ବଦଳିବନି ମେଡିକାଲ ପାଠ୍ୟକ୍ରମରେ ଇଡବ୍ଲ୍ୟୁଏସ୍ ମାନଦଣ୍ଡ
ନୂଆଦିଲ୍ଲୀ, ୩।୧: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆର୍ଥତ୍କ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ୍) ଚୟନ ନିମନ୍ତେ ବର୍ତ୍ତମାନର ମାନଦଣ୍ଡ ଚଳିତ ଶିକ୍ଷାବର୍ଷ ଲାଗି କାଏମ ରହିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇଛନ୍ତି। ଇଡବ୍ଲ୍ୟୁଏସ୍ ଚୟନ ପାଇଁ ବାର୍ଷିକ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ମନସ୍ବିନୀ
ଦିଗପହଣ୍ଡି,୩ା୧(ଡି.ଏନ.ଏ.): ମହାଭାରତ ଯୁଦ୍ଧର ବିଭିନ୍ନ କଥାବସ୍ତୁର ପେନ୍ସିଲ ଆର୍ଟ କରି ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜର ଛାତ୍ରୀ ମନସ୍ବିନୀ ନାହାକ ଇଣ୍ଡିଆ ବୁକ୍ ଅଫ ରେକର୍ଡ -୨୦୨୧ରେ ଟାଇଟଲ ହାସଲ କରିଛନ୍ତି। ଦିଗପହଣ୍ଡି ସହର ଆସିକା ରୋଡ୍ ସ୍ଥିତ ଦଣ୍ଡପାଣି…
ଶାଗମାଛ ଦରରେ ଜମି କିଣିବାକୁ ମସୁଧା
ଯାଜପୁର ଅଫିସ,୩ା୧: ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ବାମ ଓ ଡାହାଣ ପାର୍ଶ୍ୱ ସପ୍ତମାତୃକା ମନ୍ଦିର ନିକଟରେ ୨ଟି ଆନିକଟ (ବ୍ୟାରେଜ) ନିର୍ମାଣାଧୀନ ରହିଛି। ଏଥିପାଇଁ ୨୩୬.୬୩ କୋଟି ଟଙ୍କାର ପ୍ରଶାସନିକ ମଞ୍ଜୁରୀ ମିଳିସାରିଛି। ରାଜ୍ୟ ଜଳ ସମ୍ପଦ…
ଜଙ୍ଗଲରେ ବାଘ-ଭାଲୁଙ୍କ ଜୋରଦାର ଲଢ଼େଇ, ଶେଷରେ ଜିତିଲା…
ଅନେକ ପ୍ରାଣୀ ଜଙ୍ଗଲରେ ରୁହନ୍ତି। ସେମାନଙ୍କ ମଧ୍ୟରୁ ବାଘ ସବୁଠୁ ଭୟଙ୍କର। ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ। ଜଙ୍ଗଲରେ ଉଭୟ ବାଘ ଏବଂ ଭାଲୁ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ। ଠିକ୍…
୧୫-୧୮ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା: ୧ ପ୍ରତିଶତ କରିଛନ୍ତି ରେଜିଷ୍ଟ୍ରେଶନ
ନୂଆଦିଲ୍ଲୀ,୩ ।୧: କରୋନା ମହାମାରୀ ସହ ଲଢେଇ କରିବାକୁ ସୋମବାରଠାରୁ ୧୫-୧୮ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବା ଆରମ୍ଭ କରାଯିବ । ସାରା ଦେଶରେ ୧୫-୧୮ ବର୍ଷ ବୟସର ପ୍ରାୟ ୮ କୋଟି ପିଲା ରହିଛନ୍ତି । ଏମାନଙ୍କ ମଧ୍ୟରୁ…
ଆସିଲା କରୋନାର ତୃତୀୟ ଲହର, ଏକ ସପ୍ତାହରେ ୩ ଗୁଣା ସଂକ୍ରମଣ
ନୂଆଦିଲ୍ଲୀ,୩ ।୧: କରୋନାର ସଂକ୍ରମଣକୁ ଦେଖି ପ୍ରାୟ ସମସ୍ତ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଅନ୍ୟ କଟକଣା ବି ଲାଗୁ କରାଯାଇଛି । ଏହାପରେ ବି ଦ୍ରୁତ ଗତିରେ ବଢି ଚାଲିଛି ସଂକ୍ରମଣ । ମହାରାଷ୍ଟ୍ରରେ ଏବେ କରୋନା ବେକାବୁ ହୋଇଥିବା…
୩୨ ହଜାର ସଂକ୍ରମିତ, ଶହେରୁ ଊର୍ଦ୍ଧ୍ୱ ମୃତ୍ୟୁ, ଚିନ୍ତା ବଢାଇଲାଣି କରୋନା
ନୂଆଦିଲ୍ଲୀ,୩ ।୧: କଟକଣା ପରେ ବି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ପଟେ କରୋନା ଅନ୍ୟପଟେ ଓମିକ୍ରନ୍ ସଂକ୍ରମଣ ଏବେ ଦୋବଶସୀଙ୍କୁ ଚିନ୍ତାରେ ପକାଇଦେଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୨ ହଜାରରୁ ଅଧିକ…
ସ୍ବାମୀଙ୍କ ଏହି ଗୁଣକୁ ଆଦୌ ପସନ୍ଦ କରନ୍ତି ନାହିଁ ଦୀପିକା
ବଲିଉଡ୍ର ସବୁଠୁ ରୋମାଣ୍ଟିକ୍ ଯୋଡି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ। ନିଜ ସାଂସାରିକ ଜଞ୍ଜାଳରେ ଯେତେ ବ୍ୟସ୍ତ ରହିଲେ ମଧ୍ୟ ଉଭୟ ପରସ୍ପର ପାଇଁ ସମୟ ବାହାର କରିଦେଇଥାନ୍ତି।…
ଇତିହାସ ରଚିବାକୁ ପଡ଼ିଆକୁ ଓହ୍ଳାଇବ ଭାରତ: ଜାଣନ୍ତୁ କେବେ, କେଉଁଠି ଦେଖିବେ ମ୍ୟାଚ୍
ଓ୍ବାଣ୍ଡର୍ସ,୨।୧:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ସୋମବାର ଠାରୁ ଜୋହାନ୍ସବର୍ଗ ଗ୍ରାଉଣ୍ଡରେ ଖେଳାଯିବ। ଟିମ ଇଣ୍ଡିଆ ଏହି ସିରିଜର ପ୍ରଥମ ମ୍ୟାଚ ଜିତିଛି ଏବଂ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ଜିତିବାକୁ ଚାହୁଁଛି। ଦକ୍ଷିଣ ଆଫ୍ରିକାରେ…
ବିକିଙ୍କ ନାଁରେ ମାମଲା ରୁଜୁ
ନୂଆ ବର୍ଷ ଅଭିନେତା ବିକି କୌଶଲଙ୍କ ପାଇଁ ନୂଆ ଅସୁବିଧା ଆଣିଛି। ଭିକି ଏବଂ ଅଭିନେତ୍ରୀ ସାରା ଅଲି ଖାନ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପରବର୍ତ୍ତୀ ଫିଲ୍ମର ଶୁଟିଂ କରୁଛନ୍ତି। ଫିଲ୍ମରୁ ତାଙ୍କ ଲୁକ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି। ନିକଟରେ…
ବାୟୁ ସେନା ଚପର ଦୁର୍ଘଟଣାର ତଦନ୍ତ ଶେଷ
ନୂଆଦିଲ୍ଲୀ,୨।୧: ଗତ ଡିସେମ୍ବର ୮ ତାରିଖରେ ଘଟିଥିବା ବାୟୁ ସେନା ହେଲିକପ୍ଟର ଦୁର୍ଘଟଣାରେ ଚିଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ୍) ଜେନେରାଲ ବିପିନ ରାଓ୍ବତ ଓ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ବାୟୁ ସେନାର ତଦନ୍ତ…
‘ଯୋଗୀ ଖାଲି ଶ୍ମଶାନ ଖୋଲିଲେ, ଆମେ ସ୍କୁଲ ଖୋଲିବୁ’
ଲକ୍ଷ୍ନୌ,୨।୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ ରବିବାର ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଲକ୍ଷ୍ନୌରେ ଆୟୋଜିତ ମହାରାଲିରେ ତାଙ୍କ ଅଭିଭାଷଣରେ କେଜ୍ରିୱାଲ କହିଛନ୍ତି ଯେ, ଯୋଗୀ ସରକାର ୫ ବର୍ଷରେ କେବଳ…
Archives


