଜି ଟୋକିଓ ଅଲମ୍ପିକ୍‌ରେ ପ୍ରଥମ ମହିଳା ସ୍କେଟ୍‌ ବୋର୍ଡିଂ ଚମ୍ପିୟନ ହେବା ସହିତ ଦେଶ ପାଇଁ ଗୋଲ୍ଡ ମେଡାଲ ଜିଣିଛନ୍ତି। ପୃଥିବୀର ସମସ୍ତ ଅଞ୍ଚଳରୁ ଏବେ ନିଶିଆଙ୍କ ସଫଳତା ନେଇ ଶୁଭେଚ୍ଛାର…

ବାହା ବେଦୀରେ ଲାପ୍‌ଟପ୍‌ରେ ବ୍ୟସ୍ତ ବର, ଏହା ଦେଖି କନ୍ୟା…

କରୋନା ମହାମାରୀ ସମସ୍ତଙ୍କ ଜୀବନ ଶୈଳୀକୁ ଏକପ୍ରକାର ବଦଳାଇ ଦେଇଛି। ଏହି ମହମାରୀ ଯୋଗୁ କିଛି ଅଫିସର କର୍ମଚାରୀମାନେ ଓ୍ବାର୍କ ଫ୍ରମ୍‌ ହୋମ୍‌ ଅର୍ଥାତ ଘରୁ କାମ କରୁଛନ୍ତି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଓ୍ବାର୍କ ଫ୍ରମ୍‌ ହୋମ୍‌ର ଭିଡିଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri