Home

ଯୁଦ୍ଧ ସଙ୍କଟରେ ବ୍ୟବସାୟ, ଆମେରିକାଠାରୁ ୨୫୦ ଅବ୍ରାମ୍ସ୍‌ ଟ୍ୟାଙ୍କ କିଣିବ ପୋଲାଣ୍ଡ….

ଓ୍ବାଶିଂଟନ/ଓ୍ବାର୍ସା, ୨୦।୨ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧଖୋର ମନୋଭାବ ସଙ୍କଟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅସ୍ତ୍ରଶସ୍ତ୍ର ତଥା ଯୁଦ୍ଧ ଉପକରଣ କାରବାର ବୃଦ୍ଧି ପାଇଛି। ରୁଷିଆ ସୈନ୍ୟଙ୍କ ପ୍ରତିରୋଧ କରିବା ଲାଗି ସମ୍ପ୍ରତି ପୋଲାଣ୍ଡ ଆମେରିକାଠାରୁ ବିଧ୍ୱଂସକ ଟ୍ୟାଙ୍କ କୁହାଯାଉଥିବା…

ଆଖି ବୁଜିଲେ ୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ଆଖି ବୁଜିଲେ ଆଉ ୧୭ କରୋନା ଆକ୍ରାନ୍ତ। ମୃତକଙ୍କ ମଧ୍ୟରେ ବାଲେଶ୍ୱର-ସୁନ୍ଦରଗଡ଼ର ୬ଜଣ ସଂକ୍ରମିତ ଥିବା ବେଳେ ଗଞ୍ଜାମର ୨ ଏବଂ କଳାହାଣ୍ଡି-ପୁରୀର ଜଣେ ଲେଖାଏ ଆକ୍ରାନ୍ତ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

କେସିଙ୍ଗା ବ୍ଲକର ୧ ନଂ ଜୋନ୍‌ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା

କେସିଙ୍ଗା,୨୦ା୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର େ୧ ନଂ ଜୋନ୍‌ରେ ବିଜେଡି,କଂଗ୍ରେସ ଓ ଭାଜପା ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହେଉଛି। ଏହି ଜୋନ୍‌ରେ ୨୮ହଜାର ୪୯୯ଭୋଟର ରହିଛନ୍ତି। ଏହି ଜୋନରେ ୯ ପଞ୍ଚାୟତ ରହିଛି। ସେଗୁଡ଼ିକ ହେଲା ବେଳଖଣ୍ଡି, ସିରଜାପାଲି, ହାତୀଖୋଜ,…

ରାଜ୍ୟରେ ଆଉ ୪୯୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୯୨ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ୨୮୯ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୨୦୩ ଲୋକାଲ କେସ୍‌ ରହିଛି। ସେହିଭଳି ୧୨୨ ପିଲା ସଂକ୍ରମିତ ହୋଇଥିବା ନେଇ ରବିବାର ପୂର୍ବାହ୍ନରେ ରାଜ୍ୟ ସୂଚନା…

୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଏକେ-୪୭ ଜବତ…

ସୋନିପତ୍‌, ୨୦।୨ : ହରିୟାଣାର ସୋନିପତ୍‌ରୁ ୪ ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜ୍ୟ ପୋଲିସର ଅପରାଧ ଯାଞ୍ଚ୍‌ ଏଜେନ୍ସି(ସିଆଇଏ) ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରାଯାଇଥିଲା। ସମସ୍ତ…

ବୁଥ୍‌ରେ ଉତ୍ତେଜନା, ମତଦାନ ବନ୍ଦ

ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏସ କରଡାସିଂ ପଞ୍ଚାୟତ ମତଦାନ କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଛି। ଭୋଟର ତାଲିକାରେ ନାଁ ନ ଥିବାରୁ ଏହି ଉତ୍ତେଜନା ଦେଖାଦେଇଛି। ୯ ନମ୍ବର ବୁଥ୍‌ ଘାଟିତଳ ଗ୍ରାମର ଉତ୍ତ୍ୟକ୍ତ ଲୋକେ ମତଦାନ…

ଉତ୍ତର ଦିଗର ସ୍ବାମୀ କୁବେର; ଜାଣନ୍ତୁ କ’ଣ କଲେ ବଢ଼ିବ ଧନ…

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ। ସେହିପରି କୁହାଯାଏ, ଉତ୍ତର ଦିଗରେ…

ଶାନ୍ତିଶୃଙ୍ଖଳାରେ ଚାଲିଛି ମତଦାନ

ଗଞ୍ଜାମ,୨୦ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଚାଲିଥିବା ଜଣାପଡ଼ିଛି। ପୂର୍ବରୁ ଚି଼ହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥ୍‌ଗୁଡ଼ିକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନ ହେବା ଲାଗି ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ରମ୍ଭା ଥାନା…

ବୁଥ୍‌ ଜବରଦଖଲ ଅଭିଯୋଗ

ନୟାଗଡ଼ ଅଫିସ,୨୦ା୨: ନୟାଗଡ଼ ବ୍ଲକର ୪ ଜିଲା ପରିଷଦ ଜୋନର ୨୯ ପଞ୍ଚାୟତରେ ଭୋଟଗ୍ରହଣ ଚାଲିଛି। ଏହାର ହରିପୁରର ୧୨ ନଂ ବୁଥ୍‌ରେ ଜବରଦଖଲ କରାଯାଇ ମତଦାନ ଚାଲିଥିବା ଅଭିଯୋଗ ହୋଇଛି। ବିରୋଧୀ ଦଳର ଏଜେଣ୍ଟ ବୁଥରୁ କାଢ଼ିଦେବା ସହ ଗଣମାଧ୍ୟମର…

ବିବାହ ହେବା ନୋହିଲା, ନଦୀକୁ ଖସିଲା ବରଯାତ୍ରୀ କାର୍‌, ବର ସମେତ ୯ ମୃତ…

କୋଟା, ୨୦।୨ : ରାଜସ୍ଥାନର କୋଟାରେ ରବିବାର ସକାଳେ ଚମ୍ବଲ ନଦୀରେ ଏକ ବରଯାତ୍ରୀ କାର ଖସିପଡିଛି। ଏହି ଦୁର୍ଘଟଣାରେ ବର ସମେତ ୯ ଜଣଙ୍କର ମୃତ୍ୟୁ ଘଟିଛି। କାର ବିଷୟରେ ସ୍ଥାନୀୟ ଲୋକ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ। ଏହା…

ବିଶ୍ୱ ବୈଷ୍ଣବ ସମ୍ମିଳନୀରେ ରାଷ୍ଟ୍ରପତି

ପୁରୀ ଅଫିସ,୨୦ା୨: ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଅର୍ଥାତ୍‌ ଦ୍ୱିତୀୟ ଦିନରେ ବିଶ୍ୱ ବେଷ୍ଣବ ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ଶ୍ରୀମଦ ଭକ୍ତିସିଦ୍ଧାନ୍ତ ଗୌଡ଼ୀୟ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ…

ସ୍ବାମୀଙ୍କ ବାରଣ ସତ୍ତ୍ୱେ ବୟଫ୍ରେଣ୍ଡ୍‌ଙ୍କ ସହିତ ଫୋନ୍‌ରେ ଲୁଚିଲୁଚି ଗପିବା ଦାମ୍ପତ୍ୟ କ୍ରୁରତା, ହାଇକୋର୍ଟଙ୍କ ରାୟ…

ଥିରୁଭାନନ୍ତପୁରମ୍‌, ୨୦।୨ : ସ୍ବାମୀଙ୍କ ବାରମ୍ବାର ବାରଣ ସତ୍ତ୍ୱେ ସ୍ତ୍ରୀ ନିଜ ବୟଫ୍ରେଣ୍ଡ୍‌ଙ୍କ ସହିତ ଲୁଚିଲୁଚି ଗପିବା ଦାମ୍ପତ୍ୟ କ୍ରୁରତା। କେରଳ ହାଇକୋର୍ଟ ଏକ ଛାଡ଼ପତ୍ର ମାମଲାର ବିଚାର କରି ଏଭଳି ରାୟ ଦେଇଛନ୍ତି। ଦମ୍ପତିଙ୍କୁ ଛାଡପତ୍ରର ଏକ ଆଦେଶ ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri