Home

ଭାରତ ବିପକ୍ଷରେ ଦଳ ଘୋଷଣା କଲା ପାକିସ୍ତାନ, ଜାଣନ୍ତୁ ମହାମୁକାବିଲା ଲାଗି କାହାକୁ…

ଦୁବାଇ,୨୩।୧୦: ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ସବୁଠାରୁ ବଡ଼ ମୁକାବିଲା ଖେଳାଯିବ। ଏହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ୧୨ ଜଣିଆ ସ୍କ୍ବାର୍ଡ ଘୋଷଣା କରିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମ୍‌ରେ ମହମ୍ମଦ ରିଜଓ୍ବାନ ଉଇକେଟକିପର୍‌ ଦାୟିତ୍ୱ ତୁଲାଇବେ।…

କୂଅରେ ଖସିପଡ଼ିଲା ହାତୀ ଛୁଆ

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବସନ୍ତପୁର ପଞ୍ଚାୟତର ନୀତିଗୋଠ ଗ୍ରାମରେ ଜଣେ ଲୋକଙ୍କ ବାଡ଼ିରେ ଥିବା ଏକ କୂଅରେ ହାତୀ ଛୁଆ ଖସି ପଡ଼ିଛି। ଶନିବାର ଅପରାହ୍ନରେ ହାତୀ ପଲ ସହିତ ଛୁଆଟି ଯାଉଥିବା ବେଳେ ମାଧବ ନାଏକ…

ମନୀଷ ଅନୁରାଗ ମୃତ୍ୟୁ ମାମଲା: ବନ୍ଧା ହେଲେ ହୋଟେଲ ମ୍ୟାନେଜର

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ମୃତ୍ୟୁ ମାମଲାରେ ହୋଟେଲ ସାଉଥ୍‌ ସିଟିର ମ୍ୟାନେଜର ସୌଭିକ ଜେନାଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ଅନ୍ୟପକ୍ଷରେ ମନୀଷ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କ ନାଁରେ…

ଯାଜପୁରରୁ ଆସି ନିଶ୍ଚିନ୍ତକୋଇଲିରେ ଉପଦ୍ରବ କଲା ହାତୀ, ୧୦୦ ହେକ୍ଟରରୁ ଅଧିକ ଧାନଜମି ନଷ୍ଟ

ନିଶ୍ଚିନ୍ତକୋଇଲି,୨୩ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ, ଜିଗ୍ନିପୁର,ଜୟରାମପୁର ଓ ରାମକୃଷ୍ଣପୁର ପଞ୍ଚାୟତ ସଂଲଗ୍ନ ଥିବା ହାଡ଼ଖାଇ ପାଟ ଧାନ କ୍ଷେତରେ ଶନିବାର ସକାଳୁ ଏକ ବଣୁଆ ହାତୀକୁ ଦେଖିବାକୁ ମିଳିଥିଲା। ତେବେ ସକାଳୁ ହାତୀକୁ ଦେଖି ବିଭିନ୍ନ ଗ୍ରାମର ଚାଷୀମାନେ…

ପେଟ୍ରୋଲ ପମ୍ପ୍‌ରେ ମୋଦିଙ୍କ ବ୍ୟାନର ଚିରିଲା ଛାତ୍ର କଂଗ୍ରେସ

କେନ୍ଦୁଝର,୨୩ା୧୦(ସ୍ବ.ପ୍ର.): ବତ୍ତର୍ର୍ମାନ ଦେଶରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି l ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହାର ପ୍ରତିବାଦରେ ଜିଲା ଛାତ୍ର କଂଗ୍ରେସ ପକ୍ଷରୁ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆର ବଡ଼ ନିଷ୍ପତ୍ତି; ସ୍ବଦେଶ ଫେରିଲେ ଏହି ୪ ଖେଳାଳି

ନୂଆଦିଲ୍ଲୀ,୨୩।୧୦: ୟୁଏଇ ଏବଂ ଓମାନରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ରେ ନିଜ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଭାରତ ସହ ଥିବା ୪ ଖେଳାଳି ସ୍ବଦେଶ ଫେରି ଆସିଛନ୍ତି। ସେମାନେ ହେଲେ କରନ ଶର୍ମା, କ୍ରିଷ୍ଣାପ୍ପା ଗୌତମ, ଭେଙ୍କଟେଶ ଆୟାର, ଶହବାଜ ଅହମଦ।…

କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ

ଗଞ୍ଜାମ,୨୩ା୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ପନିପରିବା ଦର ଆକାଶଛୁଆଁ ହୋଇଛି। ବାଇଗଣ କିଲୋପିଛା ୬୦ ଟଙ୍କା ହୋଇଥିବା ବେଳେ ଟମାଟୋ ୫୦, ବିନ୍ସ ୧୦୦ ଟପିଛି। ସେହିପରି ନିତ୍ୟ ଅପରିହାର୍ଯ୍ୟ ଆଳୁ କିଲୋ ପ୍ରତି ୨୫ ଟଙ୍କାରେ ପହଞ୍ଚିଛି। ପିଆଜ ୪୦, ଭେଣ୍ଡି…

ମଲାଇକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ପ୍ରେମିକ; ଲେଖିଲେ ଭାବିବିହ୍ବଳ ନୋଟ୍‌

ବମ୍ବେ: ପ୍ରେମିକାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହୋଇଛନ୍ତି ଅଭିନେତା ଅର୍ଜୁନ କପୁର। ଦିନଟିକୁ ସ୍ବତନ୍ତ୍ର କରିବାକୁ ଯାଇ ସେ ମଲାଇକା ଅରୋରାଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି। ଏହି ଦିନ ହେଉ ଅଥବା ଅନ୍ୟ ସବୁ ଦିନରେ ମୁଁ କେବଳ ତୁମ ମୁହଁରେ…

ଦାରିଙ୍ଗବାଡ଼ିରେ ପହିଲି ଶୀତ, ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ

ଦାରିଙ୍ଗବାଡ଼ି,୨୩ା୧୦: ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ପହିଲିଶୀତ ଅନୁଭୂତ ହୋଇଛି। ଅଞ୍ଚଳରେ ସର୍ବନିମ୍ନ ତାପମାତ୍ର ୧୧ ଡିଗ୍ରୀ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ୫ଡିଗ୍ରୀ ପାରଦ ଖସି ୧୬ରୁ ୧୧ଡିଗ୍ରୀରେ ପହଞ୍ଚିଥିବା…

ବ୍ୟକ୍ତିଗତ ଅଧିକାର-ସ୍ବାଧୀନତାକୁ ସମର୍ଥନ କରଥାନ୍ତି ଭାରତୀୟ କୋର୍ଟ…

ନୂଆଦିଲ୍ଲୀ,୨୩।୧୦: ଭାରତୀୟ କୋର୍ଟଗୁଡ଼ିକ ବ୍ୟକ୍ତିଗତ ଅଧିକାର ଏବଂ ସ୍ବାଧୀନତାକୁ ସମର୍ଥନ କରଥାନ୍ତି। ଯେତେବେଳେ ବ୍ୟକ୍ତି କିମ୍ବା ସମାଜ ସଙ୍କଟରେ ପଡ଼ିଥାନ୍ତି, ସେତେବେଳେ ସେମାନଙ୍କ ସହାୟତା ପାଇଁ ଅଦାଲତ ହିଁ ଠିଆ ହୋଇଥାଏ। ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଏନ୍‌.ଭି. ରମନା ଶନିବାର ଏଭଳି…

ଫୈଜାବାଦ୍‌ ହେଲା ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ୍‌…

ଲକ୍ଷ୍ନୌ,୨୩।୧୦: ଫୈଜାବାଦ ରେଳ ଷ୍ଟେଶନକୁ ଅଯୋଧ୍ୟା କ୍ୟାଣ୍ଟନମେଣ୍ଟ ନାମରେ ନାମିତ କରାଯାଇଛି। ଭାଜପା ଏମ୍‌ପି ଲାଲୁ ସିଂଙ୍କ ପ୍ରସ୍ତାବକୁ ରେଳ ବୋର୍ଡ ଅନୁମୋଦନ କରିଛନ୍ତି। ଶନିବାର ବାରାଣସୀରେ ପହଞ୍ଚିଥିବା ଲକ୍ଷ୍ନୌର ଡିଆରଏମ ଏ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ…

ମନୋନୀତ ଆଇଏଏସ୍‌ ପ୍ରାର୍ଥୀଙ୍କୁ ପସନ୍ଦର କ୍ୟାଡର ଅବା ନିଜ ରାଜ୍ୟର କ୍ୟାଡର ଚୟନ କରିବାର ଅଧିକାର ନାହିଁ …

ନୂଆଦିଲ୍ଲୀ,୨୩।୧୦: ସୁପ୍ରିମକୋର୍ଟ କହିଛନ୍ତି ଯେ ମନୋନୀତ ଆଇଏଏସ ପ୍ରାର୍ଥୀଙ୍କୁ ନିଜ ପସନ୍ଦର କ୍ୟାଡର କିମ୍ବା ଘରୋଇ ରାଜ୍ୟରେ କ୍ୟାଡର ଗ୍ରହଣ କରିବାର କୌଣସି ଅଧିକାର ନାହିଁ। ବିଚାରପତି ହେମନ୍ତ ଗୁପ୍ତା ଏବଂ ଭି.ରାମାସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କ୍ୟାଡର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri