ଭାଜପାକୁ ଚେତାବନୀ ଦେଲେ କେସିଆର
ହାଇଦ୍ରାବାଦ,୧୮।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଧାନ କିଣା ପ୍ରସଙ୍ଗକୁ ନେଇ ଗୁରୁବାର ଭାଜପାକୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ଧାନ କିଣିଲେ ଏହାକୁ ଭାଜପା କାର୍ଯ୍ୟାଳୟରେ ଫିଙ୍ଗା ଯିବ ବୋଲି କେସିଆର ଚେତାବନୀ ଦେଇଥିଲେ। ସେ କହିଛନ୍ତି ଯେ, ଶସ୍ୟ ବୃଦ୍ଧି…
ମମିତା ମୃତ୍ୟୁ ମାମଲା: ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ
କଟକ ଅଫିସ,୧୮ା୧୧: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ତଦନ୍ତ ନେଇ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ତଦନ୍ତ କେତେ ଦୂର ଆଗେଇଛି ସେନେଇ ଏହି ରିପୋର୍ଟ ମାଗିଛନ୍ତି କୋର୍ଟ। ଆସନ୍ତା ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ…
ନୂଆ ଅବତାରରେ ସ୍ମୃତି ଇରାନୀ
ନୂଆଦିଲ୍ଲୀ,୧୮।୧୧: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ। ଅଭିନେତ୍ରୀରୁ କେନ୍ଦ୍ର ମନ୍ତ୍ରୀ ହୋଇଥିବା ସ୍ମୃତି ଏବେ ଲେଖାଲେଖିରେ ମନୋନିବେଶ କରିଛନ୍ତି। ତାଙ୍କ ଲିଖିତ ପ୍ରଥମ ପୁସ୍ତକ ଖୁବ୍ଶୀଘ୍ର ପ୍ରକାଶ ପାଇବ। ସ୍ମୃତି ଇରାନୀଙ୍କ ପ୍ରଥମ ପୁସ୍ତକର…
ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର, ୧୮।୧୧(ବ୍ୟୁରୋ): କୋଟପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସ୍ପିଏଚ୍ ଆଣ୍ଡ ଡବ୍ଲ୍ୟୁସିର ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ବ୍ୟାପକ ଦୁର୍ନୀତି ଅଭିଯୋଗରେ…
ସୁପ୍ରିମକୋର୍ଟ ଗଲେ ସୁରଜେୱାଲା
ନୂଆଦିଲ୍ଲୀ,୧୮।୧୧: ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଅଧ୍ୟାଦେଶ ବିରୋଧରେ କଂଗ୍ରେସ ଗୁରୁବାର ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ନିୟମକୁ ବାତିଲ…
ସିବିଏସ୍ଇ-ଆଇସିଏସ୍ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍ ମୋଡ୍ରେ ହେବ ନାହିଁ , ସୁପ୍ରିମ୍କୋର୍ଟଙ୍କ ରାୟ…
ନୂଆଦିଲ୍ଲୀ,୧୮।୧୧: ସିବିଏସ୍ଇ-ଆଇସିଏସ୍ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍ ମୋଡ୍ରେ ହେବ ନାହିଁ ବୋଲି ଗୁରୁବାର ସୁପ୍ରିମ୍କୋର୍ଟ ରାୟ ଦେଇଛନ୍ତି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ହାଇବ୍ରିଡ୍ ମୋଡ୍ରେ କରିବାକୁ କେତେକ ଛାତ୍ର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଏ.ଏମ୍.…
ଅମିତାଭ ବଚ୍ଚନଙ୍କ ଗୋଡ ଧରି ଭୋ ଭୋ ହୋଇ କାନ୍ଦିଥିଲେ କରିନା କପୁର
ବଲିଉଡ୍ର ସୁପର୍ହିଟ୍ ଫିଲ୍ମ ‘ପୁକାର’ ରିଲିଜ୍ ହେବାର ୩୮ ବର୍ଷ ପୂରଣ କରିଛି। ୧୮ ନଭେମ୍ବର ୧୯୮୩ରେ ଅମିତାଭ ବଚ୍ଚନ, ରଣଧୀର କପୁର, ଜିନତ ଅମାନ ଏବଂ ଟିନା ମୁନିମଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁକାର’ ମୁକ୍ତିଲାଭ କରିଥିଲା। ରମେଶ ବେହେଲଙ୍କ ଦ୍ୱାରା…
୫ ଲକ୍ଷ କୋଟିରୁ ଅଧିକ ରିକଭରି କରିଛନ୍ତି ସରକାର, ବ୍ୟାଙ୍କିଙ୍ଗ୍ କ୍ଷେତ୍ର ହୋଇଛି ସୁଦୃଢ଼…
ନୂଆଦିଲ୍ଲୀ,୧୮।୧୧: ଦେଶରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସମ୍ପ୍ରତି ସୁଦୃଢ଼ ହୋଇ ପାରିଛି। ୨୦୧୪ରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ୬-୭ ବର୍ଷ ମଧ୍ୟରେ ବହୁ ସଂଶୋଧନ ଆଣିଛନ୍ତି। ଫଳରେ ୫ ଲକ୍ଷ କୋଟିରୁ ଅଧିକ ରିକଭରି ସମ୍ଭବ ହୋଇପାରିଛି।…
ଷ୍ଟେଟ୍ବ୍ୟାଙ୍କରେ ଅଗ୍ନିକାଣ୍ଡ, ମ୍ୟାନେଜର ଆହତ
ସାକ୍ଷୀଗୋପାଳ,୧୮।୧୧(ଡି.ଏନ୍.ଏ.): ସାକ୍ଷୀଗୋପାଳ ଷ୍ଟେଟ ବ୍ୟାଙ୍କରେ ଗୁରୁବାର ଅଗ୍ନିକାଣ୍ଡ ଘଟିଛି। ବ୍ୟାଙ୍କର ଉପର ମହଲାରେ ଥିବା ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍ ଲିକ୍ ହେବା ଯୋଗୁ ନିଆଁ ଲାଗିଯାଇଥିଲା। ପରେ ଏହି ନିଆଁ ବ୍ୟାଙ୍କର ସମସ୍ତ ରୁମ୍କୁ ବ୍ୟାପି ଯାଇଥିଲା। କର୍ମଚାରୀମାନେ ଭୟଭୀତ…
ଅରୁଣାଚଳ ପ୍ରଦେଶରେ ୬୦ କୋଠା ନିର୍ମାଣ କରିଛି ଚାଇନା, ସାଟେଲାଇଟ୍ ଫଟୋ କଲା ପର୍ଦ୍ଦାଫାଶ୍…
ନୂଆଦିଲ୍ଲୀ,୧୮।୧୧: ଏଲ୍ଏସିରେ ଚାଇନାର ଅନୁପ୍ରବେଶ ଜାରି ରହିଛି। ଅରୁଣାଚଳ ପ୍ରଦେଶରେ ଚାଇନା ୬୦ କୋଠା ନିର୍ମାଣ କରିଛି। ସାଟେଲାଇଟ୍ ଫଟୋରୁ ଏହାର ପର୍ଦ୍ଦାଫାଶ୍ ହୋଇଛି। ପୂର୍ବରୁ ଚାଇନା ଏଠାରେ ପ୍ରଥମ କେତେକ କୋଠାଘର ନିର୍ମାଣ କରିଥିଲା। ୨୦୧୯ ମାର୍ଚ୍ଚ ୧୯ ସାଟେଲାଇଟ୍…
ବୋଲ୍ଟ ମୋର ଦୁର୍ବଳତା ଜାଣନ୍ତି, ଜାଣି ନ ପାରି ଫସିଗଲି
ନୂଆଦିଲ୍ଲୀ,୧୮।୧୧: ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟି୨୦ ଟିମ୍ ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ବିଜୟ ହାସଲ କରିଥିଲା। ଏହି ମ୍ୟାଚ୍ରେ ରୋହିତ ବିସ୍ଫୋରକ ପାଳି ଖେଳିଥିଲେ ହେଁ ଅର୍ଦ୍ଧଶତକ କରିପାରି ନ ଥିଲେ। ଟ୍ରେଣ୍ଟ ବୋଲ୍ଟ ତାଙ୍କୁ ଆଉଟ୍…
ପଞ୍ଚକୁଲାରେ ୯ କୋଟିର ଘର, ଦିନକୁ ଦିନ ବଢ଼ିଚାଲିଛି ସମ୍ପତ୍ତି
ବମ୍ବେ: ଭାଇ ଆୟୁଷ୍ମାନ ଖୁରାନ୍ନାଙ୍କ ଭଳି ବଲିଉଡ୍ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅପାରଶକ୍ତି ଖୁରାନ୍ନା। ଆମିର ଖାନ୍ଙ୍କ ଫିଲ୍ମ ‘ଦଙ୍ଗଲ୍’ରୁ ସେ କରିଥିଲେ ଡେବ୍ୟୁ। ଏହାପରଠାରୁ ପଛକୁ ଫେରି ଚାହିଁନାହାନ୍ତି ସେ। ନିଜର ପ୍ରତିଭା ଯୋଗୁ ‘ବଦ୍ରିନାଥ କି…
Archives


