Home

ବାୟୋମେଟ୍ରିିକ୍‌ ବ୍ୟବହାର ହୋଇପାରିବନି

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହାର ସମସ୍ତ କର୍ମଚାରୀଙ୍କ ପାଇଁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍‌ ଉପସ୍ଥାନ ସ୍ଥଗିତ ରଖିଛନ୍ତି। ତେବେ ସମସ୍ତ କର୍ମଚାରୀ ଉପସ୍ଥାନ ଖାତାରେ ସେମାନଙ୍କ ଉପସ୍ଥାନ ପକାଇବାକୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି…

ଓମିକ୍ରନ୍‌ ଯୋଗୁ ବେକାରୀ ହାର ୭.୯ ପ୍ରତିଶତ…

ନୂଆଦିଲ୍ଲୀ, ୩।୧ : ଦେଶରେ ବେକାରୀ ହାର ୨୦୨୧ ଡିସେମ୍ବରରେ ୭.୯ ପ୍ରତିଶତ ଛୁଇଁଛି। ଏନେଇ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମଆଇଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କେତେକ ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର…

ଦେଶବାସୀଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ: ନିଜ ଧର୍ମଙ୍କୁ ମାନନ୍ତୁ, ଘୃଣା ଭାଷଣରେ ପଡନ୍ତୁ ନାହିଁ

ଥିରୁଭାନନ୍ତପୁରମ୍‌,୩।୧: ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ଧର୍ମ ଉପରେ ଚାଲିଥିବା ରାଜନୀତିରେ ସୋମବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେଶବାସୀଙ୍କୁ ଏକ ବାର୍ତ୍ତା ଦେଇ ସେ କହିଛନ୍ତି, ଅନ୍ୟର ଧର୍ମକୁ ସମାଲୋଚନା କରିବା ଏବଂ ସମାଜରେ ମତଭେଦ ସୃଷ୍ଟି କରିବାର କୌଣସି ପ୍ରୟାସ…

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ମନ୍ତ୍ରୀ-ଏମ୍‌ପିଙ୍କ ମଧ୍ୟରେ ଯୁକ୍ତିତର୍କ

ବେଙ୍ଗାଲୁରୁ,୩।୧:କର୍ନାଟକର ରାମନଗରରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇଙ୍କ ଉପସ୍ଥିତିରେ ଏକ କାର୍ଯ୍ୟକ୍ରମ ସମୟରେ ରାଜ୍ୟ ମନ୍ତ୍ରୀ ଡ. ସିଏନ ଅଶ୍ୱଥ ନାରାୟଣ ଏବଂ କଂଗ୍ରେସ ଏମ୍‌ପି ଡି.କେ ସୁରେଶଙ୍କ ମଧ୍ୟରେ ଝଗଡା ହୋଇଛି। ଡକ୍ଟର ଭୀମାରାଓ ଆମ୍ବେଦକର ଏବଂ କେମ୍ପେଗୋଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ…

ବାସୁଦେବପୁର ମାଟିରେ ଥାଇ ଆପଲ ବେର୍‌

ପଦ୍ମପୁର,୩।୧: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଆରୁହା ପଞ୍ଚାୟତର ତୁଳମତୁଳା ଗ୍ରାମର କେନାଲ କୂଳରେ ଅଧଏକର ଜମିରେ ହୋଇଛି ବଗିଚା। ଚାରିପଟେ ନିବୁଜ ବାଡ଼ ସାଙ୍ଗକୁ ପକ୍ଷୀ କବଳରୁ ଫସଲକୁ ରକ୍ଷା କରିବା ପାଇଁ ଜାଲ ଘେରାଯାଇଛି। ଲାଲ ଟହ…

ସାମ୍ନାରୁ ଆସୁଥିଲା ଟ୍ରେନ୍‌, ଟ୍ରାକ୍‌ରେ ଶୋଇପଡିଲେ ବ୍ୟକ୍ତି: ଭିଡିଓ ଦେଖିଲେ…

ମୁମ୍ବାଇ,୩।୧:କଥାରେ ଅଛି, ନିମିଷେ ମାତ୍ର ଥିଲେ ପ୍ରାଣ, ନ ନେଇ ଜନ୍ତୁରାଣ। ଏହି ଉକ୍ତିର ସତ୍ୟତା ନିକଟରେ ପ୍ରମାଣିତ ହୋଇଛି। ଜଣେ ବ୍ୟକ୍ତି ଟ୍ରେନ୍‌ ଆସିବା ଦେଖି ଟ୍ରାକ୍‌ ଉପରେ ଛାତି ରଖି ଶୋଇପଡିଥିଲେ। କିନ୍ତୁ ଟ୍ରେନ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି…

ବୁଦ୍ଧିମତ୍ତା ବଢ଼ାଏ ଅଣ୍ଡା

ଅଣ୍ଡାରେ ଅନେକ ପ୍ରକାର ସ୍ବାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ କଥା ସାମିଲ କରାଯାଇଛି। ତାହା ହେଲା ବୁଦ୍ଧିମତ୍ତା। ଅର୍ଥାତ୍‌, ବୁଦ୍ଧିମତ୍ତା ବଢ଼ାଇବାରେ ଅଣ୍ଡାର ଭୂମିକା ରହିଛି। ‘ବୁଦ୍ଧିମତ୍ତା ଓ ଅଣ୍ଡା’ ଶୀର୍ଷକ ବିଷୟକୁ…

ପୁଣି ଫେଲ୍‌ ମାରିଲେ ପୂଜାରା

ଜୋହାନ୍ସବର୍ଗ,୩।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୋହାନ୍ସବର୍ଗର ଓ୍ବାଣ୍ଡରର୍ସ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ କେଏଲ ରାହୁଲ ଭାରତର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବଦଳରେ ଅଧିନାୟକତ୍ୱ କରୁଛନ୍ତି। ରାହୁଲ ହେଉଛନ୍ତି ଭାରତର…

ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ଏମିତି ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦିବ୍ୟା ଦତ୍ତ ସଲମାନ ଖାନଙ୍କ ସହ ନିଜର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ଦିବ୍ୟା ସଲମାନଙ୍କ ସହ ତାଙ୍କର ସାକ୍ଷାତକୁ ମନେ ରଖିଛନ୍ତି। ୪୪ ବର୍ଷର ଦିବ୍ୟା ସଲମାନଙ୍କର ଜଣେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବିକ୍ଷୋଭ

ବଲାଙ୍ଗୀର ଅଫିସ,୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବଲାଙ୍ଗୀର ଜିଲା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ମହାବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରେ ଆଦିବାସୀ କୋଟାରେ ଉଚିତ୍‌ ସଂରକ୍ଷଣ…

ହଂକଂ ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ…

ବେଜିଂ, ୩।୧ : ହଂକଂର ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଏହା ସହିତ ୯୦ ଜଣ ସଦସ୍ୟ ଶପଥ ପାଠ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଲେଗକୋ କମ୍ପ୍ଲେକ୍ସ୍‌ ଚ୍ୟାମ୍ବରରେ ସମ୍ପନ୍ନ…

କନିଷ୍ଠ ଶିକ୍ଷକଙ୍କ ଦରମା ବଢ଼ିଲା

ଭୁବନେଶ୍ୱର,୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri