୩ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକଟ କଟିବା ଆଶଙ୍କା, ରଣନୀତି ପ୍ରସ୍ତୁତ କଲା ଭାଜପା…
ଶିମ୍ଲା, ୨।୫ : ଗତ ଚାରିମାସ ମଧ୍ୟରେ ଦୁଇଟି ଆଭ୍ୟନ୍ତରୀଣ ସର୍ଭେର ଫଳାଫଳକୁ ନେଇ ହିମାଚଳ ପ୍ରଦେଶରେ ଭାଜପା ପକ୍ଷରୁ ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ତିନିଜଣ ମନ୍ତ୍ରୀଙ୍କ ସମେତ ଏକ ତୃତୀୟାଂଶ ବିଧାୟକଙ୍କ ଟିକେଟ କାଟିବ ବୋଲି ଚର୍ଚ୍ଚା…
ପୂର୍ବ ଭାଗରେ ରୁଷିଆ ଆକ୍ରମଣର କଡା ବିରୋଧ କରୁଛି ୟୁକ୍ରେନ ସେନା
କ୍ୱିଭ,୨ ।୫: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ମାସେ ପୁରଣ ହୋଇ ସାରିଲାଣି । ରୁଷିଆର ଆକ୍ରମଣକୁ ସାମ୍ନା କରୁଥିବା ୟୁକ୍ରେନ୍ ସେନା ବେଳକୁ ବେଳ ଏହାର କଡା ଜବାବ ଦେଇ ଚାଲିଛି । ଏବେ ୟୁକ୍ରେନ୍ ସେନା ଦାବି କରିଛି ଯେ ଦେଶର…
ସକାଳ ୬ରୁ ସ୍କୁଲ୍ ଗଲେ ପିଲା
ଭୁବନେଶ୍ୱର,୨ା୫(ବ୍ୟୁରୋ): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୬ରୁ ୩୦ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଥିଲେ ସରକାର। ତେବେ ଛୁଟି ସରିବା ପରେ ଆଜି ପୁଣି ଥରେ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିଛି। ସକାଳ ୬ଟାରୁ ପିଲାମାନେ ସ୍କୁଲ…
ଓସମାନିଆ ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ପ୍ରବେଶ ମନା…
ହାଇଦ୍ରାବାଦ୍, ୨।୫ : ଓସମାନିଆ ବିଶ୍ୱବିଦ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରବେଶକୁ ମନା କରାଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାହୁଲଙ୍କ ଅଣ-ରାଜନୈତିକ ପରିଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ। ଯଦିଓ ଏହା ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ, କିନ୍ତୁ ବିଶ୍ୱ…
ଝିଅ ପାଇଁ ଯେଉଁ ବରପାତ୍ର ଠିକ୍ କରିଥିଲେ ବାପା, ତାଙ୍କୁ ଚାକିରି ଅଫର ଦେଲେ ଝିଅ, ଦରମା ଜାଣିଲେ…
ବେଙ୍ଗାଲୁରୁ,୨ା୫: ପ୍ରତ୍ୟେକ ମା’-ବାପା ନିଜ ପିଲାମାନଙ୍କ ପାଇଁ ଉପଯୁକ୍ତ ବରପାତ୍ର ଖୋଜିଥାନ୍ତି। ଆଜିର ସମୟରେ ଅଧିକାଂଶ ପିଲା ନିଜ ପସନ୍ଦର ଜୀବନସାଥୀ ବାଛୁଛନ୍ତି। ଏମିତି କ୍ଷେତ୍ରରେ ଜଣେ ବାପା ଝିଅ ପାଇଁ ଏକ ବିବାହ ପ୍ରସ୍ତାବ ଆଣିଥିଲେ। ପୁଅର ପ୍ରୋଫାଇଲ ଦେଖିବା…
ମୋଦିଙ୍କ ତିନି ଦିନିଆ ୟୁରୋପ ଗସ୍ତ
ନୂଆଦିଲ୍ଲୀ,୨ ।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦିନିଆ ୟୁରୋପ ଗସ୍ତରେ ସୋମବାର ସକାଳୁ ଜର୍ମାନୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି । ପ୍ରଥମେ ମୋଦି ବର୍ଲିନରେ…
ରୁଷିଆକୁ ୟୁକ୍ରେନର କଡ଼ା ଚେତାବନୀ
କ୍ୱିଭ୍,୨ା୫: ଆଜିକୁ ୬୮ ଦିନରେ ପହଞ୍ଚିଛି ରୁଷିଆ-ୟୁକ୍ରେନ ଯୁଦ୍ଧ। ଏହାର ଶେଷ କେବେ ହେବ ତାହା କାହାକୁ ଜଣାନାହିଁ। ଏମିତି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଧମକକୁ ନେଇ ସବୁଠି ଚର୍ଚ୍ଚା। ରୁଷିଆ ସେନାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଜେଲେନସ୍କି ।…
କରଜ ଟଙ୍କା ଆଦାୟକୁ ନେଇ ଆକ୍ରମଣ, ଜଣେ ଆହତ
ଆର.ଉଦୟଗିରି,୧।୫: ମୋହନା ଥାନା ଅନ୍ତର୍ଗତ ଡିମ୍ବିରିପଙ୍କାଳ ଗ୍ରାମରୁ ମୋହନା ସହରକୁ ଆସିବା ସମୟରେ କେନ୍ଦୁପଦା ଗ୍ରାମରେ କରଜ ଟଙ୍କା ଆଦାୟକୁ ନେଇ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମିିଖାଇଲ…
ସେହ୍ବାଗଙ୍କ ଭବିଷ୍ୟବାଣୀ
ମୁମ୍ବାଇ,୧।୫: ଚଳିତ ଆଇପିଏଲର ଅଧାରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି ରବୀନ୍ଦ୍ର ଜାଡେଜା। ଏଥିସହ ଚଳିତ ସିଜିନର ବାକି ମ୍ୟାଚ ଗୁଡିକ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଖେଳିବ ଦଳ। ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ…
‘ମନ୍ଦିର ଭାଙ୍ଗି ହିନ୍ଦୁଙ୍କୁ ଅପମାନିତ କରିବାକୁ ପ୍ରୟାସ’
ନୂଆଦିଲ୍ଲୀ,୧।୫: ମନ୍ଦିର ଭାଙ୍ଗି ହିନ୍ଦୁମାନଙ୍କୁ ଅପମାନିତ କରିବାର ପ୍ରୟାସ କରାଯାଉଛି ବୋଲି ବିଶ୍ୱ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡିଆ ରବିବାର କହିଛନ୍ତି। ତୋଗାଡିଆ କହିଛନ୍ତି, ଏହା ଦୁଃଖଦାୟକ। ମନ୍ଦିର ଭାଙ୍ଗିବା ଉଚିତ ନୁହେଁ। ଏହି ପ୍ରସଙ୍ଗରେ ଉଭୟ କଂଗ୍ରେସ ଏବଂ…
ପୁଅର ମୃତଦେହ ବିଦେଶରୁ ଫେରାଇ ଆଣ
ବରୀ,୧।୫(ଡି.ଏନ୍.ଏ): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ନାଥପୁର ଗ୍ରାମର ସୁରେନ୍ଦ୍ର ଜେନାଙ୍କ ପୁଅ ବିଭୁତି ଭୂଷଣ ଜେନାଙ୍କର ୟୁଏଇରେ ମୃତ୍ୟୁ ଘଟିଛି। ବିଭୁତିଙ୍କ ମୃତଦେହକୁ ଜନ୍ମଭୂମିକୁ ଫେରାଇ ଆଣିବାକୁ ପରିବାର ଲୋକେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଏନେଇ ଖବର…
‘ଲାଉଡ୍ସ୍ପିକର ପୂର୍ବରୁ ଭଗବାନ ନ ଥିଲେ କି’
ପାଟନା,୧।୫: ଦେଶରେ ଲାଉଡସ୍ପିକରକୁ ନେଇ ବିବାଦ ଲାଗିରହିଛି। ବର୍ତ୍ତମାନ ଏନେଇ ରାଷ୍ଟ୍ରିୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ଏକ ବୟାନ ସାମ୍ନାକୁ ଆସିଛି। ସେ ପଚାରିଛନ୍ତି ଯେ, ଯେତେବେଳେ ଲାଉଡସ୍ପିକର ନ ଥିଲା, ସେତେବେଳେ ଭଗବାନ ଓ ଆଲ୍ଲା ନ…

