ରାଜ୍ୟ ସଭା ଯିବା ନେଇ ମୁହଁ ଖୋଲିଲେ ନୀତିଶ
ପାଟନା,୪।୪: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋମବାର ମୁଖ୍ୟମନ୍ତ୍ରୀ ପଦ ଛାଡି ରାଜ୍ୟ ସଭାକୁ ଯିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ଏଭଳି ଖବର ପଢି ଆଶ୍ଚର୍ଯ୍ୟ। ଏମିତି ମିଥ୍ୟା ଖବର କିଏ ଭାଇରାଲ କରୁଛି ତାହା ଜଣାନାହିଁ।…
ଆମ ଆଦମୀ ପାର୍ଟିରେ ଯୋଗ ଦେଲେ ପୂର୍ବତନ ପୋଲିସ କମିଶନର
ନୂଆଦିଲ୍ଲୀ,୪।୪:ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନର ଭାସ୍କର ରାଓ ସୋମବାର ଦିଲ୍ଲୀର ଆମ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାସ୍କର ରାଓଙ୍କୁ ଏଏପି ଦଳର ସଦସ୍ୟତା ପ୍ରଦାନ କରିଥିଲେ। ଏହି ସମୟରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଏବଂ ଦଳର…
ରାହୁଲ ଗାନ୍ଧୀଙ୍କ ନାଁରେ ନିଜର ସବୁ ସମ୍ପତ୍ତି କରିଦେଲେ ମହିଳା
ଡେରାଡୁନ,୪।୪: ଉତ୍ତରାଖଣ୍ଡର ଜଣେ ମହିଳା ନିଜର ସବୁ ସମ୍ପତ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଁରେ କରିଦେଇଛନ୍ତି। ୭୮ ବର୍ଷୀୟ ଏହି ମହିଳାଙ୍କ ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଏବଂ ୧୦ ତୋଳା ଅଛି। ଏସବୁ ସେ ରାହୁଲଙ୍କ ନାଁରେ…
ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟି ମନା
ବେଙ୍ଗାଲୁରୁ,୪।୪:କର୍ନାଟକରେ ହିଜାବ ପିନ୍ଧିଥିବା ଶିକ୍ଷୟତ୍ରୀଙ୍କୁ ପରୀକ୍ଷା ଡ୍ୟୁଟିରୁ ବାଦ୍ ଦିଆଯିବ ବୋଲି କର୍ନାଟକ ସରକାର ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ହିଜାବ ପିନ୍ଧିଥିବା ସ୍କୁଲ ଏବଂ କଲେଜ ଶିକ୍ଷୟତ୍ରୀମାନଙ୍କୁ ପ୍ରି-ୟୁନିଭରସିଟି (ପିୟୁ) ପରୀକ୍ଷା ଡ୍ୟୁଟିିରେ ରଖାଯିବ ନାହିଁ। ପ୍ରାଥମିକ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର୍ ଉପରେ ମାଡ଼ିଗଲା ହାଇଓ୍ବା, ଜଣେ ମୃତ
ଭୁବନେଶ୍ୱର,୪ା୪(ବ୍ୟୁରୋ): ପଳାଶୁଣୀ ବସ୍ ଷ୍ଟପେଜ୍ ନିକଟରେ ସୋମବାର ସିରିଜ୍ ଦୁର୍ଘଟଣା ଘଟିଛି। ଏକ କାର୍ ଉପରେ ହାଇୱା ଚଢ଼ି ଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପରିଚୟ ମିଳିନାହିଁ। ସୂଚନାନୁସାରେ, ପଳାଶୁଣୀ ବସ୍ ଷ୍ଟପେଜ ନିକଟରେ ଜଣେ ବ୍ୟକ୍ତି…
ହାତୀ ମଳରୁ କାଗଜ ପ୍ରସ୍ତୁତ, ୩୦ ଦେଶରେ ହେଉଛି ବିକ୍ରି
ଆପଣ ନିଶ୍ଚିତ ଭାବରେ ଶୁଣିଥିବେ ଯେ, କାଗଜ ତିଆରି ପାଇଁ ବାଉଁଶ, ସବାଇ ଘାସ ଆଦି ବ୍ୟବହାର କରାଯାଏ। ମାତ୍ର ଏବେ ଗଛ ନୁହେଁ ବରଂ ହାତୀ ମଳରୁ କାଗଜ ପ୍ରସ୍ତୁତ ହେଉଛି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ।…
କେବେ ଥମିବ ନରସଂହାର
କ୍ୱିଭ୍,୪।୪: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୦ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ରୁଷିଆ ୟୁକ୍ରେନର ଅନେକ ବଡ ସହରକୁ ଧ୍ୱଂସ କରିଦେଇଛି। ଲକ୍ଷ ଲକ୍ଷ ଲୋକ ଦେଶ ଛାଡିଛନ୍ତି। ଏହି ସମୟରେ, ୟୁକ୍ରେନର ବୁଚାରୁ ଏକ…
ଏନ୍ଏଚ୍-୩୭ ପ୍ରଶସ୍ତିକରଣ, କଟାଯିବ ୨,୫୦୦ ଗଛ…
ଗୁଆହାଟି, ୪।୪ : ଜାତୀୟ ରାଜପଥ (ଏନ୍ଏଚ୍)-୩୭ର ପ୍ରଶସ୍ତିକରଣ ପ୍ରକଳ୍ପ ପାଇଁ ଆସାମର ରାଜଧାନୀ ଗୁଆହାଟିରେ ପ୍ରାୟ ୨,୫୦୦ ଗଛ କଟାଯାଉଛି। ଜାତୀୟ ରାଜପଥ ୩୭ରେରେ ଜାଲୁକବାରୀ ଠାରୁ ଓ୍ବଶିଷ୍ଠ ପର୍ଯ୍ୟନ୍ତ ୧୬.୫ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଗତ ସପ୍ତାହରେ ଆରମ୍ଭ…
ବିବାହର ୧୧ ବର୍ଷ ପରେ ମା’ ହେଲେ ଏହି ଅଭିନେତ୍ରୀ
ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀ ମା’ ହୋଇଛନ୍ତି। ବିବାହର ୧୧ ବର୍ଷ ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଦେବିନାଙ୍କ ସ୍ବାମୀ ତଥା ଅଭିନେତା ଗୁରୁମିତ ଚୌଧୁରୀ ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଏପ୍ରିଲ ୩ରେ ଦେବିନା…
କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭୂମିକାରେ ରହିବେ ଇମ୍ରାନ
ଇସଲାବାବାଦ,୪ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିପକ୍ଷରେ ରବିବାର ବିରୋଧୀଙ୍କ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ନ୍ୟାଶନାଲ ଆସେମ୍ବ୍ଲିରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ସୋମବାର କ୍ୟାବିନେଟ୍ ଭଙ୍ଗ ପାଇଁ ଡେପୁଟି ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ଶୁଣାଣି ହେବ। ଏହି ମାମଲାରେ କୋର୍ଟ ସୋ…
ଦୋଷ ନ କରି ୬ ବର୍ଷ ହେବ ଜେଲ୍ଦଣ୍ଡ ଭୋଗୁଥିଲେ ୨ ବ୍ୟକ୍ତି, ଜଣାପଡିବା ପରେ…
ଗାନ୍ଧିନଗର,୪।୪: ହତ୍ୟା ଅଭିଯୋଗରେ ଜେଲରେ ଥିବା ୨ ବ୍ୟକ୍ତିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ଗୁଜରାଟ କୋର୍ଟ। ଯେଉଁ ବ୍ୟକ୍ତିଙ୍କ ହତ୍ୟା ଅଭିଯୋଗରେ ୬ ବର୍ଷ ହେବ ଏହି ଦୁଇ ବ୍ୟକ୍ତି ଜେଲ୍ରେ ଥିଲେ, ସେହି ବ୍ୟକ୍ତି ଜୀବିତ ଥିବା ଜଣାପଡିଛି। ମାର୍ଚ୍ଚ…
୧୦ ରାଜ୍ୟର ୧୮ ସ୍କୁଲରେ ଡ୍ରୋନ୍ ପାଇଲଟ୍ ଟ୍ରେନିଂ…
ନୂଆଦିଲ୍ଲୀ, ୪।୪ : ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଅନେକ କ୍ଷେତ୍ରରେ ଡ୍ରୋନ ବ୍ୟବହାରକୁ ମଧ୍ୟ ଅନୁମୋଦନ କରାଯାଇଛି। ୨୦୨୨ ବଜେଟ ଉପସ୍ଥାପନ କରିବାବେଳେ କେନ୍ଦ୍ର ସରକାର ଡ୍ରୋନ ସହ ଜଡିତ…
Archives


