Home

ଇତିହାସ ରଚିଲା ଭାରତ

ଜୟପୁର,୧୮।୧୧: ରୋହିତ ଶର୍ମା ଟି -୨୦ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ବିଜୟ ହାସଲ କରିଥିଲେ। ବୁଧବାର ଜୟପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି…

ଆହ୍ବାନ ସମୟରେ ପରିବର୍ତ୍ତନ ଲୋଡ଼ା…

ନୂଆଦିଲ୍ଲୀ,୧୮।୧୧: ପରିସ୍ଥିତି ଅନୁସାରେ ବଦଳିବାର ଜରୁରୀ। ବିଶେଷ ଭାବେ ଆହ୍ବାନ ମୂଳକ ସମୟରେ ପରିବର୍ତ୍ତନ ଲୋଡ଼ା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସିଡ୍‌ନୀ ଡାଏଲଗ୍‌ରେ ଭାରତର ‘ପ୍ରାଦୌଗିକ ବିକାଶ ଏବଂ କ୍ରାନ୍ତି’ ସମ୍ପର୍କରେ ନିଜର ମତ ଉପସ୍ଥାପନ କରିଛନ୍ତି। ଟେକ୍ନୋଲୋଜି…

ପନ୍ତଙ୍କ ପାଇଁ ଶୁଭ ୧୭ ନମ୍ବର

ଜୟପୁର,୧୮।୧୧:ଅଧିନାୟକ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ଇନିଂସ ଆଧାରରେ ପ୍ରଥମ ଟି -୨୦ ମ୍ୟାଚରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ୫ ଉକେଟରେ ପରାସ୍ତ କରିଛି। ରିଷଭ ପନ୍ତ ଚୌକା ମାରି ଭାରତକୁ ବିଜୟ ପ୍ରଦାନ କରିଥିଲେ। ୨୪ ବର୍ଷୀୟ…

ଡାକ୍ତର ଖାଇଲେ ଗୋବର, ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଅନେକ ସମୟରେ ଅଜବ ଭିଡିଓ ସବୁ ଭାଇରାଲ ହୋଇଥାଏ। ବର୍ତ୍ତମାନ ସେମିତି ଏକ ଅଜବ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ଆପଣ ବିଶ୍ୱାସ କରିବେ ନାହିଁ ଯେ, କେହି ଡାକ୍ତର ଏପରି କାମ କରିଛନ୍ତି…

ଥମିବାର ନାଁ ଧରୁନି ସଂକ୍ରମଣ…

ନୂଆଦିଲ୍ଲୀ,୧୮।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୯୧୯ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…

୫୮୦ ବର୍ଷ ପରେ ଦୀର୍ଘତମ ଚନ୍ଦ୍ରଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମାରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଏହା ହେବ। ଏହି ଅବସରରେ ପୃଥିବୀ ସୂର୍ଯ୍ୟ ଏବଂ ଚନ୍ଦ୍ର…

ଖବରଦାତା, ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନି

ନୂଆଦିଲ୍ଲୀ,୧୮।୧୧: ତ୍ରିପୁରା ହିଂସା ବେଳେ ସଂଖ୍ୟାଲଘୁ ସମୁଦାୟକୁ ଟାର୍ଗେଟ କରାଯାଇଥିବା ନେଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ଜଣେ ଖବରଦାତା ଓ ଦୁଇଜଣ ଓକିଲ ଅନୁସନ୍ଧାନ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଖବରଦାତା ଶ୍ୟାମ ମୀରା ସିଂ ଏବଂ ଆଇନଜୀବୀ ମୁକେଶ…

୫୦ ବର୍ଷ ପରେ ବି ରହିବେ ଫିଟ୍‌

ଯେକୌଣସି ରୋଗକୁ ରୋକିବାରେ ବ୍ୟାୟାମ ସହାୟକ ହୋଇଥାଏ। ପିଲାଠୁ ବଡ଼ଯାଏ ବ୍ୟାୟାମ ସମସ୍ତଙ୍କ ପାଇଁ ଜରୁରୀ। ୫୦ ବର୍ଷ ପରେ ଶାରୀରିକ ଭାବରେ ସକ୍ରିୟ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଆପଣଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍‌ ରଖେ।…

ସିଡନି ସମ୍ବାଦରେ ମୁଖ୍ୟ ଭାଷଣ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାରତୀୟ ସମୟ ଅନୁସାରେ ସକାଳ ୯ଟାରେ ସିଡନି ସମ୍ବାଦରେ ମୁଖ୍ୟ ଭାଷଣ ଦେବେ । ପ୍ରଧାନମନ୍ତ୍ରୀ ଦେଶର ପ୍ରାଦ୍ୟୋଗିକ ବିକାଶ ଓ କ୍ରାନ୍ତି ଉପରେ ନିଜର ମତ ପ୍ରକାଶ କରିବେ । ସୂଚନା…

ମସ୍‌ଜିଦରେ କୃଷ୍ଣଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବୁ

ଲକ୍ଷ୍ନୌ,୧୭।୧୧: ଭଗବାନ କୃଷ୍ଣଙ୍କ ଅସଲ ଜନ୍ମସ୍ଥାନ ତଥା ମଥୁରାସ୍ଥିତ ମସ୍‌ଜିଦରେ ମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଛି ଅଖିଳ ଭାରତ ହିନ୍ଦୁ ମହାସଭା (ଏବିଏସ୍‌ଏମ୍‌)। ହିନ୍ଦୁ ମହାସଭା ନେତ୍ରୀ ରାଜ୍ୟଶ୍ରୀ ଚୌଧରୀ କହିଛନ୍ତି, ଡିସେମ୍ବର ୬ ତାରିଖରେ ଭଗବାନଙ୍କ ଅସଲ ଜନ୍ମସ୍ଥାନ…

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ

ପୁରୀ ଅଫିସ,୧୭।୧୧: ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ୨ ଦିନ ପାଇଁ କରାଯାଇଛି। ବୁଧବାର ଏବଂ ଗୁରୁବାର ଅର୍ଥାତ ୧୭ ଓ…

ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଏପରି ଅନେକ ବିଷୟରେ କହିଛନ୍ତି ଯାହାର ପାଳନ କଲେ ବ୍ୟକ୍ତିଟିଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri