Home

ପ୍ରଥମ ଥର ଭାରତ ଗ୍ରସ୍ତରେ ଜାପାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୩: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଭାରତ-ଜାପାନର ୧୪ତମ ବାର୍ଷିକ ଶିଖର ସମ୍ମିଳନୀରେ ସେ ଅଂଶଗ୍ରହଣ କରିବେ। କିଶିଡା ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣକ୍ରମେ ଏହି ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ବୋଲି ଭାରତୀୟ…

ପୁଣି ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା: ଗତ ୨୪ଘଣ୍ଟାରେ ୧୪୯ଲୋକଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ,୧୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ଲଗାତର କମିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଦେଶରେ ୨,୫୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…

ବଢ଼ୁଛି କଂଗ୍ରେସ କନ୍ଦଳ: ଆଜି ସୋନିଆଙ୍କୁ ଭେଟିବେ ଗୁଲାମନବୀ

ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜି-୨୩ ଦଳୀୟ ନେତୃତ୍ୱ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦାବିକୁ ଜୋର୍‌ଦାର କରିଛିି। ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ନେତା ତଥା ଜି-୨୩ ସଦସ୍ୟ ଗୁଲାମନବୀ ଆଜାଦଙ୍କ ବାସଭବନରେ ଏକ ବୈଠକ…

ପ୍ରେମିକା ‘ଲକ୍‌ ଅପ୍‌’ରେ; ହେଲେ ବାହାରେ ବିବାହ ନେଇ ଘୋଷଣା କରି ଚର୍ଚ୍ଚାରେ…

ବମ୍ବେ: ପ୍ରେମିକା ‘ଲକ୍‌ ଅପ୍‌’ରେ। ହେଲେ ବାହାରେ ବିବାହ ନେଇ ଘୋଷଣା କରିଛନ୍ତି ପ୍ରେମିକ। ଆମେ କହୁଛୁ ଅର୍ଜୁନ ପୁରସ୍କାର ବିଜେତା ରେସଲର୍‌ ସଂଗ୍ରାମ ସିଂହଙ୍କ ବିଷୟରେ। ଅର୍ଜୁନଙ୍କ ପ୍ରେମିକା ଅଭିନେତ୍ରୀ ପାୟଲ ରୋହତଗୀ ଏବେ ଏକତା କପୁରଙ୍କ ଶୋ’ ‘ଲକ୍‌…

ରୁଷିଆକୁ ଲାଗିଲା ବଡ଼ ଝଟ୍‌କା

ଲଣ୍ଡନ,୧୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରିିରହିଥିବା ଯୁଦ୍ଧକୁ ଅନେକ ଦେଶ ବିରୋଧ କରୁଛନ୍ତି। ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଅନେକ ପ୍ରତିବନ୍ଧକ ସହ ଆର୍ଥିକ କଟକଣା ମଧ୍ୟ ଲଗାଇଛନ୍ତି। ଇତିମଧ୍ୟରେ ୟୁରୋପୀୟ ସ୍ପେସ୍‌ ଏଜେନ୍ସି (ଇଏସ୍‌ଏ) ମଙ୍ଗଳ ଗ୍ରହ ମିଶନରୁ…

ବିବାହ ପରେ ପ୍ରଥମ ହୋଲି

ବମ୍ବେ: ବିବାହ ପରେ ପ୍ରଥମ ହୋଲି ପାଳିବେ ବି ଟାଉନ୍‌ର ଅନେକ କଳାକାର ଯୋଡ଼ି। ସେମାନଙ୍କ ମଧ୍ୟରେ ବିକ୍କି-କୌଶଲ-କଟ୍ରିନା କୈଫଙ୍କଠାରୁ ଆରମ୍ଭ କରି ଫରହାନ୍‌ ଅଖତର-ଶିବାନୀ ଦାଣ୍ଡେକର ରହିଛନ୍ତି। ରଙ୍ଗର ଏହି ପର୍ବକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ବେଳେ…

ଢାକା ଇସ୍କନ ମନ୍ଦିରରେ ଆକ୍ରମଣ, ଭଙ୍ଗାରୁଜା

ଢାକା,୧୮।୩: ବଂଲାଦେଶରେ ପୁଣି ଥରେ ଆଉ ଏକ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶ ରାଜଧାନୀ ଢାକା ସ୍ଥିତ ଇସ୍କନ ରାଧାକାନ୍ତ ମନ୍ଦିରରେ ଗୁରୁବାର ସନ୍ଧ୍ୟାରେ ଆକ୍ରମଣ ହେବା ସହ ଭଙ୍ଗାରୁଜା କରାଯାଇଛି। ଏଥିସହ ଅନେକ ମୂଲ୍ୟବାନ…

‘ଦ କଶ୍ମୀର ଫାଇଲ୍‌’ର ନିର୍ଦ୍ଦେଶକଙ୍କୁ ମିଳିଲା ଓ୍ବାଇ ସୁରକ୍ଷା

ମୁମ୍ବାଇ,୧୮।୩: ବଲିଉଡ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ଏହି ଫିଲ୍ମ ୬ଦିନରେ ପ୍ରାୟ ୮୦କୋଟି ଟଙ୍କା ଆୟ କରିସାରିଲାଣି। ଏହି ଫିଲ୍ମକୁ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି। କେବଳ ଏତିକି ନୁହେଁ…

୪୦ ବର୍ଷ ଧରି ପଥରଫଟା କାର୍ଯ୍ୟ କରୁଛନ୍ତି ଏହି ଦେଶର ଲୋକେ, କାରଣ ଜାଣିଲେ…

ଯେଉଁଠାରେ ଅନେକ ଦେଶ ଅଗ୍ରଗତି କରୁଥିବା ବେଳେ ଆଉ କିଛି ଦେଶର ଲୋକ ଆଜି ବି ନିଜର ମୌଳିକ ସୁବିଧା ପୂରଣ କରିବାରେ ଅସମର୍ଥ। ଜାଣି ଆଶ୍ଚର୍ଯ୍ୟ ହେବେ ଆଫ୍ରିକାରେ ମଧ୍ୟ ଏକ ଦେଶ ଅଛି, ଯେଉଁଠାରେ ଲୋକମାନେ ଗତ ୪୦…

ଦକ୍ଷିଣ କୋରିଆରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ

ସିଓଲ,୧୮ା୩: ମହାମାରୀ କରୋନା ଟିକେ କମିଥିବା ବେଳେ ଏବେ କିଛି ଦେଶରେ ପୁଣି କାୟା ବିସ୍ତାର କଲାଣି। ଚାଇନାରେ କରୋନା ହଇଚଇ ସୃଷ୍ଟି କରିଥିବାବେଳେ ଏବେ ଦକ୍ଷିଣ କୋରିଆ ଏହାର ସମ୍ମୁଖୀନ ହୋଇଛି। ଗୁରୁବାର ମଧ୍ୟରାତ୍ରି ସୁଦ୍ଧା ଦେଶରେ ୪,୦୭,୦୧୭ ନୂଆ…

ରାଜ୍ୟବାସୀଙ୍କୁ ଦୋଳପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଛି ଗାଁଠୁ ସହର। ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।…

ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟ ହେଉଥିଲା ଦରଜ, ଅପରେଶନ ପରେ ଯାହା ବାହାରିଲା; ଜାଣିଲେ…

ଦୁନିଆରେ ଏପରି ଅନେକ ଅଦ୍ଭୁତ ଘଟଣା ଘଟୁଛି, ଯାହା ବିଷୟରେ ସମସ୍ତେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏବେ ସେମିତି ଏକ ଘଟଣା ଗୋଟିଏ ଚର୍ଚ୍ଚାରେ ରହିଛି। ଆଫ୍ରିକାର ଜଣେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଦରଜ ହେଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ଆସିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri