ମେଶିନ୍‌ ଗନ୍‌ରେ ଭିଡିଓ ଶୁଟ୍‌ କରୁଥିଲେ ଯୁବତୀ, ହଠାତ୍‌ ଟ୍ରିଗରରେ ବାଜିଗଲା ହାତ; ଆଉ ତା’ ପରେ…

ମେକ୍ସିକୋ,୨୫ା୨: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଠି ଲୋକମାନେ ନିଜର ଜୀବନଶୈଳୀଠୁ ଆରମ୍ଭ କରି ପ୍ରତ୍ୟେକ କଥା ଶେୟାର କରିଥାନ୍ତି। ଏହା ଏବେ ବ୍ୟବସାୟର ମାଧ୍ୟମ ମଧ୍ୟ ପାଲଟିଗଲାଣି। କିନ୍ତୁ ମେକ୍ସିକୋର ଜଣେ ଯୁବତୀଙ୍କ ପାଇଁ ସୋସିଆଲ ମିଡିଆରେ ଭିଡିଓ ଶୁଟ୍‌ ମହଙ୍ଗା ପଡ଼ିଛି।

ମେକ୍ସିକୋର ସିନାଲୋଆର ଗୁଆସେଭ୍‌ର ୨୨ ବର୍ଷୀୟା ୟାସିମିନ ଏସ୍‌ମେରାଲାଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯୁବତୀ ଜଣଙ୍କ ତାଙ୍କ ଜେଜେମା’ଙ୍କ ଘରେ ଥିଲେ। ଜେଜେମା’ଙ୍କ ଘରେ ଏକ ମେଶିନ ଗନ୍‌ ଥିବା ସେ ଦେଖିଥିଲେ। ତେଣୁ ସେ ତାଙ୍କ ଟିକ୍‌ଟକ୍‌ ପାଇଁ ଏକ ଭିଡିଓ ପ୍ରସ୍ତୁତ କରିବାକୁ ଯୋଜନା କରିଥିଲେ।

ସେ ଏକ ଭିଡିଓ କରିବା ସମୟରେ ବନ୍ଧୁକର ଟ୍ରିଗର ଚାପି ହୋଇଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ବୃଦ୍ଧାଙ୍କ ଘରେ ପହଞ୍ଚିଥିଲା। ସେ କାହିଁକି ଘରେ ମେଶିନ୍‌ ଗନ୍‌ ରଖିଥିଲେ ସେ ନେଇ ଅଧିକ ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି: ପୋଲିସ ଗାଡ଼ି ଭଙ୍ଗାରୁଜା

ଢାକା,୭ା୮: ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଏଠାରେ ତୈଳ ଦର ବୃଦ୍ଧି ପାଇବାରୁ ଶ୍ରୀଲଙ୍କା...

୩ ସନ୍ତାନ ଜନ୍ମ କଲେ ମିଳିବ ଟଙ୍କା

ବେଜିଂ, ୨୦।୮: ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅଣାଯାଇଥିବା ୩ ସନ୍ତାନ ନୀତିକୁ ଶୁକ୍ରବାର ଚାଇନା ଜାତୀୟ ବ୍ୟବସ୍ଥାପକ ସଭା ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛି।...

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଅନୱର-ଉଲ-ହକ

ଇସଲାମାବାଦ,୧୪।୮: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର ସିନେଟର ଅନୱର-ଉଲ-ହକ କକରଙ୍କୁ ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି। ଏଭଳି ପରିସ୍ଥିତିରେ...

ଟୁଇଟର ସିଇଓ ପରାଗ ଅଗ୍ରୱାଲଙ୍କ ପତ୍ନୀ ବିନିତାଙ୍କୁ ମସ୍କ ଦେଇ ପାରନ୍ତି ବଡ ଦାୟିତ୍ୱ

କାଲିଫର୍ନିଆ,୭ ।୫: ଟୁଇଟରର ନୂଆ ମାଲିକ ହେବାକୁ ଯାଉଥିବା ଏଲନ ମସ୍କ ଏଥିରେ ୪୪ ଅରବ ଡଲାର ଡିଲ କରିଛନ୍ତି । ନ୍ୟୁଜ ଏଜେନ୍ସି ବ୍ଲୁମବର୍ଗର...

ଶାହବାଜ ସରିଫଙ୍କ ହଁରେ ହଁ କହୁଛନ୍ତି ମେହବୁବା…

ଶ୍ରୀନଗର, ୨୪।୯ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ହଁରେ ହଁ କହୁଥିବାର ଦେଖିବାକୁ...

ୟୁକ୍ରେନକୁ ୮୦ କୋଟି ଡଲାର ସେନା ସହାୟତା ଯୋଗଇଦେବ ଆମେରିକା

ୱାଶିଂଟନ,୨୨ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଆମେରିକା ଓ ଅନ୍ୟ ପାଶ୍ଚ୍ୟାତ ଦେଶର ସମର୍ଥନ ଲଗାତାର ମିଳି ଚାଲିଛି । ଏବେ ଆମେରିକା ରାଷ୍ଟ୍ରପତି...

ଟ୍ରେନିଂ ଡ୍ରିଲ ସମୟରେ ଏୟାରକ୍ରାପ୍ଟ କ୍ରାସ, ୩ ଆମେରିକା ସେନାଙ୍କ ମୃତ୍ୟୁ

କାନବେରା,୨୭।୮: ଅଷ୍ଟ୍ରେଲିଆର ପୂର୍ବାଞ୍ଚଳରେ ସ୍ଥିତ ତିବି ଦ୍ୱିପରେ ରବିବାର ସକାଳେ ଏକ ଏୟାରକ୍ରାପ୍ଟ କ୍ରାସରେ ୩ ଆମେରିକୀୟ ସେନାଙ୍କ ମୃତ୍ୟୁ ହୋଇଛି। ଏହାସହ ୧୨ ଅନ୍ୟ...

ଆମେରିକା-ମେକ୍ସିକୋ ସୀମାରେ ପ୍ରବାସୀମାନଙ୍କୁ ରୋକିବା ପ୍ରସଙ୍ଗ: ବାଇଡେନ ପ୍ରଶାସନ ଟେକ୍ସାସ ଗଭର୍ନରଙ୍କ ବିରୋଧରେ ଦାଏର କଲେ ମାମଲା…

ଓ୍ବାଶିଂଟନ,୨୫।୭ : ପ୍ରବାସୀମାନଙ୍କୁ ଆମେରିକା-ମେକ୍ସିକୋ ସୀମା ଅତିକ୍ରମ ନ କରିବା ପାଇଁ ରିଓ ଗ୍ରାଣ୍ଡେ ନଦୀରେ ଟେକ୍ସାସ ଲଗାଇଥିବା ଏକ ଭାସମାନ ପ୍ରତିବନ୍ଧକ ଉପରେ ଆମେରିକା...

Advertisement
Archives

Model This Week