ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୬୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୭,୮୭୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଟ୍ରେନ୍ରେ କଟି ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା
କୁଆଁରମୁଣ୍ଡା,୨୬ା୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ରେଳ ଷ୍ଟେଶନ ନିକଟସ୍ଥ କାଲୋସିହିରିଆ ରେଲଓ୍ବେ ବ୍ରିଜ୍ଠାରୁ ଶହେ ମିଟର ଦୂର ବୁଗଦା ପୁଲିଆ ନିକଟରେ ଥିବା ରେଳଧାରଣାର ଶନିବାର ମୁଣ୍ଡଗଣ୍ଡି ଅଲଗା ହୋଇପଡ଼ିଥିବା ଜଣେ ଯୁବତୀଙ୍କର ମୃତଦେହ ଦେଖିବାକୁ ମିଳିଛି। ମୃତ ଯୁବତୀଙ୍କର ପରିଚୟ…
ସୋରଡ଼ା ଏନ୍ଏସି ଦଖଲ କଲା ବିଜେଡି
ସୋରଡ଼ା,୨୬ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍ଏସି ପୌର ନିର୍ବାଚନରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ହୋଇଛନ୍ତି। ସେ ଭଜପାର ସାଧୀନ ପଣ୍ଡାଙ୍କଠାରୁ ୨୮୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୋରଡ଼ା ଏନ୍ଏସିର ୧୧ଟି ଓ୍ବାର୍ଡରେ ୯ଟିରେ ବିଜେଡି ଓ ଗୋଟିଏ…
୬୧ ରନ୍ରେ ୫ ଓ୍ବିକେଟ ହରାଇଲା ସିଏସ୍କେ…
ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ ୧୫ର ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର୍) ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି କେକେଆର୍ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ସିଏସ୍କେର ବିପର୍ଯ୍ୟୟ ଘଟାଇଛି। ମୁମ୍ବାଇର ଓ୍ବାଙ୍ଖେଡ୍…
ସିଏସ୍କେର ୨ ଓପନର ପାଭିଲିୟନ ଫେରିଲେ…
ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ମ୍ୟାଚ୍ରେ କୋଲକାତା ନାଇଟ ରାଇଡର୍ସ…
୬ ମାସ ମାଗଣା ମିଳିବ ରାଶନ, କ୍ୟାବିନେଟ୍ ନିଷ୍ପତ୍ତି…
ନୂଆଦିଲ୍ଲୀ, ୨୬।୩ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟ ସୀମାକୁ ୬ ମାସ ବୃଦ୍ଧି କରାଯାଇଛି। ଏହା ମାର୍ଚ୍ଚ ୩୧ରେ ଶେଷ ହେଉଥିଲା। ଏବେ ଏହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ। ଏହା ଦ୍ୱାରା ଦେଶର ୮୦…
ନବୀନ ନିବାସରେ ଭିଡ ବଢ଼ୁଛି
ଭୁବନେଶ୍ବର,୨୬।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବିଜେଡି ବିପୁଳ ସଫଳତା ପାଇଛି । ଭାଜପା ଏବଂ କଂଗ୍ରେସ ବିଜେଡିଠାରୁ ବହୁ ପଛରେ ପଡ଼ିଛନ୍ତି। ରାଜ୍ୟର ୩୦ ଜିଲାର ୧୦୫ ଅଧ୍ୟକ୍ଷ ପଦରୁ ବିଜେଡି ୭୩ଟିରେ ବାଜିମାତ କରିଥିବା ବେଳେ ଭାଜପା…
ଭୁବନେଶ୍ୱରରେ ସୁଲୋଚନା, କଟକରେ ସୁବାସ; ବ୍ରହ୍ମପୁରରେ ସଂଘମିତ୍ରା
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ପୌର ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଥିବା ବେଳେ ୩ ମହାନଗର ନିଗମର ମେୟର ପଦବୀ ବିଜେଡି ହାତକୁ ଯାଇଛି। ଭୁବନେଶ୍ୱରରୁ ବିଜେଡିର ସୁଲୋଚନା ଦାସ ବିଜୟୀ ହୋଇଥିବା ବେଳେ କଟକର ସୁବାସ ସିଂ ଏବଂ ବ୍ରହ୍ମପୁରର ସଂଘମିତ୍ରା ଦଳେଇ…
ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୬।୩(ବ୍ୟୁରୋ): ପୌର ନିର୍ବାଚନରେ ବିଜେଡିର ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ନିର୍ବାଚନ ଫଳାଫଳ ଆସିବା ପରେ ଟୁଇଟ୍ କରି ରାଜ୍ୟର ବିକାଶଧାରାରେ ସେ ସାମିଲ ହେବାକୁ ଆହ୍ବାନ ଦେଇଛନ୍ତି। ‘ପୌର ନିର୍ବାଚନରେ ବିଜେଡିର…
ସମିତାଙ୍କୁ ପ୍ରେମିକା ବଦଳରେ ଭଲ ବନ୍ଧୁ ବୋଲି କହିଲେ ରାକେଶ
ବମ୍ବେ: ପ୍ରେମିକା ବଦଳରେ ଅଭିନେତ୍ରୀ ସମିତା ସେଟ୍ଟୀଙ୍କୁ ଭଲ ବନ୍ଧୁ କହି ଚର୍ଚ୍ଚାରେ ଅଭିନେତା ରାକେଶ ବାପଟ। ବିଗ୍ବସ୍ରେ ପରସ୍ପରକୁ ଭେଟିଥିଲେ ଦୁହେଁ। ସେବେଠାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଧିରେ ଧିରେ ଆଗକୁ ବଢ଼ିଥିଲା। ଶୋ’ ଶେଷ ହେବା ପରେ ସେମାନେ…
ଟସ୍ ଜିତିଲା କେକେଆର୍, ବୋଲିଂ ନିଷ୍ପତ୍ତି…
ମୁମ୍ବାଇ, ୨୬।୩ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବାଇର ଓ୍ବାଙ୍ଖେଡ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଚେନ୍ନାଇର ରବିନ୍ଦ୍ର…
ସୁଲୋଚନା ହେଲେ ଭୁବନେଶ୍ୱର ମେୟର
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ବିଜେଡି ହାତକୁ ଯାଇଛି ଭୁବନେଶ୍ୱର ମେୟର ପଦବୀ। ବିଜେଡିର ସୁଲୋଚନା ଦାସ ୬୧ ହଜାରରୁ ଅଧିକ ଭୋଟ ପାଇ ବିଜୟ ଲାଭ କରିଛନ୍ତି। ସୁଲୋଚନା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥିନୀ ସୁନୀତି ମୁଣ୍ଡ୍ଙ୍କୁ ପରାଜିତ କରିଛନ୍ତି।
Archives


