ଆଫଗାନିସ୍ତାନକୁ ସହାୟତାର ହାତ ବଢ଼ାଇଲା ନେପାଳ
କାଠମାଣ୍ଡୁ,୧୬ା୧: ଭାରତ ସହିତ ପଡ଼ୋଶୀ ଦେଶ ନେପାଳ ଆଫଗାନିସ୍ତାନକୁ ସହାୟତା ପଠାଇଛି। ଗତବର୍ଷ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଥିଲା। ସେବେଠାରୁ ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ନେପାଳର ବୈଦେଶିକ ମନ୍ତ୍ରୀ ଡକ୍ଟର ନାରାୟଣ ଖଡ୍ଡା…
ଗୋଆ ନିର୍ବାଚନ: ୧୦-୧୫ ଆସନରେ ନିର୍ବାଚନ ଲଢିବ ଶିବସେନା, ଏନ୍ସିପି ସହ କରିବ ମେଣ୍ଟ
ମୁମ୍ବାଇ,୧୬ ।୧: ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଓ ଏନ୍ସିପି ଏକାଠି ମିଶି ନିର୍ବାଚନ ଲଢିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୧୮ ଜାନୁୟାରୀରେ ଆସନ ବୁଝାମଣାକୁ ନେଇ ଚର୍ଚ୍ଚା କରାଯିବ । ଗୋଆରେ ଶିବସେନା ୧୦-୧୫ ଆସନରେ…
ବ୍ୟକ୍ତିଗତ ଭାବେ ଏହା ମୋ ପାଇଁ ଦୁଃଖଦ ଦିନ: ଶାସ୍ତ୍ରୀ
ନୂଆଦିଲ୍ଲୀ,୧୬।୧: ୨୦୧୫ରୁ ଭାରତୀୟ ଟେଷ୍ଟ ଦଳର ନେତୃତ୍ୱ ନେଇଆସୁଥିବା ବିରାଟ କୋହଲି ଶନିବାର ହଠାତ୍ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ପ୍ରଶଂସକ। ଏନେଇ ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଟୁଇଟ୍…
ପ୍ରେମିକଙ୍କୁ ଫସାଇବା ପାଇଁ ୩୦ ଫେକ୍ ଆକାଉଣ୍ଟ ଖୋଲିଥିଲେ ପ୍ରେମିକା, ପରେ ଯାହା ଘଟିଲା ଜାଣିଲେ…
ପ୍ରେମିକ ହୁଅନ୍ତୁ କି ପ୍ରେମିକା। ଏମାନଙ୍କ ମଧ୍ୟରୁ ଯଦି କେହି ପ୍ରେମରେ ବିଫଳ ହେଲେ ତେବେ ରାଗ ଶୁଝାଇବା ପାଇଁ କିଏ କେତେ କ’ଣ ଉପାୟ ପାଞ୍ଚିଥାନ୍ତି। ଠିକ୍ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ତାଙ୍କ…
କୋହଲିଙ୍କ ନିଷ୍ପତ୍ତି ଆଶ୍ଚର୍ଯ୍ୟ କଲା: ରୋହିତ
ନୂଆଦିଲ୍ଲୀ,୧୬।୧: ଭାରତର ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନେଇ ହଠାତ୍ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି ବିରାଟ କୋହଲି। ଅନ୍ୟମାନଙ୍କ ଭଳି ତାଙ୍କ ସାଥୀ ଖେଳାଳି ତଥା ଦଳର ଟି-୨୦ ଓ ଦିନିକିଆ ଅଧିନାୟକ ରୋହିତ ଶର୍ମା ଏହାକୁ ନେଇ ଆଶ୍ଚର୍ଯ୍ୟ…
କରୋନା ମୃତ୍ୟୁ ସଂଖ୍ୟା ୧୭ ଲକ୍ଷ, ସରକାରୀ ରିପୋର୍ଟ ମାତ୍ର ୪ ହଜାର…
ବେଜିଂ, ୧୬।୧ : ଚାଇନା ସରକାର କରୋନା ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଜଣେ ବିଶ୍ଳେଷକ ଦାବି କରିଛନ୍ତି ଯେ ଚାଇନାରେ କରୋନା ମହାମାରୀ ମୃତ୍ୟୁ ସଂଖ୍ୟା ସରକାରୀ ତଥ୍ୟଠାରୁ ଢ଼େର ଅଧିକ। ଏହା ସରକାରୀ ରିପୋର୍ଟରେ ପ୍ରକାଶିତ…
ନିର୍ବନ୍ଧ ପରେ ବି ସମ୍ପର୍କରେ ଫାଟ: ଚର୍ଚ୍ଚାରେ ଅବିନାଶଙ୍କ ବ୍ରେକ୍ଅପ୍
ବମ୍ବେ: ପ୍ରେମିକା ପଲକ ପୁରସଓ୍ବାନୀଙ୍କ ସହ ବ୍ରେକ୍ଅପ୍ କରିଛନ୍ତି ଟେଲିଭିଜନ ଅଭିନେତା ଅବିନାଶ ସଚଦେବ। ଉଭୟ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ୨୦୨୧ ଜାନୁୟାରୀରେ ସେମାନଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। ହେଲେ ସମ୍ପର୍କ ଆଉ ପାଦେ ଆଗେଇବା ପରିବର୍ତ୍ତେ…
ଜାନୁୟାରୀ ୨୩ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ, ସରକାରଙ୍କ ଘୋଷଣା…
ଲକ୍ଷ୍ନୌ, ୧୬।୧: କରୋନା ମହାମାରୀ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉତ୍ତରପ୍ରଦେଶ ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ଜାନୁୟାରୀ ୨୩ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାନୁୟାରୀ ୧୬ ପର୍ଯ୍ୟନ୍ତ…
ଜିଭରେ ଉଠାଇଲେ ୧୨.୫ କି.ଗ୍ରା.
ସ୍ବାଦ ବାରିବା ପାଇଁ ଜିଭର ଆବଶ୍ୟକତା ପଡ଼େ। ତେବେ ଜାଣନ୍ତି କି ଜିଭ ଶରୀରର ସବୁଠୁ ଶକ୍ତିଶାଳୀ ମାଂସପେଶୀ ବୋଲି। ଜାଣିଥିଲେ ବି ପ୍ରକୃତରେ ଏହା କେତେ ଶକ୍ତିଶାଳୀ କେବେ ପରୀକ୍ଷା କରି ନ ଥିବେ। ମେକ୍ସିକୋ ସିଟିରେ ଆୟୋଜିତ ଏଲ…
ଫିଲ୍ମକୁ ଆସିବା ପୂର୍ବରୁ ଏହି କାମ କରୁଥିଲେ ସିଦ୍ଧାର୍ଥ
ମୁମ୍ବାଇ: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଆଜି ଅର୍ଥାତ୍ ଜାନୁୟାରୀ ୧୬ରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସେ ବଲିଉଡ୍ର ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି। ତାଙ୍କର ଦକ୍ଷ ଅଭିନୟ ପାଇଁ ସିଦ୍ଧାର୍ଥ ଜଣାଶୁଣା। କଠିନ ପରିଶ୍ରମ ଏବଂ ଦକ୍ଷତା…
ବୁଲା ଜୀବଜନ୍ତୁଙ୍କ ମା’ ପୁଷ୍ପଲତା
ବୁଲା କୁକୁରଙ୍କଠାରୁ ଆରମ୍ଭକରି ମାଙ୍କଡ଼ଙ୍କ ପର୍ଯ୍ୟନ୍ତ ତାଙ୍କ ଆସିବାକୁ ଅପେକ୍ଷା କରିଥାନ୍ତି। କେତେବେଳେ ଆସିବେ ଓ ସେମାନଙ୍କୁ ଖାଇବାକୁ ଦେବେ। ବାହାରେ ବୁଲୁଥିବା ଜୀବଜନ୍ତୁଙ୍କୁ ପ୍ରତିଦିନ କିଛି ନା କିଛି ଖାଦ୍ୟ ଖାଇବାକୁ ଦେବାରେ ଆନନ୍ଦ ପାଉଥିବା ଏହି ମହିଳା ହେଲେ…
ହୋର୍ଡିଂ ଉଠାଇଲା ପ୍ରଶାସନ
ଗଞ୍ଜାମ,୧୬ା୧(ଡି.ଏନ୍.ଏ.): ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନ ବିଭିନ୍ନ ସ୍ଥାନରେ ଲାଗିଥିବା ବିଜ୍ଞାପନ ହୋର୍ଡିଂ ଉଠାଇବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି l ନିର୍ବାଚନ ମାଜିଷ୍ଟ୍ରେଟ…
Archives


