Home

ପୁଅ ପାଇଁ ପୋଲିସ ସାଜିଲେ ଚୋର!

ବେଙ୍ଗାଲୁରୁ,୨୫।୨: ନିକଟରେ କର୍ନାଟକ ପୋଲିସ ଚୋରି ଅପରାଧରେ ଜଣେ ପୂର୍ବତନ ପୋଲିସକୁ ଗିରଫ କରିଛି।ପୁଅ କର୍କଟ ରୋଗରେ ପୀଡିତ ହେବା ପରେ ତାଙ୍କ ଚିକତ୍ସା ପାଇଁ ଅଭିଯୁକ୍ତ ଏହି ଅପରାଧ କରିଥିବା ପୋଲିସ ଏଠାରେ ସୂଚନା ଦେଇଛି। ଗିରଫ ବ୍ୟକ୍ତିଙ୍କ ନାମ…

ମେଶିନ୍‌ ଗନ୍‌ରେ ଭିଡିଓ ଶୁଟ୍‌ କରୁଥିଲେ ଯୁବତୀ, ହଠାତ୍‌ ଟ୍ରିଗରରେ ବାଜିଗଲା ହାତ; ଆଉ ତା’ ପରେ…

ମେକ୍ସିକୋ,୨୫ା୨: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଠି ଲୋକମାନେ ନିଜର ଜୀବନଶୈଳୀଠୁ ଆରମ୍ଭ କରି ପ୍ରତ୍ୟେକ କଥା ଶେୟାର କରିଥାନ୍ତି। ଏହା ଏବେ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଗଲାଣି। କିନ୍ତୁ ମେକ୍ସିକୋର ଜଣେ ଯୁବତୀଙ୍କ ପାଇଁ ସୋସିଆଲ ମିଡିଆରେ ଭିଡିଓ…

କମିବାର ନାଁ ନେଉନାହିଁ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩ ହଜାର ୧୬୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୦୨ଙ୍କ ମୃତ୍ୟୁ ଘଟିଛି।…

ଆଜି ସାନି ମତଦାନ

ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଉନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ପୁନଃ ମତଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡା। ଆଜି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା…

ମୁଣ୍ଡରେ ହାତ ପିଟିଲେ ରାହୁଲ ଦ୍ରାବିଡ୍‌

ଲକ୍ଷ୍ନୌ,୨୫।୨: ପ୍ରଥମ ଟି -୨୦ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୨ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତର ବ୍ୟାଟ୍ସମ୍ୟାନ ଏବଂ ବୋଲରମାନେ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଏଥିସହ ଭାରତ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୧-୦ର ଅଗ୍ରଣୀ ହାସଲ…

ଆଜି ରାଜ୍ୟରୁ ୩୪୫ ଆକ୍ରାନ୍ତ ଚିହ୍ନଟ, ଯାଜପୁରରୁ ସର୍ବାଧିକ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୩୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୪,୩୨୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦୨ ଜଣ ଚିହ୍ନଟ ହୋଇଥିବା…

ଆଗାମୀ ୯୬ ଘଣ୍ଟା ମଧ୍ୟରେ କ୍ୱିଭ୍‌କୁ କବଜା କରିପାରେ ରୁଷିଆ, ଏକ ସପ୍ତାହ ମଧ୍ୟରେ ଭାଙ୍ଗିପାରେ ୟୁକ୍ରେନ୍ ସରକାର!

ମସ୍କୋ/କ୍ୱିଭ/ୱାଶିଂଟନ,୨୫ ।୨: ରୁଷିଆ-ୟୁକ୍ରେନ ଯୁଦ୍ଧ ବିଭିଷିକା ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ରୁଷିଆ ସେନା ଦ୍ୱାରା ୟୁକ୍ରେନର ବହୁ ଅଞ୍ଚଳ କବଜା କରାଯିବା ସହ ଅନେକ ଲୋକଙ୍କ ଜୀବନ ଗଲାଣି । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ରୁଷିଆର ଆକ୍ରମଣ…

କ୍ୱିଭ୍‌ରେ ବଡ଼ ବିସ୍ଫୋରଣ କଲା ରୁଷିଆ

କ୍ୱିଭ୍‌,୨୫।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗମ୍ଭୀର ରୂପ ନେଇଛି। ରୁଷିଆ ସେନା ଦ୍ୱାରା ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଶୁକ୍ରବାର ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ରୁଷିଆ ଆକ୍ରମଣ କରିଛି। ସକାଳ ୪ ଟାରୁ (ସ୍ଥାନୀୟ ସମୟ)…

ୟୁକ୍ରେନ ସଙ୍କଟକୁ ନେଇ ହ୍ୱାଇଟ ହାଉସ ବାହାରେ ପ୍ରଦର୍ଶନ

ୱାଶିଂଟନ,୨୫ ।୨: ବେଳକୁ ବେଳ ଗମ୍ଭିର ହେଉଛି ରୁଷିଆ-ୟୁକ୍ରେନ ଯୁଦ୍ଧ । ଦ୍ୱିତୀୟ ଦିନରେ ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭରେ ବଡ ଧରଣର ବିସ୍ଫୋରଣ କରିଛି । ଏହାକୁ ବିରୋଧ କରି ଆମେରିକାରେ ବିରୋଧ ପ୍ରଦର୍ଶନ କରାଯାଇଛି । ରୁଷିଅ-ୟୁକ୍ରେନ ସଙ୍କଟକୁ…

ଆନନ୍ଦ ସୁବ୍ରମଣ୍ୟମ ଗିରଫ

ଚେନ୍ନାଇ,୨୫।୨: ନ୍ୟାଶନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନଏସଇ) ସ୍କାମରେ ସିବିଆଇ ଆନନ୍ଦ ସୁବ୍ରମଣ୍ୟମଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଚେନ୍ନାଇରୁ ତାଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ସକାଳେ ସିବିଆଇ ଅଧିକାରୀ ସୂଚନା ଦେଇଛନ୍ତି। କିଛି ବର୍ଷ ତଳେ ଏନଏସଇରେ ହୋଇଥିବା ସ୍କାମରେ ଏହା…

ଘରୋଇକରଣ ପରେ ବି ସୁଧାର ନାହିଁ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ପରିମଳ ବ୍ୟବସ୍ଥା ଘରୋଇକରଣ ହେଲା ପରେ ବି ଉପଯୁକ୍ତ ସେବା ମିଳୁନାହିଁ। ପରିମଳ ବ୍ୟବସ୍ଥାରେ ଯେଉଁ ସୁଧାର ଆସିବ ବୋଲି କୁହାଯାଉଥିଲା ତାହା ଫଳପ୍ରଦ ହୋଇନାହିଁ। ୧୪ ଓ ୧୫ ନଂ. ୱାର୍ଡରେ ଆବର୍ଜନା ପାଇଁ…

ୟୁକ୍ରେନର ଚେର୍ନୋବିଲ ନ୍ୟୁକ୍ଲିୟର ପ୍ଲାଣ୍ଟକୁ କବଜା କଲା ରୁଷିଆ!

କ୍ୱିଭ୍‌,୨୫ ।୨: ରୁଷିଆ ସମ୍ପୂର୍ଣ୍ଣ ଭାବେ ଆକ୍ରମଣ ଢଙ୍ଗରେ ୟୁକ୍ରେନ୍ ଉପରେ ଆକ୍ରମଣ କରି ଚାଲିଛି । ୟୁକ୍ରେନର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରୁଷିଆ ମିଶାଇଲ ଆକ୍ରମଣ କରିଥିବା ବେଳେ ଏଥିରେ ସେନାଙ୍କ ସମେତ ପ୍ରଥମ ଦିନରେ ପାଖାପାଖି ୧୩୭ ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?