ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍…
କରାଚି, ୧୬।୧: ପାକିସ୍ତାନରେ ଏକ ଗୁପ୍ତ ଅସ୍ତ୍ରଶସ୍ତ୍ର ଗୋଦାମର ପର୍ଦ୍ଦାଫାଶ୍ ହୋଇଛି। ଏଠାରେ ଆଣ୍ଟି ଏୟାର କ୍ରାଫ୍ଟ ଗନ୍, ଷ୍ଟେନ୍ ଗନ୍, ରିଭରବଲ ଏବଂ ବିପୁଳ ପରିମାଣର ଗୁଳି ଜବତ ହୋଇଛି। ୧୨ ବର୍ଷ ତଳେ ଏସବୁ ଅସ୍ତ୍ରଶସ୍ତ୍ରକୁ ମାଟିରେ ପୋତି…
ଏମ୍ସିଡି ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଯୋଜନା, ଝୁମ୍ପୁଡ଼ି ବସ୍ତିରେ ଖୋଲିବ ନମୋ ସେବା କେନ୍ଦ୍ର…
ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ(ଏମ୍ସିଡି) ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ରାଜଧାନୀର ଝୁମ୍ପୁଡ଼ି ବସ୍ତିରେ ନମୋ ସେବା କେନ୍ଦ୍ର ଖୋଲିବାକୁ ଯୋଜନା କରାଯାଉଛି। ରବିବାର ଦଳର ନେତାମାନେ ଏନେଇ ସୂଚନା ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକଙ୍କ…
ନିର୍ବାଚନ ଫିକା ଫିକା, ଆସିବେନି ଷ୍ଟାର ପ୍ରଚାରକ !…
ଲକ୍ଷ୍ନୌ, ୧୬।୧: ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଉତ୍ତରପ୍ରଦେଶକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଛକାପଞ୍ଝା ଚାଲିଛି। ତେବେ ଚଳିତ ବିଧାନସଭା ନିର୍ବାଚନ ସମ୍ପୂର୍ଣ୍ଣ ଫିକା ଫିକା ହେବାର ଆଶଙ୍କା…
ଟିକାର ଉଭୟ ଡୋଜ୍ ନେଇଛନ୍ତି ୭୦ ପ୍ରତିଶତ ଭାରତୀୟ…
ନୂଆଦିଲ୍ଲୀ, ୧୬।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି। ଇତିମଧ୍ୟରେ ଗତ ଏକ ବର୍ଷରେ ଦେଶର ୬୯.୮ ପ୍ରତିଶତ ଜନ ସଂଖ୍ୟା ଟିକାର ଉଭୟ ଡୋଜ୍ ନେଇ ସାରିଛନ୍ତି। ସେହିପରି ଦେଶର ୯୩…
ନିଷାଦ ପାର୍ଟି ୧୫ ଆସନରେ ଲଢ଼ିବ ବିଧାନସଭା ନିର୍ବାଚନ…
ଲକ୍ଷ୍ନୌ, ୧୬।୧: ଉତ୍ତରପ୍ରଦେଶରେ ଭାଜପା ମେଣ୍ଟରେ ନିଷାଦ ପାର୍ଟି ୧୫ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ଏନେଇ ପାର୍ଟି ଅଧ୍ୟକ୍ଷ ସଞ୍ଜୟ ଦିଷାଦ ସୂଚନା ଦେଇଛନ୍ତି। ଭାଜପାର ଶୀର୍ଷ ନେତାଙ୍କ ସହିତ ସୋମବାର ଦିଲ୍ଲୀଠାରେ ଆଲୋଚନା ପରେ…
ଦୁଇ ମହାମାରୀ ସହିତ ଲଢୁଛି ପୃଥିବୀ…
ନୂଆଦିଲ୍ଲୀ, ୧୬।୧: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୈଜ୍ଞାନିକମାନେ ଏହି ଭୂତାଣୁର ପ୍ରକୃତି ଏବଂ ପରିବର୍ତ୍ତନ ବିଷୟରେ ନିରନ୍ତର ଗବେଷଣା ଜାରି ରଖୁଛନ୍ତି। ଏପରିସ୍ଥଳେ ଖ୍ୟାତିସମ୍ପନ୍ନ ଭିରୋଲୋଜିଷ୍ଟ ତଥା ଇଣ୍ଡିଆନ କାଉନସିଲ ଅଫ…
ବସ୍ ଚଳାଉଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ଚାଳକ, ମହିଳା ଯାତ୍ରୀ ଚଳାଇଲେ ବସ୍
ପୁଣେ,୧୬ା୧: ପୁଣେରେ ଏବ ବସ୍ ଦ୍ରୁତ ବେଗରେ ଚଳାଉଥିବାବେଳେ ଚାଳକ ଜଣକ ହଠାତ୍ ବେହୋସ ହୋଇପଡ଼ିଥିଲେ। ଯେଉଁଥିପାଇଁ ବସ୍ଟି ଅନିୟନ୍ତ୍ରିତ ହୋଇପଡ଼ିଥିଲା। ଫଳରେ ବସ୍ରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ। କିନ୍ତୁ ଏହି ଯାତ୍ରୀମାନଙ୍କ ମଧ୍ୟରେ ବସିଥିବା ଜଣେ ମହିଳା ଆଶ୍ଚର୍ଯ୍ୟଜନକ…
କ୍ୟାଟ୍ରିନାଙ୍କ ସନ୍ଡେ ସେଲ୍ଫି
ମୁମ୍ବାଇ: ବଲିଉଡ କୁଇନ କ୍ୟାଟ୍ରିନା କୈଫ ନିକଟରେ ବିବାହ କରିଥିବା ବେଳେ ସବୁବେଳେ ତାଙ୍କୁ ନେଇ କିଛି ନା କିଛି ଗସିପ୍ ଶୁଣିବାକୁ ମିଳୁଛି । ବିବାହ ପରେ କ୍ୟାଟ୍ରିନାଙ୍କ ପତି ଭିକ୍କି କୌଶଳ ସାରା ଅଲି ଖାଁଙ୍କ ସହ ଫିଲ୍ମ…
ସ୍କୁଲ ବନ୍ଦକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ
ନୂଆଦିଲ୍ଲୀ,୧୬ା୧: କରୋନା ମହାମାରୀ ମଧ୍ୟରେ ସ୍କୁଲ ବନ୍ଦକୁ ନେଇ ବିଶ୍ୱ ବ୍ୟାଙ୍କ ଶିକ୍ଷା ନିର୍ଦ୍ଦେଶକ ଜେମ୍ ସାଭେଦ୍ରା ଅନେକ ପ୍ରଶ୍ନ ଉଠାଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ସ୍କୁଲ ଖୋଲିବା ପାଇଁ ପିଲାମାନଙ୍କର ଟିକାକରଣକୁ ଅପେକ୍ଷା କରିବାର କୌଣସି ଅର୍ଥ ନାହିଁ…
କୋହଲି ଅଧିନାୟକ ପଦ ଛାଡ଼ିବା ପରେ ଏମିତି ପୋଷ୍ଟ କଲେ ଅନୁଷ୍କା
ମୁମ୍ବାଇ: ବେଶ୍ କିଛିଦିନ ଧରି ଭାରତୀୟ କ୍ରିକେଟ ଟିମ୍ର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଯାତ୍ରା ଉତ୍ଥାନ ପତ୍ତନ ଦେଇ ଗତି କରୁଥିଲା। ଏତେ କମ୍ ସମୟ ମଧ୍ୟରେ ୭୦ରୁ ଅଧିକ ଶତକ ସ୍କୋର କରିଥିବା ବିରାଟ ଦୀର୍ଘ ସମୟ ଧରି…
ରାଜଧାନୀରେ ସଂକ୍ରମଣକୁ ରୋକିଲା ସପ୍ତାହନ୍ତ କର୍ଫ୍ୟୁ, କହିଲେ ସ୍ବାସ୍ଥ୍ୟମନ୍ତ୍ରୀ…
ନୂଆଦିଲ୍ଲୀ, ୧୬।୧: ରାଜଧାନୀ ଦିଲ୍ଲୀରେ ଦୈନିକ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏପରିସ୍ଥଳେ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ସପ୍ତାହନ୍ତ କର୍ଫ୍ୟୁ ଏବଂ କଡ଼ା କଟକଣା ଲାଗୁ ହେବା ଯୋଗୁ କରୋନା ମହାମାରୀ ସଂକ୍ରମଣ କମିବାରେ…
ମୁଖ୍ୟମନ୍ତ୍ରୀଙ୍କ ବାୟୋପିକରେ ନଜର ଆସିବେ ସହଦେବ
ମୁମ୍ବାଇ: ବଚପନ କା ପ୍ୟାର ଗୀତ ଗାଇ ରାତାରାତି ଷ୍ଟାର ପାଲଟିଥିବା ଛତିଶଗଡ଼ର ଶିଶୁ ମହାଦେବ ଏବେ ଅଭିନୟ ଦୁନିଆରେ ପାଦ ରଖିବେ ବୋଲି ଜଣାପଡିଛି । ସହଦେବଙ୍କର ଏବେ ବହୁ ପ୍ରଶଂସକ ହୋଇଯାଇଥିବା ବେଳେ ଏବେ ସେ ଚଳଚ୍ଚିତ୍ରରେ କାମ…
Archives


