ଚାଇନାରେ ବଢୁଛି ଓମିକ୍ରନ ଭାରିଆଣ୍ଟଙ୍କ ସଂଖ୍ୟା
ବେଜିଂ,୧୯ା୩: ସମଗ୍ର ବିଶ୍ୱରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇଲାଣି। ଦୁଇ ବର୍ଷ ପରେ ଚାଇନା ସବୁଠାରୁ ଖରାପ କରୋନା ପରିସ୍ଥିତିର ମୁକାବିଲା କରୁଛି। ଆଜିକାଲି ଚାଇନାରେ ମିଳୁଥିବା କରୋନା ମାମଲାଗୁଡ଼ିକ ଓମିକ୍ରନ ପ୍ରକାରର। ଶନିବାର ଚାଇନାର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ…
ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଅଷ୍ଟ୍ରେଲିଆ ଅଧିନାୟିକା, ପୁଣି ହାରିଲା…
ଅକ୍ଲ୍ୟାଣ୍ଡ,୧୯।୩: ଆଇସିସି ମହିଳା ବିଶ୍ୱକପର ଆଉ ଏକ ମୁକାବିଲାରେ ପୁଣି ହାରିଛି ଭାରତ। ସ୍ଥାନୀୟ ଇଡେନ୍ ପାର୍କରେ ଶନିବାର ଖେଳାଯାଉଥିବା ମ୍ୟାଚ୍ରେ ଭାରତୀୟ ମହିଳା ଟିମ ଚ୍ୟାଲେଞ୍ଜିଂ ୨୭୮ ରନ୍ର ଟାର୍ଗେଟ ଦେଇଥିଲା। ହେଲେ ଅଷ୍ଟ୍ରେଲିଆ ଟିମ୍ ୪ ଉଇକେଟ ହରାଇ…
ଜାପୋରିଜିଆରେ କର୍ଫ୍ୟୁ
କ୍ୱିଭ୍,୧୯ା୩: ରୁଷିଆ ସୈନ୍ୟଙ୍କ ଦ୍ୱାରା ଶେଲିଂରେ ୯ ଜଣଙ୍କୁ ହତ୍ୟା କରାଯିବା ପରେ ୟୁକ୍ରେନର ଜାପୋରିଜିଆରେ କର୍ଫ୍ୟୁ ଜାରି କରାଯାଇଛି। ୩୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ମୋର୍ଟାର, ଟ୍ୟାଙ୍କ, ହେଲିକପ୍ଟର ଏବଂ ରକେଟ ପ୍ରଣାଳୀରେ ରୁଷିଆର ସୈନ୍ୟମାନେ…
ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ
ନିମାପଡ଼ା,୧୯ା୩(ଡି.ଏନ୍.ଏ.): ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଫାର୍ସାରେ ମୁଣ୍ଡକୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀର ଲୋକ। ଫଳରେ ଏହି ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ହୋଇଛନ୍ତି।…
ସ୍ବାମୀଙ୍କ ସହ ପ୍ରିୟଙ୍କାଙ୍କ ରୋମାଣ୍ଟିକ୍ ହୋଲି
ବମ୍ବେ: ଆଜି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ସାରା ଦେଶ ଉତ୍ସବମୁଖର। ସାଧାରଣ ଜନତାଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ନିଜର ପ୍ରିୟଜନମାନଙ୍କୁ ରଙ୍ଗ ଲଗାଇ ଏହାକୁ ପାଳନ କରୁଛନ୍ତି। ଏହି କ୍ରମରେ ବଲିଉଡ୍ର ଦେଶୀ ଗର୍ଲ ପ୍ରିୟଙ୍କା…
ପରସ୍ପରକୁ ଜୋତା ଫିଙ୍ଗି ମନାଇଥା’ନ୍ତି ହୋଲି
ସାରା ଦେଶରେ ଆଜି ପାଳନ କରାଯାଇଛି ହୋଲି। ସୋସିଆଲ ମିଡିଆରେ ବିହାରର ଏକ ହୋଲିର ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ବିଶ୍ୱାସ କରିପାରିବେନି। ଭିଡିଓରେ ଲୋକମାନେ ରଙ୍ଗ ବଦଳରେ ପରସ୍ପର ଉପରେ ଚପଲ ଏବଂ ଜୋତା ଫିଙ୍ଗୁଥିବାର ଦେଖିବାକୁ ମିଳିଛି।…
କରୋନାର ପଞ୍ଚମ ଲହର, ମୃତଦେହ ରଖିବାକୁ ସ୍ଥାନର ଅଭାବ…
ସିଟି ଅଫ୍ ଭିକ୍ଟୋରିଆ, ୧୯।୩ : ହଂକଂରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ଲଗାତାର ବଢ଼ିବା ସହିତ ମୃତ୍ୟ ସଂଖ୍ୟା ମଧ୍ୟ ଅଣାୟତ୍ତ ହେବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ମୃତଦେହ ରଖିବାକୁ ସ୍ଥାନର ଅଭାବ ପରିଲକ୍ଷିତ…
ପୁଣି କରୋନା ସଂକ୍ରମଣ ବୃଦ୍ଧିର ୩ କାରଣ…
ଜେନେଭା, ୧୯।୩ : ପୃଥିବୀରେ ବିଭିନ୍ନ ଦେଶରେୀ ପୁଣି କରୋନା ମହାମାରୀ ସଂକ୍ରମଣ ବଢ଼ିିବାରେ ଲାଗିଛି। ନୂଆ ଆକ୍ରାନ୍ତଙ୍କ ବୃଦ୍ଧି ପାଇବା ଲାଗି ୩ ଟି କାରଣ ଦାୟୀ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ପ୍ରଥମ କାରଣ ହେଉଛି. କରୋନାର…
ଆଇପିଏଲ୍ ପୂର୍ବରୁ ଜୀବନର ନୂଆ ଇନିଂସ ଆରମ୍ଭ କଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୧୯।୩: ଅଷ୍ଟ୍ରେଲିୟ ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମାକ୍ସଓ୍ବେଲ ତାଙ୍କ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏକ ବ୍ୟକ୍ତିଗତ ସମାରୋହରେ ଭାରତୀୟ ମୂଳ ପ୍ରେମିକା ଭିନି ରମଣଙ୍କୁ ବିବାହ କରିଛନ୍ତି। ଶୁକ୍ରବାର ଏହି ବିବାହ ଅନୁଷ୍ଠିତ ହୋଇଥିବା ବେଳେ…
୫ ବର୍ଷରେ ଭାରତରେ ୩.୧୮ ଲକ୍ଷ କୋଟି ନିବେଶ ପାଇଁ ଜାପାନର ପ୍ରସ୍ତାବ…
ନୂଆଦିଲ୍ଲୀ/ଟୋକିଓ, ୧୯।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦା ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଶିଖର ବୈଠକ କରିବେ। ୟୁକ୍ରେନ ସଙ୍କଟ ଏବଂ ଏସିଆରେ ବଢୁଥିବା ଚାଇନାର ହସ୍ତକ୍ଷେପ ସମ୍ପର୍କରେ ବୈଠକରେ…
ସାଉଥ୍ର ଏହି ଫିଲ୍ମର ହିନ୍ଦୀ ରିମେକ୍ରେ ନଜର ଆସିବେ ବରୁଣ ଧାଓ୍ବନ
ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ତାଙ୍କର ଦମ୍ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍ ଶେୟାର କରିଥାନ୍ତି। ଏବେ ଜାଣିବାକୁ ମିଳିଛି ସାଉଥ୍ ଇଣ୍ଡଷ୍ଟ୍ରିର ସୁପରହିଟ୍ ଫିଲ୍ମ ‘ଥେରି’ର ହିନ୍ଦୀ…
ଚାଇନା-ଆମେରିକା-ୟୁରୋପରେ କରୋନା ଆତଙ୍କ…
ବେଜିଂ/ଓ୍ବାଶିଂଟନ,୧୯।୩ : ଚାଇନା, ଆମେରିକା, ଦକ୍ଷିଣ ପୂର୍ବ ଏସିଆ ଏବଂ ୟୁରୋପରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଚାଇନାରେ କରୋନାରୁ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଘଟିଛି। ନ୍ୟୁଜ…
Archives


