Home

ଜିଗ୍ନେସଙ୍କୁ ମିଳିଲା ଜାମିନ

ଡିସପୁର,୨୯।୪: ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେସ ମେଭାନିଙ୍କୁ ମିଳିଲା ଜାମିନ। ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଜିଗ୍ନେସଙ୍କୁ ଆସାମ ବାରପେଟା ଜିଲାର ଏକ ସ୍ଥାନୀୟ ଅଦାଲତ ଶୁକ୍ରବାର ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ…

ବନ୍ଧୁ ହେବ ତ ଏମିତି; ଚହଲ ଜିତନ୍ତୁ ବୋଲି କହି ଚର୍ଚ୍ଚାରେ କୁଲଦୀପ

ମୁମ୍ବାଇ,୨୯।୪: ଚଳିତ ବର୍ଷ ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ‘ଆଇସିସି ଟି୨୦ ବିଶ୍ୱକପ୍‌’ର ଆୟୋଜନ ହେବାକୁ ଯାଉଛି। ଏବେ ଆଇପିଏଲ୍‌ ଚାଲିଥିବାରୁ ସମସ୍ତ ଦେଶର ନଜର ନିଜ ନିଜ ଖେଳାଳିଙ୍କ ଉପରେ ରହିଛି। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍‌ରେ…

ବାତିଲ ହେଲା ୬୫୭ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ,୨୯।୪: କୋଇଲା ପରିବହନ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିଦ୍ୟୁତ୍‌ ସଙ୍କଟକୁ ଦୂର କରିବା ଲାଗି ୬୫୭ ଯାତ୍ରୀବାହୀ ଟ୍ରେନ୍‌କୁ ସାମୂହିକ ପାଇଁ ବାତିଲ କରାଯାଇଛି। ସରକାର ଶୁକ୍ରବାର ଏନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଗତ…

ସାମ୍ପ୍ରଦାୟିକ ହିଂସାକୁ ନେଇ ଆରଏସ୍‌ଏସ୍‌ ମୁଖ୍ୟଙ୍କ ବୟାନ

ନୂଆଦିଲ୍ଲୀ,୨୯।୪: ରାମନବମୀ ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ଘଟଣା ସାମ୍ନାକୁ ଆସୁଛି। ଏହାକୁ ନେଇ ଏବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ବୟାନ ସାମ୍ନାକୁ ଆସିଛି। ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଏକ ସଭ୍ୟ ସମାଜରେ କୌଣସି…

ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ନୂଆ ପୋଷ୍ଟ ଲାଗି ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀଙ୍କ କୁଲ୍‌ ଲୁକ୍‌ ଦେଖି ତାଙ୍କ ପ୍ରଶଂସକମାନେ ପୁଣି ଥରେ କୁଲ୍‌ ହୋଇଯାଇଛନ୍ତି। ତାଙ୍କ ନୂଆ ଫଟୋ ଏବଂ ଭିଡିଓରେ,…

ରାଣା ଦମ୍ପତିଙ୍କ ଜାମିନ ଆବେଦନ ଶୁଣାଣି ଏପ୍ରିଲ୍‌ ୩୦ ପର୍ଯ୍ୟନ୍ତ ଘୁଞ୍ଚିଲା

ମୁମ୍ବାଇ,୨୯।୪:ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ ଅଭିଯୋଗରେ ଗିରଫ ହୋଇଥିବା ଅମରାବତୀ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣାଙ୍କ ଜାମିନ ଆବେଦନର ଶୁଣାଣି ଶୁକ୍ରବାର…

‘ଶୂନ’ରେ ଆଉଟ୍‌ ହେବା ପରେ ଏମିତି କାମ କରି ଟ୍ରୋଲ୍‌ ହେଲେ ରସେଲ

ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ର ୪୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଯାଇଥିବା କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ୪ ଉଇକେଟରେ ପରାସ୍ତ କରିଛି। କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ପାଇଁ ଏହି ମ୍ୟାଚରେ ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲଙ୍କ ପ୍ରଦର୍ଶନ ଅତ୍ୟନ୍ତ…

ଜେଡିୟୁ-ଭାଜପା ମଧ୍ୟରେ ଫାଟ ସୃଷ୍ଟି: ଦିଲ୍ଲୀ ବୈଠକରେ ଯୋଗଦେବେନି ନୀତିଶ

ପାଟନା,୨୯।୪: ଜେଡିୟୁ ଓ ଭାଜପା ମଧ୍ୟରେ ବର୍ତ୍ତମାନ ଫାଟ ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି। କାରଣ ଶନିବାର ଦିଲ୍ଲୀରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଡକାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି।…

ବିମାନରୁ କୁକୁରକୁ ତଳକୁ ଫିଙ୍ଗିଦେଲେ ମାଲିକ, ଆଉ ତା’ ପରେ…

ଏମିତି କିଛି ଫଟୋ ଅଛି, ଯାହାକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ। ସେମିତି ଏକ କୁକରର ଫଟୋ ଏବେ ଭାଇରାଲ ହେଉଛି। ଫଟୋରେ କୁକୁରର ମାଲିକ ବିମାନରୁ କୁକୁରକୁ ବାହାରକୁ ଠେଲି ଦେଉଥିବା ନଜର ଆସିଛି। ମାତ୍ର ପ୍ରକୃତ ସତ ଜାଣିବା…

ଟେସ୍‌ଲାର ୪୪ ଲକ୍ଷ ଶେୟାର ବିକିଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୨୯।୪: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର୍‌ କିଣିବା ପରେ ଏବେ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ଏହା ଅଧୀନରେ ସେ ପୁଣି ଥରେ ନିଜ କମ୍ପାନୀ ଟେସଲାର ଶେୟାର ବିକ୍ରି କରିଛନ୍ତି। ଆମେରିକାର ସିକ୍ୟୁରିଟି ଫାଇଲରୁ ଏହି…

ରାଜ ଠାକରେଙ୍କୁ ରାଲି କରିବାକୁ ମିଳିଲା ଅନୁମତି

ମୁମ୍ବାଇ,୨୯।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକରେଙ୍କୁ ବହୁପ୍ରତିକ୍ଷୀତ ରାଲି କରିବାକୁ ଅନୁମତି ମିଳିଛି। ମେ’୧ରେ ଔରଙ୍ଗାବାଦର ସାଂସ୍କୃତିକ ଖେଳ ପଡ଼ିଆରେ ହେବାକୁ ଥିବା ଜନସଭା ପାଇଁ ରାଜ ଠାକରେଙ୍କୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଏହି ରାଲିରେ ଅନେକ…

ବକେୟା ପାଉଣା ଦାବିରେ ଡିଆରଡିଏ ଅଫିସ ଘେରିଲେ ଶ୍ରମିକ

ବଲାଙ୍ଗୀର ଅଫିସ,୨୯ା୪: ବଲାଙ୍ଗୀର ଡିଆରଡିଏ ଅଫିସ ସମ୍ମୁଖରେ ଶ୍ରମିକମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦୀର୍ଘଦିନର ବକେୟା ପାଉଣା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ବଲାଙ୍ଗୀର ଜିଲା ବେଲପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତର ଶ୍ରମିକ। ହାତରେ ଡାଲାଭାର ଧରି ଶ୍ରମିକମାନେ ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?