Home

ବିପଦ ଘନେଇଲା, ନିପା ଭାଇରସ୍‌ ସଂକ୍ରମଣ ଯୋଗୁ ୨୦ ହସ୍ପିଟାଲରେ ଭର୍ତ୍ତି, ଆଇସୋଲେଶନ୍‌ରେ ୧୬୮…

ଥିରୁଭାନନ୍ତପୁରମ୍‌,୬।୯: କେରଳ ଉପରେ ନୂଆ ବିପଦ ଘନେଇବାରେ ଲାଗିଛି। କରୋନା ମହାମାରୀ ସହିତ ଏଠାରେ ନିପା ଭାଇରସ ସଂକ୍ରମଣ ବଢ଼ିବାରେ ଲାଗିଛି। କୋଝିକୋଡ ଠାରୁ କିଛି ଦୂରରେ ଥିବା ମାଓ୍ବୁରରେ ୧୨ ବର୍ଷର ଶିଶୁଙ୍କର ନିପା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ…

ବାପା ହେଲେ ଏହି କ୍ରିକେଟର୍‌

ଲଣ୍ଡନ,୬।୯: ଇଂଲଣ୍ଡ କ୍ରିକେଟ୍‌ ଦଳର ଉଇକେଟ୍‌କିପର୍‌-ବ୍ୟାଟ୍ସମ୍ୟାନ୍‌ ଜୋଶ୍‌ ବଟଲର୍‌ ଦ୍ୱିତୀୟଥର ପିତା ହୋଇଛନ୍ତି। ତାଙ୍କ ସ୍ତ୍ରୀ ଲୁଇସ୍‌ ଓ୍ବେବର ସେପ୍ଟେମ୍ବର ୫ରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବଟଲର ଖେଳୁଥିବା ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସ ଟୁଇଟ୍‌ ଯୋଗେ ଏହି…

ରାଜଧାନୀକୁ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗ ବେପାରୀ ଗିରଫ

ଭୁବନେଶ୍ୱର,୬।୯(ବ୍ୟୁରୋ): ରାଜଧାନୀରେ ବନ୍ଧୁକ ବିକ୍ରି କରିବାକୁ ଆସିଥିବା ପଶ୍ଚିମବଙ୍ଗର ଜଣେ ବେପାରୀଙ୍କୁ କମିଶନରେଟ ପୋଲିସ କାବୁ କିରିଛି। ରବିବାର ପୂର୍ବାହ୍ନରେ ଭରତପୁର ଥାନା ଅନ୍ତର୍ଗତ କୋଳଥିଆ ପଡିଆ ନିକଟରେ ବନ୍ଧୁକ ବିକ୍ରି ପାଇଁ ଗରାଖଙ୍କୁ ଅପେକ୍ଷା କରିଥିବାବେଳେ ପୋଲିସ ଗିରଫ କରିଛି।…

ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଟୁଡୁ

ଭୁବନେଶ୍ୱର,୬।୯(ବ୍ୟୁରୋ): କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନୂତନ ଭାବେ ସ୍ଥାନ ପାଇଥିବା ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ ଅସୁସ୍ଥତା ଯୋଗୁ ଓଡ଼ିଶା ଗସ୍ତରେ ଆସି ପାରି ନ ଥିଲେ। ଆରୋଗ୍ୟ ଲାଭ କରି ଟୁଡୁ ସୋମବାରଠାରୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ…

କର୍ମ ନିଯୁକ୍ତି ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୬।୯: ସପ୍ତାହକ ମଧ୍ୟରେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ଥାନା ଅଞ୍ଚଳରେ ୪ ଲୁଟ୍‌ ଘଟଣା ଘଟିଛି। କାଟଣା ଅଞ୍ଚଳର ଜଣେ ଛାତ୍ରୀଙ୍କ ମୋବାଇଲକୁ ୨ ଦୁର୍ବୃତ୍ତ ବାଇକ୍‌ରେ ଆସି ଛଡାଇ ନେଇଛନ୍ତି। ୧ ତାରିଖରେ ଅଶୋକ ବଜାରରେ ରହୁଥିବା ଅବସରପ୍ରାପ୍ତ…

ଏନ୍‌ଏଚ୍‌ରେ ଅବତରଣ କରିବ ବାୟୁସେନା ବିମାନ, ସେପ୍ଟେମ୍ବର ୮ରେ ମିଳିବ ପ୍ରଥମ ଏନ୍‌ଏଚ୍‌…

ନୂଆଦିଲ୍ଲୀ,୬।୯: ଦେଶରେ ଏପରି ଏକ ପ୍ରଥମ ଜାତୀୟ ରାଜପଥ ବାୟୁସେନାକୁ ପ୍ରଦାନ କରାଯିବ। ଯେଉଁଠାରେ ଯୁଦ୍ଧ ବିମାନ ଅବତରଣ କରହେବ। ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୮ ସେପ୍ଟେମ୍ବରରେ ରାଜସ୍ଥାନର ବାଡମେରରେ…

ଇଂଲଣ୍ଡକୁ ଜିତିବାକୁ ହେଲେ ବଦଳାଇବାକୁ ପଡିବ ୧୪୧ ବର୍ଷର ଇତିହାସ

ଓଭାଲ,୬।୯: ଚମତ୍କାର ବ୍ୟାଟିଂ କରି ଚତୁର୍ଥ ଟେଷ୍ଟରେ ଟିମ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିଛି। ଦ୍ୱିତୀୟ ଇନିଂସରେ ୩୬୮ ରନ ସଂଗ୍ରହ କରିଥିଲା। ଭାରତ ଇଂଲଣ୍ଡକୁ ୩୬୮ ରନର ବିଜୟ ଟାର୍ଗେଟ ଦେଇଛି। ଏ ପର୍ଯ୍ୟନ୍ତ କୌଣସି ଦଳ ଓଭାଲ ଗ୍ରାଉଣ୍ଡରେ ଏତେ…

ବିଜ୍ଞାନ ଓ ସାମ୍ବାଦିକତା

ସାରା ବିଶ୍ୱରେ ପ୍ରତିଦିନ ଓ ପ୍ରତି ମୁହୂର୍ତ୍ତରେ ଘଟି ଚାଲିଛି ଅସଂଖ୍ୟ ଘଟଣା। କିନ୍ତୁ ସବୁ ଘଟଣା ଖବର ଭାବରେ ଗୁରୁତ୍ୱ ପାଇନଥାଏ। ଯେଉଁ ଘଟଣାଟି ଗୁରୁତ୍ୱ ପାଇଥାଏ, ସେହି ଘଟଣାଟି ହୋଇପଡ଼େ ଏକ ‘ଖବର’। ମାତ୍ର ଘଟଣାଗୁଡ଼ିକ ମଧ୍ୟରୁ କେଉଁ…

ଗର୍ଭବତୀ ପୋଲିସ ଅଫିସରଙ୍କୁ ସ୍ବାମୀଙ୍କ ଆଗରେ ହତ୍ୟା କଲେ ତାଲିବାନ

କାବୁଲ,୬।୯: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେମାନଙ୍କ କ୍ରୁର ଚେହେରା ସାମ୍ନାକୁ ଆସୁଛି। ସେଠାରେ ତାଲିବାନମାନେ ପ୍ରାନ୍ତୀୟ ସହରରେ ଜଣେ ମହିଳା ଗର୍ଭବତୀ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହୃଦୟବିଦାରକ କଥା ହେଉଛି ମହିଳାଙ୍କ ସ୍ବାମୀ ଏବଂ…

ପିରିୟଡ୍‌ ଅନିୟମିତତା ଲାଇଫ୍‌ ଷ୍ଟାଇଲ୍‌ ଡିଜିଜ୍‌ ହୋଇଗଲାଣି: ଡା. ସଂଘମିତ୍ରା ଶତପଥୀ

ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି। ଏହାରି ଭିତରେ ମହିଳାଙ୍କ ପିରିୟଡ୍‌ ସମସ୍ୟା ଅନ୍ୟତମ। ସେହିଭଳି ଆଜିକାଲି ଇନ୍‌ଫର୍ଟିଲିଟି (ବନ୍ଧ୍ୟା) କେସ୍‌ ବି ବଢ଼ିବାରେ ଲାଗିଛି। ମହିଳାଙ୍କର ଏଭଳି ସମସ୍ୟା କାହିଁକି ହେଉଛି ଓ କେବେ ଡାକ୍ତରଙ୍କ…

କ୍ଲିନିକ୍‌ ସିଲ୍‌ କରି ଚୁପ୍‌ ବସିଛି ପ୍ରଶାସନ

ନୟାଗଡ଼ ଅଫିସ,୬।୯: ପଞ୍ଜୀକରଣ ନ ଥାଇ ନୟାଗଡ଼ ଜିଲା ଖଣ୍ଡପଡ଼ା ସହରର ସ୍ବାସ୍ଥ୍ୟକେନ୍ଦ୍ର ଛକ ନିକଟରେ ବାଲାଜୀ କ୍ଲିନିକ୍‌ ପ୍ରାୟ ୮ମାସ ହେଲା ବେଆଇନ ଭାବେ ଚାଲୁ ଥିଲା । ହେଲେ ସେହି କ୍ଲିନିକ୍‌ ଉପରେ ଚଢ଼ାଉ କରାଯାଉ ନ ଥିଲା…

ଓଡ଼ିଶୀ ଶୈଳୀର ବିକାଶ ଦିଗରେ ଏକାମ୍ର ଥିଲା ପରୀକ୍ଷାଗାର

ଆମେ ପୂର୍ବରୁ ଆଲେଖ୍ୟରେ ବିଚାର କରିଥିଲେ ଗୋଟିଏ ଜାତି ପଥର ଶିଳ୍ପକଳାର ଶୀର୍ଷ ସ୍ଥାନରେ ପହଞ୍ଚିବା ଆଗରୁ କେତେ ଯେ ପରୀକ୍ଷା ନିରୀକ୍ଷା ଦେଇ ବିକାଶ ପଥରେ ଆଗେଇଥିବ, କଳ୍ପନା କରିବା ସମ୍ଭବ ନୁହେଁ। ଶିଳ୍ପୀର ସେ ଦୀର୍ଘଯାତ୍ରା ଆଜି ଆମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?