୨୦ ହଜାର ବସ୍ତି ପିଲା ଚିହ୍ନଟ, ଥଇଥାନ ପାଇଁ ଚାଲିଛି ଯୋଜନା
ନୂଆଦିଲ୍ଲୀ,୨୭ା୩: ବର୍ତ୍ତମାନ ସାରା ଦେଶରେ ପ୍ରାୟ ୨୦ ହଜାର ବସ୍ତି ପିଲାଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଥଇଥାନ ପାଇଁ ପ୍ରକ୍ରିୟା ଜାରି ରହିଥିବା ଏନ୍ସିପିସିଆର ଅଧ୍ୟକ୍ଷା ପ୍ରିୟଙ୍କା କାନୁନ୍ଗୋ କହିଛନ୍ତି। ସେ କହିଛନ୍ତି, ଭାରତର ରାସ୍ତାଘାଟର ପିଲାମାନଙ୍କ ପାଇଁ ଏକ ଓ୍ବେବ୍…
ଭାରତର ପରାଜୟ ଦେଖି ନାଚିଲେ ଓ୍ବେଷ୍ଟଇଣ୍ଡିଜ୍ ଖେଳାଳି: ଦେଖନ୍ତୁ ଭିଡିଓ
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ଦିନିକିଆ ବିଶ୍ୱକପ ୨୦୨୨ରୁ ଟିମ ଇଣ୍ଡିଆ ବାଦ୍ ପଡିଛି। ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ତିନି ଉଇକେଟ୍ରେ ପରାସ୍ତ କରିଛି। ଭାରତୀୟ ଦଳର ପରାଜୟରେ ଓ୍ବେଷ୍ଟଇଣ୍ଡିଜ୍ ଦଳ ଅତ୍ୟନ୍ତ ଖୁସି ହୋଇଛି। ଟିମ ଇଣ୍ଡିଆର ପରାଜୟ…
ଆୟୁର୍ବେଦିକ ଡାକ୍ତର ଏଲୋପାଥିକ ପ୍ରତିପକ୍ଷଙ୍କ ଭଳି ଦରମା ପାଇବାକୁ ଯୋଗ୍ୟ…
ନୂଆଦିଲ୍ଲୀ, ୨୭।୩ : ଏନଆରଏଚଏମ୍/ଏନଏଚଏମ୍ ଯୋଜନା ଅନୁଯାୟୀ ଆୟୁର୍ବେଦିକ ଡାକ୍ତରମାନେ ଏଲୋପାଥିକ ମେଡିକାଲ ଅଫିସର ଏବଂ ଦନ୍ତ ଚିକିତ୍ସା ଅଧିକାରୀଙ୍କ ସହିତ ସମାନ ଦରମା ସମାନତା ପାଇବାକୁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ ଉତ୍ତରାଖଣ୍ଡ ହାଇକୋର୍ଟଙ୍କ ଆଦେଶକୁ ସମର୍ଥନ କରିଛନ୍ତି। ଜଷ୍ଟିସ ଭିନିତ…
ଫିଲ୍ମକୁ ବାଏ ବାଏ କହିବେ ଅମିର ଖାନ୍!
ମୁମ୍ବାଇ: ବଲିଉଡ୍ ଅଭିନେତା, ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ ଅମିର ଖାନ୍ଙ୍କ ଫିଲ୍ମ ‘ଲାଲ୍ ସିଂ ଚଢ଼ା’ ଦେଖିବାକୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଚଳିତବର୍ଷ ଅଗଷ୍ଟ ୧୧ରେ ବଡ଼ ପରଦାରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ।…
୯୨ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୯୦ ବର୍ଷୀୟ ବୃଦ୍ଧ, ସମ୍ପୂର୍ଣ୍ଣ କାହାଣୀ ଜାଣିଲେ…
କୁହାଯାଏ, ପ୍ରେମ ଜାତି, ଧର୍ମ, ବର୍ଣ୍ଣ କିଛି ମାନେନା। କିଏ କାହାସହ କେତେବେଳେ ପ୍ରେମରେ ପଡ଼ିଯାଏ ତାହା କାହାକୁ ଜଣା ନ ଥାଏ। ଠିକ୍ ସେମିତି ୯୦ ବର୍ଷ ବୟସରେ ଜଣେ ବ୍ୟକ୍ତି ନିଜଠାରୁ ଦୁଇ ବର୍ଷ ବଡ଼ ମହିଳାଙ୍କ ପ୍ରେମରେ…
ଇତିହାସ ରଚିଲେ ମିତାଲି
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ପରାସ୍ତ ହୋଇ ବିଶ୍ୱକପ୍ ସେମିଫାଇନାଲ୍ରୁ ବାଦ୍ ପଡିଛି। ଶେଷ ଲିଗ୍ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ ମିତାଲି ରାଜ ତାଙ୍କ ପାଇଁ ଆଉ ଏକ ସଫଳତା ହାସଲ କରିଛନ୍ତି। ଖ୍ରୀଷ୍ଟଚର୍ଚର ହାଗଲି…
ଧୋନୀ ମଇଦାନରେ ଥିଲେ ବିରୋଧୀ ଭୟ କରନ୍ତି
ମୁମ୍ବାଇ,୨୭।୩: ଆଇପିଏଲ୍ ୨୦୨୨ର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି କୋଲକତା ନାଇଟ୍ ରାଇଡର୍ସ। କୋଲକାତା ଦଳ ୧୮.୩ ଓଭରରେ ୪ ଉଇକେଟ ହରାଇ ୧୩୨ରନ୍ର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ମ୍ୟାଚ୍ରେ ଆକର୍ଷଣ କେନ୍ଦ୍ରବିନ୍ଦୁ ଥିଲେ ଚେନ୍ନାଇର…
ନୋ’ ବଲ୍ ସବୁ ବିଗାଡି ଦେଲା: ଭାରତ ବିଶ୍ୱକପ୍ରୁ ବିଦା
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ମହିଳା ବିଶ୍ୱକପ୍ରୁ ବାଦ୍ ପଡିଛି ଭାରତୀୟ ମହିଳା ଦଳ। ଭାରତୀୟ ଦଳର ସେମିଫାଇନାଲରେ ପ୍ରବେଶ କରିବାର ସ୍ବପ୍ନ ଭାଙ୍ଗି ଯାଇଛି। ମିତାଲି ରାଜଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଶେଷ ଲିଗ ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାତରୁ ତିନି ଉଇକେଟରେ ପରାସ୍ତ…
ବ୍ରିଟେନ୍ ଲୋକେ ୟୁକ୍ରେନ୍ ଶରଣାର୍ଥୀଙ୍କୁ ଘରେ ଦେବେ ଆଶ୍ରୟ, ସରକାର ଆରମ୍ଭ କଲେ ଯୋଜନା…
ଲଣ୍ଡନ, ୨୭।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଜୀବନ ଭୟରେ ଭିଟ।ମାଟି ଛାଡ଼ି ପଳାୟନ କରିଛନ୍ତି। ୟୁକ୍ରେନ୍ ଶରାଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ବ୍ରିଟେନ ସରକାରଙ୍କ ପକ୍ଷରୁ ‘ହୋମ ଫର…
କର ବା ମର ମ୍ୟାଚ୍: ୨୭୫ ରନ୍ର ବିଜୟ ଲକ୍ଷ୍ୟ ଦେଲା ଭାରତ
ଖ୍ରୀଷ୍ଟଚର୍ଚ୍ଚ,୨୭।୩: ଆଇସିସି ମହିଳା ବିଶ୍ୱକପ୍ ୨୦୨୨ର ୨୮ତମ ମ୍ୟାଚ୍ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଖେଳାଯାଉଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତୀୟ ଦଳକୁ ଏହି ମ୍ୟାଚ୍ ଜିତିବାକୁ ହେବ। ଏହି କର ବା ମର ମ୍ୟାଚ୍ରେ ଭାରତୀୟ ଅଧିନାୟକ…
କ୍ଷେପଣାସ୍ତ୍ର ଏସ୍ଆର୍ଏସ୍ଏଏମ୍ର ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ,୨୭ା୩: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ପେକ୍ଷଣାସ୍ତ୍ର ଏସ୍ଆରଏସ୍ଏମ୍ ସଫଳ ଉତ୍କ୍ଷେପଣ ହୋଇଛି। ରବିବାର ପୂର୍ବାହ୍ନରେ ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହୋଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ଏହି…
ସରୁନି ସାବେରି ବ୍ରିଜ୍ ନିର୍ମାଣ
ଏମ୍ଭି-୭୯,୨୭ା୩(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ମୋଟୁଠାରେ ସାବେରୀ ନଦୀ ଉପରେ ଚାଲିଥିବା ବ୍ରିଜ୍ ନିର୍ମାଣ କାର୍ଯ୍ୟ ସରୁନାହିଁ। ନଦୀର ଉପର ମୁଣ୍ଡରେ ଚାଲିଥିବା ଏହି ବ୍ରିଜ୍ ନିର୍ମାଣକୁ ଇତିମଧ୍ୟରେ ୫ବର୍ଷ ବିତିଯାଇଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ଠିକା କମ୍ପାନୀର ମନମୁଖି…
Archives


