ସେହ୍ବାଗଙ୍କ ବିସ୍ଫୋରକ ସଟ୍ ଦେଖି ଡରିଯାଉଥିଲେ ଏହି ଖେଳାଳି, କହୁଥିଲେ…
ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍ ବୀରେନ୍ଦ୍ର ସେହ୍ବାଗ୍ ଯଦିଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିସାରିଛନ୍ତି କିନ୍ତୁ ଆଜି ବି ତାଙ୍କ ବ୍ୟାଟିଂକୁ ଦର୍ଶକ ଭୁଲି ପାରିନାହାନ୍ତି। ନିକଟରେ ସେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏକ ରୋଚକ…
କିଛି ମିନିଟ୍ ମଧ୍ୟରେ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି ହୋଇଗଲା ଏହି ଲଡୁ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ
ହାଇଦ୍ରାବାଦ,୨୦।୯: ତେଲେଙ୍ଗାନାରେ ବାଲାପୁର ଗଣେଶଙ୍କ ଠାରେ ଭୋଗ ଲାଗି କରାଯାଉଥିବା ସବୁଠାରୁ ପ୍ରସିଦ୍ଧ ୨୧ କିଲୋଗ୍ରାମ ଲଡୁ ନିଲାମ ହୋଇଛି। ଏହି ଲଡୁ ପ୍ରାୟ ୧୮ ଲକ୍ଷ ୯୦ ହଜାର ଟଙ୍କାରେ ନିଲାମ କରାଯାଇଥିଲା। ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ସଦସ୍ୟ ରମେଶ…
ଦୁର୍ଘଟଣାରେ ଦୁଇ ଝିଅଙ୍କୁ ହରାଇଥିଲେ ଦମ୍ପତି, ୨ ବର୍ଷ ପରେ ଘଟିଲା ଏମିତି କିଛି
ବିଶାଖାପାଟନମ୍,୨୦।୯: ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ୧୫ ସେପ୍ଟେମ୍ବର ୨୦୧୯ରେ ଏକ ଡଙ୍ଗା ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଲୋକଙ୍କର ମୃତୃ୍ୟ ହୋଇଛି। ଏଥିରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ (ଭିଜାଗ) ବାସିନ୍ଦା ଟି ଆପାଲା ରାଜୁ ଏବଂ ଭାଗ୍ୟଲକ୍ଷ୍ମୀ, ନିଜ ଦୁଇ…
ଦିନିକିଆ ମ୍ୟାଚ୍ରେ ପ୍ରଥମ ହ୍ୟାଟ୍ରିକ୍ ନେଇଥିଲେ ଏହି ବୋଲର୍
କ୍ରିକେଟରେ ହ୍ୟାଟ୍ରିକ୍ ନେବା ବୋଲରଙ୍କ ପାଇଁ ଏକ ବଡ ଉପଲବ୍ଧି। ବିଶ୍ୱର ଅନେକ ବୋଲର୍ ହ୍ୟାଟ୍ରିକ୍ ମଧ୍ୟ ନେଇସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍ରେ ପ୍ରଥମ ହ୍ୟାଟ୍ରିକ୍ କେଉଁ ବୋଲର୍ ନେଇଥିଲେ। ସେ ହେଉଛନ୍ତି ପାକିସ୍ତାନ ବୋଲର୍…
ଆର୍ସିବି ଦଳର ନେତୃତ୍ୱ ଛାଡ଼ିବାକୁ ଯାଉଛନ୍ତି କୋହଲି
ଦୁବାଇ,୧୯।୯: ଭାରତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ବିରାଟ କୋହଲି। ଏଠାରେ ଚାଲିଥିବା ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍ ଶେଷ ହେବା ପରେ କୋହଲି ରୟାଲ…
ଜ୍ୟୋତିଷ ଶାସ୍ତ୍ରର ପ୍ରବଳ ବିଶ୍ୱାସୀ ନୂଆ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୯।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍ ମାନନ୍ତି। ଏଥି ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ସରକାରରେ ସେ ବୈଷୟିକ ଶିକ୍ଷାମନ୍ତ୍ରୀ ଥିଲେ। କଂଗ୍ରେସର ଏହି ବରିଷ୍ଠ ନେତା ବହୁବାର ନିଜ ଦଳ ପାଇଁ ଚିନ୍ତାର…
ଆରମ୍ଭ ହେଲା ଆଇପିଏଲ୍, ପ୍ରଥମେ ବ୍ୟାଟିଂ କରିବ ସିଏସ୍କେ
ଦୁବାଇ,୧୯।୯: ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ପର୍ଯ୍ୟାୟର ଲିଗ୍ ମ୍ୟାଚ୍ ରବିବାରଠାରୁ ଦୁବାଇରେ ଆରମ୍ଭ ହୋଇଯାଇଛି। ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ମ୍ୟାଚ୍ରେ…
ଦଳ ବଦଳ କରି ମୁଁ କୌଣସି ଇତିହାସ ସୃଷ୍ଟି କରିନାହିଁ: ବାବୁଲ ସୁପ୍ରିୟୋ
କୋଲକତା,୧୯।୯: ରାଜନୀତିରୁ ଅବସର ଘୋଷଣା କରିବା ପରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ବାବୁଲ ସୁପ୍ରିୟୋ ରବବାର ସଫେଇ ଦେଇଛନ୍ତି। ସେ କହିଛନ୍ତି ମୁଁ ଦଳ ପରିବର୍ତ୍ତନ କରି କୌଣସି ଇତିହାସ ସୃଷ୍ଟି କରୁନାହିଁ।…
ଥରିଲା ଅରୁଣାଚଳ ପ୍ରଦେଶ
ଇଟାନଗର,୧୯।୯: ଅରୁଣାଚଳ ପ୍ରଦେଶ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ୩ଟା୬ ମିନିଟ୍ରେ ଭୂକମ୍ପ ଝଟ୍କା ଲାଗିଥିବା ଜାତୀୟ ଭୂକମ୍ପ ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ସୂଚନା ମିଳିଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା…
ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୯ ।୯: ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତଙ୍କ ଟୁଇଟର ସୂଚନା ଅନୁଯାୟୀ ଚରଣଜିତ୍ ସିଂ ଚାନି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ହେବେ । ସେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଏହାସହ ଚରଣଜିତ୍ ସର୍ବସମ୍ମତି କ୍ରମେ କଂଗ୍ରେସ…
ନଦୀକୁ ଗାଧୋଇବାକୁ ଯାଇ ସୁଅରେ ଭାସିଗଲେ ଯୁବକ
ହିଞ୍ଜିଳିକାଟୁ,୧୯ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁଟିଆପଦରଠାରେ ଋଷିକୂଲ୍ୟା ନଦୀକୁ ରବିବାର ପୂର୍ବାହ୍ନ୍ନରେ ଗାଧୋଇବାକୁ ଯାଇ ନଦୀ ପାଣିରେ ଜଣେ ନିଖୋଜ ହୋଇଛନ୍ତି। ନିଖୋଜ ଜଣକ ନନ୍ଦିକ ଗ୍ରାମର ମିଟୁ ଦାସ(୨୮)। ମିଟୁ ଅନ୍ୟମାନଙ୍କ ସହ ପୁଟିଆପଦର ନିକଟ ଋଷିକୂଲ୍ୟାକୁ ଗାଧୋଇବାକୁ…
୮୨ ଗ୍ରାମରୁ ଊର୍ଦ୍ଧ୍ୱ ବ୍ରାଉନସୁଗାର ଜବତ, ୫ ଗିରଫ
ନୟାଗଡ଼ ଅଫିସ,୧୯ା୯: ଟାଉନଥାନା ପୋଲିସ ନୟାଗଡ଼ ହାଉସିଂବୋର୍ଡ ନିକଟରୁ ୫ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮୨ ଗ୍ରାମ ୪୬୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଭାଟସାହିର ବୈକୁଣ୍ଠ…
Archives


