Home

ରୁଷିଆ-ୟୁକ୍ରେନ ଯୁଦ୍ଧ: ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ଲୋକଙ୍କର ହୋଇଛି ମୃତ୍ୟୁ

କ୍ୱିଭ,୧୦ ।୬: ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଗୁରୁବାର ଏହି ଯୁଦ୍ଧର ୧୦୬ ଦିନରେ ସେବେରୋଦୋନେସ୍କରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ଜବରଦସ୍ତ ସଂଘର୍ଷ ହୋଇଥିବା ଜଣାପଡିଛି । ପ୍ରତିରକ୍ଷା ପାଇଁ…

ଜମିଦାର ପରିବାରରେ ରକ୍ତର ଛିଟା: ୪ ଦିନର ଶିଶୁକନ୍ୟା କଥା ଭାବିଲେନି, ସ୍ତ୍ରୀଙ୍କୁ ମାରିଦେଲେ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ପାରିବାରିକ କଳହକୁ ନେଇ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣା ଘଟିବାରେ ଲାଗିଛି । କେଉଁଠି ବାପା ପୁଅକୁ ହତ୍ୟା କରୁଛି ତ ପୁଣି କେଉଁଠି ସ୍ବାମୀ ସ୍ତ୍ରୀକୁ , ଆଉ କେଉଁଠି ଭାଇ ଭାଇକୁ ହତ୍ୟା କରୁଛି।…

ପ୍ରଥମ ଦିନରେ ଟିକେଟ ଶେଷ

କଟକ ଅଫିସ, ୧୦ା୬: ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତୀୟ ଟି୨୦ମ୍ୟାଚ୍‌ ପାଇଁ ପ୍ରଥମ ଦିନରେ ଟିକେଟ ବିକ୍ରି ଶେଷ ହୋଇଛି। ଗୁରୁବାର ସକାଳ ୯ଟାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ଏଥିପାଇଁ…

ଭାରତର ଟୁରିଜମ୍‌ ଡେଷ୍ଟିନେଶନ ହେବ ଓଡ଼ିଶା

ଭୁବନେଶ୍ୱର,୧୦।୬:ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶ ଇକୋ ରିସର୍ଟସ୍‌ ଚିଲିକାର ବରକୁଳଠାରେ ରାଜ୍ୟର ପ୍ରଥମ ବିଳାସପୂର୍ଣ୍ଣ ହାଉସ୍‌ ବୋଟ୍‌ ‘ଗରୁଡ଼’ର ଶୁଭାରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡ୍‌ରେ ଏହାର ଉଦ୍‌ଘାଟନ କରି କହିଥିଲେ, ଏଭଳି ମନଲୋଭା ସେବା…

ରୋଷଘରେ ଲାଗିବ ନୂଆ ଖାଣ୍ଡେଲାଇଟ୍‌ ପଥର

ପୁରୀ ଅଫିସ,୧୦।୬:ଚଳିତବର୍ଷ ଶ୍ରୀମନ୍ଦିର ରୋଷଘରେ ନୂଆ ଖାଣ୍ଡେଲାଇଟ୍‌ ପଥର ଲଗାଯିବ। ସେହିପରି ଆସନ୍ତା ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହ ଓ ନାଟମଣ୍ଡପ ମରାମତି ସହ କଳାହାଟ ଦ୍ୱାର ରୁପାଛାଉଣି କାର୍ଯ୍ୟ ଶେଷ କରାଯିବ। ସମ୍ପ୍ରତି ରଥଯାତ୍ରା ପାଇଁ ସିସିଟିଭି କ୍ୟାମେରା ଲଗାଯାଉଥିବାବେଳେ…

ଆମେରିକା ନିମ୍ନ ସଦନରେ ବନ୍ଧୁକ ବିଲ୍‌ ପାରିତ

ଓ୍ବାଶିଂଟନ୍‌ ୧୦ା୬: ବଫାଲୋ, ନ୍ୟୁୟର୍କ, ଉଭାଲଡେ ଗୁଳିକାଣ୍ଡ ପରେ ଆମେରିକାର ଜୋ ବାଇଡେନ୍‌ଙ୍କ ସରକାର ବୁଧବାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ୍‌ରେ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ ଆଣିଛନ୍ତି। ବିଲ୍‌ ସପକ୍ଷରେ ୨୨୩ ଭୋଟ ଏବଂ ବିପକ୍ଷରେ ୨୦୪ ଭୋଟ ପଡ଼ିଥିଲା। ଫଳରେ ନିମ୍ନସଦନରେ…

ରାଜଧାନୀରେ ବୀଭତ୍ସ ଘଟଣା: ସ୍ତ୍ରୀଙ୍କ ଗଳାକାଟି ହତ୍ୟା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପାରିବାରିକ ଅଶାନ୍ତିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆଉଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଛୁରିରେ ସ୍ତ୍ରୀଙ୍କ ଗଳା କାଟି ଅତି ନୃଶଂସ ଭାବେ ହତ୍ୟା କରିଛନ୍ତି ସ୍ବାମୀ। ଏତିକିରେ ସନ୍ତୁଷ୍ଟ ନ ହୋଇ ଦେହସାରା ଛୁରିକୁ ଭୁସିବା ସହ ପେଟରୁ ଅନ୍ତବୁଜୁଳା…

ଆଜି ରାଜ୍ୟ ସଭା ନିର୍ବାଚନ: ଭୋଟିଂର ହେବ ଭିଡିଓଗ୍ରାଫ

ନୂଆଦିଲ୍ଲୀ,୧୦।୬: ଚାରି ରାଜ୍ୟର ୧୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା ଅଭିଯୋଗ ହେଉଛି। ନିର୍ବାଚନ ତଦାରଖ ପାଇଁ ୪ ଜଣ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା…

୨୩ ବର୍ଷ ପରେ ହାଇକୋର୍ଟଙ୍କ ରାୟ: ସରକାରୀ ଖାତାକୁ ଫେରିବ ୫ଶହ ଏକର ଜମି

ପୁରୀ ଅଫିସ,୧୦।୬: ସରକାରଙ୍କ ମାଲିିିିିକାନାକୁ ଫେରିବ ପୁରୀ ସିପସରୁ ବାଲି ଅଞ୍ଚଳରେ ଥିବା ୫ଶହ ଏକରରୁ ଅଧିକ ଜମି। ରାଜ୍ୟ ସରକାରଙ୍କ ସପକ୍ଷରେ ଏହି ରାୟ ଶୁଣାଇଛନ୍ତି ହାଇକୋର୍ଟ। ଦୀର୍ଘ ୨୩ ବର୍ଷ ଧରି ରାଧାକାନ୍ତ ମଠ ପକ୍ଷରୁ ଚାଲିଥିବା ମାମଲାର…

ରାଜ୍ୟ ସଭାର ୧୬ ଆସନ ପାଇଁ ଆଜି ଭୋଟ ଗ୍ରହଣ

ନୂଆଦିଲ୍ଲୀ,୧୦ ।୬: କିଣା ବିକା ବା ଘୋଡା ବେପାର ଭଳି ଅଭିଯୋଗ ମଧ୍ୟରେ ଶୁକ୍ରବାର ୧୬ ରାଜ୍ୟ ସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି(ଭାଜପା) ନିଜ ନିଜର…

ମିଲର-ଡୁସେନ ଛଡ଼ାଇ ନେଲେ ମ୍ୟାଚ୍‌

ନୂଆଦିଲ୍ଲୀ,୯।୬: ୨୧୧ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିବା ସତ୍ତ୍ୱେ ଭାରତ ବିଜୟ ସ୍ବାଦ ଚାଖିପାରି ନାହିଁ। ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ଗୁରୁବାର ଦକ୍ଷିଣ ଆଫ୍ରିକା ୫ ବଲ ପୂର୍ବରୁ ୭ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇଛି। ଦକ୍ଷିଣ ଆଫ୍ରିକା…

ଚାଇନାରେ ପ୍ରବଳ ବନ୍ୟା: ୧୦ ମୃତ, ୩ ନିଖୋଜ

ବେଜିଂ,୯ା୬: କେନ୍ଦ୍ରୀୟ ଚାଇନାର ହୁନାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ଅତି କମ୍‌ରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ନିଖୋଜ ଅଛନ୍ତି। ଜୁନ ଆରମ୍ଭରୁ ଏହି ରାଜ୍ୟରେ ବର୍ଷା ହୋଇଛି। ଅନ୍ୟ କେତେକ ରାଜ୍ୟରେ ମଧ୍ୟ ବର୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri