Home

ଭୋଟ୍‌ ବର୍ଜନ କଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ ଏଙ୍ଗାରସିଂ ପଞ୍ଚାୟତର ଜାଲ ଗ୍ରାମବାସୀ ସମୂହ ଭୋଟ୍‌ ବର୍ଜନ, ପଞ୍ଚାୟତ ପୂର୍ଣ୍ଣ ଗଠନ ବେଳେ ଗ୍ରାମବାସୀଙ୍କୁ ଅଣଦେଖା ନେଇ ଅସନ୍ତୁଷ୍ଟ ଓ ମୌଳିକ ସମସ୍ୟାର ସମାଧାନ ନ ହେବାରୁ ଭୋଟ୍‌ ବର୍ଜନ କରିଛନ୍ତି…

୪୬୫ ଦିନ ଯାଏଁ ଫାଟିବନି ଫୋଟକା

ପାଣି ଫୋଟକାର ଆୟୁଷ ବା କେତେ? କିଛି କ୍ଷଣ ପରେ ତାହା ଫାଟିଯାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ବୈଜ୍ଞାନିକ ଏମିତି ଏକ ଫୋଟକା ତିଆରି କରିଛନ୍ତି ଯାହା ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଫାଟିବନି। ଫ୍ରାନ୍ସର କେତେଜଣ ବୈଜ୍ଞାନିକ…

ଜିରାଫ ନା ଜେବ୍ରା!

ଇଏ ଏମିତି ଏକ ପ୍ରାଣୀ ଯାହାକୁ ଦେଖିଲେ ଯେକେହି ଦ୍ୱନ୍ଦ୍ୱରେ ପଡିଯିବେ। ଆଉ ଘଡିଏ ଅପଲକ ନୟନରେ ଚାହିଁବେ। ଭାବିବେ ପ୍ରକୃତରେ ଏହା ଏକ ଜିରାଫ ନା ଜେବ୍ରା। କାରଣ ଏହାର ମୁହଁକୁ ଦେଖିଲେ ଲାଗିବ ଏହା ଏକ ଜିରାଫ କିନ୍ତୁ…

ସନ୍ଦିଗ୍ଧ ଲଶ୍କର ଆତଙ୍କବାଦୀ ଗିରଫ…

ଶ୍ରୀନଗର, ୨୦।୨ : ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଲଶ୍କର-ଇ-ତୋଏବାର ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ଯାନବାହନ ଯାଞ୍ଚ କରିବା ସମୟରେ ଏସଏସବି, ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ପୋଲିସର ମିଳିତ ସର୍ଚ୍ଚ ଦଳ ସଜନ-ବଜରାନୀ…

ସାଲେପୁରରେ ସରିଲା ମତଦାନ

ନିଶ୍ଚିନ୍ତକୋଇଲି,୨୦ା୨(ସ୍ବ.ପ୍ର.): ସାରା ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ମତଦାନ ଆଜି ସରିଛି। କଟକ ଜିଲା ସାଲେପୁର ବ୍ଲକରେ ରବିବାର ସକାଳୁ ମତଦାତାମାନେ ଭୋଟ୍‌ କେନ୍ଦ୍ର ସମ୍ମୁଖରେ ଲମ୍ବାଧାଡ଼ିରେ ମତଦାନ କରିଥିଲେ। ସୂଚନାନୁଯାୟୀ, ଏହି ବ୍ଲକରେ ଥିବା ୩୫ ପଞ୍ଚାୟତରେ ଥିବା ୫୬୪ ମତଦାନ…

ସେଲିବ୍ରିଟିଙ୍କ ଫ୍ୟାନ୍‌: କିଏ କିଣିଲେ ଜହ୍ନରେ ଜମି ତ କିଏ ଆଣିଥିଲେ ବିବାହ ପ୍ରସ୍ତାବ

ଫ୍ୟାନ୍‌ ସିଏ, ଯେ ନିଜ ପ୍ରିୟ ତାରକାଙ୍କ ଖୁସିରେ ଖୁସି ହୁଅନ୍ତି, ତାଙ୍କ ଦୁଃଖରେ ଦୁଃଖୀ ହୁଅନ୍ତି । ତାଙ୍କୁ ଭଲ ପାଆନ୍ତି ଜୀବନଠୁ ବେଶି । ବେଳେ ବେଳେ ନିଜ ପ୍ରିୟର ତାରକାଙ୍କୁ ଟିକେ ପାଖରେ ପାଇବା, ତାଙ୍କର ଟିକେ…

ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫% ମତଦାନ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ। ରବିବାର ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇ ୧ଟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୯ ଜିଲା ୬୩ ବ୍ଲକର ୧୩୮୨ ପଞ୍ଚାୟତର ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌ ହୋଇଛି। ତେବେ ରବିବାର ମଧ୍ୟାହ୍ନ ୧୨ଟା…

ଭୋଟ୍‌ ବାକ୍ସ ଲୁଟିନେଲେ, ୩ ଖବରଦାତାଙ୍କୁ ନିସ୍ତୁକ ପିଟିଲେ

ବିଞ୍ଝାରପୁର,୨୦ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଛୋଳ ପଞ୍ଚାୟତରେ ରବିବାର ପୂର୍ବାହ୍ନରେ ଖବର ସଂଗ୍ରହ କରିବାକୁ ଯାଇଥିବା ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ ସହ ଭୋଟ୍‌ ବାକ୍ସ ଲୁଟ୍‌ ହୋଇଥିବା ଜଣାପଡ଼ିଛି । ଖବର ମୁତାବକ ରବିବାର ପୂର୍ବାହ୍ନରେ କିପରି ମତଦାନ…

ଜଳ-ସ୍ଥଳ-ଆକାଶ ସବୁଠି ରୁଷିଆର ବୋମାବର୍ଷା, ଯୁଦ୍ଧାଭ୍ୟାସ ନେଇ ପୃଥିବୀରେ ଆତଙ୍କ…

ମସ୍କୋ, ୨୦।୨ : ରୁଷିଆ ଯୁଦ୍ଧାଭ୍ୟାସ ନାମରେ ଜଳ-ସ୍ଥଳ-ଆକାଶ ସବୁଠି ବୋମାବର୍ଷା ଜାରି ରଖିଛି। ରୁଷିଆର ଏଭଳି କାର୍ଯ୍ୟ ନେଇ ପୃଥିବୀରେ ଆତଙ୍କ ଖେଳି ଯାଇଛି। ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ଏହି ଆଣବିକ ଯୁଦ୍ଧାଭ୍ୟାସ କରାଯାଉଛି। ହାଇପରସୋନିକ୍‌ କ୍ଷେପଣାସ୍ତ୍ରଠାରୁ…

ଗୋଳେଇପୁର ପଞ୍ଚାୟତରେ ବୁଥ୍‌ ରିଗିଂ ଅଭିଯୋଗ: ଅନୁଧ୍ୟାନ କରିବାକୁ ଯାଇଥିବା ବିଡିଓଙ୍କୁ ମାଡ଼

ଯାଜପୁର ରୋଡ୍‌,୨୦।୨(ଡି.ଏନ୍‌.ଏ.): ଯାଜପୁର ଜିଲା କୋରାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଳେଇପୁର ପଞ୍ଚାୟତର ୮,୯,୧୦ ଏବଂ ୧୧ ନଂ ବୁଥ୍‌ରେ ରବିବାର ଉତ୍ତେଜନା ପ୍ରକାଶ ପାଇଛି। ବୁଥ୍‌ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ…

ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ବୋମା ଉଦ୍ଧାର

ରାୟଗଡ଼ା ଅଫିସ,୨୦ା୨: ରାୟଗଡ଼ା ଜିଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ମାଓବାଦୀ ପ୍ରବଣ କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତକୁ ଯିବା ରାସ୍ତାକଡ଼ରେ ମାଓବାଦୀମାନେ ଖଞ୍ଜିଥିବା ଏକ ଟିଫିନ୍‌ ବୋମାକୁ ରବିବାର ଉଦ୍ଧାର କରିଛି ଡିଭିଏଫ୍‌ ପୋଲିସ। ନିର୍ବାଚନକୁ ଦୃଷ୍ଟିରେ ରଖି…

ଯୁଦ୍ଧ ସଙ୍କଟରେ ବ୍ୟବସାୟ, ଆମେରିକାଠାରୁ ୨୫୦ ଅବ୍ରାମ୍ସ୍‌ ଟ୍ୟାଙ୍କ କିଣିବ ପୋଲାଣ୍ଡ….

ଓ୍ବାଶିଂଟନ/ଓ୍ବାର୍ସା, ୨୦।୨ : ୟୁକ୍ରେନ ବିରୁଦ୍ଧରେ ରୁଷିଆର ଯୁଦ୍ଧଖୋର ମନୋଭାବ ସଙ୍କଟ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅସ୍ତ୍ରଶସ୍ତ୍ର ତଥା ଯୁଦ୍ଧ ଉପକରଣ କାରବାର ବୃଦ୍ଧି ପାଇଛି। ରୁଷିଆ ସୈନ୍ୟଙ୍କ ପ୍ରତିରୋଧ କରିବା ଲାଗି ସମ୍ପ୍ରତି ପୋଲାଣ୍ଡ ଆମେରିକାଠାରୁ ବିଧ୍ୱଂସକ ଟ୍ୟାଙ୍କ କୁହାଯାଉଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri