Home

ସିଏମ୍‌ସି ଡେପୁଟି ମେୟରେ ହେଲେ ଦମୟନ୍ତୀ

କଟକ ଅଫିସ,୭।୪: କଟକ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝି। ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ସେ ଗୁରୁବାର ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଦମୟନ୍ତୀ ୪୯ ନଂ ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ…

ବର୍ଷକରେ ୧ କୋଟିରୁ ଅଧିକ ଜରିମାନା ଆଦାୟ କରି ରେକର୍ଡ କଲେ ଏହି ଟିଟିଇ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଟିଟିଇଙ୍କୁ ଟିକେଟ ଯାଞ୍ଚ କରୁଥିବା ଦେଖିବାକୁ ମିଳେ। ଟିକେଟ ନ ଥିଲେ ଯାତ୍ରୀଙ୍କଠାରୁ ସେ ଜରିମାନା ମଧ୍ୟ ଆଦାୟ କରନ୍ତି। ଆଜିକାଲି ସେହିଭଳି ଜଣେ ଟିଟିଇ ଏବେ ଚର୍ଚ୍ଚାରେ। ସେ ହେଲେ ଶଶି କୁମାର। ସେ…

ଦାରିଦ୍ର୍ୟକୁ ହରାଇଛି ଭାରତ, କହିଲା ଆଇଏମ୍‌ଏଫ୍‌…

ଓ୍ବାଶିଂଟନ, ୭।୪ : ଭାରତରେ, ଅତ୍ୟଧିକ ଦାରିଦ୍ର୍ୟରେ ଜୀବନ ବିତାଉଥିବା ଲୋକଙ୍କ ସଂଖ୍ୟା କମିଛି। ଭାରତ ଦାରିଦ୍ର୍ୟକୁ ହରାଇଛି ବୋଲି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଭାରତ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ୪୦…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ

ବଲାଙ୍ଗୀର ଅଫିସ,୭ା୪: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର୍ସ ଆସୋସିଏଶନର ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆଠାରୁ ଏକ ବିଶାଳ ରାଲିରେ ଶତାଧିକ ଅଙ୍ଗନଓ୍ବାଡି…

ଗଞ୍ଜାମ ଏନ୍‌ଏସି ଉପାଧ୍ୟକ୍ଷ ହେଲେ ସୁରେନ୍ଦ୍ର ବାରିକ

ଗଞ୍ଜାମ,୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସିରେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ଏଥିରେ ୧ ନଂ ଓ୍ବାର୍ଡର ବିଜେଡି କାଉନସିଲର ସୁରେନ୍ଦ୍ର ବାରିକ ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଉପାଧ୍ୟକ୍ଷ ପାଇଁ ବିଜେଡିର ଏକ ମାତ୍ର ପ୍ରାର୍ଥୀ ସୁରେନ୍ଦ୍ର ନାମାଙ୍କନ…

ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ

କେବଳ ଏଚଆଇଭି ପଜିଟିଭ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏସିଆର ପ୍ରଥମ କାଫେ କୋଲକାତାରେ ଖୋଲିଛି। ଏହି କାଫେର ନାଁ ରହିଛି ‘କାଫେ ପଜିଟିଭ’। ଏହାର ଉଦ୍ଦେଶ୍ୟ ହେଉଛି ସଚେତନତା ବିସ୍ତାର କରିବା ଏବଂ ଏଚ.ଆଇ.ଭି ପଜିଟିଭ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି…

କେକେଆର୍‌ର ବିଜୟ ପରେ ଶାହାରୁଖ ଲେଖିଲେ ଏମିତି

ମୁମ୍ବାଇ,୭।୪: ଆଇପିଏଲ୍‌ ୨୦୨୨ରେ ବୁଧବାର ଖେଳାଯାଇଥିବା ମ୍ୟାଚକୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ୫ ଉଇକେଟରେ ଜିତି ନେଇଛି। ଲଢ଼ୁଆ ବ୍ୟାଟିଂ ଯୋଗୁ ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ତେବେ ଏହି ବିଜୟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ବଲିଉଡ୍‌ ସୁପରଷ୍ଟାର…

‘ଭାରତ ଆମର ବଡ ଭାଇ ପରି’

କଲମ୍ବୋ,୭।୪: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ମହାନ ଖେଳାଳି ସନଥ ଜୟସୁରିଆ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଶ୍ରୀଲଙ୍କାକୁ ସହାୟତା ପଠାଇଥିବାରୁ ଭାରତ ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନିର୍ଦ୍ୱନ୍ଦ୍ୱରେ ଭାଇସ୍‌ ଚେୟାରମ୍ୟାନ୍‌ ନିର୍ବାଚିତ

କେସିଙ୍ଗା,୭ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ଭାଇସଚେୟାର ମ୍ୟାନ୍‌ ଭାବେ ୮ ନମ୍ବର ଓ୍ବାର୍ଡର ସରସ୍ବତୀ ସାହା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନରେ ନର୍ଲା ବିଧାୟକ ଭୂପିନ୍ଦର ସିଂ, ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ବିଜେଡିର ସମସ୍ତ କାଉନସେଲର…

ବିଜେଡିରେ ମିଶିଲେ ସ୍ବାଧୀନ କାଉନସିଲର

ଛତ୍ରପୁର,୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ୧୦ ନମ୍ବର ଓ୍ବାର୍ଡର ସ୍ବାଧୀନ କାଉନସିଲର ଦେବାଶିଷ ମିଶ୍ର ଗୁରୁବାର ବିଜେଡିରେ ଯୋଗଦେଇଛନ୍ତି ଛତ୍ରପୁର ଶିବ କୁମାର ପଟ୍ଟନାୟକ ରିଡିଙ୍ଗରୁମ୍‌ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡିରେ ଯୋଗଦେଇଥିବା କାଉନସିଲର ଦେବାଶିଷଙ୍କୁ ଛତ୍ରପୁର ବିଧାୟକ ସୁବାସ…

ରୋହିଙ୍ଗ୍ୟା-ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାର ପ୍ରଥମେ ଦାଖଲ କରନ୍ତୁ ଜବାବ, କହିଲେ ସିଜେଆଇ…

ନୂଆଦିଲ୍ଲୀ, ୭।୪ : ଏକ ବର୍ଷ ମଧ୍ୟରେ ରୋହିଙ୍ଗ୍ୟା ଏବଂ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସମେତ ସମସ୍ତ ବେଆଇନ ପ୍ରବାସୀଙ୍କୁ ସେମାନଙ୍କ ଦେଶକସ୍‌ୁ ପଠାଇବାକୁ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଜବାବ ଦାଖଲ କରନ୍ତି,…

ପୁଣି ଆନ୍ଦୋଳନ ଚେତାବନୀ ଦେଲେ କୃଷକ ନେତା

ମୁଜାଫରନଗର,୭।୪: ଭାରତୀୟ କୃଷକ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାଏତ୍‌ ପୁଣିଥରେ କୃଷକ ଆନ୍ଦୋଳନ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ସରକାର ଭୁଲିଯାଇଛନ୍ତି। ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri