Home

ନାଗା-ସମନ୍ଥାଙ୍କ ବିଚ୍ଛେଦ ପାଇଁ ବଲିଉଡ୍‌ର ଜଣେ ସୁପରଷ୍ଟାର ଦାୟୀ: କଙ୍ଗନା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଯୋଡ଼ି ନାଗା ଚୈତନ୍ୟ ଏବଂ ସମନ୍ଥା ପ୍ରଭୁ ପରସ୍ପରଠାରୁ ଅଲଗା ହୋଇଛନ୍ତି। ଉଭୟଙ୍କ ୪ ବର୍ଷର ବୈବାହିକ ଜୀବନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଶନିବାର ଦୁହେଁ ସୋସିଆଲ ମିଡିଆରେ ପୋଷ୍ଟ କରି ଏନେଇ ସୂଚନା…

ନିର୍ବାଚନ କମିଶନଙ୍କ ଛାଟ, ବିଜୟ ଉତ୍ସବ ପାଳନ କରିବାକୁ ମନା…

କୋଲକାତା,୩।୧୦: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନ ଫଳାଫଳ ପ୍ରକାଶ ପୂର୍ବରୁ ନିର୍ବାଚନ କମିଶନ ଛାଟ ଦେଖାଇଛନ୍ତି। କୌଣସି ବିଜୟ ଉତ୍ସବ ପାଳନ ନ କରିବାକୁ ରାଜ୍ୟ ସରକାରଙ୍କୁ ତାଗିଦ୍‌ କରାଯାଇଛି। ଏନେଇ ନିର୍ବାଚନ କମିଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ଚିଠି ଲେଖିଛନ୍ତି।…

ପୁଣି ଟୁଇଟର୍‌କୁ ଫେରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌

ଓ୍ବାଶିଂଟନ,୩ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାରେ ଜଣେ ସଂଘୀୟ ଜଜ୍‌ଙ୍କୁ ତାଙ୍କ ଟୁଇଟର ଆକାଉଣ୍ଟକୁ ପୁନଃ ଚାଲୁ କରିବାକୁ ଅନୁରୋଧ କରିଛନ୍ତି। ଜାନୁୟାରୀରେ କ୍ୟାପିଟାଲ ହିଂସା (ସଂସଦ ଭବନ) ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଥିଲା।…

ଡ୍ରୋନ୍‌ରୁ ଖସିଲା ଏକେ-୪୭…

ଜମ୍ମୁ,୩।୧୦: ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ପାକିସ୍ତାନରୁ ଆସିଥିବା ଡ୍ରୋନରୁ ଖସାଯାଇଥିବା ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ କୁହାଯାଇଛି ଯେ, ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଏକେ-୪୭, ନାଇଟ ଭିଜନ ଉପକରଣ, ଟେଲିସ୍କୋପ, ୩୦ ଗୁଳି,…

ସପ୍ତମ ରାଉଣ୍ଡରେ ୨୫,୦୦୦ ଭୋଟରେ ଆଗୁଆ ମମତା…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରେଓ୍ବାଲଙ୍କଠାରୁ ସପ୍ତମ ରାଉଣ୍ଡ ଭୋଟ ଗଣତିରେ ୨୫,୦୦୦ଭୋଟରେ ଆଗୁଆ ରହିଛନ୍ତି।…

ଟିଏମ୍‌ସି ପକ୍ଷରୁ ଉତ୍ସବ ଆରମ୍ଭ, ୧୨,୦୦୦ ଭୋଟରେ ଆଗୁଆ ଦିଦି…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରିୟଙ୍କା ଟିବରେଓ୍ବାଲଙ୍କଠାରୁ ପୂର୍ବାହ୍ନ ୧୧ଟା ସୁଦ୍ଧା ସୁଦ୍ଧା ଶେଷ ହୋଇଥିବା ଚତୁର୍ଥ…

ପ୍ରତିଦିନ ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ…

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର ଜୀବନଚର୍ଯ୍ୟାକୁ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଖାଇବା ପିଇବାଠାରୁ ଆରମ୍ଭ କରି ଶୋଇବା ଏବଂ…

ପିପିଲି ଉପନିର୍ବାଚନ: ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗରେ

ପୁରୀ ଅଫିସ,୩ା୧୦: ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି। ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଥିବା ସୂଚନା ମିଳିଛି। ଦ୍ୱିତୀୟ ରାଉଣ୍ଡରେ ବିଜେଡି ୨୪୪୧ ଖଣ୍ଡ ଭୋଟ୍‌ରେ…

ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଘଟୁଥିବାବେଳେ ଉତ୍ପାଦନ ହ୍ରାସ ପାଉଥିବାରୁ ସମସ୍ୟା ଉପୁଜିଛି। ମୌସୁମୀ ଏବଂ କୋଇଲା ଅଭାବ…

ଆପଣଙ୍କ ଘରେ ଅର୍ଥାଭାବ ଲାଗି ରହୁଛି କି? ଏଭଳି କଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା..

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ କୌଣସି…

ବାଳକଙ୍କ ୨ ହାତର ଓଜନ ୫ କେଜି, ଏମିତି କହି ଚିଡାଉଛନ୍ତି ଲୋକେ…

ଥରେ ଚିନ୍ତା କଲେ ଦୁଇ ହାତର ଓଜନ ଯଦି ୫ କେଜିରୁ ଅଧିକ ତେବେ ଦୈନନ୍ଦିନ କାମ କେମିତି କରିବେ? କିନ୍ତୁ ଏମିତି ଦେଖିବାକୁ ମିଳିଛି ୧୨ ବର୍ଷୀୟ କଲିମଙ୍କଠାରେ। ତାଙ୍କ ଦୁଇ ହାତ ଓଜନ ୫ କେଜି। ସେ ସେଥିରେ…

ମିଳୁନି ଆବାସ, ଭଙ୍ଗାଘର ଭରସା

ବେଗୁନିଆ,୩ା୧୦(ଡି.ଏନ୍‌.ଏ.): ଅସହାୟ ଓ ଗରିବଙ୍କୁ ପକ୍କା ଘର ଯୋଗାଇଦେବା ଲାଗି ସରକାର ବିଭିନ୍ନ ଯୋଜନା କରିଛନ୍ତି। ହେଲେ ସ୍ଥାନୀୟ ପ୍ରଶାସନଠାରୁ ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ ଆବାସ ଯୋଜନା ଏମାନଙ୍କ ଲାଗି ସାତସପନ ପାଲଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri