ଶତ୍ରୁତାକୁ ସମାପ୍ତ ପାଇଁ ରୁଷିଆକୁ ଆଲୋଚନା କରିବାକୁ ପଡ଼ିବ: ଜେଲେନ୍ସ୍କି
କ୍ୱିଭ,୨୫।୨: ୟୁକ୍ରେନରେ ରୁଷିଆ ଆକ୍ରମଣର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଭୟଙ୍କର ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ୟୁକ୍ରେନର ରାଜଧାନୀ କ୍ୱିିଭ ସମେତ ଅନେକ ସହରରେ ରୁଷିଆ ସୈନ୍ୟ ପ୍ରବେଶ କରିଛନ୍ତି। ସୂଚନା ଅନୁସାରେ ରୁଷିଆ ସୈନ୍ୟ ବର୍ତ୍ତମାନ ସୁମି…
ୟୁକ୍ରେନ୍ ଯବାନଙ୍କ ଭାବପ୍ରବଣ ଭିଡିଓ ଭାଇରାଲ: ଦେଖନ୍ତୁ ଭିଡିଓ
କ୍ୱିଭ୍,୨୫।୨: ଆଜି ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଦ୍ୱିତୀୟ ଦିନ। ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ବଢୁଥିବା ତିକ୍ତତା ବିଶ୍ୱର ଚିନ୍ତା ବଢାଇ ଦେଇଛି। ଏହି ସମୟରେ ସୋସିଆଲ ମିଡିଆରେ…
ଯୁଦ୍ଧ କ୍ଷେତ୍ରକୁ ଯିବା ପୂର୍ବରୁ ଝିଅକୁ ଆଲିଙ୍ଗନ କରି ଭାବପ୍ରବଣ ହେଉଛନ୍ତି ୟୁକ୍ରେନ୍ ଯବାନ: ଭିଡିଓ ଭାଇରାଲ
କ୍ୱିଭ୍,୨୫ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଯୁଦ୍ଧ ଘୋଷଣା ହେବା ପରେ ଗୁରୁବାର ଅର୍ଥାତ୍ ୨୪ ଫେବୃୟାରୀରେ ରୁଷିଆ ପ୍ରଥମେ ୟୁକ୍ରେନ ଉପରେ ଆକମଣ ଆରମ୍ଭ କରି ଦେଇଛି । ଏହି ସମୟରେ ୟୁକ୍ରେନର ବିଭିନ୍ନ ସ୍ଥାନରେ ରୁଷିଆ…
ଶାହିଦଙ୍କୁ ପ୍ରଥମେ ଦେଖି ଡରିଯାଇଥିଲେ ମୀରା
ବଲିଉଡ୍ ଅଭିନେତା ଶାହିଦ କପୁର ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର ପରିଶ୍ରମ ଏବଂ ଦକ୍ଷତା ଆଧାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ଏକ ରୋମାଣ୍ଟିକ୍ ହିରୋ ଭାବେ ଗଣାଯାଏ। ୨୫ ଫେବୃୟାରୀ ୧୯୮୧ରେ ଦିଲ୍ଲୀରେ ଜନ୍ମଗ୍ରହଣ…
ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ସମସ୍ତ ମୃତକ ଗୋଟିଏ ଜିଲାର
ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୭ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 1.A 28 years old Male of Baragarh District who was…
ଦ୍ୱିତୀୟ ଦିନରେ ରାଜଧାନୀ ଉପରେ ମିସାଇଲ ବର୍ଷା
ନୂଆଦିଲ୍ଲୀ,୨୫।୨: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ବଡ଼ ସାମରିକ କାର୍ଯ୍ୟନୁଷ୍ଠାନ ଦେଖୁଛି ୟୁରୋପ। ପୂର୍ବତନ ସୋଭିଏଟ୍ ରାଜ୍ୟ ଉପରେ ରୁଷିଆର ସ୍ଥଳ, ସମୂଦ୍ର ଓ ବାୟୁ ସେନା ଲଗାତାର ମିସାଇଲ ମାଡ କରିଛନ୍ତି। ଯୁଦ୍ଧର ପ୍ରଥମ ଦିନ ଅତିକମ୍ରେ ୧୩୭ ୟୁକ୍ରେନିଆନ୍ସଙ୍କ…
ଖେଳିବାକୁ ଯାଇ ଫେରିନାହାନ୍ତି ଦ୍ୱିତୀୟ ଶ୍ରେଣୀ ଛାତ୍ର, ବଳି ସନ୍ଦେହ
ହାଟଡିହୀ,୨୫ା୨(ଡି.ଏନ୍.ଏ.): କେନ୍ଦୁଝର ଜିଲା ସୋସୋ ଥାନା ରୁଗୁଡ଼ିଆ(ଖଣି ବଜାର) ଗ୍ରାମର ଜଣେ ଦିତୀୟ ଶ୍ରେଣୀ ଛାତ୍ର ଖେଳିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି। ବାପା ବିଜୟ ପୂର୍ତ୍ତିଙ୍କର ଗତ ୪ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ମା’ ଅନ୍ୟତ୍ର ପଳାଇ…
ଷ୍ଟ୍ରଙ୍ଗ୍ରୁମ୍ ବାହାରେ ପଡ଼ିଛି ଭୋଟ୍ କାଗଜ, ଫଳାଫଳକୁ ନେଇ ଆଶଙ୍କାରେ ଜନସାଧାରଣ
କେନ୍ଦ୍ରାପଡ଼ା ଅଫିସ,୨୫ା୨: କେନ୍ଦ୍ରାପଡ଼ା ବ୍ଲକର ଷ୍ଟ୍ରଙ୍ଗରୁମ୍ ବାହାରେ ଭୋଟ୍ କାଗଜ ପଡ଼ିଛି। ଶୁକ୍ରବାର ଏପରି ଘଟଣା କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ହୋଇଥିବା ବ୍ଲକର ଷ୍ଟ୍ରଙ୍ଗରୁମ ନିକଟରେ ଦେଖିବାକୁ ମିଳିଛି। ଫଳରେ ଚଳିତ ନିର୍ବାଚନ ଫଳାଫଳକୁ ନେଇ ସ୍ଥାନୀୟ ଜନସାଧାରଣ ଆଶଙ୍କା ପ୍ରକଟ…
ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ଭାବପ୍ରବଣ ବାର୍ତ୍ତା: ଲଢେଇରେ ସମସ୍ତେ ହାତ ଛାଡିଦେଲେ
କ୍ୱିଭ୍,୨୫।୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନରେ ଏକ ଭୟଙ୍କର ଯୁଦ୍ଧ ଚାଲିଛି। ଚାରିଆଡେ ଭୟ ଏବଂ ବିନାଶର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟରେ, ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡିମିର୍ ଜେଲେନସ୍କି ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି- ଯୁଦ୍ଧରେ ସମସ୍ତେ…
ଏଟିଏମ୍ ଲୁଟ୍ ପରେ ଜାଳିଦେଲେ
ବାଲେଶ୍ୱର ଅଫିସ,୨୫ା୨: ବାଲେଶ୍ୱର ଜିଲା ବସ୍ତା ଥାନା ରାଜଘାଟର ପବନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଏଟିଏମ ଲୁଟ୍ ପରେ ଗୁରୁବାର ରାତିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ଗ୍ୟାସ୍ କଟର ପଡ଼ିଛି। ପୋଲିସ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପହଞ୍ଚି…
ପୁଅ ପାଇଁ ପୋଲିସ ସାଜିଲେ ଚୋର!
ବେଙ୍ଗାଲୁରୁ,୨୫।୨: ନିକଟରେ କର୍ନାଟକ ପୋଲିସ ଚୋରି ଅପରାଧରେ ଜଣେ ପୂର୍ବତନ ପୋଲିସକୁ ଗିରଫ କରିଛି।ପୁଅ କର୍କଟ ରୋଗରେ ପୀଡିତ ହେବା ପରେ ତାଙ୍କ ଚିକତ୍ସା ପାଇଁ ଅଭିଯୁକ୍ତ ଏହି ଅପରାଧ କରିଥିବା ପୋଲିସ ଏଠାରେ ସୂଚନା ଦେଇଛି। ଗିରଫ ବ୍ୟକ୍ତିଙ୍କ ନାମ…
ମେଶିନ୍ ଗନ୍ରେ ଭିଡିଓ ଶୁଟ୍ କରୁଥିଲେ ଯୁବତୀ, ହଠାତ୍ ଟ୍ରିଗରରେ ବାଜିଗଲା ହାତ; ଆଉ ତା’ ପରେ…
ମେକ୍ସିକୋ,୨୫ା୨: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍ଫର୍ମ ଯେଉଁଠି ଲୋକମାନେ ନିଜର ଜୀବନଶୈଳୀଠୁ ଆରମ୍ଭ କରି ପ୍ରତ୍ୟେକ କଥା ଶେୟାର କରିଥାନ୍ତି। ଏହା ଏବେ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଗଲାଣି। କିନ୍ତୁ ମେକ୍ସିକୋର ଜଣେ ଯୁବତୀଙ୍କ ପାଇଁ ସୋସିଆଲ ମିଡିଆରେ ଭିଡିଓ…

