ଆଜିର ଦିନରେ ଇତିହାସ ରଚିଥିଲେ ଯୁବରାଜ
ନୂଆଦିଲ୍ଲୀ,୧୯।୯: ସେପ୍ଟେମ୍ବର ୧୯, ୨୦୦୭, ସ୍ଥାନ- ଦକ୍ଷିଣ ଆଫ୍ରିକାର ଡର୍ବାନ ଗ୍ରାଉଣ୍ଡରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଇତିହାସ ରଚିଥିଲେ। ୧୪ ବର୍ଷ ପୂର୍ବେ ଏହି ଦିନ ଯୁବରାଜ କ୍ରମାଗତ ୬ ଟି ବଲରେ ୬ ଟି ଛକା ମାରିଥିଲେ।…
ଓଲଟିଲା ଡଙ୍ଗା, ୨ ନିଖୋଜ
ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ନେହେରୁବଙ୍ଗଳା ମୁହାଣ ନିକଟରେ ରବିବାର ଏକ ମାଛଧରା ଡଙ୍ଗା ଓଲଟି ପଡ଼ିବାରୁ ୨ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି। ଡଙ୍ଗାରେ ମୋଟ ୫ ଜଣ ଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ନିଖୋଜ ୨ ଜଣଙ୍କୁ…
କ୍ରିକେଟ୍ ପଡିଆରେ ଘଟିଲା ଏମିତି ବିରଳ ଘଟଣା: ଦେଖନ୍ତୁ ଭିଡିଓ
ନୂଆଦିଲ୍ଲୀ,୧୯।୯: କ୍ରିକେଟ ପଡିଆରେ ବେଳେବେଳେ ଏକ ଛୋଟ ଭୁଲ ଦଳ ଏବଂ ଖେଳାଳିଙ୍କ ଉପରେ ଭାରୀ ପଡିଯାଏ। କେଣ୍ଟ ଏବଂ ସମମରସେଟ ମଧ୍ୟରେ ଭାଇଟାଲିଟି ବ୍ଲାଷ୍ଟର ଟାଇଟଲ ମ୍ୟାଚରେ ମଧ୍ୟ ସମାନ ଘଟଣା ଘଟିଥିଲା। ଯେତେବେଳେ ବାଉଣ୍ଡ୍ରି ଲାଇନ୍ରେ ଫିଲ୍ଡରଙ୍କ କ୍ଲିନ…
ବିନା ବିରୋଧୀ ଦଳରେ ରାଜ୍ୟରେ ଚାଲିବ ସରକାର, ଏକଜୁଟ ହେଲେ ସଭିଏଁ…
କୋହିମା,୧୯।୯: ନାଗାଲାଣ୍ଡରେ ବିରୋଧ ଦଳ ବିନା ସରକାର ଚାଲିବ। ସମସ୍ତ ରାଜନୈତିକଦଳ ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି। ବିରୋଧୀ ବିନା ସରକାର ଚଳାଇବାରେ ନାଗାଲାଣ୍ଡ ଦେଶର ଏକମାତ୍ର ରାଜ୍ୟ ହେବ। ସରକାର ଏବଂ ବିରୋଧୀ ଦଳର ନେତାଙ୍କ ପରାମର୍ଶ ପରେ…
ଇଣ୍ଡିଆନ ଅଏଲ ଡିପୋରେ ଅଗ୍ନିକାଣ୍ଡ
ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ ଡିପୋରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ଆଜି ଡିପୋରେ ଏକ ଟ୍ରେନରେ ତେଲ ଲୋଡିଂ ସରିବା ପରେ ଟ୍ରେନ୍…
ଟୁଇଟ୍ କରି କ୍ରିକେଟ୍ ଦୁନିଆକୁ ଦୋହଲାଇ ଦେଲେ କ୍ରିସ୍ ଗେଲ୍: ଜାଣନ୍ତୁ କ’ଣ କହିଲେ
ନୂଆଦିଲ୍ଲୀ,୧୯।୯: ଶେଷ ମୂହୁର୍ତ୍ତରେ ପାକିସ୍ତାନ ଏବଂ ନ୍ୟୁଜିଳାଣ୍ଡ ମଧ୍ୟରେ ସୀମିତ ଓଭର କ୍ରିକେଟ ସିରିଜ ବାତିଲ କରାଯାଇଥିଲା। ସୁରକ୍ଷା କାରଣରୁ ନ୍ୟୁଜିଳାଣ୍ଡ କ୍ରିକେଟ ବୋର୍ଡ ଶୁକ୍ରବାର ଦିନ ଏହି ସିରିଜ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏହା ପରେ ଦଳ ଚାର୍ଟାର୍ଡ…
ପ୍ରାୟ ୧୨ ସପ୍ତାହ ପାଇଁ କାର୍ଯ୍ୟ କରିବେ ନୂଆ ମୁଖ୍ୟମନ୍ତ୍ରୀ …
ଚଣ୍ଡିଗଡ଼,୧୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ଇସ୍ତଫା ଦେବା ପରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ହାଇକମାଣ୍ଡ ଅଡୁଆରେ ପଡ଼ିଛନ୍ତି। ହାଇକମାଣ୍ଡ ଏନେଇ ଅମ୍ବିକା ସୋନୀଙ୍କୁ କହିଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖାନ କରିଥିବା କୁହାଯାଉଛି।…
ବିଗ୍ବସ୍-୧୫ର ଗ୍ରାଣ୍ଡ୍ ପ୍ରିମିୟର ତାରିଖ ଘୋଷଣା କଲେ ସଲମାନ
ମୁମ୍ବାଇ: ରିୟାଲିଟି ଶୋ’ ବିଗ୍ବସ୍ -୧୪ ଶନିବାର ଶେଷ ହୋଇଥିବା ବେଳେ ବିଗ୍ବସ୍ -୧୫ର ଗ୍ରାଣ୍ଡ୍ ପ୍ରିମିୟର ପାଇଁ ପ୍ରସ୍ତୁତ ହେବାକୁ ଘୋଷଣା କରିଛନ୍ତି ସଲମାନ। ଏଥର ବିଗ୍ବସ୍-୧୫ରେ କିଛି ନୂଆ ଟୁଇଷ୍ଟ୍ ଦେଖିବାକୁ ମିଳିବ। ପ୍ରତିଯୋଗୀମାନଙ୍କୁ ବିନା ସୁବିଧାରେ ରହିବାକୁ…
ସାଢ଼ ୪ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ …
ଲକ୍ଷ୍ନୌ,୧୯।୯: ଉତ୍ତରପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ତାଙ୍କ ଶାସନ ସମୟରେ ହୋଇଥିବା ସାଢ଼େ ୪ ବର୍ଷର ହିସାବ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିପୋର୍ଟ କାର୍ଡରେ ସଫଳତାର ବାର୍ତ୍ତା ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ…
୩ ବର୍ଷ ପରେ ଏକାଠି ହେଲେ କତାର-ସୌଦି-ୟୁଏଇ…
ରିୟାଦ୍,୧୯।୯: କତାର, ସୌଦି ଆରବ ଏବଂ ୟୁଏଇ ମଧ୍ୟରେ ଗତ ୩ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି। ଶେଷରେ ୩ ଦେଶର ମୁଖ୍ୟମାନେ ଏବଂ ଶୀର୍ଷ ଅଧିକାରୀମାନେ ଏକାଠି ହୋଇଛନ୍ତି। ଏକ ବୈଠକ ତିନି ଦେଶର ମୁଖ୍ୟ…
ଘରକୁ କେବେ ଆସିବ? ଉତ୍ତରରେ ଦୀପିକାଙ୍କୁ ରଣବୀର କହିଲେ…
ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବଲିଉଡ୍ର ମୋଷ୍ଟ ସେଲିବ୍ରିଟି କପଲ ଭାବେ ଜଣାଶୁଣା। ଜଣେ ଜଣଙ୍କୁ ବହୁତ ଭଲପାଆନ୍ତି। ଏବେ ରଣବୀର ଇନ୍ଷ୍ଟାଗ୍ରାମରେ ଲାଇଭ୍ରେ ଆସି ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ଏଥିରେ ରଣବୀର ଏବଂ…
ରାଜସ୍ଥାନ-ଛତିଶଗଡ଼କୁ ନେଇ ଚର୍ଚ୍ଚା ଆରମ୍ଭ, ଚିନ୍ତାରେ ଗେହଲଟ-ବ।ଘେଲା …
ଜୟପୁର/ରାୟପୁର,୧୯।୯: କଂଗ୍ରେସ ହାଇକମାଣ୍ଡ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିଛନ୍ତି। ତେବେ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ନେଇ ଅଙ୍କକଷା ଜାରି ରହିଛି। ଏବେ ସମସ୍ତଙ୍କ ଆଖି ରାଜସ୍ଥାନ ଏବଂ ଛତିଶଗଡ ଉପରେ ରହିଛି। ଏହି ୨ ରାଜ୍ୟରେ ମଧ୍ୟ ପଞ୍ଜାବ ଭଳି ସମାନ…
Archives


