କ୍ୟାନସରର କାରଣ ହେଉଛି ଜନସନ ବେବି ପାଉଡର, ସାରା ବିଶ୍ୱରେ ଲାଗିପାରେ ପ୍ରତିବନ୍ଧକ
ଲଣ୍ଡନ,୮ ।୨: ଶିଶୁ ଓ ମହିଳାମାନେ ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନର ବେବି ପାଉଡର ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଥିଲେ । ହେଲେ ଏହା କ୍ୟାନସର ସୃଷ୍ଟିକାରୀ ବୋଲି ଜାଣିବା ପରେ ଏବେ ଏହା ଉପରେ ସାରା ବିଶ୍ୱରେ…
କରୋନା ଭାଇରସ: ୩ଟି ଭ୍ୟାକ୍ସିନକୁ ମିଶାଇ ପ୍ରଥମଥର କରାଯିବ ଅଧ୍ୟୟନ, ଭାରତ ବାୟୋଟେକ ମାଗିଲା ଅନୁମତି
ନୂଆଦିଲ୍ଲୀ,୮ ।୨: ଦେଶରେ ପ୍ରଥମଥର ଲାଗି କରୋନା ମହାମାରୀ ପାଇଁ ଉଦ୍ଦିଷ୍ଟ ଥିବା ୩ଟି ଭ୍ୟାକ୍ସିନକୁ ମିଶାଇ ଚିକିତ୍ସା ଅଧ୍ୟୟନ ଆରମ୍ଭ କରାଯିବ । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କମ୍ପାନୀ ଏହି ଅଧ୍ୟୟନ ପାଇଁ ଅନୁମତି ମାଗିଛି । ଡ୍ରଗ୍ସ…
ଉତ୍ତର ପ୍ରଦେଶ ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ଆଜି ଶେଷ ହେବ ପ୍ରଚାର, ଭାଜପା ଜାରି କରିବ ଘୋଷଣା ପତ୍ର
ଲକ୍ଷ୍ନୌ,୮ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ପ୍ରଚାର ମଙ୍ଗଳବାର ସନ୍ଧ୍ୟା ୫ଟାରେ ଶେଷ ହେବ । ଏଥିରେ ପଶ୍ଚିମ ୟୁପିର ୧୧ ଜିଲା ମିରଠ, ଗାଜିଅ।।ବଦ, ଗୌତମବୁଦ୍ଧ ନଗର, ହାପୁଡ, ବାଗପତ, ବୁଲନ୍ଦସର, ମୁଜଫରନଗର, ଶାବଲୀ,…
୩୫ କୋଟି ଟଙ୍କାର ହେରୋଇନ୍ ଜବତ
ନୂଆଦିଲ୍ଲୀ,୭।୨: ସୀମାରୁ ଡ୍ରଗ୍ସ ଚୋରା ଚାଲାଣ ବନ୍ଦ ହେବାର ନାଁ ନେଉନାହିଁ। ଚୋରା ଚାଲାଣର ଏକ ପୁରୁଣା ମାମଲାର ଅନୁସନ୍ଧାନ କରିବାକୁ ଆସିଥିବା ପୋଲିସ, ଏସ୍ଓଜି ଏବଂ ବିଏସ୍ଏଫ୍ ଟିମ ଭାରତ-ପାକ ସୀମା ନିକଟରୁ ୧୫ କିଲୋଗ୍ରାମ ହେରୋଇନ ଜବତ କରିଛନ୍ତି।…
ଜିଲା ସଭାପତିଙ୍କୁ ହାତ ଉଠାଇଲେ ସମାଜବାଦୀ ପାର୍ଟି ନେତା: ହସିଲେ ଅଖିଳେଶ
ଲକ୍ଷ୍ନୌ,୭।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି। ନିକଟରେ ସମାଜବାଦୀ ପାର୍ଟି(ଏସ୍ପି)ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅପ୍ରୀତିକର ଘଟଣା ଘଟିଥିଲା। ଉତ୍ତର ପ୍ରଦେଶ ବାହ ନିର୍ବାଚନ ମଣ୍ଡଳୀରେ ଆୟୋଜିତ…
ଖସିଲା ବରଫ ଅତଡା: ଫସିଗଲେ ୭ ଜଣ ଯବାନ
ଇଟାନଗର,୭।୨:ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ମାଳା କାମେଙ୍ଗ ସେକ୍ଟରରେ ବରଫ ଅତଡା ଖସିଛି। ଏଥଯୋଗୁ କାର୍ଯ୍ୟରତ ୭ ଜଣ ଯବାନ ଏହା ମଧ୍ୟରେ ଫସି ଯାଇଛନ୍ତି। କାମେଙ୍ଗ ସେକ୍ଟରରେ ପ୍ୟାଟ୍ରୋଲିଂ ଚାଲୁଥିବା ବେଳେ ଏପରି ଅଘଟଣ ଘଟିଛି। ବରଫ ଅତଡା ତଳେ…
‘ଓୱାଇସି ସୁରକ୍ଷା ନିଅନ୍ତୁ, ଆମ ଚିନ୍ତା ଦୂର କରନ୍ତୁ’
ନୂଆଦିଲ୍ଲୀ,୭।୨: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ସଂସଦରେ ପ୍ରତିକ୍ରିୟା ଦେଇଛନ୍ତି। ଅମିତ ଶାହା କହିଛନ୍ତି, ଦୟାକରି ଅସଦୁଦ୍ଦିନ ଓୱାଇସି ଜେଡ୍ ବର୍ଗର ସୁରକ୍ଷା ନିଅନ୍ତୁ, ଆମ ଚିନ୍ତା…
ଅବିବାହିତ ଯୋଗୁ ସାଧାରଣ ଲୋକଙ୍କ ଯନ୍ତ୍ରଣା ବୁଝିପାରୁନାହାନ୍ତି ଯୋଗୀ: ଦିଗବିଜୟ
ନୂଆଦିଲ୍ଲୀ,୭।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି। ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଅଭିଯୋଗ ଜାରି ରହିଛି। ଏବେ କଂଗ୍ରେସ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗବିଜୟ ସିଂ କହିଛନ୍ତି, ଭାଜପାଏବଂ ଆରଏସଏସ…
ଜନ୍ମ ସହିତ ସମ୍ପ୍ରଦାୟ ଜଡ଼ିତ, ଅନ୍ୟ ଧର୍ମରେ ବିବାହ କଲେ ବି ମିଳିବ ମୂଳ ଜାତିଗତ ପ୍ରମାଣପତ୍ର…
ଥିରୁଭାନନ୍ତପୁରମ୍, ୭।୨ : ଜଣେ ବ୍ୟକ୍ତିଙ୍କ ଜନ୍ମ ତାଙ୍କ ସମ୍ପ୍ରଦାୟ ସହିତ ଜଡ଼ିତ। ପରେ ସେ ଅନ୍ୟ ଧର୍ମରେ ବିବାହ କଲେ ବି ତାଙ୍କୁ ମୂଳ ଜାତିଗତ ପ୍ରମାଣ ମିଳିବ। କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ…
ସଲମାନଙ୍କ ଗଳା ଚିପିଲେ କ୍ୟାଟ୍ରିନା, କାରଣ ଜାଣିଲେ…
ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ଯୋଡ଼ିକୁ ପରଦାରେ ଲୋକେ ବହୁତ ପସନ୍ଦ କରନ୍ତି। ଏହି ଯୋଡ଼ି ଅନେକ ଫିଲ୍ମରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଆଗାମୀ ଫିଲ୍ମରେ ମଧ୍ୟ ଏହି ଯୋଡ଼ି ପ୍ରଶଂସକଙ୍କ ମନୋରଞ୍ଜନ କରିବେ।…
ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ରାମ ରହିମ୍ଙ୍କୁ ୨୧ ଦିନିଆ ପାରୋଲ…
ଚଣ୍ଡିଗଡ଼, ୭।୨ : ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ୨୧ ଦିନିଆ ପାରୋଲ ଅନୁମତି ଦେଇଛନ୍ତି। ଏବେ ସେ ସୁନାରିଆ ଜେଲରୁ ବାହାରକୁ ଆସିବେ।…
କୋହଳ ହେଲା ନିର୍ବାଚନୀ କଟକଣା
ଭୁବନେଶ୍ୱର,୭ା୨(ବ୍ୟୁରୋ): ଆଉ ଗୋଟିଏ ସପ୍ତାହ ପରେ ଆରମ୍ଭ ହୋଇଯିବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରଚାର, ସଭା ସମିତି ପାଇଁ କଟକଣା ଲାଗୁ ହୋଇଥିଲା। ମାତ୍ର ସୋମବାର ଜିଲାପାଳମାନଙ୍କ ସହ ଏକ ବୈଠକ କରି ରାଜ୍ୟ…
Archives


