ପିପିଲିରେ ନାଚିଲେଣି
ପୁରୀ ଅଫିସ,୩ା୧୦: ପିପିଲି ଉପ ନିର୍ବାଚନ ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ୨୪ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ରୁଦ୍ର ପ୍ରତାପ ମହାରଥୀ ଆଗୁଆ ରହିଛନ୍ତି। ରୁଦ୍ର ୯୨,୮୧୦ ଭୋଟ ପାଇଥିବା ବେଳେ ଭାଜପାର ଆଶ୍ରିତ ପଟ୍ଟନାୟକ ୭୨,୩୨୧ ଭୋଟ…
ପୁଣି ରାଗିକି ନିଆଁବାଣ ହେଲେ ସିଦ୍ଧୁ
ଚଣ୍ଡିଗଡ,୩।୧୦: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ରବିବାର ପଞ୍ଜାବ ଡିଜିପି ଏବଂ ଏଜିଙ୍କୁ ହଟାଇବାକୁ ଦାବି କରିଛନ୍ତି। ସିଦ୍ଧୁ କହିଛନ୍ତି ଯେ, ଯଦି ଏମାନଙ୍କୁ ବଦଳା ନ ଯିବ ତେବେ ଆମ ପାଖରେ କୌଣସି ଚେହେରା ରହିବ ନାହିଁ। ସୂଚନାଯୋଗ୍ୟ,…
ପଦାରେ ପଡିଲା ଭାଇ-ଭାଇ କଳି
ପାଟନା,୩।୧୦: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ଆରଜେଡି ନେତା ତେଜ ପ୍ରତାପଙ୍କ ବିବାଦୀୟ ବିବୃତ୍ତି ପରେ ସାନ ପୁଅ ତେଜସ୍ବୀ ଯାଦବ ଏହାର ପ୍ରତିଶୋଧ ନେଇଛନ୍ତି। ତେଜସ୍ବୀ କହିଛନ୍ତି ଯେ ତାଙ୍କ ପିତା ଲାଲୁ ପ୍ରସାଦଙ୍କ…
ହାତୀ ଉପଦ୍ରବ, ଲୋକେ ଆତଙ୍କିତ
କେନ୍ଦୁଝର,୩ା୧୦(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ବିଭିନ୍ନ ଜଙ୍ଗଲରେ ୬୦ ଟି ହାତୀ ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲ ଦିନରେ ଜଙ୍ଗଲରେ ଲୁଚି ରହୁଛନ୍ତି ଓ ରାତି ହେଲେ ବାହାରକୁ ବାହାରି ଉପଦ୍ରବ…
‘ମୁଁ ମ୍ୟାନ୍ ଅଫ୍ ଦ ମ୍ୟାଚ୍’
କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେକର୍ଡ ବିଜୟ ହାସଲ କରିଛନ୍ତି। ସେ ନିକଟତମ ପ୍ରତିଦ୍ୱନ୍ଦୀ ଭାଜପାର ପ୍ରିୟଙ୍କା ଟିବ୍ରଓ୍ବୋଲଙ୍କୁ ୫୮୦୦୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଏହି ପରାଜୟ ପରେ ଟିବ୍ରଓ୍ବୋଲ କହିଛନ୍ତି, ଏହି ମୁକାବିଲାରେ…
ଏହିସବୁ ଅଭିନେତ୍ରୀ କରୁଥିଲେ ଡ୍ରଗ୍ସ କାରବାର
ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ଶିପ୍ରେ ଡ୍ରଗ୍ସ ପାର୍ଟି ଚାଲିଥିବା ଖବର ଏବେ ଚର୍ଚ୍ଚାରେ ରହିଛି। ଏଥିରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନଙ୍କ ନାଁ ସାମିଲ ଥିବାରୁ ପଚରାଉଚରା କରିବା ପରେ ରବିବାର ଏନ୍ସିବି ତାଙ୍କୁ ଗିରଫ କରିଛି। ଡ୍ରଗ୍ସ…
ବିଜୟ ପରେ ବି ମମତା ଭୁଲି ନାହାନ୍ତି ପରାଜୟ ଦୁଃଖ: କହିଲେ, ପଶ୍ଚିମବଙ୍ଗବାସୀ ଦେଇଛନ୍ତି ଉଚିତ୍ ଜବାବ
କୋଲକାତା,୩।୧୦: ଭବାନୀପୁର ଆସନରେ ବିପୁଳ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। ସେ ଭାଜପା ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପାଖାପାଖି ୫୯ ହଜାର ଭୋଟ୍ରେ ହରାଇଛନ୍ତି। ଏହି ବିଜୟ ହାସଲ ପରେ ମମତା ତା ପୂର୍ବ ପରାଜୟକୁ ଭୁଲି ପାରିନାହାନ୍ତି। ଷଡଯନ୍ତ୍ର…
ପଞ୍ଜାବ ପାଇଁ ‘କର ବା ମର’ ସ୍ଥିତି
ଶାରଜା,୩।୧୦: ଆଇପିଏଲ ୨୦୨୧ର ୪୮ତମ ମ୍ୟାଚ ଶାରଜା କ୍ରିକେଟ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ଧ୍ୟରେ ଖେଳାଯାଉଛି। ବେଙ୍ଗାଲୁରୁ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ କିଙ୍ଗସ ପ୍ରଥମେ…
ରୋଜଗାର ଟଙ୍କାରେ ଗହଣା, ଡ୍ରେସ୍ କିଣିଥିଲି: ରୂପଶ୍ରୀ ମହାପାତ୍ର
ପୁରୀ ଦୋଳମଣ୍ଡପ ସାହିରେ ମୋ ଘର। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ପୁରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପଢିଥିଲି। ପାଠପଢା ସହିତ ଓଡ଼ିଶୀ ନୃତ୍ୟ ବି ଶିଖୁଥିଲି। ମୋତେ ଯେତେବେଳେ ମାତ୍ର…
ଅଭିନେତା ଶାହରୁଖ ଖାନଙ୍କ ପୁଅ ଗିରଫ
ମୁମ୍ବାଇ,୩।୧୦: ପ୍ରସିଦ୍ଧ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଶେଷରେ ଗିରଫ ହୋଇଛନ୍ତି। ତାଙ୍କୁ ଏନ୍ସିବି ରବିବାର ଗିରଫ କିରଛି। କ୍ରୁଜ୍ ରେଭ ପାର୍ଟିରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଟକ ରଖି ପଚରାଉଚରା କରୁଥିଲା। ଆର୍ଯ୍ୟନଙ୍କ…
ହେଡ୍ଷ୍ଟାଣ୍ଡ କରି ବାଇକ ଚାଳନା
ବାଇକ୍ ଚଳାଇଲାବେଳେ ମୁଣ୍ଡରେ ହେଲ୍ମେଟ୍ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା ଥାଏ। କିନ୍ତୁ ଜଣେ ବ୍ୟକ୍ତି ବାଇକ୍କୁ ଏତେ ବିପଜ୍ଜନକଶୈଳୀରେ ଚଳାଉଛନ୍ତି ଯେ, ତାହା ନ…
ପିପିଲି ଉପନିର୍ବାଚନ: ବିଜୟ ମୁହାଁ ବିଜେଡି
ପୁରୀ ଅଫିସ୍,୩।୧୦: ପିପିଲି ଉପନିର୍ବାଚନ ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି। ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଫଳାଫଳ ଘୋଷଣା ହେବ। ଏପର୍ଯ୍ୟନ୍ତ ୧୫ ରାଉଣ୍ଡ ସୁଦ୍ଧେ ବିଜେଡି ପାର୍ଥୀ ରୁଦ୍ର ମହାରଥୀ ୧୬,୪୪୦ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି। ପିପିଲି…
Archives


