ସହରୀ ରୂପ ନେଉଛି ଗାଁ
ସଭ୍ୟତାର କ୍ରମବିକାଶ ସହିତ ମଣିଷର ଆବଶ୍ୟକତା ଅନୁସାରେ ବାସସ୍ଥାନରେ ପରିବର୍ତ୍ତନ ହେବାରେ ଲାଗିଛି। ଶିଳ୍ପସଂସ୍ଥା ଏବଂ ସରକାରୀ କାର୍ଯ୍ୟାଳୟ ଥିବା ଅଞ୍ଚଳକୁ ପୂର୍ବରୁ ସହର କୁହାଯାଉଥିଲା। ସାଧାରଣତଃ ସହରରେ ବହୁବିଧ ସୁବିଧା ରହିଥାଏ। ମାତ୍ର ଏବେ ବିକାଶର ଧାରାରେ ଗାଁ ସହର…
ଆଜି ଭାରତ ପାଇଁ ‘କର ବା ମର’ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍
ଦୁବାଇ,୩୧।୧୦: ଟି -୨୦ ବିଶ୍ୱକପ ୨୦୨୧ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ବିରୋଧରେ ରବିବାର ‘କର ବା ମର’ ମୁକାବିଲା ଖେଳିବେ। ସୁପର -୧୨ ପର୍ଯ୍ୟାୟରେ ଉଭୟ ଦଳ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବ। ଗ୍ରୁପ ୧ରେ ଏହି…
ଇ-ଯାନ ପାଇଁ ଦେବାକୁ ପଡ଼ିବନି ଟିକସ
ଭୁବନେଶ୍ୱର,୩୦।୧୦(ବ୍ୟୁରୋ)-ପେଟ୍ରୋଲ ଓ ଡିଜେଲ ଲିଟର ୧୦୦ ଟଙ୍କା ଟପି ଥିବାରୁ ଗାଡି ଚଳାଇବା ଜନସାଧାରଣଙ୍କ ପକ୍ଷେ ଅସହ୍ୟ ହେଲାଣି। ଏଥିସହିତ ଯାନବାହନ ଜନିତ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାଟେରୀ ଚାଳିତ ଇଲେକ୍ଟ୍ରୋନିକ ଯାନ(ଇ-ଭେହିକିଲ)କୁ ପ୍ରୋତ୍ସାହନ ଦେଇଛନ୍ତି। ଇ-ଭେହିକଲ ପ୍ରତି…
ବଢୁଛି କରୋନା ସଂକ୍ରମଣ : ନିୟମ କଡ଼ାକଡ଼ି କରିବାକୁ ସରକାରଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୦ା୧୦: ଆସାମ ଏବଂ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢୁଛି। ସାପ୍ତାହିକ ସଂକ୍ରମଣ ହାର ବୃଦ୍ଧି ହେବାର ଲକ୍ଷଣକୁ ସୂଚାଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ କୋଭିଡ୍ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ କହିଛନ୍ତି। କେବଳ ଏତିକି ନୁହେଁ, ପ୍ରତିଷେଧକ ପଦକ୍ଷେପଗୁଡ଼ିକର ସମୀକ୍ଷା…
ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା, ୮୦ କିଲୋମିଟର ଦୂରରୁ ଦୁର୍ବୃତ୍ତ କରିଥିଲେ ପିଛା
ଓ୍ବାଶିଂଟନ,୩୦ା୧୦: ଆମେରିକାର ନ୍ୟୁଜର୍ସିରେ ଡକାୟତି ଉଦ୍ଦେଶ୍ୟରେ ଏକ ଔଷଧ କମ୍ପାନୀର ଜଣେ ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାଜିନୋରେ ପ୍ରାୟ ୧୦ ହଜାର ଡଲାର (ଅର୍ଥାତ୍ ଭାରତୀୟ ମୁଦ୍ରାରେ ୭ ଲକ୍ଷ ଟଙ୍କା) ଜିତିଥିଲେ। ଏହା…
୧ ଓଭର, ୪ ଛକା, ମ୍ୟାଚ୍ ଶେଷ; କିଏ ସେହି ଖେଳାଳି ଯିଏ ପାଲଟିଛନ୍ତି ପାକିସ୍ତାନର ନୂଆ ହିରୋ…
ଦୁବାଇ,୩୦।୧୦: ଟି -୨୦ ବିଶ୍ୱକପ ୨୦୨୧ ର ସୁପର -୧୨ ରାଉଣ୍ଡର ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ପାକିସ୍ତାନ ୫ ଉଇକେଟରେ ଜିତିଥିଲା। ଏହା ଟୁର୍ନାମେଣ୍ଟରେ ଦଳର କ୍ରମାଗତ ତୃତୀୟ ବିଜୟ। ଏଥିସହ ପାକିସ୍ତାନ ସେମିଫାଇନାଲରେ ନିଜର ସ୍ଥାନ…
ପ୍ରଥମ ବିବାହ ବାର୍ଷିକୀ ପାଳନ କଲେ ଏହି ଯୋଡ଼ି
ମୁମ୍ବାଇ: ସାଉଥ୍ ଫିଲ୍ମରୁ ବଲିଉଡ୍ ଆଡକୁ ମୁହାଁଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ଗତବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କାଜଲ ୨୦୨୦ ଅକ୍ଟୋବର ୩୦ରେ ବ୍ୟବସାୟୀ ଗୌତମ କିଚ୍ଲୁଙ୍କୁ ବିବାହ କରିଥିଲେ। ଆଜି ହେଉଛି କାଜଲ ଏବଂ ଗୌତମଙ୍କ ବିବାହବାର୍ଷିକୀ। ଏହି…
ଯଦି ଭାରତ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ ହାରିଯାଏ ତେବେ କ’ଣ ହେବ, ଜାଣନ୍ତୁ…
ଦୁବାଇ,୩୦।୧୦: ଅକ୍ଟୋବର ୨୪ରେ ପାକିସ୍ତାନ ବିପକ୍ଷରେ ହାରି ଭାରତୀୟ କ୍ରିକେଟ ଦଳ ଟି -୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିଛି। ୭ ଦିନର ଦୀର୍ଘ ବ୍ୟବଧାନ ପରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ସାମ୍ନା କରିବ। ଏହି ମ୍ୟାଚ ଉଭୟ ଦଳ…
ଏମିତିି ଗାଁ ଯେଉଁଠି ପ୍ରତିବର୍ଷ ଆତ୍ମହତ୍ୟା କରିବାକୁ ଆସନ୍ତି ହଜାର ହଜାର ପକ୍ଷୀ ! ପୁରା ଘଟଣା ଜାଣିଲେ…
ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ରହସ୍ୟ ଉପରୁ ପରଦା ଉଠୁଥିବା ବେଳେ ଆଜି ପର୍ଯ୍ୟନ୍ତ କିଛିର ସମାଧାନ ମିଳିପାରି ନାହିଁ। ସେଭଳି ଏକ ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ ପରିଚିତ କରିବାକୁ ଯାଉଛୁ। ସେଇଟି ହେଲା ପକ୍ଷୀଙ୍କ…
କଶ୍ମୀର ଲୁକ୍ରେ ଏହି ଅଭିନେତ୍ରୀ
ମୁମ୍ବାଇ: ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ଏମ୍ପି (ଟିଏମ୍ସି) ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ରାଜନୀତି, ଅଭିନୟ ବ୍ୟତୀତ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମା’ ହେବା ପରେ ନୁସରତ ସୋସିଆଲ ମିଡିଆରେ ୟଶ ଦାସଗୁପ୍ତାଙ୍କ…
ପୋପ୍ଙ୍କୁ ଭେଟି ଭାରତ ଆସିବାକୁ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ…
ଭଟିକାନ୍ ସିଟି/ନୂଆଦିଲ୍ଲୀ,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଟିକାନ୍ ସିଟିରେ ପୋପ୍ ଫ୍ରାନ୍ସିସ୍ଙ୍କୁ ଭେଟିଛନ୍ତି। ଏହି ବନ୍ଧୁତ୍ୱପୂର୍ଣ୍ଣ ପରିବେଶରେ ସେ ପୋପ୍ଙ୍କୁ ଭାରତ ଆସିବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏହି ଅବସରରେ ଦୁହିଁଙ୍କ ମଧ୍ୟରେ ବିଭିନ୍ନ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। କାରୋନା…
ନଦୀ ଜଳ ହଠାତ୍ ହେଲା କଳା, ଭାସୁଛନ୍ତି ଶହ ଶହ ମଲା ମାଛ…
ଇଟାନଗର,୩୦।୧୦: ଚାଇନାର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍ ହୋଇଛି। ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ନଦୀର ଜଳ ହଠାତ୍ କଳା ହୋଇଯାଇଛି। ଫଳରେ ନଦୀରେ ଶହ ଶହ ମଲା ମାଛ ଏବଂ ଅନ୍ୟ ଜଳଜୀବ ମରି ଭାସୁଛନ୍ତି॥ ଜିଲା ମତ୍ସ୍ୟ ବିଭାଗର…
Archives


